ଶିଆଳ ରାଜା କଥା

ଗୋଟିଏ ବିରାଟ ଜଙ୍ଗଲ ଥିଲା । ସେ ଜଙ୍ଗଲ ନିକଟରେ ଛୋଟିଆ ନଈଟିଏ କୁଳୁ କୁଳୁ ହୋଇ ବହିଯାଉଥିଲା । ସେହି ନଈପଠାରେ କିଆବୁଦା ମୂଳରେ ଗାତଟିଏ କରି ଚଣ୍ଡରବ ନାମରେ ବିଲୁଆଟିଏ ତା’ ପିଲାଛୁଆ ଧରି ବାସ କରୁଥିଲା । ବିଲୁଆମାନଙ୍କର କଙ୍କଡା ଖାଇବାକୁ ଭାରି ସଉକ ଥିଲା । ତେଣୁ ଚଣ୍ଡରବ କଙ୍କଡା ଖାଇବା ଆଶାରେ ନଈପାଣିର ଧାରେ ଧାରେ ଦୌଡୁ ଦୌଡୁ ବହୁତ ବାଟ ଚାଲିଗଲା । ତା’ପରେ କିଛି ବାଟ ଯିବାପରେ ପଲେ କୁକୁର ତାକୁ ଦେଖି ତା’ ପଛେ ପଛେ ଭାଉ ଭାଉ ହୋଇ ଦୌଡିଲେ । ସେହିଠାରେ ଚଣ୍ଡରବର ମୁଣ୍ଡରେ ପଶିଲା । ସେ କ’ଣ କରିବ ଚିନ୍ତା କରି ନ ପାରି ଏକ ମୁହାଁ ହୋଇ ଦୌଡି ଦୌଡି ପାଖ ଗାଁ ଭିତରେ ପଶିଗଲା ।

       ଚଣ୍ଡରବ ଯୁଆଡେ ଦୌଡୁଥାଏ, କୁକୁରମାନେ ତା’ ପଛେ ପଛେ ଦୌଡୁଥାନ୍ତି । ବିଚରା ଶୃଗାଳଟି ନିରୁପାୟ ହୋଇ ଦୌଡି ଦୌଡି ଗାଁ ମଝିରେ ପହଁଚିଲା । ଗାଁ ମଝିରେ ପହଁଚିଲାବେଳକୁ ଚଣ୍ଡରବ ଉପରକୁ ବିପଦ ମାଡି ଆସିଲା । ଗାଁର ଲୋକମାନେ ବିଲୁଆକୁ ଦେଖି ଠେଙ୍ଗାବାଡି ଧରି ମାରିବାକୁ ଗୋଡାଇଲେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...