Category - ମନ ଭୁଲା କାହାଣୀ

କାଳିଆ ଭରସା

ସୁମନ ଅତ୍ୟନ୍ତ ଗରିବ ଘରର ପିଲାଟିଏ ହେଲେ ବି ସେ ଅତି ଭଦ୍ର ସ୍ୱଭାବର ଥିଲା । ତାକୁ ତା’ର ସାଙ୍ଗମାନେ କିନ୍ତୁ ମୋଟେ ଭଲପାଉ ନଥିଲେ । ସେ ସୁମନ ତା ମାଆ ସହିତ ଗୋଟିଏ ଭଙ୍ଗା କୁଡିଆରେ ରହୁଥିଲା । ତେଣୁ ତାର ସବୁ ସାଙ୍ଗମାନେ ତାକୁ ଥଟ୍ଟା କରୁଥିଲେ, ଘୃଣା ମଧ୍ୟ କରୁଥିଲେ । ଏପରିକି ତାକୁ ସାଙ୍ଗରେ କେହିବି ସ୍କୁଲ୍କୁ ନେଉନଥିଲେ । ତା ମାଆ ପର ଘରେ କାମଧନ୍ଦା କରି...

Read More

ମଣିଷର ବୁଦ୍ଧି ରାକ୍ଷାସର ବଳ

ବିନ୍ଧ୍ୟ ପର୍ବତର ପାଦ ଦେଶରେ ଗୋଟିଏ ରାକ୍ଷସ ରାଜ୍ୟ ଥିଲା ତା ନାଁ ଦୈତ୍ୟପୁରୀ । ସେ ଦେଶର ରାଜାଙ୍କ ନାମ ହେଉଛି ସର୍ବଭକ୍ଷ । ସେ ପଶୁପକ୍ଷୀ ମଣିଷ ସବୁ ଖାଇଯାଆନ୍ତି । ତେଣୁ ସେ ରାଜ୍ୟସାରା ଖାଲି ଜଙ୍ଗଲ । ମଝିରେ ମଝିରେ ଜନ ବସତି । ସେଥିରେ ଆଦିବାସୀ ଲୋକମାନେ ବି ବାସ କରନ୍ତ । ରାକ୍ଷାସ ରାଜା ଜଙ୍ଗଲରୁ ହରିଣ, ବାରାହା ମାରି ସେମାନଙ୍କର ମାଂସ ରାନ୍ଧି ଖାଏ ।...

Read More

ମାଙ୍କଡ ଓ ଗୁଣ୍ଡୁଚି ମୂଷା

ଗାଁ କଡ ଦେଇ ବହିଯାଇଛି ନଈଟିଏ । ଆଉ ସେହି ନଈର ଦୁଇ କୂଳରେ ବଡ ବଡ ବର, ଓସ୍ତ ଗଛ, ବାଉଁଶ ବୁଦା ସେମାନଙ୍କର ଡାଳପତ୍ର ସବୁ ମେଲେଇ ହୋଇ ନଈ ଉପରକୁ ନଇଁ ପଡିଥାଆନ୍ତି ।                 ସେଠାରେ ଥାଏ ଗୋଟିଏ ତେନ୍ତୁଳିଗଛ । ବହୁଦିନର ପୁରୁଣା ସେହି ଗଛଟି । ଶାଖା ପ୍ରଶାଖା ତା’ର ସବୁ ମୋଟା ଶୋଟା । ସେଇ ତେନ୍ତୁଳି ଗଛକୁ ଲାଗି ରହିଛି ଗୋଟିଏ ଡେଙ୍ଗା ତାଳ ଗଛ । ସେଇ...

Read More

କୁରାଢ଼ୀ ଓ ଜଳ ଦେବତା

ଶରଧାପୁର ଗାଁରେ ହରି ବୋଲି ଗୋଟିଏ ଗରିବ ଲୋକଥାଏ । ବିଚରାର ଜମିବାଡି କିଛି ବି ନାହିଁ । ଖାଇବାକୁ ଘରେ ଦୁଇ ପ୍ରାଣୀ ସିଏ ଏବଂ ତା ସ୍ତ୍ରୀ । ସେ ପ୍ରତିଦିନ ଜଙ୍ଗଲକୁ ଯାଇ କାଠ ହାଣିକରି ଆଣେ, ସେତକ ନେଇ ସେ ସହରରେ ବିକ୍ରି କରେ । ସେଇ ପଇସାରେ ତେଲ, ଲୁଣ, ଚାଉଳ କିଣି ସେ ନିଜ ସଂସାର ଚଳାଏ । ଦିନେ ସେ ଜଙ୍ଗଲକୁ ଯାଇଛି କାଠ ହାଣିବାକୁ । ନଈକୂଳରେ ଗୋଟିଏ ଗଛ ଡାଳରେ...

Read More

ମଇଁଷି ପାଇଲା ଆଶୀର୍ବାଦ

ଅତି ପୁରାଣ କାଳରେ ଜଣେ ସାହାଯ୍ୟକାରୀ ବାବା ଥିଲେ । ବାବା କେବଳ ଯେ ମନୁଷ୍ୟ ସମାଜର କଲ୍ୟାଣ କରୁନଥିଲେ ବରଂ ବିଶ୍ୱର ସମସ୍ତ ପ୍ରାଣୀ ତଥା ଜୀବଜନ୍ତୁଙ୍କ ପ୍ରତି ମଧ୍ୟ ତାଙ୍କ ହୃଦୟରେ ଅଶେଷ ପ୍ରେମ ଓ କରୁଣା ଥିଲା । ତେଣୁ ସେ ବାବା ସର୍ବଦା କହୁଥିଲେ – ସମସ୍ତଙ୍କୁ ସାହାଯ୍ୟ କର, ଅନ୍ୟକୁ କଷ୍ଟ ଦିଅନାହିଁ । ଥରେ ବାବା ଅବସର ବିନୋଦନ ପାଇଁ ତାଙ୍କ ଭକ୍ତମାନଙ୍କ ସହ ଏକ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ