Category - ପୌରାଣିକ

ଭଗବାନଙ୍କ ଉପରେ ଆସ୍ଥା

ଭୀଷ୍ମ ପିତାମହ ଯୁଦ୍ଧ କରୁଥିଲେ ମଧ୍ୟ ପାଣ୍ଡବମାନଙ୍କୁ ପରାସ୍ତ କରିବା ସମ୍ଭବ ହୋଇନଥାଏ । ଦୁର୍ଯ୍ୟୋଧନ ଏଥିରେ ଅତି ମାତ୍ରାରେ ବ୍ୟତି ବ୍ୟସ୍ତ ହୋଇପଡିଲେ । କ୍ରୋଧ ଜର୍ଜରିତ ହୋଇ କହିଲେ – ପିତାମହ ! ପାଣ୍ଡବମାନେ ଆପଣଙ୍କର ଅତି ପ୍ରିୟ । ସେଇ କାରଣରୁ ବୋଧହୁଏ ଆପଣ ସେମାନଙ୍କୁ ନମାରି ଖେଳାଉଛନ୍ତି । ଏହି ଆକ୍ଷେପୋକ୍ତି ପିତାମହଙ୍କୁ ବଜ୍ରତୁଲ୍ୟ ଆଘାତ ଦେଲା...

Read More

ଗୁରୁଜନଙ୍କ ଆଶୀର୍ବାଦ

କୁରୁକ୍ଷେତ୍ର ପ୍ରାଙ୍ଗଣ । କୌରବ ଓ ପାଣ୍ଡବମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ରଣ ଭେରୀ ବାଜିବାମାତ୍ରେ ଉଭୟ ପକ୍ଷ ଯୁଦ୍ଧରେ ଲିପ୍ତ ରହିବେ । ସେଥିପାଇଁ ପ୍ରତୀକ୍ଷା । ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା । ଯୁଧିଷ୍ଠିର ରଥରୁ ଓହ୍ଲାଇ ଚାଲି ଚାଲି କୁରୁସେନାଙ୍କ ଆଡକୁ ଅଗ୍ରସର ହେଲେ ।          ଏହା ଦେଖି ଭୀମ, ଅର୍ଜୁନ, ନକୁଳ, ସହଦେବଙ୍କ ସହ...

Read More

ଶ୍ରେଷ୍ଠ ଭକ୍ତ କିଏ?

 ଏକଦା ସ୍ୱର୍ଗରେ ପୃଥିବୀରେ ଶ୍ରେଷ୍ଠ ଭକ୍ତ କିଏ ବୋଲି ଆଲୋଚନା ହେଉଥାଏ । ଏହି ସମୟରେ ନାରଦ ବିଷ୍ଣୁଙ୍କୁ କହିଲେ ପ୍ରଭୁ, ମୁଁ ହିଁ ଆପଣଙ୍କର ଶ୍ରେଷ୍ଠ ଭକ୍ତ । ନାରଦଙ୍କ ମୁଖରୁ ଏକଥା ଶୁଣି ପ୍ରଭୁ ବିଷ୍ଣୁ କିଛି କହିଲେ ନାହିଁ । ନାରଦ ପୁଣି ଥରେ ପ୍ରଭୁଙ୍କ ମତ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ । ନାରଦ କିନ୍ତୁ ଅଜାଣତରେ ଜଣେ ଭଲ ଭକ୍ତର ପ୍ରଥମ ଯୋଗ୍ୟତା କଥା...

Read More

କୁବେରଙ୍କ ଗର୍ବ ଭାଙ୍ଗିଲା

 କୁବେର ତ ହେଉଛନ୍ତି ଧନର ଅଧିପତି । ସେ ଧନର ଅଧିପତି ହୋଇଥିବାରୁ ତାଙ୍କ ମନରେ ବହୁତ ଗର୍ବଥିଲା । ସେ ଧନର ଆଧିପତ୍ୟ ଦେଖାଇବା ପାଇଁ ଥରେ ସେ ଈଶ୍ୱରଙ୍କର ସହିତ ଶ୍ରୀମାଟିର ମୂର୍ତ୍ତିଙ୍କୁ ନିଜ ଗୃହକୁ ଆମନ୍ତ୍ରଣ କଲେ । ଶ୍ରୀମାଟିର ମୂର୍ତ୍ତି ସମସ୍ତ ଦେବତାଙ୍କ ଆଗରୁ ପୂଜା ପାଉଥିବାରୁ କୁବେରଙ୍କର ତାଙ୍କ ପ୍ରତି ମନରେ ଈର୍ଷାଭାବଥିଲା । କୁବେର ସେହି କାରଣରୁ ମାଟିର...

Read More

ପ୍ରକୃତ ବନ୍ଧୁ

ବନ୍ଧୁତା ମନୁଷ୍ୟ ଭିତରେ ଥିବା ମହତ୍ ଗୁଣାବଳୀମାନଙ୍କ ମଧ୍ୟରୁ ଅନ୍ୟତମ । ସମଗ୍ର ବସୁଧାକୁ ଗୋଟିଏ ପରିବାର ବୋଲି ମନେ କରୁଥିବା ବ୍ୟକ୍ତିମାନେ ହିଁ ସର୍ବଦା ଉତ୍ତମ ବନ୍ଧୁ ଲାଭ କରିଥା’ନ୍ତି । ଜୀବନ ତ ସଦାସର୍ବଦା ସମତଳ ପଥରେ ଗତିକରି ନଥାଏ । ସୁଖ, ଦୁଃଖ, ଉତ୍ଥାନ, ପତନ, ଘାତ, ପ୍ରତିଘାତ, ହର୍ଷ, ବିଷାଦ ଭିତରେ ଆମେ ବଂଚିବାକୁ ସଂଗ୍ରାମ କରିଥାଉ । ଆପଣା ମନ ମଧ୍ୟରେ...

Read More

ପ୍ରହ୍ଲାଦଙ୍କ ଭକ୍ତି ପରୀକ୍ଷା

ଏକଦା ଦୈତ୍ୟରାଜ ପ୍ରହ୍ଲାଦ ରାଜସିଂହାସନରେ ବସିଥିବା ସମୟରେ ମହା ତେଜସ୍ୱୀ ଚ୍ୟବନ ଋଷି ତାଙ୍କ ରାଜ ଦରବାରରେ ଆସି ଉପସ୍ଥିତ ହେଲେ । ରାଜା ଋଷିଙ୍କୁ ଆସୁଥିବାର ଦେଖି ତାଙ୍କୁ ସମ୍ମାନର ସହିତ ପାଛୋଟି ଆଣି ଯଥା ସ୍ଥାନରେ ନେଇ ବସାଇଲେ । ରାଜାଙ୍କର ଏପରି ବ୍ୟବହାରରେ ସନ୍ତୁଷ୍ଟ ହୋଇ ଋଷି ପଚାରିଲେ, ‘ମହାରାଜ ! ଆପଣଙ୍କ ରାଜ୍ୟ ଭଲରେ ଚାଲିଛି ତ?’                ...

Read More

ଆଦର୍ଶ ଗୁରୁଭକ୍ତ କଠ

ପ୍ରାଚୀନ କାଳର କଥା ।                 ସେ ସମୟରେ ଶିଷ୍ୟମାନେ ଗୁରୁ ଆଶ୍ରମରେ ରହି ଶିକ୍ଷା ଅର୍ଜନ କରୁଥିଲେ । ଏମିତି ପ୍ରଥା ଦୀର୍ଘଦିନ ପର୍ଯ୍ୟନ୍ତ ଚଳି ଆସିଥିଲା । ସେ ସମୟରେ ଶିଷ୍ୟମାନଙ୍କୁ ଶିକ୍ଷା ଆରମ୍ଭରୁ ଶେଷ ସମୟ ପର୍ଯ୍ୟନ୍ତ ଗୁରୁଙ୍କ ଆଶ୍ରମରେ ହିଁ ରହିବାକୁ ପଡୁଥିଲା । ଶିକ୍ଷାକାଳ ଶେଷ ହେଲେ ଶିଷ୍ୟମାନେ ଗୁରୁଙ୍କୁ ଯଥାର୍ଥ ଦକ୍ଷିଣା ଦେଇ ଘରକୁ ଫେରି...

Read More

ଆଜ୍ଞାବହ ଆରୁଣୀ

ପୂର୍ବ କାଳରେ ବିଦ୍ୟାର୍ଥୀମାନେ ଗୁରୁ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରିବାର ପରମ୍ପରା ରହିଥିଲା । ପିଲାମାନେ ପାଂଚ ବର୍ଷ ବୟସରେ ଉପନୀତ ହେବା ପରେ ତାଙ୍କ ପିତାମାତା ମାନେ ସେମାନଙ୍କୁ ନେଇ ଗୁରୁ ଆଶ୍ରମରେ ଛାଡି ଦେଇ ଆସୁଥିଲେ । ସେହି ପିଲାମାନେ ସେଠାରେ ରହି ଗୁରୁଙ୍କ ସେବା କରିବା ସହିତ ଆଶ୍ରମରେ ରହିଥିବା ଗୋରୁ ଗାଈଙ୍କ ସେବା, କୃଷିକ୍ଷେତ୍ରରେ କୃଷିକାର୍ଯ୍ୟ...

Read More

ଗୁରୁଦକ୍ଷିଣା

ପୁରାଣ ଯୁଗର କଥା ।                 ବାଳକ ଶ୍ରୀକୃଷ୍ଣ ତାଙ୍କର ବଡଭାଇ ବଳରାମଙ୍କ ସହିତ ଶିକ୍ଷାଲାଭ କରିବା ପାଇଁ ସନ୍ଦିପନୀ ମୁନିଙ୍କ ଆଶ୍ରମରେ ଯାଇ ପହଁଚିବା ପରେ ମୁନି ଓ ମୁନିପତ୍ନୀ ଦୁହେଁ ଖୁବ୍ ଆଗ୍ରହର ସହିତ ସେମାନଙ୍କୁ ଗ୍ରହଣ କଲେ । ସେତେବେଳେ ବିଦ୍ୟାର୍ଥୀମାନେ ପାଠ ପଢିବା ପାଇଁ ଯାଇ ଋଷିମାନଙ୍କ ଆଶ୍ରମରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ସେମିତି...

Read More

ଗୁରୁ ଆଶୀର୍ବାଦ

ଗୁରୁ ଧୈମ୍ୟ ମୁନିଙ୍କ ଆଶ୍ରମର ଜଣେ ଶିଷ୍ୟ ଥିଲେ ଉପମନ୍ୟୁ । ସେ ଥିଲେ ଗୁରୁ ଆଶ୍ରମର ଗାଈମାନଙ୍କୁ ପାଳନ କରିବାର ଦାୟିତ୍ୱରେ । ଦିନ ତମାମ୍ ସେ ସେହି ଗାଈମାନଙ୍କ ସେବାରେ ବ୍ୟସ୍ତ ରହୁଥିଲେ । ଦିନରେ ଏହି କାର୍ଯ୍ୟ କରିସାରି ରାତିରେ ସେ ଭିକ୍ଷା ମାଗିବା ପାଇଁ ଯାଉଥିଲେ । ଗୁରୁଦେବ ଥରେ ଉପମନ୍ୟୁଙ୍କର ଐକାନ୍ତିକ ଗୁରୁଭକ୍ତିକୁ ପରୀକ୍ଷା କରିବା ଲାଗି ଚିନ୍ତା କଲେ ।...

Read More

ଗୁରୁ ରାମାନନ୍ଦଙ୍କ ଉପଦେଶ

ଏମିତି ଅନେକ ଗୁରୁକୁଳ ଆଶ୍ରମ ମଧ୍ୟରେ ଗୁରୁ ରାମାନନ୍ଦଙ୍କର ଗୋଟିଏ ଆଶ୍ରମ ଥିଲା । ସେ ଆଶ୍ରମର ଚତୁଃପାଶ୍ୱର୍ରେ ଅନୁପମ ପରିବେଶ । ବିଶାଳ ବୃକ୍ଷ ସବୁ ସୁସ୍ୱାଦୁ ଫଳରେ ପରିପୂର୍ଣ୍ଣ । ବଗିଚାଟି ରଙ୍ଗ ବେରଙ୍ଗର ସୁଗନ୍ଧିତ ପୁଷ୍ପରାଜିରେ ପରିଶୋଭିତ । ପୁନଃଶ୍ଚ ତାଙ୍କ ଆଶ୍ରମ ନିକଟରେ ଏକ ସୁବିସ୍ତୀର୍ଣ୍ଣ ସ୍ୱଚ୍ଛ ନୀରଯୁକ୍ତ ପୁଷ୍କରିଣୀ । ଏସବୁ ସତ୍ତ୍ୱେ ଗୁରୁ...

Read More

ମାତୃଭକ୍ତ ପରଶୁରାମ

ପ୍ରାଚୀନ କାଳର କଥା ।                 ଋଷି ଜମଦଗ୍ନିଙ୍କର ପାଂଚଜଣ ପୁତ୍ର ଥିଲେ । ସମସ୍ତଙ୍କ ଭିତରେ ରାମ ଥିଲେ ସବୁଠାରୁ ସାନ । ସେ ବୁଦ୍ଧିରେ ଯେମିତି ଧୁରନ୍ଧର, ଜ୍ଞାନରେ ମଧ୍ୟ ସେମିତି ତୀକ୍ଷ୍ନ ଥିଲେ । ହେଲେ ସେ ଭାରି ଦୁଷ୍ଟ ଥିଲେ । ସେ ପିଲା କାଳରୁ ମାତୃଭକ୍ତ ଥିବା ହେତୁ ମାଆଙ୍କୁ ଗଭୀର ଭକ୍ତି କରୁଥିଲେ । ତାଙ୍କ ନିକଟରେ ମାଆଙ୍କ କଥା ହିଁ ସବୁଠାରୁ ବଡ...

Read More

ପିତୃଭକ୍ତିର ପରାକାଷ୍ଠା

ପ୍ରାଚୀନ କାଳର କଥା । ମହର୍ଷି ଜମଦଗ୍ନି, ପତ୍ନୀ ରେଣୁକା ଏବଂ ତାଙ୍କର ପୁତ୍ରମାନଙ୍କ ସହିତ ଯେଉଁଠି ଆଶ୍ରମ ନିର୍ମାଣ କରି ରହୁଥିଲେ, ସେହି ଆଶ୍ରମ ପାଖରେ ସରସ୍ୱତୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ସହିତ ଆଶ୍ରମବାସୀ ଖୁବ୍ ପରିଚିତ ହୋଇ ଉଠିଲେ । ସେତେବେଳେ ସେଠାକାର ରାଜା ଥିଲେ ସହସ୍ର ବାହୁ । ସେ ଅତ୍ୟନ୍ତ ବଳବାନ ତଥା ଅହଙ୍କାରୀ ରାଜା ଥିଲେ । ଅତଏବ ସେ...

Read More

ଅଗ୍ରପୂଜ୍ୟ ଗଣେଶ

ଦିନେ କୈଳାସ ପର୍ବତରେ ଦେବ ଦେବ ମହାଦେବ ବସି ଥାଆନ୍ତି । ତାଙ୍କ ପାଖରେ ଥିଲେ ମାତା ପାର୍ବତୀ । ଏମତି ସମୟରେ ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତିକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପିତାମାତାଙ୍କ ଗହଣରେ ଦୁଇପୁତ୍ର ମହା ଆନନ୍ଦରେ ସମୟ ଅତିବାହିତ କରି ଚାଲିଥିବା ସମୟରେ ମହାଦେବ ତାଙ୍କର ଦୁଇପୁତ୍ରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ତାହା ଜାଣିବା ପାଇଁ ଗୋଟିଏ...

Read More

ପୁଣ୍ଡରିକଙ୍କ ପିତୃମାତୃ ସେବା

ଥରେ ଗୋଟିଏ ସହରର ରାଜ ରାସ୍ତାରେ ଜଣେ ସାଧୁ ଚାଲି ଚାଲି ଯାଉଥିଲେ । ହଠାତ୍ ସେ ଦେଖିବାକୁ ପାଇଲେ କି ସମ୍ମୁଖକୁ ଥିବା ଛକ ପାଖରେ ଗୁଡାଏ ଗାଡି ଅଟକି ରହିଛି । ତା ପାଖରେ ଜଣେ ଯୁବକ ମଧ୍ୟ ଅଟକି ଛିଡା ହୋଇଛି । ସାଧୁ ଜଣକ ସେ ଯୁବକଟିର ପାଖକୁ ଯାଇ ପଚାରିଲେ, ‘ବାବୁ ! ଏଠାରେ ଛିଡା ହୋଇଛନ୍ତି କାହିଁକି?’ ତହୁଁ ସେ ଯୁବକ ଜଣକ ଉତ୍ତର ଦେଲେ, ‘ମହାରାଜ ! ଗାଡି ମଟର...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ