ପରିଶ୍ରମ କରି କିଏ ଛୋଟ ହୋଇଯାଏନାହିଁ

    “ପର ଉପକାରେ ଅଂଟା ଭିଡି ଠିଆ ହେବା ହିଁ ମଣିଷ ବଡପଣିଆ

    ଏହି ଗୁଣ ରହିଥାଏ ଯା’ ପାଶରେ ଜଗତରେ ଖ୍ୟାତ ହୁଏ ତା’ ନାଆଁ ।

    ଜର୍ଜ ୱାଶିଂଟନ୍ ଥିଲେ ସେହିଭଳି ଅତି ସାଧାରଣମଣିଷ ଜଣେ

    ସରଳ, ବିନୟ ଗୁଣ ତାଙ୍କୁ ଦିନେ ବସାଇଲା ରାଷ୍ଟ୍ରପତି ଆସନେ ।”

                ଜଣେ ସଫଳ ରାଷ୍ଟ୍ରପତି ଭାବରେ ଜର୍ଜ ୱାଶିଂଟନ୍ ଥିଲେ ବେଶ୍ ଜଣାଶୁଣା । ଏହି ପଦବୀରେ ଥିଲାବେଳେ ସେ ଏକଦା ନଗରବାସୀଙ୍କ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଅତି ସାଧାରଣ ବେଶରେ ଘୋଡା ପିଠିରେ ବସି ବୁଲୁଥାନ୍ତି । ଦେଶର ରାଷ୍ଟ୍ରପତିଙ୍କ ଗସ୍ତବେଳେ ଯେଉଁ ସବୁ ବ୍ୟବସ୍ଥା କରାଯାଇଥାଏ ସେତେବେଳେ ସେସବୁ ତ ତାଙ୍କ ପାଖରେ ନଥିଲା । କେବଳ ଏକାକୀ ସେ ବୁଲୁଥିଲେ । ଫଳରେ ରାଷ୍ଟ୍ରପତି ନଗର ବୁଲିବା କଥା କେହି ଜାଣିବା କି ତାଙ୍କୁ ଚିହ୍ନିବାରେ ଅବକାଶ ନଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ