ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମାନବିକତା

    ବିଜ୍ଞାନଯୁଗରେ ମିଳିପାରେ ସବୁ ମଣିଷର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ

    ମାତ୍ର ସ୍ନେହଶ୍ରଦ୍ଧା ନଥାଏ ଟିକିଏ ମଣିଷ ମଣିଷ ଭିତରେ ଭାଇ ।

    ମଣିଷ ଭିତରେ ମଣିଷପଣିଆ ଥିଲେ ସୃଷ୍ଟି ହୁଏ ସେନେହ ପ୍ରୀତି

    ମାତ୍ର ଏହା ଦେଇ ପାରେନା ବିଜ୍ଞାନ ଅସାଧ୍ୟ ସାଧନ ତା’ କରାମତି ।

    ଆଇନଷ୍ଟାଇନ୍ ଏହିକଥା ଦିନେ କହିଥିଲେ ଜଣେ ସଜ୍ଜନ ଜନେ

    ବିଜ୍ଞାନ ନୁହଁଇ ମଣିଷପଣିଆ ଲୋଡା ସିନା ସ୍ନେହପ୍ରୀତିକାରଣେ ।

ଏକଦା ଜଣେ ବିଶିଷ୍ଟ ବ୍ୟକ୍ତି ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ସହ ଦୁଃଖସୁଖ ହେଉଥାନ୍ତି । ସେ ଆଗନ୍ତୁକ ଭଦ୍ରବ୍ୟକ୍ତି ଜଣକ କଥାବାର୍ତ୍ତା ଛଳରେ ପଚାରିଲେ “ଆଜ୍ଞା, ଆପଣମାନଙ୍କ ପରି ବୈଜ୍ଞାନିକମାନେ ତ ହେଉଛନ୍ତି ଆମ ବିଶ୍ୱର ଗର୍ବ, ଗୌରବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ