ଯଦୁମଣି ରହସ୍ୟ

ନବଦୁର୍ଗ ରାଣ

ଇଷ୍ଟ ଦେବତା ପରି ଆଚରଣ । ।”

ହେ ରାଜା ! ତୁମେ ବହୁତ ସୁନ୍ଦର । କମଳ ନୟନ, କୁଣ୍ଡଳ ଧାରଣ କରି ଆପଣଙ୍କ ମୁଖ ମଧ୍ୟ ଖୁବ୍ ମନୋରମ ଦେଖା ଯାଉଛି । କଥା କହି ଯେକୌଣସି ଲୋକର ତୁମେ ମନ ମୋହି ପାର । ହେଲେ ବିରୋଧ ଭାବ ଆସିଲେ ତୁମର ଇଷ୍ଟ ଦେବୀ କାଉଁରୀ ଠାକୁରାଣୀଙ୍କ ପରି ପ୍ରଚଣ୍ଡା ହୋଇ ଉଠ ।

ଅନ୍ୟ ଅର୍ଥରେ ବାଉରୀ ଜାତିର ଲୋକ ମାନଙ୍କ ଭଳି ତୁମେ ଖୁବ୍ ଜିଦ୍ ଖୋର ହୋଇ ଉଠ । ପ୍ରଶଂସା ସଙ୍ଗେ ସଙ୍ଗେ କବି ଯଦୁମଣି ରାଜାଙ୍କୁ ବାଉରୀ ବୋଲି କହି ଥିଲେ । ରାଜା କିନ୍ତୁ କବି ଯଦୁମଣିଙ୍କ କଥାକୁ ଧରି ନଥିଲେ । ରାଜା ହସି ହସି ସେଦିନ କବି ମହାଶୟଙ୍କୁ ନିଜ ନିକଟକୁ ଟାଣି ନେଇ ଥିଲେ ।     


ଗପ ସାରଣୀ

ତାଲିକାଭୁକ୍ତ ଗପ