କିନ୍ତୁ!

ଅନେକ ଦିନ ତଳର କଥା । ମହାନଦୀ କୂଳରେ ହରିହର ନାମରେ ଜଣେ ବ୍ୟକ୍ତି ଗୋଟାଏ ଗାଁରେ ରହୁଥାଏ । ନଦୀ ପାରି ହୋଇ କେହି କେହି ତୀର୍ଥ କରିବାକୁ ଯାଉଥାନ୍ତି ତ ଆଉ କେହି କେହି ବେପାର କରିବାକୁ ବି ଯାଉଥାନ୍ତି । ହରିହର ସେମାନଙ୍କ ମାଲପତ୍ର ନେଇ ଅଳ୍ପ ଦୂରରେ ଥିବା ହାଟ ଉପରେ ସେମାନଙ୍କୁ ପହଁଚାଇ ଦେଉଥାଏ, ସେଠାରୁ ତୀର୍ଥକୁ ଓ ସହରକୁ ଯିବା ନିମନ୍ତେ ଶଗଡ ଏବଂ ଘୋଡାଗାଡି ମିଳୁଥାଏ ।

                ସେ ହରିହରର ନିଜର ଖଣ୍ଡିଏ ଘର ଥିଲା । ତା’ ଘରେ ତା’ର ସ୍ତ୍ରୀ ଓ ଗୋଟିଏ ବୋଲି ପିଲା ଥିଲେ । ସେ ଯେତିକି ବି ଉପାର୍ଜନ କରୁଥିଲା, ସେଥିରେ ସେମାନଙ୍କୁ ଚଲାଇ ମଧ୍ୟ ବେଶ୍ କିଛି ପଇସା ବଳୁଥିଲା, ସେ ତାହା ସଂଚୟ କରି ରଖୁଥିଲା ।

                ଦିନେ ତା’ ସହ ଗୋଟାଏ ଅଧାପାଗଳିଆ ଲୋକର ଦେଖା ହେଲା  । ସେ ଲୋକଟି ଅନେକ ସମୟରେ ବଣରେ ବୁଲୁଥାଏ । ଲୋକଟି ହରିହରକୁ କହିଲା, “ବଣ ଭିତରେ ଭଙ୍ଗା ଦେଉଳ ପାଖରେ ଯେଉଁ ବରଗଛ ଗୁଡାକ ରହିଛନ୍ତି, ସେଥିରେ ଅନେକ ଭୂତ ଥା’ନ୍ତି । ସେମାନେ ପୋତାଧନର ସନ୍ଧାନ ଜାଣନ୍ତି । ମୋତେ ବି ସେମାନେ କେତେଥର ସେ ଧନ ଦେଇଛନ୍ତି । କିନ୍ତୁ…”

                ତାଙ୍କର ଏଭଳି କଥା ଶୁଣି ହରିହର ପଚାରିଲା “କିନ୍ତୁ କ’ଣ?”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...