ମଶାଙ୍କ ଦାଉ – Odia Gapa

ମଶାଙ୍କ ଦାଉ

ଥରେ ବଣରେ ଗୋଟିଏ ବିଲୁଆର ଲାଞ୍ଜ ବୁଦାରେ ଛନ୍ଦି ହୋଇଗଲା । ଯେତେ ଛାଟିପିଟି ହେଲେ ବି ସେ ବିଲୁଆ ସେ ବିପଦରୁ ଆଦୌ ମୁକୁଳି ପାରିଲା ନାହିଁ । କିଛି ସମୟ ପରେ ବଣୁଆ ମଶାମାନେ ଆସି ସେ ବିଲୁଆ ଲାଞ୍ଜକୁ ବେଢିଗଲେ । ଫଳରେ ମଶାଙ୍କୁ ପ୍ରଚୁର ଖାଦ୍ୟ ମିଳିଗଲା ।

                ଗୋଟିଏ ଝିଙ୍କ ସେ ବାଟେ ଯାଉଥିଲା । ବିଲୁଆର ଦଶା ଦେଖି ତାକୁ ଭାରି କଷ୍ଟ ଲାଗିଲା । ତେଣୁ ସେ ପଚାରିଲା – ଏ ବଦମାସ ମଶାପଲଙ୍କୁ ତଡି ଦେବି କି? ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ  ବିଲୁଆ ମନାକଲା । ଝିଙ୍କ ଆଶ୍ଚର୍ଯ୍ୟ ହୋଇ ଚାହିଁବାରୁ ବିଲୁଆ ତାକୁ ବୁଝାଇଲା- ଦେଖ, ଏ ମଶାପଲ ତ ମୋ ଠାରୁ ଯେତିକି ରକ୍ତ ଶୋଷିବା କଥା ଶୋଷି ସାରିଲେଣି । ତମେ ଏଗୁଡାକୁ ଘଉଡେଇ ଦେଲେ ଆଉ ପଲେ ନୂଆ ମଶା ଆସିବେ ଓ ପୁଣି ମୋର ହିଁ ରକ୍ତ ଶୋଷିବେ ।

ବିପଦରେ ବିଚଳିତ ହୋଇ ବୁଦ୍ଧି ହରାଅ ନାହିଁ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...