ଜଳ ପରୀର କାହାଣୀ – Odia Gapa

ଜଳ ପରୀର କାହାଣୀ

ଷାର୍ଣ୍ଣାସିକ ପରୀକ୍ଷା ପରେ ପରେ ପ୍ରତି ସ୍କୁଲ୍ରେ ପିକ୍ନିକ୍ କରି ଥାନ୍ତି । ଏପରି ସ୍ଥଳେ ଶିଲା ଏବଂ ମୀରା ନିଜ ସ୍କୁଲ୍ ତରଫରୁ ପିକ୍ନିକ୍ କରିବାକୁ ଗୋଟିଏ ସୁନ୍ଦର ଦ୍ୱୀପକୁ ଯାଇ ଥାନ୍ତି । ସେହି ଦ୍ୱୀପରେ ପହଁଚିବା ପରେ ସେଠାରେ ଗୋଟିଏ ବୃଦ୍ଧ ଲୋକଙ୍କୁ ବୁଲୁ ଥିବାର ଦେଖିଲା ଶିଲା । ସେହି ବୃଦ୍ଧ ଲୋକଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସେମାନେ ବୃଦ୍ଧ ଲୋକଟିର  ପଛେ ପଛେ ଚାଲିଲେ । ଗୋଟିଆ ନିଛାଟିଆ ସ୍ଥାନରେ ସେମାନେ ଦେଖିଲେ ଯେ ଗୋଟିଏ ଜଳ ପରୀ ଗୋଟିଏ ପଥର ଉପରେ ବସିଛି । ଶିଲା ଏବଂ ମୀରା ଆସ୍ତେ ଆସ୍ତେ ଜଳ ପରୀ ପାଖରେ ପହଁଚି ଗଲେ । ଏପରି ସ୍ଥଳେ ହଠାତ୍ ମୀରାର ଗୋଡ ଗୋଟିଏ ପଥର ଚଟାଣ ଉପରେ ବାଜି ସେ ଝୁଂଟି ପଡିଗଲା । ମୀରା ପଡିଯିବାର ଶବ୍ଦ ଶୁଣି ଜଳ ପରୀ ପାଣିରେ କୁଦି ପଡିଲା ।

                ପାଖରେ ଥିବା ଡଙ୍ଗାରେ ସେମାନେ ଜଳ ପରୀର ପିଛା କରିବାକୁ ଲାଗିଲେ । ଜଳ ପରୀ ଗୋଟିଏ ପାହାଡର ଗୁମ୍ଫା ଭିତରେ ପଶି ଗଲା । ଶିଲା ଡଙ୍ଗାରେ ଥିବା ଗୋଟିଏ ଦଉଡି ସାହାଯ୍ୟରେ ଡଙ୍ଗାକୁ ଗୁମ୍ଫାରେ ଥିବା ଗୋଟିଏ ପଥର ଚଟାଣ ସହିତ ବାନ୍ଧି ଗୁମ୍ଫା ଭିତରେ ପଶି ଗଲା । ଏଥିରେ ଗୁମ୍ଫା ଭିତରେ ହଜି ଯିବାରୁ ରକ୍ଷା ପାଇବାର ସହଜ ଉପାୟ ସେମାନେ  ପାଇ ଗଲେ । କିନ୍ତୁ କିଛି ଦୂର ଯିବା ପରେ ତାଙ୍କୁ ଜଣା ଗଲା ଯେ କେହି ଜଣେ ଦଉଡିକୁ କାଟି ଦେଇଛି । କିନ୍ତୁ ଏ କ’ଣ? କିଏ ଏହି କାର୍ଯ୍ୟ କଲା? ସେମାନେ ଗୁମ୍ଫା ଭିତରେ ହଜି ଯାଇ ଥିଲେ । ସେମାନେ ଭାବିଲେ ଯେ ଗୁମ୍ଫା ଭିତରୁ ସେମାନେ ଆଉ କେବେ ବାହାରକୁ ବାହାରି ପାରିବେ ନାହିଁ । ଏହି ସମୟରେ ଜଳ ପରୀ ପାଣି ଭିତରୁ ବାହାରି ମୀରାକୁ ପାଣି ଭିତରେ ରାସ୍ତା କଡେଇ ନେଇ ଗଲା । ପୁଣି ପାଣି ଭିତରେ ବୁଡି ଗଲା । ଗୁମ୍ଫା ଭିତରୁ ବାହାରି ସେମାନେ ସିଧା ଚାଲି ଗଲେ ନିଜ କ୍ୟାମ୍ପ ପାଖକୁ । ସେହି ସମୟରେ ସେହି ବୁଢା ଲୋକଟିକୁ ଆସିବାର ଦେଖି ସେମାନେ ଗୋଟିଏ ବୁଦା ମୂଳରେ ଲୁଚି ଗଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...