ଚାରୁ କୁମାରୀ କାହାଣୀ ।

ଚୁଉଚୁଉକା ମାଣିକ ରାଜା ।

ଦାନ୍ତ ଯୋଡାକ ଗୋଜା ଗୋଜା ।

ଏକ ଦାନ୍ତରେ ପର୍ବତ ମାରେ ।

ଏକ ଦାନ୍ତରେ ବାଘକୁ ମାରେ ।

ସାତ ସମୁଦ୍ର ସତର ନଈ ।

ବୁଣିଗଲା ରାମା କଉଡି ଖଇ ।

ନଟିଆ କାନ୍ଦୁଛି ହିଡରେ ବସି

ବଟିଆ ଖାଉଛି କଲରା କସି ।

ସଲରା ନଟାରେ ବଲୁରୀ ବସା

ଠକ ଠକ ହୋଇ ଧାଇଁଛି ଶଶା ।

ଗଭୀର ବିଲରେ ଚରୁଛି ମେଣ୍ଢା

ଗୁରୁ ଗୁରୁ ହୋଇ ଚାଲୁଛି ଗେଣ୍ଡା ମୋ

                   ଭାଇ ଭଉଣୀଏ ଶୁଣ

ମନେ ମନେ ଭାବି                            ପରଶଂସୁଥିବ

                  କୁମାରୀମାନଙ୍କ ଗୁଣ ।

                ଏ କଥାଟି ଶେଷ ହେଲା ଏଇଠି

                ଯେ ଯେଉଁଠି ଅଛ ବସ ସେଇଠି ।

                କହିବି ଆହୁରି କଥା ଗୋଟିଏ

                ଦୁଇଟି କୁମାରୀ ଅଟନ୍ତି ସିଏ ।

                ଏକ ମୋ ପେଟରୁ ଜନ୍ମ

ପ୍ରକୃତି ବଶରୁ                                କରିଗଲେ ଦିହେଁ

                   ବିବିଧ ପ୍ରକାର କର୍ମ ।


ଗପ ସାରଣୀ

ତାଲିକାଭୁକ୍ତ ଗପ