ଛଂଚାଣ ଓ ଘରଚଟିଆ – Odia Gapa

ଛଂଚାଣ ଓ ଘରଚଟିଆ

ଥରେ ଜଙ୍ଗଲକୁ ଘର ଚଟିଆ ଚଢେଇ ବୁଲିବାକୁ ଯାଇଥିଲା । ସେ ଦେଖିଲା ଛଂଚାଣଟି ଗୋଟିଏ ଠେକୁଆ ଧରି ଉଡିଚାଲିଗଲା । ଏହା ଦେଖି ସେ ଘରଚଟିଆକୁ ଭାରି ଭଲ ଲାଗିଲା ଏବଂ ସେ ବି ଚାହିଁଲା ଗୋଟିଏ ଠେକୁଆ ଧରି ଉଡିଯିବା ପାଇଁ । ଠେକୁଆଟି ଚଟିଆ ଠାରୁ ବଡ ହୋଇଥିବାରୁ ଯେତେ ଚେଷ୍ଟା କଲେ ବି ଠେକୁଆକୁ ଉଠାଇ ଉଡି ପାରିଲା ନାହିଁ ସେ ଚଟିଆ ।

ଚଟିଆର ଏଇ ଉଠାଇବାର ପରିଶ୍ରମ ଭିତରେ ବିଲୁଆ ଆସି ସେ ଚଟିଆଟିକୁ ଖାଇଦେଲା ।

ନିଜର ଶକ୍ତି ଅନୁସାରେ ଚେଷ୍ଟା କରିବା ଉଚିତ୍ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...