କୁବେରଙ୍କ ଗର୍ବ ଭାଙ୍ଗିଲା

         ଏକଥା ଶୁଣି କୁବେରଙ୍କ ମୁଣ୍ଡ ଘୁରିଗଲା । କାରଣ ଏତେଗୁଡାଏ ଖାଦ୍ୟ ପଦାର୍ଥ ରନ୍ଧା ହୋଇଥିଲା । ତାକୁ କ’ଣ ମାଟିର ମୂର୍ତ୍ତି ଏକୁଟିଆ ଖାଇଦେଲେ । ପରେ ସେ ନିଜର ଭୁଲ୍ ବୁଝି ପାରିଲେ । ସେ ଜାଣି ପାରିଲେଯେ, ତାଙ୍କର ଗର୍ବକୁ ଖଣ୍ଡନ କରିବା ପାଇଁ ମାଟିର ମୂର୍ତ୍ତି ଏପରି ଉପାୟ ଅବଲମ୍ବନ କରିଛନ୍ତି । କୁବେର ମାଟିର ମୂର୍ତ୍ତିଙ୍କୁ ହାତଯୋଡି କ୍ଷମା ପ୍ରାର୍ଥନା କଲେ ।

          ଈଶ୍ୱର କୁବେରଙ୍କୁ କହିଲେ – ମୁଠାଏ ଧାନ ଭାଜି ମାଟିର ମୂର୍ତ୍ତିଙ୍କୁ ଖାଇବାକୁ ଦିଅ । ଈଶ୍ୱରଙ୍କ କଥା କାର୍ଯ୍ୟକାରୀ ହେଲା । ଧନ ଭଜାହୋଇ ସଙ୍ଗେ ସଙ୍ଗେ ତାହା ମାଟିର ମୂର୍ତ୍ତିଙ୍କ ପାଖରେ ବଢାଗଲା । ଧାନ ଭଜା ଖାଇ ମାଟିର ମୂର୍ତ୍ତି ଖୁସି ହୋଇ କହିଲେ – “ଏହା ଏତେ ସୁସ୍ୱାଦୁ ଖାଦ୍ୟଯେ ଏଭଳି ଖାଦ୍ୟ ମୁଁ କେବେ ଖାଇ ନାହିଁ । କୁବେରଙ୍କର ଗର୍ବ ଚୂର୍ଣ୍ଣ ହେଲା । ସେ ନିଜର ଧନର ବଡିମା ଦେଖାଇବାକୁ ଯାଇ ଅପଦସ୍ତ ହେଲେ । ସେ ମାଟିର ମୂର୍ତ୍ତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ