ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ

ଶେଷରେ ସି.ଭି.ରମଣ ଅଧ୍ୟକ୍ଷ ମହୋଦୟଙ୍କ ଉପସ୍ଥିତିରେ ଜନତାଙ୍କୁ ଏକଥା କହିବାକୁ ଭୁଲି ନ ଥିଲେ ଯେ, “ଯିଏ ସମୟର ଆଦର କରି ଜାଣି ନାହିଁ, ସମୟ ମଧ୍ୟ ତାକୁ ଆଦର କରେ ନାହିଁ ।”

ସୁତରାଂ କୁହାଯାଇଛି –

 “ସମୟକୁ ଯିଏ କରେନି ଆଦର ତା’ଠାରୁ ନିର୍ବୋଧ ନାହିଁ ଜଗତେ

ସେଭଳି ବ୍ୟକ୍ତିର ଜୀବନ ନଉକା ଚାଲୁଥାଏ ନାହିଁ ନାହିଁରେ ସତେ ।

ସମୟକୁ ଭଲ ପାଇ ଶିଖିଥିଲେ ସବୁ କାର୍ଯ୍ୟ ସଦା ହୁଏ ସଫଳ

ଏହି ନୀତି ମାନି ଚାଲୁଥିଲେ ପରା ଏ ବିଶ୍ୱର ବଡ ଲୋକ ସକଳ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ