ସତ କେବେ ଲୁଚି ରହେନା

ଗଧ ଏହି ଭଳି ଉତ୍ପାତ କରୁ କରୁ ଗୋଟିଏ ବିଲୁଆ ପାଖରେ ଆସି ପହଁଚି ଗଲା ଏବଂ ତାକୁ ଡରାଇବା ପାଇଁ ଚିତ୍କାର କରି ବିଲୁଆକୁ ଅଟକାଇବାକୁ ଲାଗିଲା ହୁ…ପୋ…ହୁ…ପୋ…

ବିଲୁଆ ତ ମହା ଚାଲାକ୍ ସେ ଆଖି ବଡ ବଡ କରି ସେହି ଗଧକୁ ଚାହିଁ ରହିଲା ଏବଂ ହସି ହସି କହିଲା – ଏଠାରେ ଗଧ ମହାଶୟ ବାଘ ବେଶରେ ରହିଛ । ତୁମେ ବାଘ ବେଶରେ ଜଙ୍ଗଲରେ ଏଭଳି ହଲ୍ଲା ସୃଷ୍ଟି କରିଛ । ଆରେ ଗଧ… ! ତୁମେ ଟିକିଏ ବି ଚିନ୍ତା କଲ ନାହିଁ ଯେ ସତ କେବେ ଲୁଚି ରହେନା । ତୁମର ଆୱାଜ୍ ହିଁ ତୁମର ପ୍ରକୃତ ପରିଚୟ ଦେଇ ଦେଲା । ବାଘ କ’ଣ କେବେ ଗଧ ଭଳିଆ ରଡି ଛାଡି ପାରେ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...