ହସରେ ହସରେ ଚାପୁଡା

“କାହା ସାଥେ ଯୁଦ୍ଧ କରିବାକୁ ହାତେ ନ ଥିଲା ତାଙ୍କର ଗୁଳିକମାଣ

    କଥାରେ କଥାରେ ଗୀତରେ ଗୀତରେ ହସିହସି କହୁଥିଲେ ବଚନ ।

    ସେତିକିରେ କଥା ସରିଯାଉଥିଲା ବୁଝାପଡିବାରୁ ମରମ କଥା

    ଫେଡୁଥିଲେ ରାଜା ସେହି ଗଣକବି ବୈଷ୍ଣବ ପାଣିଙ୍କ ସକଳ ବ୍ୟଥା ।”

                ଗଣକବି ବୈଷ୍ଣବ ପାଣି ତ ଅନେକ ଗୀତିନାଟ୍ୟ ରଚନା କରିଥିଲେ । ଏହାକୁ ଯାତ୍ରା ମାଧ୍ୟମରେ ଗାଁକୁ ଗାଁ ବୁଲି ସେ ପରିବେଷଣ କରି ଜନସଚେତନତା ସୃଷ୍ଟି କରୁଥିଲେ । ଏଥିରେ ହାସ୍ୟରସ ଭରି ରହିଥିଲା ଓ ଅତି ସହଜରେ ସମାଜରେ ସଂସ୍କାର ଆସିପାରୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ