Category - ବତ୍ରିଶ ସିଂହାସନ

ସୁନ୍ଦରବତୀ କଥା

ପରଦିନ ନିଜର ଭବିଷ୍ୟତକୁ ନିଜର ଭାଗ୍ୟହାତରେ ଛାଡିଦେଇ ଭୋଜରାଜ ଚମତ୍କାରୀ ସିଂହାସନ ପାଖରେ ଉପସ୍ଥିତ ହେବାକ୍ଷଣି ପଂଚଦଶ ପୁତ୍ତଳିକା ସୁନ୍ଦରବତୀ ଛିଡା ହୋଇ କହିଲା, “ଆଜ୍ଞା! ଏ ସିଂହାସନରେ ବସିବା ଆଗରୁ ପ୍ରଥମେ ମୋ କଥା ଶୁଣନ୍ତୁ । ମହାରାଜ ବିକ୍ରମାଦିତ୍ୟଙ୍କ ପରି ଆପଣ ଅଦ୍ଭୂତଦାନ ଏବଂ କଲ୍ୟାଣକର କାର୍ଯ୍ୟ କରୁଛନ୍ତି କି ନାହିଁ ମନେ ପକାନ୍ତୁ ।” ସୁନ୍ଦରବତୀ...

Read More

ସତ୍ୟବତୀ କଥା

ପରଦିନ ଶୁଭ ମୁହୂର୍ତ ଦେଖି ଭୋଜରାଜ ସିଂହାସନ ପାଖରେ ପହଁଚିବା କ୍ଷଣି ଷୋଡଶ ପୁତ୍ତଳିକା ସତ୍ୟବତୀ ତାଙ୍କ ସାମ୍ନା ସାମ୍ନି ହୋଇ କହିଲା, “ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ ହୁଅନ୍ତୁ । ତା’ପରେ ଏଇ ସିଂହାସନ ଆରୋହଣ କରନ୍ତୁ । ତାଙ୍କର ତ୍ୟାଗ ଏବଂ ଦାନବୀରତାର ଏକ କାହାଣୀ କହୁଛି ଶୁଣନ୍ତୁ ।”        ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟ ଯେପରି...

Read More

ବିଦ୍ୟାବତୀ କଥା

ସପ୍ତଦଶଦିନ ପ୍ରଭାତ ହେବାକ୍ଷଣି ନିତ୍ୟକର୍ମ ଶେଷ କରି ଭୋଜରାଜ ଯାଇ ସିଂହାସନ ପାଖରେ ପହଁଚିଲେ । ଶୁଭ ମୁହୂର୍ତ ଦେଖି ସେଥିରେ ଆରୋହଣ କରିବାକୁ ଉଦ୍ୟତ ହୁଅନ୍ତେ ପରବର୍ତ୍ତି ପୁତ୍ତଳିକା ବିଦ୍ୟାବତୀ ତାଙ୍କର ପଥ ଓଗାଳି କହିଲା, “ଆପଣ କ’ଣ ମହାରାଜା ବିକ୍ରମାଦିତ୍ୟଙ୍କ ପରି ତ୍ୟାଗୀ, ତପୀ, ପ୍ରଜାପାଳକ? ତାଙ୍କ ପରି ଆପଣଙ୍କର ଧର୍ମ, କର୍ମ, ଯଶ, ଖ୍ୟାତି ସମଗ୍ର ଜଗତରେ...

Read More

ତାରାମତୀ କଥା

ପୂର୍ବଭଳି ପରଦିନ ଯେତେବେଳେ ଭୋଜରାଜ ଯାଇ ସିଂହାସନ ପାଖରେ ଉପସ୍ଥିତ ହେଲେ, ସେତେବେଳେ ଅଷ୍ଟାଦଶ ପୁତ୍ତଳିକା ତାରାମତୀ ଛିଡାହୋଇ କହିଲା, “ଆଗ ମୋ କଥା ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ, ଯଦି ଆପଣ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ବୋଲି ମନେ କରନ୍ତି ତେବେ ଏଇ ସିଂହାସନରେ ବସିବା ପାଇଁ ମୁଁ ଆପଣଙ୍କୁ ସ୍ୱାଗତ କରିବି ।”        “ମହାରାଜ ବିକ୍ରମାଦିତ୍ୟ...

Read More

ରୂପରେଖା କଥା

ପ୍ରତିଦିନ ଭଳି ଭୋଜରାଜ ସିଂହାସନ ପାଖରେ ପହଁଚିବା ପରେ ପରବର୍ତ୍ତି ପୁତ୍ତଳିକା ରୂପରେଖା କହିଲା, “ହେ ରାଜା! ମହାରାଜ ବିକ୍ରମାଦିତ୍ୟ ଖୁବ୍ ନ୍ୟାୟ ପରାୟଣ ଥିଲେ । ଯେତେ ଜଟୀଳ ସମସ୍ୟା ହେଲେ ମଧ୍ୟ ତାହାକୁ ଖୁବ୍ ସହଜରେ ସମାଧାନ କରି ଦେଉଥିଲେ । ତାଙ୍କ ସମ୍ପର୍କରେ ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ ଏବଂ ବିଚାର କରି ଦେଖନ୍ତୁ ଆପଣ କେତେଦୂର ଯୋଗ୍ୟ ଏହି...

Read More

ଜ୍ଞାନବତୀ କଥା

ବିଂଶ ଦିବସ ପ୍ରଭାତରେ ନିଜକୁ ପ୍ରସ୍ତୁତ କରି ଭୋଜରାଜ ଯାଇ ସିଂହାସନ ନିକଟରେ ଉପସ୍ଥିତ ହେବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଜ୍ଞାନବତୀ କହିଲା, “ମହାରାଜ ବିକ୍ରମାଦିତ୍ୟ ଥିଲେ ଅନେକ ବିଲକ୍ଷଣ କଳାର ଅଧିକାରୀ । ସେ ବଡ ବଡ ପଣ୍ଡିତମାନଙ୍କୁ ମଧ୍ୟ ସେମାନଙ୍କ ଜ୍ଞାନର ପରିଭାଷା ଶିକ୍ଷାଦେଉ ଥିଲେ । ତାଙ୍କ ସଂପର୍କରେ ଏକ କାହାଣୀ କହୁଛି ଶୁଣନ୍ତୁ ଏବଂ ନିଜକୁ ସେଇ...

Read More

ଚନ୍ଦ୍ର ଜ୍ୟୋତି କଥା

ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଚମତ୍କାରୀ ସିଂହାସନ ପାଖରେ ପହଁଚିଗଲେ । ତାଙ୍କୁ ଦେଖି ପରବର୍ତ୍ତି ପୁତ୍ତଳିକା ଚନ୍ଦ୍ରଜ୍ୟୋତି ଛିଡାହୋଇ କହିଲା, “ଭୋଜରାଜ! ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ମହାନୁଭବତା ସମ୍ପର୍କରେ ଏକ କାହାଣୀ ଶୁଣନ୍ତୁ ଏବଂ ଆତ୍ମସମୀକ୍ଷା କରି ଦେଖନ୍ତୁ ଆପଣ ଏଥିରେ ବସିବା ପାଇଁ ଯୋଗ୍ୟ କି ନୁହେଁ ।”        ଥରେ ମହାରାଜ...

Read More

ଅନୁରୋଧବତୀ କଥା

ପରଦିନ ପ୍ରଭାତରେ ଶୁଭଲଗ୍ନ ଦେଖି ଭୋଜରାଜ ନିଜର ନିତ୍ୟକର୍ମ ଶେଷକରି ସିଂହାସନ ପାଖରେ ପହଁଚିଲେ । ଦ୍ୱାବିଂଶତମ ପୁତ୍ତଳିକା ଅନୁରୋଧବତୀ ଛିଡା ହୋଇ କହିଲା, “ମଣିମା! ମୁଁ ଆପଣଙ୍କୁ ମହାରାଜ ବିକ୍ରମାଦିତ୍ୟଙ୍କ ସମ୍ପର୍କରେ ଏକ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ଆପଣ ବିଚାର କରି ଦେଖିବେ ଏ ସିଂହାସନରେ ବସିବା ପାଇଁ ଆପଣ କେତେଦୂର ଉପଯୁକ୍ତ ।        ମହାରାଜ...

Read More

ଧର୍ମବତୀ କଥା

ତ୍ରୟୋବିଂଶ ଦିନ ଭୋଜରାଜ ନିଜର ନିତ୍ୟକର୍ମ ଶେଷକରି ଶୁଭଲଗ୍ନ ଦେଖି ସିଂହାସନ ପାଖରେ ଯାଇ ପହଁଚିଲେ । ଆରୋହଣ କରିବାତ ଦୂରର କଥା ସେଥିରେ ପାଦ ଥାପିବା ମାତ୍ରେ ତ୍ରୟୋବିଂଶତମା ପୁତ୍ତଳିକା ଧର୍ମବତୀ ତାଙ୍କ ସାମ୍ନାରେ ଛିଡା ହୋଇ କହିଲା, “ହେ ଭୋଜରାଜ! ମୁଁ ମହାରାଜ ବିକ୍ରମାଦିତ୍ୟଙ୍କର ଅନୁଗତ ପୁତ୍ତଳିକା ଧର୍ମବତୀ । ସେ କିପରି ନୀତିନିଷ୍ଠ ଏବଂ ତତ୍ୱଜ୍ଞ ଥିଲେ ସେ...

Read More

କରୁଣାବତୀ କଥା

ପରଦିନ ମଧ୍ୟ ସେଇ ଏକା ଅବସ୍ଥା । ଭୋଜରାଜ ଯେମିତି ସିଂହାସନ ନିକଟରେ ପହଁଚିଛନ୍ତି, ଚତୁର୍ବିଂଶ ପୁତ୍ତଳିକା ଆଗେଇ ଆସି କହିଲା, “ମଣିମା! ପ୍ରଥମେ ମୋଠାରୁ ଏ କାହାଣୀ ଶୁଣନ୍ତୁ । ତା’ପରେ ନିଜ ବିଚାର ଅନୁସାରେ ଯଦି ଯୋଗ୍ୟ ବିବେଚିତ ମନେ କରନ୍ତି ତେବେ ସିଂହାସନରେ ବସନ୍ତୁ । ମୋର କିଛି କରିବାର ନାହିଁ ।        ମହାରାଜ ବିକ୍ରମାଦିତ୍ୟ ଥିଲେ ପ୍ରଜାନୁରଞ୍ଜକ...

Read More

ଜୟଲକ୍ଷ୍ମୀ କଥା

ପରଦିନ ଭୋଜରାଜ ସିଂହାସନ ଆରୋହଣ କରିବାକୁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ଜୟଲକ୍ଷ୍ମୀ ଛିଡାହୋଇ କହିଲା, “ମଣିମା! ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ବିଚାରକରି ଦେଖିବେ ଆପଣ କେତେଦୂର ଯୋଗ୍ୟ ଏମିତି ଏକ ବିଶିଷ୍ଟ ସିଂହାସନରେ ଉପବେଶନ କରିବା ପାଇଁ ।”        ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ଭାଟ ଏବଂ ଜଣେ ବ୍ରାହ୍ମଣ ବାସ...

Read More

ମୃଗନୟନୀ କଥା

ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଅଙ୍ଗୀକାର କଲେ ଯେମିତି ହେଉ ସେ ସିଂହାସନ ଆରୋହଣ କରିବେ । ପୁତ୍ତଳିକା ମାନଙ୍କର କଥା ଶୁଣିବେନାହିଁ ଯିଏ ବାଧା ଦେବ ବର୍ଦାସ୍ତ କରିବେ ନାହିଁ । ଜର୍ବଦସ୍ତ ସେ ସିଂହାସନରେ ବସିବେ ହିଁ ବସିବେ । ସେ ସିଂହାସନ ପାଖରେ ପହଁଚି ପ୍ରଥମ ପାହାଚରେ ପାଦଦେବା କ୍ଷଣି ଷଡବିଂଶ ପୁତ୍ତଳିକା ମୃଗନୟନୀ ଆସି ତାଙ୍କ ସାମ୍ନାରେ ଛିଡା ହୋଇ...

Read More

ମଳୟବତୀ କଥା

ସପ୍ତବିଂଶ ଦିନ ଭୋଜରାଜ ସିଂହାସନ ପାଖରେ ପହଁଚି ସେଥିରେ ଆରୋହଣ କରିବାର ଉଦ୍ୟମ ନ କରି ପ୍ରଥମେ ନୀରବରେ ଛିଡାହୋଇ ଚିନ୍ତା କରିବାକୁ ଲାଗିଲେ କାରଣ ପୂର୍ବଦିନ ସେ ନିଜ ତରଫରୁ ଉଦ୍ୟମକରି ଶକ୍ତିହୀନ ହୋଇ ପଡିଥିଲେ । ଏହି ସମୟରେ ପରବର୍ତ୍ତି ପୁତ୍ତଳିକା ମଳୟବତୀ ଉଭାହୋଇ କହିଲା, “ହେ ଭୋଜରାଜ! ପ୍ରଥମେ ମୋଠୁ ଏକ କାହାଣୀ ଶୁଣନ୍ତୁ । ତା’ପରେ ଯାହା ଉଚିତ୍ ମଣିବେ ସେୟା...

Read More

ବୈଦେହୀ କଥା

ଅଷ୍ଟବିଂଶ ଦିନ ଭୋଜରାଜ ଶୁଭ ଅନୁକୂଳ କରି ଯାଇ ସିଂହାସନ ପାଖରେ ପହଁଚିବା ମାତ୍ରେ ପରବର୍ତ୍ତି ପୁତ୍ତଳିକା ବୈଦୈହୀ ଉଠି କହିଲା, “ହେ ଭୋଜରାଜ! ଆପଣ ତ ଏଇ ସିଂହାସନରେ ବସିବା ପାଇଁ ଏକାନ୍ତ ଆଗ୍ରହୀ । ହେଲେ ଦେବରାଜ ଇନ୍ଦ୍ରକ’ଣ ଆପଣଙ୍କୁ କେବେ ଏଥିରେ ବସିବାପାଇଁ ଆମନ୍ତ୍ରିତ କରିଛନ୍ତି? ତଥାପି ମୋଠାରୁ ଏକ କାହାଣୀ ଶୁଣନ୍ତୁ ଏବଂ ନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କ...

Read More

ମାନବତୀ କଥା

ପରଦିନ ଭୋଜରାଜ ସିଂହାସନ ପହଁଚି ଭାବିଲେ; “ଏ ଯାଏଁ ଅଠେଇଶଜଣ ସୁନ୍ଦରୀ ପୁତ୍ତଳିକା ବିଭିନ୍ନ ପ୍ରକାରର କାହାଣୀ ଶୁଣାଇ ସାରିଲେଣି । ତଥାପି ମନ ବୁଝୁନାହିଁ । ମୁଁନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ରୂପେ ପ୍ରତିପାଦିତ କରି ପାରୁ ନାହିଁ । କେବେ ଆଉ ସେ ସୁବର୍ଣ୍ଣ ସୁଯୋଗ ଆସିବ । ମୋର ଭାଗ୍ୟ ଉଦୟ ହେବ ଆଉ ମୁଁ ଏ ସିଂହାସନରେ ବସିବି? ହଉ, ଅପେକ୍ଷା କରିବାକୁ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ