ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ

ପାରିଲି ନାହିଁ ବୋଲି ମନେ ନ ନିଅ,

ଥରକୁ ଥର ଚେଷ୍ଟା ଚଳାଇ ଥାଅ ।

ସତତ ଚେଷ୍ଟା ଜାରି ରଖିଲେ ଭାଇ,

ନିଶ୍ଚୟ କାର୍ଯ୍ୟ ଯିବ ସଫଳ ହୋଇ ।

                ବାରମ୍ବାର ବିଫଳତାକୁ ସଫଳତାର ଗୋଟିଏ ଗୋଟିଏ ପାହାଚ କୁହାଯାଇଥାଏ । ସୁତରାଂ କେବେହେଲେ କୌଣସି କାର୍ଯ୍ୟରେ ବିଫଳ ହେଲେ ଧୈର୍ଯ୍ୟ ନ ହରାଇ ଆଗକୁ ଅଗ୍ରସର ହେଲେ ଦିନେ ନା ଦିନେ ସଫଳତା ଅବଶ୍ୟ ମିଳିଥାଏ । ଏଠାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କର ଦୃଷ୍ଟାନ୍ତ ପ୍ରଣିଧାନଯୋଗ୍ୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ