ଲୋଭ

ଗୋଟିଏ କୁକୁର ଖଣ୍ଡେ ମାଂସ ଧରି ପୋଲରେ ଚଢି ନଈ ପାରି ହେଉଥିଲା । ହଠାତ୍ ସେ ପାଣିକୁ ଅନାଇ ଦେଖିଲା ଯେ, ନଈ ଭିତରେ ଆଉ ଗୋଟିଏ କୁକୁର ଗୋଟିଏ ବଡ ମାଂସ ଖଣ୍ଡ ମୁହଁରେ ଧରିଛି । ତେଣୁ ସେ ପ୍ରଥମ କୁକୁରର ବି ସେ ବଡ ମାଂସ ଖଣ୍ଡ ପାଇଁ ବହୁତ ଲୋଭ ହେଲା । ସେ ନିଜର ମାଂସ ଖଣ୍ଡକୁ ପକାଇ ଦେଇ ନଈରେ ଦେଖିଥିବା କୁକୁର ଉପରକୁ ଡେଇଁ ପଡିଲା ।

ପାଣି ଭିତରେ ଡେଇଁ ପଡିବା ପରେ ସେ ଦେଖିଲା ଯେ ତାଭିତରେ କୁକୁର ନାହିଁ କି ମାଂସଖଣ୍ଡ ମଧ୍ୟ ନାହିଁ । ଓଲଟି ତା’ର ମାଂସ ଖଣ୍ଡଟି ପାଣିରେ ପଡିଗଲା ଓ ସେ ଯେଉଁ କୁକୁରକୁ ପାଣିରେ ଦେଖିଥିଲା ସେ ତା’ର ପ୍ରତିବିମ୍ବ ମାତ୍ର ।

ଲୋଭ କଲେ କେବଳ ନିଜର ହିଁ କ୍ଷତି ହୋଇଥାଏ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...