Category - ତେନାଲୀରାମା

କୃପାଧନ୍ୟ ଭୂଷଣ୍ଡକାକ

ଏକଦା ଅଯୋଧ୍ୟା ନଗରୀରେ ଜଣେ ଶୁଦ୍ର ବ୍ୟକ୍ତି ବସବାସ କରୁଥିଲେ । ସେ ଅଯୋଧ୍ୟା ନଗରୀରେ ଜନ୍ମ ଗ୍ରହଣ କରିଥିବା ହେତୁ ନିଜକୁ ଜଣେ ପୁଣ୍ୟବାନ ବ୍ୟକ୍ତି ରୂପେ ଚିନ୍ତା କରି ଆସୁଥିଲେ । ଦିନେ ସେ ଅବନ୍ତୀକା ପୁରକୁ ଚାଲି ଚାଲି ଯାଇ ସେଠାରେ ଥିବା କୃପା ବାରିଧି ନାମକ ଜନୈକ ଶିବ ଭକ୍ତଙ୍କୁ ନିଜର ଗୁରୁ ରୂପେ ଗ୍ରହଣ କରିନେଲେ । ଏହାପରେ ସେ ତାଙ୍କ ଗୁରୁଙ୍କ ନିର୍ଦେଶରେ...

Read More

ପଡୋଶୀ ରାଜା

ଇଣ୍ଡିଆର ଦକ୍ଷିଣରେ ‘ବିଜୟ ନଗର’ ନାମକ ଏକ ରାଜ୍ୟ ଥିଲା । ଏକଦା ସେହି ରାଜ୍ୟ କୃଷ୍ଣଦେବ ରାୟ ନାମକ ଜଣେ ଶାସକଙ୍କ ଦ୍ୱାରା ଶାସିତ ହେଉଥିଲା । ବିଜୟନଗର ରାଜ୍ୟର ତା ପଡୋଶୀ ରାଜ୍ୟ ସହିତ ସର୍ବଦା କଳହ ଲାଗି ରହୁଥିଲା । ଏହାର ସୁଯୋଗ ନେଇ କେତେକ ଖଳ ବ୍ୟକ୍ତି ରାଜା କୃଷ୍ଣଦେବରାୟଙ୍କ ସହିତ ତେନାଲୀରାମାଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରିବା ପାଇଁ ଚେଷ୍ଟା କଲେ...

Read More

ଶେଷ ଇଚ୍ଛା

ବିଜୟନଗର ରାଜ୍ୟର ବ୍ରାହ୍ମଣମାନେ ସ୍ୱଭାବରେ ଅତ୍ୟନ୍ତ ଲୋଭୀ ଥିଲେ । ଯେତେବେଳେ ନାହିଁ ସେତେବେଳେ କୌଣସି ଏକ କାର୍ଯ୍ୟର ଆଳ ଦେଖାଇ ରାଜାଙ୍କ ଠାରୁ ଅର୍ଥ ଆଦୟ କରିବା ସେମାନଙ୍କର କାର୍ଯ୍ୟ ଥିଲା । ରାଜାଙ୍କର ଉଦାରତାର ସୁଯୋଗ ନେଇ ସେହି ବ୍ରାହ୍ମଣମାନେ ଖୁବ୍ ଫାଇଦା ଉଠାଉଥିଲେ । ଦିନେ ରାଜା କୃଷ୍ଣଦେବରାୟ ବ୍ରାହ୍ମଣମାନଙ୍କୁ ନିଜ ସଭାକୁ ଡାକି କହିଲେ, “ହେ...

Read More

ସବୁଠାରୁ ବଡ ମୂର୍ଖ

ରାଜା କୃଷ୍ଣଦେବରାୟ ପ୍ରତ୍ୟେକ ବର୍ଷ ହୋଲି ଉତ୍ସବ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି । ମନୋରଂଜନ ପାଇଁ ଅନେକ କାର୍ଯ୍ୟକ୍ରମର ଆୟୋଜନ ରାଜା ବି ନିଜେ କରନ୍ତି । ଏହି ହୋଲି ଉତ୍ସବ ପାଳନ ସମୟରେ ସାରା ବିଜୟ ନଗର ରାଜ୍ୟ ଯେପରି ଜୀବନ୍ତ ହୋଇ ଉଠେ । କେବଳ ସେତିକି ନୁହେଁ ସଫଳ କଳାକାରମାନଙ୍କୁ ମଧ୍ୟ ରାଜା ପୁରସ୍କାର ପ୍ରଦାନ କରିଥାଆନ୍ତି । ସବୁଠାରୁ ବଡ ତଥା ସବୁଠାରୁ...

Read More

ରଙ୍ଗୀନ୍ ମୟୂର

ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟଙ୍କର ନାନାଦି କିସମର ଅଦ୍ଭୁତ ଜିନିଷ ସବୁ ସଂଗ୍ରହ କରିବାରେ ସଉକ୍ ଥିଲା । ରାଜାଙ୍କର ଏହି ସଉକ୍ ପୂରଣ କରିବାପାଇଁ ରାଜାଙ୍କ ପାରିଷଦ ବର୍ଗ ମଧ୍ୟ ସବୁ ସମୟରେ କେବଳ ଚେଷ୍ଟା କରୁଥାଆନ୍ତି । ମହାରାଜଙ୍କର ମନ କିଣିବା ସମସ୍ତଙ୍କର ଯେପରି ଗୋଟିଏ ଉଦ୍ଧେଶ୍ୟ । ଦିନେ ରାଜାଙ୍କର ଜଣେ ସେବକ ଆସି ରାଜାଙ୍କୁ କହିଲା, “ମହାରାଜ! ମୁଁ...

Read More

ବହୁମୂଲ୍ୟ ଉପହାର

ଥରେ ବିଜୟନଗର ରାଜ୍ୟର ଅନ୍ୟ ଏକ ରାଜ୍ୟ ସହିତ ଯୁଦ୍ଧ ଲାଗିଥିଲା । ଯୁଦ୍ଧରେ ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟ ଜୟଯୁକ୍ତ ହେଲେ । ଯୁଦ୍ଧରେ ବିଜୟ ଲାଭ କରିଥିବାରୁ ରାଜା ତାଙ୍କ ରାଜଧାନୀରେ ବିଜୟ ଉତ୍ସବ ପାଳନ କଲେ । ଉତ୍ସବର ସମାପ୍ତି ଦିନ ରାଜା କହିଲେ, “ଯୁଦ୍ଧ ଜୟ କେବଳ ମୋର ବିଜୟ ନୁହେଁ । ମୋର ସମସ୍ତ ସାଥୀ ଏବଂ ସହଯୋଗୀମାନେ ମଧ୍ୟ ଏହି ବିଜୟର ହକ୍ଦାର ।...

Read More

ବୃଦ୍ଧ ହୋଇ ମରିବା

‘ବୀଜାପୁର’ର ସୁଲତାନ୍ ‘ଇସ୍ମାଇଲ୍ ଆଦିଲ୍ଶାହା’ ରାଜା କୃଷ୍ଣଦେବରାୟଙ୍କର ବୀରତ୍ୱକୁ ନେଇ ଖୁବ୍ ଚିନ୍ତାରେ ପଡିଯାଇଥାଆନ୍ତି । କାଳେ କେତେବେଳେ କୃଷ୍ଣଦେବରାୟ ତାଙ୍କ ରାଜ୍ୟକୁ ଆକ୍ରମଣ କରିବେ । ସେହି ଚିନ୍ତା ହିଁ ଖାଲି ତାଙ୍କୁ ଗ୍ରାସ କରୁଥାଏ । ରାଜା କୃଷ୍ଣଦେବରାୟ ମଧ୍ୟ ତାଙ୍କ ବୀରତ୍ୱ ବଳରେ କୋଣ୍ଡପଲ୍ଲୀ, ଶ୍ରୀରଙ୍ଗପଟ୍ଟନମ୍, ଉଦୟଗିରି ଇତ୍ୟାଦି ରାଜ୍ୟ ଜୟ...

Read More

କୁକୁରର ଲାଞ୍ଜ

ଦିନେ ରାଜା କୃଷ୍ଣଦେବ ରାୟଙ୍କ ଦରବାରରେ ଗୋଟିଏ ବିଷୟ ଉପରେ ଖୁବ୍ ଆଲୋଚନା ଚାଲିଥାଏ । ସେ ବିଷୟଟି ହେଉଛି ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୁଏ, କି ନାହିଁ । କେତେଜଣ ମତ ପ୍ରଦାନ କଲେ ଯେ ମନୁଷ୍ୟର ସ୍ୱଭାବରେ ପରିବର୍ତ୍ତନ ହୋଇଥାଏ । ପୁଣି ଆଉ କେତେକ ମତ ପ୍ରଦାନ କଲେ, ମନୁଷ୍ୟର ସ୍ୱଭାବରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଯେମିତିକି କୁକୁରର ଲାଞ୍ଜ କଦାପି...

Read More

ବିଚିତ୍ର ଚୋରୀ

ରାଜା କୃଷ୍ଣ ଦେବରାୟଙ୍କର ବଗିଚା ବିଭିନ୍ନ କିସମର ଫୁଲଫଳରେ ଭର୍ତ୍ତି ହୋଇଥାଏ । ତେଣୁ ସେ ବଗିଚା ଭିତରକୁ ଯିଏ ବି ବୁଲିବାକୁ ଗଲେ ସେଠାରୁ ଆସିବାକୁ ମୋଟେ ମନ କରେନାହିଁ । ଦିନେ ରାଜା ତାଙ୍କର ସେବକ ମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏହି ବଗିଚାକୁ ଆଜିଠାରୁ ଜଗିରହିବ । ଯେମିତି କେହି ବି ମୋ ବଗିଚାରେ ଫଳିଥିବା ବାଇଗଣ ଚୋରି ନ କରନ୍ତି । ରାଜାଙ୍କ ଏହି କଥା ତ...

Read More

ଦୁଷ୍ଟ ଘୋଡା

ବିଜୟ ନଗର ରାଜ୍ୟର ପଡୋଶୀ ରାଜ୍ୟର ରାଜାଙ୍କର ଉନ୍ନତମାନର ସେନାବାହିନୀ ଥିଲା । ତେଣୁ ରାଜା କୃଷ୍ଣଦେବରାୟ ସର୍ବଦା ଚାହୁଁଥିଲେ ପଡୋଶୀ ରାଜ୍ୟ ପରି ତାଙ୍କ ରାଜ୍ୟର ଘୋଡା ଚାଳକ ସୈନ୍ୟମାନେ ଏପରି କୌଶଳୀ ହୁଅନ୍ତୁ ଯେମିତି, ଶତ୍ରୁ ଆକ୍ରମଣ କରିବା ମାତ୍ରକେ ସେମାନେ ତାର ମୁକାବିଲା ତୁରନ୍ତ କରି ପାରିବେ । ସେଥିପାଇଁ ରାଜା ବହୁତ ଗୁଡିଏ ଘୋଡା ଆରବ ରାଷ୍ଟ୍ରରୁ କିଣି...

Read More

ବିଚିତ୍ର ଚିତ୍ରକଳା

ରାଜା କୃଷ୍ଣଦେବରାୟ ତାଙ୍କ ରାଜ୍ୟରେ ଏକ ପ୍ରାସାଦ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କଲେ । କିଛି ଦିନପରେ ପ୍ରାସାଦ ନିର୍ମାଣ କାର୍ଯ୍ୟ ମଧ୍ୟ ସମାପ୍ତ ହେଲା । ଏହାପରେ ରାଜା ଚାହିଁଲେ ସେ ପ୍ରାସାଦର କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର କରିବା ପାଇଁ । ସେଥିପାଇଁ ଜଣେ ସୁ ପ୍ରସିଦ୍ଧ ଚିତ୍ରକରଙ୍କୁ ଅଣାଗଲା । ଚିତ୍ରକର ତାଙ୍କର ଅଦ୍ଭୁତ ପ୍ରତିଭା ବଳରେ ସେ ପ୍ରାସାଦକୁ...

Read More

ଜନତାଙ୍କର ନିଷ୍ପତି

ରାଜା କୃଷ୍ଣଦେବ ରାୟ ଥରେ ଶିକାର କରିବାକୁ ବାହାରିଲେ । ଯାଉ ଯାଉ ସେ ଜଙ୍ଗଲ ବାଟ ହୁଡିଗଲେ । ଏଣେ ରାଜାଙ୍କର ଫେରିବାରେ ବିଳମ୍ବ ହେବାରୁ ସିପାହୀମାନେ ମଧ୍ୟ ତାଙ୍କୁ ଖୋଜିବାକୁ ବାହାରିଲେ । ପୁଣି ସଂନ୍ଧ୍ୟା ତ ହୋଇ ଆସିଲାଣି । ତେଣୁ ରାଜା ତାଙ୍କ ଘୋଡାକୁ ଏକ ଗଛରେ ବାନ୍ଧି ଦେଲେ । ତାପରେ ସେ ଜଙ୍ଗଲ ପାଖରେ ଥିବା ଏକ ଗ୍ରାମରେ ରାତି କଟାଇବାକୁ ଠିକ୍ କଲେ ସେ ରାଜା...

Read More

ଭଗବାନଙ୍କର ମୂର୍ତ୍ତି

ରାଜା କୃଷ୍ଣଦେବ ରାୟ ନିଜ ରାଜ୍ୟରେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କଲେ । ତେଣୁ ସେ ତାଙ୍କ ମନ୍ତ୍ରୀଙ୍କୁ ଡକାଇ ନିଜ ଇଚ୍ଛା ପ୍ରକାଶ କଲେ ଏବଂ ମନ୍ତ୍ରୀଙ୍କୁ ଉପଯୁକ୍ତ ସ୍ଥାନ ନିରୂପଣ କରିବାପାଇଁ ମଧ୍ୟ କହିଲେ ।                 ମନ୍ତ୍ରୀ ନଗର ଠାରୁ କିଛି ଦୂରରେ ଥିବା ଏକ ଜଙ୍ଗଲରେ ସ୍ଥାନ ଚିହ୍ନଟ କଲେ । ରାଜାଙ୍କ ଆଦେଶରେ ସେହି ସ୍ଥାନଟି...

Read More

ମୂଷା ମାନଙ୍କର ଉତ୍ପାତ

ତେନାଲୀରାମାଙ୍କ ଘରେ ମୂଷାମାନେ ତ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ତେନାଲୀରାମାଙ୍କର ପତ୍ନୀଙ୍କ ଏକ ସୁନ୍ଦର ଶାଢୀ ମୂଷାମାନେ କାଟି ଦେଲେ । ମୂଷା ମାନଙ୍କର ଏ ପ୍ରକାର କାର୍ଯ୍ୟ ଦେଖି ତେନାଲୀରାମା ପ୍ରଚଣ୍ଡ ରାଗିଗଲେ । କେମିତି ସେ ମୂଷା ମାନଙ୍କୁ ନିପାତ କରିବେ ତେନାଲୀରାମା କେବଳ ସେହି କଥା ହିଁ ଚିନ୍ତା କଲେ । ଯେତେ ଚେଷ୍ଟା କଲେ ମଧ୍ୟ ମୂଷାମାନଙ୍କୁ...

Read More

କୂପର ବିବାହ

ଥରେ ତେନାଲୀରାମା ଏବଂ ରାଜା କୃଷ୍ଣଦେବରାୟଙ୍କ ମଧ୍ୟରେ କୌଣସି ଏକ ପ୍ରସଂଗକୁ ନେଇ ଜୋର୍ ସୋର୍ରେ ଯୁକ୍ତିତର୍କ ଲାଗିଲା । ଶେଷରେ ତେନାଲୀରାମା ରାଜାଙ୍କ ଉପରେ ଅତ୍ୟନ୍ତ ବିରକ୍ତ ହୋଇ ସେ ଦରବାର ତ୍ୟାଗ କରି ଚାଲିଆସିଲେ ।                 ତାପରେ କିଛି ଦିନ ପର୍ଯ୍ୟନ୍ତ ସେ ତେନାଲୀରାମା ଆଉ ରାଜାଙ୍କୁ ଦେଖା କଲେ ନାହିଁ । ଦଶ, ପନ୍ଦର ଦିନ ପରେ ରାଜା ତାଙ୍କ ମନେ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ