Category - ବିକ୍ରମ ବେତାଳ

ପ୍ରକୃତ ସ୍ୱାମୀ କିଏ?

ବିକ୍ରମଙ୍କୁ ଦେଖି ବେତାଳ କହିଲା, “ତୁମେ ପୁଣି ମୋ ପଛେ ପଛେ ଏଠାକୁ ଚାଲି ଆସିଲ ।” ବେତାଳର କଥା ଶୁଣି ରାଜା କହିଲେ, “ବେତାଳ! ତୁ ମୋତେ କ’ଣ ଭାବିଲୁ, ମୁଁ ତୋତେ ନ ନେଇ ଛାଡିଦେବି ।” ଏହା କହି ପୁଣିଥରେ ବିକ୍ରମ ବେତାଳକୁ ଆଣି କାନ୍ଧରେ ପକାଇ ବାଟ ଚାଲିଲେ । ପଥ ଚାଲିବାର କଷ୍ଟ ଦୂର କରିବାପାଇଁ ବେତାଳ ପୁଣି ଥରେ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା ।        ...

Read More

ଉପଯୁକ୍ତ ବର

ଏହାପରେ ବିକ୍ରମ ପୁଣି ଥରେ ଯାଇ ବେତାଳକୁ ସେହି ଗଛରୁ ଆଣି କାନ୍ଧରେ ପକାଇ ସିଧା ଶ୍ମଶାନ ଅଭିମୁଖେ ଚାଲିଲେ । ବାଟ ଚାଲିବା ସମୟରେ ନୀରବତାକୁ ଦୂର କରିବାପାଇଁ ବେତାଳ ପୁଣି ଏକ କାହାଣୀ କହିବା ଆରମ୍ଭ କଲା । କାହାଣୀଟି ଅବନ୍ତୀ ଦେଶର ରାଜକୁମାରୀଙ୍କ କଥା । ଅବନ୍ତୀ ନରେଶଙ୍କର ଗୋଟିଏ ବୋଲି କନ୍ୟା ଥିଲା । ତାର ନାମ ଶଶିବାଳା ଅଟେ । ନାମ ଯେମିତି ରୂପ ମଧ୍ୟ ସେମିତି...

Read More

ପିଣ୍ଡଦାନ

ଏହାପରେ ବିକ୍ରମ ସେଠାରେ ପହଁଚି ବେତାଳକୁ ପୁଣି ଅକ୍ତିଆର କରି ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଅଭିମୁଖେ ଚାଲିଲେ । ପୁଣି ବେତାଳ ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା । କାଶୀନଗରରେ ହରିଦାସ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କର ଲୀଳା ନାମକ ଏକ ରୂପବତୀ କନ୍ୟା ଥିଲା । ଦିନେ ଲୀଳା ତା’ର ଘରେ ଶୋଇଥାଏ । ହଠାତ୍ ସେ ଚମ୍କି ପଡି ଉଠିଗଲା । ଘର କୋଣକୁ...

Read More

ଦୋଷୀ କିଏ?

ପୁଣି ଥରେ ବେତାଳକୁ ଗଛରୁ ଆଣି ବିକ୍ରମ ନିଜ କାନ୍ଧ ଉପରେ ପକାଇ ଶ୍ମଶାନ ଆଡେ ଚାଲିବାକୁ ଲାଗିଲେ । ବେତାଳ ମଧ୍ୟ ସବୁଥରକ ପରି ଏଥର ମଧ୍ୟ ଏକ କାହାଣୀ କହିବାକୁ ଆରମ୍ଭ କଲା ।         ‘ମହେଶ୍ୱରପୁର’ ରାଜ୍ୟରେ ‘ପୁସ୍ୟମିତ୍ର’ ନାମକ ଏକ ବ୍ରାହ୍ମଣ ବାସ କରୁଥିଲେ । ପୁସ୍ୟମିତ୍ରଙ୍କର ପତ୍ନୀ ସୁଲୋଚନା ଅତ୍ୟନ୍ତ ସୁନ୍ଦରୀ ଥିଲେ । ଦିନେ କମଳ କିଶୋର ଯଜମାନ କାର୍ଯ୍ୟରେ...

Read More

ଅପରାଧୀ କିଏ?

 ଅତି ପ୍ରାଚୀନ କାଳର କଥା । ଚେଦୀ ରାଜ୍ୟରେ ‘ଧର୍ମଦତ’ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ । ସେ ହୃଷ୍ଟପୁଷ୍ଟ ଥିଲେ ସତ, ହେଲେ ଦେଖିବାକୁ ଖୁବ୍ ଅସୁନ୍ଦର ଥିଲେ । ସେଥିପାଇଁ ତାଙ୍କୁ କେହି ବିବାହ କରିବାକୁ ଇଚ୍ଛା କରୁନଥିଲେ । ଏଥିପାଇଁ ବ୍ରାହ୍ମଣ ମନେ ମନେ ଭାରି କଷ୍ଟ ପାଉଥାଆନ୍ତି । ଶେଷରେ ତାଙ୍କର ଏପରି ଅବସ୍ଥା ହେଲା ଯେ ଧର୍ମୀୟ କାଣ୍ଡରେ ମଧ୍ୟ ତାଙ୍କର ମନ...

Read More

ରୂପ-ସୁନ୍ଦରୀ କଥା

 ଅନଂଗ ଦେଶରେ ସନ୍ତ ଏବଂ ବସନ୍ତ ନାମରେ ଦୁଇଭାଇ ବସବାସ କରୁଥିଲେ । ସେମାନେ ଦେଖିବାକୁ ଯେମିତି ସୁନ୍ଦର, ସେହିପରି ମଧ୍ୟ ଗୁଣବାନ । ସେମାନେ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । କେହି କାହାକୁ ଗୋଟିଏ ମୁହୂର୍ତ ପାଇଁ ମଧ୍ୟ ଛାଡୁନଥାନ୍ତି । ସେମାନଙ୍କର ଏହି ଭାତୃପ୍ରେମ ଦେଖି ଅନ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି । ସେମାନଙ୍କର ଖାଇବା, ପିଇବା, ଶୋଇବା ଏପରିକି...

Read More

ଦୁଃଶ୍ଚରିତ୍ରା ନାରୀ

ରାଜା ବିକ୍ରମ! ମୁଁ ତୁମକୁ ବର୍ତ୍ତମାନ ଏକ ସତ୍ୟ ଘଟଣା ସଂପର୍କରେ କହିବାକୁ ଯାଉଛି । ସ୍ୱର୍ଣ୍ଣ ଦେଶରେ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ । ସେ ସବୁ ସମୟରେ ଗରୀବମାନଙ୍କର ସହାୟତା କରୁଥିଲେ । ତେଣୁ ତାଙ୍କର ପ୍ରଶଂସା ସବୁଆଡେ ବ୍ୟାପୁଥାଏ । ସ୍ୱର୍ଣ୍ଣ ଦେଶର ରାଜା ମଧ୍ୟ ଧନୀ ବ୍ୟକ୍ତିକୁ ଖୁବ୍ ପ୍ରଶଂସା କରୁଥାଆନ୍ତି । ସେହି ଧନୀ ବ୍ୟକ୍ତିଙ୍କର ଗୋଟିଏ ବୋଲି...

Read More

ଉତ୍ତରାଧିକାରୀର ଅଧିକାର

 “ଶୁଣ ରାଜା ବିକ୍ରମ! ବାତୀ ଦ୍ୱୀପରେ ମଦନ ଏବଂ ରତନ ନାମକ ଦୁଇଜଣ ଯୁବକ ବାସ କରୁଥିଲେ । ଦୁଇଜଣ ଯାକ ବହୁତ ସାଂଗ ଥିଲେ । ଦୁଇଜଣଯାକ ମଧ୍ୟ ଯୋଗ୍ୟ, ଜ୍ଞାନୀ ଥିଲେ । ଦୁଇଜଣଯାକ ସାଂଗ ହୋଇ ବ୍ୟବସାୟ ମଧ୍ୟ କରୁଥାଆନ୍ତି । ବେପାରରେ ମଧ୍ୟ ସେମାନଙ୍କର ବହୁତ ଲାଭ ହେଉଥିଲା । ଦିନେ ସେମାନେ ଗୋଟିଏ ବୃକ୍ଷ ମୂଳରେ ବସି ବେପାରରୁ ବଳିଥିବା ଜିନିଷକୁ ହିସାବ କରିବାକୁ...

Read More

ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ

 ବହୁ ବର୍ଷ ପୂର୍ବେ ଉଜ୍ଜୟିନୀ ରାଜ୍ୟରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ନ୍ୟାୟବନ୍ତ, ଧର୍ମବନ୍ତ ଥିଲେ । ସେ ପ୍ରଜାମାନଙ୍କୁ ପୁତ୍ର ସମାନ ଲାଳନ ପାଳନ କରୁଥିଲେ । ତାଙ୍କର ନାମଥିଲା ବିକ୍ରମାଦିତ୍ୟ । ସକଳ ଶାସ୍ତ୍ରରେ ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ବେଦ, ବେଦାନ୍ତ ସ୍ତୁତି ସିଂହା ଜ୍ୟୋତିଷ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଆଦିରେ...

Read More

ଶନି ଓ ଧନ ଦେବୀଙ୍କ କଳହ

ଦିନକର କଥା । ବିକ୍ରମାଦିତ୍ୟ ତାଙ୍କର ମନ୍ତ୍ରୀ ଅମାତ୍ୟଙ୍କ ସହିତ ରାଜ ସଭାରେ ଥିଲେ । ନବରତ୍ନ ପଣ୍ଡିତଙ୍କ ମଧ୍ୟରେ ବିକ୍ରମାଦିତ୍ୟ ଅରୁଣଙ୍କ ପରି ଦେଖାଯାଉଥିଲେ । ରାଜାଙ୍କର ଉପସ୍ଥିତି ଜାଣି ନାନା ଦେଶର ଦୂତମାନେ ଆସି ବାର୍ତା ଦେଉଥିଲେ । ପ୍ରଜାମାନଙ୍କର ହାନିଲାଭ ଭଲମନ୍ଦ ଶୁଣୁଥିଲେ ରାଜା ବିକ୍ରମାଦିତ୍ୟ ।         ବୈକୁଣ୍ଠ ପୁରରେ ଜଗତମାତ କମଳିନୀ ଥିଲେ ।...

Read More

ଶନି କୋପ ଓ ଧନ ଦେବୀଙ୍କ କୃପା

ପରମ ଧାର୍ମିକ ରାଜା ବିକ୍ରମାଦିତ୍ୟ । ସଦାସର୍ବଦା ବିକ୍ରମାଦିତ୍ୟଙ୍କ ଶରୀରରେ ପ୍ରବେଶ କରିବା ନିମିତ୍ତ ଚେଷ୍ଟା କରନ୍ତି ମାତ୍ର ପାରନ୍ତିନି । ନିଜ ମନେ ମନେ ଗ୍ରହରାଜ ବିଚାର କରନ୍ତି କ’ଣ ସତରେ ରାଜାର ଧର୍ମବଳ ନିକଟରେ ମୁଁ ହାର ମାନିବି । ରାଜା ବିକ୍ରମାଦିତ୍ୟଙ୍କର ଏକଥା କିଛି ମନେ ନାହିଁ । ଭୋଜନ ପୂର୍ବରୁ ରାଜା ପାଦଧୌତ କରନ୍ତି । ଦିନେ ପଦଧୌତ କରୁଛନ୍ତି...

Read More

ବିକ୍ରମାଦିତ୍ୟଙ୍କ ବିବାହ

 ନ୍ୟାୟବନ୍ତ ଧାର୍ମିକ ରାଜା ବିକ୍ରମାଦିତ୍ୟ ମରାଠା ରାଜ୍ୟରେ ପହଁଚିଗଲେ । ଏକ କୁସୁମ ଉଦ୍ୟାନ । ତା’ ନିକଟରେ ସୁନ୍ଦର ପୁଷ୍କରିଣୀ, ଅମୃତ ତୁଲ୍ୟ ତା’ର ଜଳ । ସେହି ପୁଷ୍କରିଣୀ ନିକଟରେ ସଦାଶିବଙ୍କ ମନ୍ଦିର । ରାଜା ବିକ୍ରମାଦିତ୍ୟ ଭାବିଲେ ଆଜି ରାତ୍ରି ଏଠାରେ କଟାଇ କାଲି ଅନ୍ୟସ୍ଥାନକୁ ଯିବି । ଏକ ବୃକ୍ଷମୂଳେ ତୃଣ ବିଛଣା କରି ଶୋଇଲେ । ମରାଠା ରାଜାଙ୍କର କନ୍ୟା...

Read More

ବିକ୍ରମାଦିତ୍ୟଙ୍କ ବନଗମନ

ମରାଠା ଦେଶର ରାଜାଙ୍କର ସୁତମାନେ ଅରଣ୍ୟକୁ ମୃଗୟା କରି ଗଲେ । ଅନେକ ମୃଗମାରି ଭାର ଭାର କରି ଗୃହକୁ ଫେରୁଥିବା ବେଳେ ମନୋରମା ତାଙ୍କୁ ଦେଖିଲେ । ବିକ୍ରମାଦିତ୍ୟ କହିଲେ ସଖୀ ମୃଗମାଂସରେ ଭାରି ଶ୍ରଦ୍ଧା ବଳିଛି । ତୁମ୍ଭେ ତୁମ୍ଭ ଭାଇମାନଙ୍କଠାରୁ କିଛି ମାଂସ ଯାଇ ଆଣ । ମନୋରମା କହିଲେ ହେ ନାଥ ତୁମ୍ଭଙ୍କୁ ବରଣ କରିବାରୁ ସେମାନେ ମୋ ଉପରେ କ୍ଷୁବ୍ଧ । ସେମାନେ କ’ଣ...

Read More

ପିତୃଙ୍କର ଶ୍ରାଦ୍ଧ ଭୋଜି

କିଛିଦିନ ଗତ ହୋଇଗଲା । ମରାଠା ରାଜାଙ୍କର ପିତୃଶ୍ରାଦ୍ଧ ଦିବସ ପ୍ରବେଶ । ରାଜା ବହୁତ ରାଜାମାନଙ୍କୁ ପିତୃଶ୍ରାଦ୍ଧ ଦିବସ ଦିନ ନିମନ୍ତ୍ରଣ କଲେ । ନିଜର ପୁତ୍ରମାନଙ୍କୁ ଡକାଇ କହିଲେ ପିତୃଙ୍କର ଶ୍ରାଦ୍ଧଯୋଗୁଁ ମୁଁ ବଡ ଭୋଜି ଆୟୋଜନ କରୁଛି । ତୁମ୍ଭେମାନେ ଯାଇ ବନରୁ ମୃଗମାରି ଆଣ । ପିତାଙ୍କର ଆଦେଶ ପାଇ ପୁତ୍ରମାନେ ସସୈନ୍ୟେ ଘୋର ବନକୁ ମୃଗୟାର୍ଥେ ଗମନ କଲେ ।...

Read More

ଶୁକ ପକ୍ଷୀ ପ୍ରାପ୍ତି

ରାଜା ବିକ୍ରମାଦିତ୍ୟ ମନେକଲେ ଦିନେ ମୃଗୟାକୁ ଯିବା ନିମିତ୍ତ ଆଦେଶ ପାଇ ସୈନ୍ୟମାନେ ପ୍ରସ୍ତୁତ ହେଲେ । ଶିକାରୀ ବେଶଧରି ରାଜା ବିକ୍ରମାଦିତ୍ୟ ଅଶ୍ୱପୃଷ୍ଠରେ ବସି ଚାଲନ୍ତେ ସୈନ୍ୟମାନେ ତାଙ୍କର ଅନୁଗମନ କଲେ । ନାନା ପ୍ରକାର ବାଦ୍ୟ ବଜାଇଣ ଅରଣ୍ୟ ମଧ୍ୟରେ ପ୍ରବେଶିଲେ । ବିକ୍ରମାଦିତ୍ୟଙ୍କ ଲକ୍ଷ୍ୟ ଅବ୍ୟର୍ଥ । ସମ୍ମୁଖରୁ ଭୟଭୀତ ହୋଇ ମୃଗଟିଏ ପବନ ବେଗରେ ପଳାଇଲା ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ