ଗୋଟିଏ କୁକୁରର କାହାଣୀ

       ମାଙ୍କଡଟି କାହାଣୀ କହିସାରି କୁମ୍ଭୀରକୁ କହିଲା, ତୁମେ ତୁମ ନିଜ ଘରେ ଶାନ୍ତିରେ ରହିପାରିବ । ତେଣୁ ତୁମେ ଯଥାଶୀଘ୍ର ଏଠାରୁ ଯାଇ କୁମ୍ଭୀରକୁ ସେହି ଘରୁ ହଟାଅ । ମାଙ୍କଡର ଉପଦେଶ ଗ୍ରହଣ କରି କୁମ୍ଭୀର ସଂଗେ ସଂଗେ ନିଜ ଘରକୁ ଯାଇ ସେଠାରେ ଥିବା କୁମ୍ଭୀର ସହିତ ଯୁଦ୍ଧ କରି ତାକୁ ମାରି ପକାଇଲା । ଶେଷରେ ନିଜ ଘରେ ସୁଖ, ଶାନ୍ତିରେ କାଳାତିପାତ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ