ଗତକଥା ଚିନ୍ତା ନ କରି ଆଗକୁ ମାଡିଚାଲ

ଗତକଥା ଭାବି ଲାଭ ନାହିଁ କିଛି ଥରେ ଗଲେ ଚାଲି ଆସେନା ଫେରି

    ଯାହାଗଲା ତାକୁ ପାଇବାକୁ ହେଲେ ରଖିବାକୁ ହେବ ପ୍ରୟାସ ଜାରି ।

    ବଡ ଲୋକଙ୍କର ସ୍ୱଭାବ ଏଭଳି ରହିଥାଏ କର୍ମମୟ ଜୀବନେ

    ଧୈର୍ଯ୍ୟ ସହ ବିପଦକୁ ମୁକାବିଲା କରିଚାଲିଥାନ୍ତି ସଦା ସେମାନେ ।

                ଗତକଥା ଚିନ୍ତା କରି କିଛି ବି ଲାଭ ନାହିଁ, ବରଂ ଯାହା ଚାଲିଯାଇଛି ତାକୁ ପାଇବା ଆଶାରେ ପୁନରାୟ ଚେଷ୍ଟା କଲେ ଭବିଷ୍ୟତରେ ସଫଳତା ନିଶ୍ଚୟ ମିଳିବ । ଏଭଳି ସ୍ୱଭାବ କେବଳ ବଡଲୋକଙ୍କ କର୍ମମୟ ଜୀବନରେ ହିଁ ପରିଲକ୍ଷିତ ହୋଇଥାଏ । ସେମାନେ ଧୈର୍ଯ୍ୟର ସହିତ ବିପଦକୁ ମୁକାବିଲା କରିଚାଲିଥାନ୍ତି । ଘଟଣାଟିଏ ଘଟିଥିଲା ବିଶ୍ୱବିଖ୍ୟାତ ବୈଜ୍ଞାନିକ ସାର ଆଇଜାକ୍ ନିଉଟନ୍ଙ୍କ ଜୀବନରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ