ଅନ୍ଧପିଲାର କରାମତି

“ମୋଚି ପରିବାରେ ଜନ୍ମଲାଭ କରି ପାଂଚବରଷର ପିଲାଟିଏ

ଖେଳୁଥିଲା ବେଳେ ଚମଡା ଭିତରୁ ଛିଟିକି ଆସିଲା ଛୁରୀଟିଏ ।

ବାଜିବାରୁ ଛୁରୀ ଆଖିରେ ତକ୍ଷଣି ବହିଗଲା ଧାର ଧାର ରକ୍ତ

ଫଳରେ ପିଲାର ଆଖି ଦୁଇଗୋଟି ଚାହୁଁଚାହୁଁ ହୋଇଗଲା ନଷ୍ଟ ।

ଅନ୍ଧ ହୋଇ ମଧ୍ୟ ସେହି ପିଲାଦିନେ ପାଠ ପଢି ସୁବିଖ୍ୟାତ ହେଲେ

ଲୁଇବ୍ରେଲ୍ ନାମେ ସେହି ବ୍ୟକ୍ତି ଯିଏ ବେଲ୍ଲି ଲିପି ଉଦ୍ଭାବନ କଲେ ।”

ଫ୍ରାନ୍ସ ଦେଶର କୁପବେରି ନାମକ ପଲ୍ଲୀ ଗାଁ । ସେଇଠି ୧୮୦୯ ମସିହା ଜାନୁୟାରୀ ଚାରି ତାରିଖ ଦିନ ଏକ ମୋଚି ପରିବାରରେ ପିଲାଟିଏ ଜନ୍ମଗ୍ରହଣ କରିଥିଲା । ସେ ପିଲାଟିର ବାପା ଜେଜେବାପାଙ୍କ ବୃତ୍ତି ଥିଲା ଜୋତା ତିଆରି ଓ ମରାମତି କରିବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ