Category - ଗୋପାଳ ଭାଣ୍ଡ

ଗୋପାଳ ଭାଣ୍ଡ

ବଙ୍ଗଳାର କୃଷ୍ଣ ନଗରରେ ରାଜତ୍ୱ କରୁ ଥାନ୍ତି ମହାରାଜା କୃଷ୍ଣ ଚନ୍ଦ୍ର ରାୟ । ଗୋପାଳଙ୍କର ପୂର୍ବ ପୁରୁଷ ସେହି କୃଷ୍ଣ ନଗରର ଘୂର୍ଣ୍ଣି ନାମକ ଗ୍ରାମରେ ବାସ କରୁ ଥାଆନ୍ତି । ସେମାନେ ଓଡିଶାରୁ ଯାଇ ବ୍ୟବସାୟ କରୁ କରୁ ରହି ଯାଇ ଥାଆନ୍ତି । କ୍ରମେ କ୍ରମେ ସେମାନଙ୍କର ଭାଷା ମଧ୍ୟ ବଙ୍ଗଳା ହୋଇ ଗଲା । କିନ୍ତୁ ସେମାନେ ବୃତ୍ତିରେ ଥିଲେ ନାପିତ ।         ଓଡିଆ ଏମିତି...

Read More

ମା ଆସନ୍ତି ନାହିଁ ବାପା ଆସନ୍ତି

 ରାଜ୍ୟର ଜଣେ ଧନୀ ଲୋକ ତାଙ୍କ ଘରେ ମହୋତ୍ସବ କରୁ ଥାନ୍ତି । ବହୁ ମାନ୍ୟ ଗଣ୍ୟ ଲୋକ ସେଥିରେ ଆମନ୍ତ୍ରିତ ହୋଇ ଯୋଗ ଦେଇ ଥାଆନ୍ତି । ମହାରାଜା କୃଷ୍ଣ ଚନ୍ଦ୍ର ଆମନ୍ତ୍ରିତ ହୋଇ ସେହି ମହୋତ୍ସବରେ ଯୋଗ ଦେଲେ । ମହାରାଜା ଯେଉଁ ଆଡେ ଯାଉ ଥାନ୍ତି ସାଥିରେ ଗୋପାଳ ରହି ଥାନ୍ତି । କେତେକ ଲୋକ ସହ୍ୟ କରି ପାରୁ ନଥାନ୍ତି । କାରଣ ରାଜା ତାଙ୍କୁ ବେଶୀ ଭଲ ପାଉ ଥାନ୍ତି ଓ...

Read More

ମାମୁଁ ଘର ଓଳି ପୁଅ ହୋଇଛି

ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ଦରବାର ଚାଲି ଥାଏ । ପାତ୍ର ମନ୍ତ୍ରୀ ମାନଙ୍କ ସହିତ ଗୋପାଳ ମଧ୍ୟ ବସି ଥାଆନ୍ତି । ଗୁରୁତ୍ୱପୂର୍ଣ୍ଣ ଆଲାଚନା ସରିଲା ପରେ ସମସ୍ତେ ମଜା କଥା ବାର୍ତ୍ତା ହେଉ ଥାନ୍ତି । ଏହି ସମୟରେ ଗୋପାଳଙ୍କର ପୁଅ ବାପାଙ୍କୁ ଡାକିବା ପାଇଁ ଦରବାରରେ ପହଁଚିଲା ।  ଗୋପାଳ ଭାଣ୍ଡଙ୍କ ପୁଅ ପୁଣି ପିଲା ଲୋକ ଦେଖି ଦ୍ୱାରୀ ବାଟ ମଧ୍ୟ ଛାଡି ଦେଲା ।  ରାଜା...

Read More

ଯେସାକୁ ତେସା ଜବାବ୍

ହାଡି ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶ । ଗୋପାଳଙ୍କର ଥଟ୍ଟା ତାମସା ଓ କରାମତି କଥା ସାରା ଦେଶରେ ବ୍ୟାପି ଯାଇ ଥାଏ । ଗୋପାଳ ଯେଉଁ ଆଡେ ଗଲେ ଲୋକ ମାନେ ତାଙ୍କୁ ଦେଖିବା ପାଇଁ ଘେରି ଯାଉ ଥିଲେ । ଛୁଆ ମାନେ ତାଙ୍କ ପଛେ ପଛେ ଧାଡି ବାନ୍ଧି ଯାଉ ଥିଲେ ।                  ଗୋପାଳ ଦୂର ଗାଁରେ ଥିବା କୌଣସି ବନ୍ଧୁ ଘରକୁ ଯାଇ ଥାନ୍ତି । ସେହି ଗାଁ ର ଜମିଦାର...

Read More

ଗୋପାଳଙ୍କ ରୋଷେଇ

ଶୀତ ଦିନ ଆସିଲା । ସେ ବର୍ଷ ହାଡ ଭଙ୍ଗା ଶୀତ ହେଉ ଥାଏ । ରାଜା କୃଷ୍ଣ ଚନ୍ଦ୍ର ଶୀତରୁ ରକ୍ଷା ପାଇବା ପାଇଁ ଦେହ ସାରା ଗରମ ପୋଷାକ ଆବୃତ କରି ଥାନ୍ତି ।                  ସଭାରେ ଯେତେକ ଥିଲେ ସମସ୍ତେ ମଧ୍ୟ ଶୀତ ଲୁଗା ଘୋଡାଇ ହୋଇ ଥାନ୍ତି ।                  ରାଜା ସମସ୍ତଙ୍କ ଆଡକୁ ଥରେ ଦୃଷ୍ଟି ପକାଇଲେ ତା’ପରେ କହିଲେ – ଆମେ ତ ଏତେ ଗରମ କପଡାର...

Read More

ଯେସାକୁ ତେସା, ସାନ୍ତ୍ୱନା

ଉପସ୍ଥିତ ବୁଦ୍ଧିରେ ଗୋପାଳ ଧୂରନ୍ଧର । ରାଜାଙ୍କ ଠାରୁ ପ୍ରଜା ଯାଏଁ ସମସ୍ତେ ସେକଥା ଜାଣନ୍ତି । ରାଜା, ପ୍ରଜା, ଜମିଦାର ସମସ୍ତେ ତାଙ୍କ ପାଖରେ ଠକି ଯାଆନ୍ତି । ହେଲେ କେହି ହେଲେ ତାଙ୍କୁ ଠକାଇ ପାରନ୍ତି ନାହିଁ ।                  ସବୁ ଲୋକ ସମାନ ନାହାଁନ୍ତି । କେତେ ଲୋକ ଗୋପାଳଙ୍କ ଉପରେ ଖୁସି ହୁଅନ୍ତି । କିନ୍ତୁ ବହୁତ ଲୋକ ଗୋପାଳଙ୍କ ଉପରେ ରାଗନ୍ତି ।...

Read More

ରାଣୀଙ୍କର ଯାତ୍ରା ଦେଖା

ଗୋପାଳଙ୍କର ରୋଜଗାର କମ୍ ନଥିଲା କିନ୍ତୁ କେବେବି ତାଙ୍କୁ ଅଂଟେ ନାହିଁ । ଖର୍ଚ୍ଚି ହାତ ଯେଉଁ ଦିନ ଯାହା ରୋଜଗାର କଲେ ସେହି ଦିନ ତାହା ଶେଷ । ବାସି ରହି ବନି କି କୁକୁର ଖାଇ ବନି ।  ଦିନେ ସକାଳୁ ଗୋପାଳ ଶେଯ ଛାଡି ମୁହଁ ଧୋଇ ନାହାଁନ୍ତି, ଘରଣୀ କହି ପକାଇଲେ, ଆଜିତ ଘରେ ଚାଉଳ ନାହିଁ କି ପଇସା ନାହିଁ । ଖାଇବା କ’ଣ ଚଳିବା କେମିତି?  ସ୍ତ୍ରୀଙ୍କ କଥା ଶୁଣି ଗୋପାଳ...

Read More

ଗୋପାଳର କାର୍ତିକ ପୂଜା

 କୌତୁକ ପ୍ରିୟ ମହାରାଜା କୃଷ୍ଣ ଚନ୍ଦ୍ର ରାୟ ଗୋପାଳ ଭାଣ୍ଡକୁ ବହୁତ ଭଲ ପାଉ ଥିଲେ । ସେଥି ସକାଶେ ଗୋପାଳକୁ ଘର ତୋଳି ରହିବା ପାଇଁ ଜମି, ବଗିଚା, ପୋଖରୀ ଇତ୍ୟାଦି ଜମି ବାଡି ଦେଇ ତାହା ଲାଖ ରାଜା ବାହେଲେ କରି ଦେଇ ଥିଲେ, ସେଥିରେ ଗୋପାଳ ପରିବାରର ଏକ ବରଷର ଅନ୍ନ ଏକ ପ୍ରକାର ନିଶ୍ଚିନ୍ତ ଭାବରେ ଚଳି ଯାଏ । ଗୋପାଳକୁ ମଧ୍ୟ ଆଉ କିଛି କରିବାକୁ ହୁଏ ନାହିଁ ।...

Read More

ଗୋପାଳ ଗଧ

ଦିନେ ରାଜା କୃଷ୍ଣ ଚନ୍ଦ୍ର ହଠାତ୍ ବିରକ୍ତ ହୋଇ ଗୋପାଳ ଭାଣ୍ଡକୁ କହିଲେ – ଗୋପାଳ! ତୁମ୍ଭେ ଗୋଟିଏ ଗଧ ନୁହଁ କି? ଗଧ ଓ ତୁମ୍ଭେ ଏଥିରେ ତଫାତ୍ କିଛି ନାହିଁ, ଅର୍ଥାତ୍ ଯେ ଗଧ ସେ ତୁମ୍ଭେ । ଗୋପାଳ ଭାଣ୍ଡ ଏହା ଶୁଣି ସଙ୍ଗେ ସଙ୍ଗେ ଉଠି ନିଜ ବସିବା ସ୍ଥାନ ଠାରୁ ରାଜା କୃଷ୍ଣ ଚନ୍ଦ୍ରଙ୍କର ବସିବାର ସ୍ଥାନ ପର୍ଯ୍ୟନ୍ତ ଯେତିକି ଛଡା ଅଛି ତାହା ମାପି କରି ଗମ୍ଭୀର ଭାବେ...

Read More

ପୋଡା ମୁହଁରେ ସବୁ ଭଲ

ଦିନେ ମହାରାଜା କୃଷ୍ଣ ଚନ୍ଦ୍ର, ଗୋପାଳ ନିକଟରେ ଥିବା ସମୟରେ ଭୋଜନ କରୁ ଥିଲେ । ମହାରାଜା ପଚାରିଲେ –
‘ଗୋପାଳ ଆଗେ କ’ଣ ଖାଇବାକୁ ଭଲ ହୁଏ କୁହତ ।’ ତତ୍କ୍ଷଣାତ୍ ଗୋପାଳ କହିଲେ –
ମହାରାଜା ଆଗେ ପୋଡା ଖାଅ ।
ଆପଣଙ୍କର ସେହି ପୋଡା ମୁହଁରେ ଯାହା ଖାଇବେ ତାହା ଭଲ ଲାଗିବ ।
ମହାରାଜା ମନେ ମନେ ଲଜ୍ଜିତ ହେଲେ ।

Read More

ଯୋଡିଏ ଡାଳିମ୍ବ କଥା

ଦିନେ ରାଜା କୃଷ୍ଣ ଚନ୍ଦ୍ର ଭାବିଲେ ଗୋପାଳ ଭାଣ୍ଡ ବଡ ଚତୁର । ଆଚ୍ଛା ତାର ନୂଆ ବୋହୂ ଆସିଛି କିପରି ଚତୁର? ଏହା ଜାଣିବାକୁ ଚାକର ଦ୍ୱାରା ଗୋପାଳ ଭାଣ୍ଡର ପୁଅର ବୋହୂ ଠାରୁ ତାକୁ ଡାଳିମ୍ବ ମଗାଇ ପଠାଇ ଥିଲେ । ଗୋପାଳର ପୁତ୍ର ବଧୂ ରାଜାଙ୍କର ରହସ୍ୟ ବୁଝି ପାରି ତାଙ୍କ ବଗିଚାରେ ଗୋଟାଏ ଡାଳିମ୍ବ ଗଛ ଥିଲା, ସେଥିରୁ ଦୁଇଟି ଡାଳିମ୍ବ ତୋଳି ଆଣି ରାଜାଙ୍କର ଲୋକ ହାତରେ...

Read More

ହଳଧର ସିଂହଡାକ

 ହଳଧର ସିଂହ ନାମକ ଜଣେ ସମ୍ଭ୍ରାନ୍ତ ଜମିଦାର କୃଷ୍ଣ ନଗରରେ ବାସ କରନ୍ତି । ହଳଧର ବାବୁ ଏକ ଦିନ ନିଜ ଗୃହର ପିଣ୍ଢାରେ ବସିଛନ୍ତି, ଏହି ସମୟରେ ଗୋପାଳ ଭାଣ୍ଡ ରାସ୍ତାରେ ଚାଲି ଯିବାର ଦେଖିଲେ । ସେ କୌତୁକ କଥା ଶୁଣିବା ଅଭିପ୍ରାୟରେ ଗୋପାଳ ଭାଣ୍ଡକୁ ଡାକି କରି କହିଲେ –                  କିହୋ ଗୋପାଳ ।                  କୁଆଡେ ଯାଉଛ?                ...

Read More

ନୂଆ ମହାଭାରତ

ଦିନେ ମୁର୍ଶୀଦାବାଦ୍ ନବାବ୍ ସାହେବ୍ ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ପାଖକୁ କହି ପଠାଇଲେ ଯେ ତୁମ୍ଭର ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ସେହି ପରି ମହାଭାରତ ଖଣ୍ଡେ ମୋ ନାମରେ ରଚନା କରି ପଠାଇବେ । ଏହା ଯଦ୍ୟପି ନକର ତାହା ହେଲେ ତୁମ୍ଭର ବିଶେଷ ଅମଙ୍ଗଳ ହେବ । ନବାବ୍ଙ୍କର ମହାଭାରତ କଥା ଶୁଣି ରାଜା ନିରୂପାୟ ହୋଇ ଭାବନା କରୁ ଛନ୍ତି । ଏହି ସମୟରେ ଗୋପାଳ ଭାଣ୍ଡ...

Read More

ଖଟ୍ୱାଙ୍ଗ ପୁରାଣ

 ଦିନେ ମହାରାଜା କୃଷ୍ଣ ଚନ୍ଦ୍ର ରାୟ ଅତ୍ୟନ୍ତ ଦୁଃଖିତ ହୋଇ ସିଂହାସନରେ ବସି ଅଛନ୍ତି । ରାଜାଙ୍କର ମନ ଭଲ ନଥିବା ଜାଣି ପାତ୍ରମନ୍ତ୍ରୀ କେହି ପାଖକୁ ଯାଉ ନଥାନ୍ତି । ଏମନ୍ତ ସମୟରେ ଗୋପାଳ ଉପସ୍ଥିତ ହେଲେ । ଗୋପାଳକୁ ରାଜା ଭଲ ପାଉ ଥିଲେ ବୋଲି ରାଜା ଦ୍ୱାର ଗୋପାଳର ଅବାରିତ ଥିଲା । ସେ ହଠାତ୍ ରାଜାଙ୍କ ନିକଟକୁ ଯାଇ କହିଲେ –                  ମହାରାଜ...

Read More

ରାଜାଙ୍କର କୋଷ୍ଠ ସାଫ୍

 ରାଜା କୃଷ୍ଣ ଚନ୍ଦ୍ରଙ୍କର ପୁତ୍ର ଜନ୍ମ ହୋଇ ଥିବା କଥା ଶୁଣି ଖୁସି ହୋଇ ରାଜା ଗୋପାଳ ଭାଣ୍ଡକୁ ପଚାରିଲେ, “ଗୋପାଳ! ଆମ୍ଭର ପୁତ୍ର ଜନ୍ମ ହେବା କଥା ଶୁଣି ତୁମ୍ଭ ମନରେ କିପରି ଆନନ୍ଦ ହୋଇଛି କହିଲ? ଗୋପାଳ କହିଲେ –                  “ଆଜ୍ଞା କୋଷ୍ଠ ସାଫ୍ (ଅର୍ଥାତ୍ ପରିଷ୍କାର ଝାଡା) ହେଲେ ଯେପରି ସୁଖ ଅନୁଭବ ହୁଏ, ଠିକ୍ ସେହି ପରି ଆନନ୍ଦ ହୋଇଛି ।” ରାଜା...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ