ନୂଆ ମହାଭାରତ

ଦିନେ ମୁର୍ଶୀଦାବାଦ୍ ନବାବ୍ ସାହେବ୍ ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ପାଖକୁ କହି ପଠାଇଲେ ଯେ ତୁମ୍ଭର ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ସେହି ପରି ମହାଭାରତ ଖଣ୍ଡେ ମୋ ନାମରେ ରଚନା କରି ପଠାଇବେ । ଏହା ଯଦ୍ୟପି ନକର ତାହା ହେଲେ ତୁମ୍ଭର ବିଶେଷ ଅମଙ୍ଗଳ ହେବ । ନବାବ୍ଙ୍କର ମହାଭାରତ କଥା ଶୁଣି ରାଜା ନିରୂପାୟ ହୋଇ ଭାବନା କରୁ ଛନ୍ତି । ଏହି ସମୟରେ ଗୋପାଳ ଭାଣ୍ଡ ଆସି ଦେଖିଲେ ଯେ ରାଜା ବଡ ଚିନ୍ତିତ ହୋଇ ବସି ଛନ୍ତି ।

                 ଗୋପାଳ ପଚାରିଲେ –

                 ମହାରାଜ ଏତେ ଦୁଃଖିତ ହୋଇ ବସିଛନ୍ତି କାହିଁକି?

                 ରାଜା କହିଲେ –

                 ଗୋପାଳ ।

                 ଆଜି ନବାବ୍ ସାହେବ୍ ହୁକୁମ୍ କରିଛନ୍ତି ଯେ ଆମ ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ଠିକ୍ ସେହି ପରି ମହାଭାରତ ତାଙ୍କ ନାମରେ କରି ନ ପଠାଇଲେ ମୋର ବିଶେଷ ଅମଙ୍ଗଳ ହେବ । କିନ୍ତୁ ପଣ୍ଡିତ ମାନଙ୍କୁ କହିଲେ –


ଗପ ସାରଣୀ

ତାଲିକାଭୁକ୍ତ ଗପ