ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା

    ସ୍ୱାମୀ ରାମତୀର୍ଥ ବିଦେଶଗସ୍ତରେ ଯାଉଥାନ୍ତି ଜଳ ଜାହାଜରେ

    ଲେଖାରେ ପଢାରେ ବ୍ୟସ୍ତଥିବା ଜଣେ ବୃଦ୍ଧଙ୍କୁ ସେଠାରେ ଦେଖିଦେଲେ ।

    ପଚାରିଲେ ଆଜ୍ଞା ଏ ବୃଦ୍ଧ ବୟସେ କି ଲାଭ ମିଳିବ ଲେଖିପଢି

    ବୃଦ୍ଧ କହିଦେଲେ ଜୀବଥିଲାଯାଏଁ ପାଠ ସରିବନି ପଢାପଢି ।

    ସମୟ ଅଯଥା ନଷ୍ଟ କରିବାକୁ ବଳୁନାହିଁ ଯେଣୁ ମୋର ମନ

    ତେଣୁ ମୁଁ ପାଠକୁ ମଲାଯାଏଁ ସଦା ପଢିବାରେ ରଖିଅଛି ଧ୍ୟାନ ।

                ସ୍ୱାମୀ ରାମତୀର୍ଥ ଉଚ୍ଚଶିକ୍ଷା ଲାଭ ପାଇଁ ଜାପାନ୍ ଗସ୍ତ କରୁଥାନ୍ତି । ସେ ସମୟରେ ତ ବିଦେଶଗସ୍ତ ପ୍ରାୟତଃ ଜଳ ଜାହାଜ ଯୋଗେ ହିଁ ହେଉଥିଲା । ସେ ଯେଉଁ ଜାହାଜରେ ଯାତ୍ରା କରୁଥିଲେ ସେଥିରେ ଜଣେ ବୃଦ୍ଧ ମଧ୍ୟ ଯାତ୍ରା କରୁଥିଲେ ଯାହାଙ୍କର ବୟସ ନବେ ପାଖାପାଖି ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ