ଅଲକ୍ଷଣା ମୁହଁ କାହାର

“ମହାରାଜ ବଡ ଲୋକଙ୍କୁ ଉତ୍ତର ନାହିଁ କି ସ୍ୱର୍ଗକୁ ନିଶୁଣି (ଶିଡି) ନାହିଁ ।”

ତେବେ ଗୋଟିଏ କଥା କହିବି – ଛାମୁରେ ଯାହା ବିଚାର ହେବ । ମହାରାଜା କହିଲେ –

ଆଚ୍ଛା କ’ଣ କହିବାର ଅଛି କୁହ?

ଗୋପାଳ କହିଲା –

ହଜୁର୍ ମୁଁ ଆପଣଙ୍କ ଶ୍ରୀମୁଖ ପ୍ରଥମେ ଦେଖି ଖୁବ୍ ଭଲ ଭୋଗ ପାଇବି ବୋଲି ଝଟଝଟିଆରୁ ଆସି ଅପେକ୍ଷା କରି ଥିଲି ଭଗବାନଙ୍କ ଦୟାରୁ ଆପଣଙ୍କର ଶ୍ରୀମୁଖ ଦର୍ଶନ କରିବି ଓ ଆପଣ ମଧ୍ୟ ମୋ ମୁହଁ ଦେଖିବାରୁ ଆପଣଙ୍କର ଟିକିଏ କଷ୍ଟ ହୋଇଛି । କିନ୍ତୁ ଭାବି ଦେଖନ୍ତୁ ଆପଣଙ୍କର ମୁହଁ ମୁଁ ଚାହିଁ ଥିଲି ବୋଲି ମୁଁ ଏକବାର ଶେଷ ହେଉଛି, ତେବେ ଏପରି ଅବସ୍ଥାରେ ଅଲକ୍ଷଣା ମୁହଁ କାହାର? ଆପଣଙ୍କର ନା ମୋର ।

ଏହା ଶୁଣି ରାଜା ଖୁସି ହୋଇ ଗୋପାଳଙ୍କୁ ମୁକ୍ତି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ