ଦିବାସ୍ୱପ୍ନ – Odia Gapa

ଦିବାସ୍ୱପ୍ନ

ଦିନେ ଜଣେ ତେଲି ତେଲ ବିକିବାକୁ ତେଲହାଣ୍ଡି ମୁଣ୍ଡେଇ ହାଟକୁ ଯାଉଥିଲା । ଯାଉ ଯାଉ ସେ ତେଲି ଭାବିଲା ଏ ତେଲ ବିକି ଯେଉଁ ପଇସା ହେବ ସେଥିରୁ ସେ କିଛି କୁକୁଡା କିଣିବ ଏବଂ କୁକୁଡା ଅଣ୍ଡା ଦେଲେ, ସେ ଅଣ୍ଡାତକ ନେଇ ହାଟରେ ବିକି ସେ ବହୁତ ପଇସା କମେଇବ । ପଇସା ହୋଇଗଲେ ଭଲ ଭଲ ପୋଷାକ ପିନ୍ଧି ସେ ଗାଁରେ ବୁଲିବ । ତା’ ସାଙ୍ଗରେ ଲୋକମାନେ ମିଶିବାକୁ ଚାହିଁଲେ, ସେ ସମସ୍ତଙ୍କୁ ମନା କରିଦେବ । ସେ କେମିତି ମନା କରିବ ଭାବି ଭାବି ଶେଷରେ ନିଜ ମୁଣ୍ଡକୁ ଜୋର୍ରେ ହଲେଇ ଦେଲା । ମୁଣ୍ଡ ହଲେଇ ଦେବାରୁ ତେଲହାଣ୍ଡିଟି ତଳେ ପଡି ଭାଙ୍ଗିଗଲା । ତାପରେ ସେ ତେଲି ଖୁବ୍ ମନ ଦୁଃଖରେ ତା’ଘରକୁ ଫେରିଲା ।

ଦିବାସ୍ୱପ୍ନର ଫଳ ସର୍ବଦା ଦୁଃଖଦାୟକ ହୋଇଥାଏ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...