ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ

ଗୋଟିଏ ଗାଁ’ରେ ଦୁଇଜଣ ସାଙ୍ଗ ଥିଲେ, ରଘୁ ଓ ରାମ । ସେମାନେ ସବୁବେଳେ ସାଙ୍ଗ ସାଥି ହୋଇ ରହୁଥିଲେ ।

                ଦିନେ ସେ ଦୁଇଜଣ ଅନ୍ୟ ଗାଁ’କୁ ମେଳା ଦେଖିବାକୁ ଗଲେ । ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେଠି ଗୋଟିଏ ଭାଲୁ ବାହାରି ସେମାନଙ୍କୁ ଗୋଡାଇଲା । ରଘୁ ଗଛ ଉପରକୁ ଚଢିଗଲା । କିନ୍ତୁ ସେ ରାମକୁ ତ ଗଛ ଚଢା ଆଦୌ ଜଣାନଥିଲା । ତେଣୁ ସେ ରାମ ଗଛ ତଳେ ଚୁପ୍ ହୋଇ ପଡି ରହିଲା । ଭାଲୁ ଆସି ରାମକୁ ଶୁଙ୍ଗା ଶୁଙ୍ଗି କରି ସେ ମରିଯାଇଛି ବୋଲି ଭାବି ତାକୁ ଛାଡି ସେଠାରୁ ଚାଲିଗଲା ।

                ଭାଲୁ ସେଠାରୁ ଗଲାପରେ ରଘୁ ଗଛରୁ ଓହ୍ଲାଇ ରାମକୁ ପଚାରିଲା “ଭାଲୁ ତୋତେ କ’ଣ କହୁଥିଲା କି?” ତହୁଁ ସେ ରାମ ରଘୁକୁ କହିଲା ଯେ ଭାଲୁ କହିଲା ସାଙ୍ଗ କେବେ ବି ସାଙ୍ଗକୁ ବିପଦ ସମୟରେ ଛାଡି ଯାଏ ନାହିଁ । ତା’ପରେ ରଘୁ ନିଜର ଭୁଲ୍ ବୁଝିପାରି ଲାଜରେ ମୁହଁ ତଳକୁ କରି ରହିଲା ।

ବିପଦରେ ସାଙ୍ଗ ସାଙ୍ଗକୁ କେବେବି ଛାଡି ଯାଏ ନାହିଁ ।

Find Amazon’s best deals & get advantage of the more hidden discounts!

Find over 75% discounts

Discover hidden offers, sales & discounts when searching for products on Amazon.

Keyword/s (optional)

(eg Iphone 5s Gold or Ipad Mini 16GB)

Search Discount
ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।
loading...

ଗପ ସାରଣୀ

ବିସ୍ଵାଶ କରିବା ଆଗରୁ ବିଜ୍ଞାପନ ଗୁଡିକର ସଠିକତାକୁ ତଦନ୍ତ କରନ୍ତୁ ।

ସାଢି | ଲାପଟପ୍ | ଟେଲିଭିଜନ୍ | ଯୋତା | ମୋବାଇଲ୍ |ବହି

ପ୍ରଥମେ ଯେକୌଣସି ଜିନିଷ ସର୍ଚ୍ଚ କରନ୍ତୁ, ପରେ କ୍ୟାସ ଅନ ଡେଲିଭରିରେ ଅଡ଼ର୍ କରନ୍ତୁ, ମାନେ ଜିନିଷ ପାଇଲା ପରେ ହିଁ ପଇସା ଦିଅନ୍ତୁ

ତାଲିକାଭୁକ୍ତ ଗପ

loading...