ସନ୍ତରଣ ବିଦ୍ୟା – Odia Gapa

ସନ୍ତରଣ ବିଦ୍ୟା

ତୁଳସୀପୁରରେ ବ୍ୟୋମକେଶ ନାମକ ଜଣେ ବୈଦ୍ୟ ରହୁଥିଲେ । ଦିନେ ରାତିରେ ତାଙ୍କ ପାଖ ଗାଁରୁ କେତେକ ଲୋକ ରୋଗୀ ଦେଖିବା ପାଇଁ ତାଙ୍କୁ ଡାକିନେଲେ । ସେ ତରବରରେ ଔଷଧ ଥଳୀଟି ଧରି ବାହାରିଗଲେ ଓ ସେଠାରେ ରୋଗୀର ସାଂଘାତିକ ଅବସ୍ଥା ଦେଖି କିଛି ନ ଭାବି ନ ଚିନ୍ତି ତାକୁ ଔଷଧ ଦେଲେ । ଫଳରେ ସେ ରୋଗୀଟି ମରିଗଲା । ରୋଗୀର ଆତ୍ମୀୟମାନେ ଏପରି ଘଟଣାରେ ଭୀଷଣ ରାଗିଯାଇ ସେ ବୈଦ୍ୟଙ୍କୁ ରାଗରେ ନେଇ ଏକ ନଈ ଭିତରକୁ ଠେଲି ଦେଲେ । ବିଚାରା ସେ ବୈଦ୍ୟ ଜଣକ ପ୍ରାଣ ବିକଳରେ ସନ୍ତରଣ କରି କରି ଶେଷରେ ବହୁ କଷ୍ଟରେ କୂଳକୁ ଆସିଲେ ।

                ଅଧରାତିରେ ଘରେ ଆସି ପହଁଚି ସେ ଦେଖିଲେ ତାଙ୍କ ପୁଅ ଆୟୁର୍ବେଦ ବହି ସବୁ ପଢୁଛି ।  ବ୍ୟୋମକେଶ ତାଙ୍କ ପୁଅ ପାଖକୁ ଯାଇ କହିଲେ, “ପୁଅ, ଯେପରି ତୋର ଖାଲି ଏଇ ବହି ଭିତରେ ଜ୍ଞାନ ସୀମିତ ନ ରହେ । ମୋ ପରି ବଡ ବୈଦ୍ୟ ହେବାକୁ ହେଲେ ତୁମକୁ ପ୍ରଥମେ ସନ୍ତରଣ କରି ଶିଖିବା ଦରକାର ।”

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

ନୂଆ ତାଲିକାଭୁକ୍ତ ଗପ

loading...