Category - ପରୀ କାହାଣୀ

ବନପରୀ

ରାଇଜର ନାଁ ସପନପୁରୀ, ସେଠାକାର ରାଜାଙ୍କ ନାଁ ବିକ୍ରମଜିତ୍ । ସେ ଥିଲେ ବଡ ପରାକ୍ରମୀ ରାଜା । ତାଙ୍କ ରାଇଜଟା ବଣ ମୁଲକରେ ଭରା ଥିଲା । ରାଜା ବିକ୍ରମଜିତ୍ ଡେଙ୍ଗୁରାଦେଇ ଶିକାର କରିବା ଓ ଗଛ କାଟିବାକୁ ନିଷେଧ କରିଥିଲେ । ଫଳରେ ସେଠାକାର ବୃକ୍ଷଲତା ଓ ପଶୁ – ପକ୍ଷୀଙ୍କ ସଂଖ୍ୟା ଅବାଧରେ ବଢି ଚାଲିଥିଲା । ସେମାନଙ୍କ ସୁଖ ସଂସାର ଦେଖି ରାଜା ବି ବହୁତ ଖୁସି...

Read More

ପରୀରାଇଜ

ପାହାନ୍ତା ରାତିରେ ଆକାଶରେ ଖଣ୍ଡ ଖଣ୍ଡ ବାଦଲ ସବୁ ଭାସି ବୁଲୁଥାଏ । ତା ସାଙ୍ଗକୁ ଥଣ୍ଡା ପବନ ବି ଉତ୍ତର ଦିଗରୁ ବହୁଥାଏ । ଲାଗୁଥାଏ ଯେପରି ନିଶ୍ଚୟ ବର୍ଷା ହେବ । ତେଣୁ ଆକାଶ ଖୁବ୍ ଭୟଙ୍କର ଦେଖାଯାଉଛି । ଏହି ସମୟରେ ସୋମୁର ମାଆ ସୋମୁକୁ କହିଲେ ତୋର କାଲି ଜନ୍ମ ଦିନ । ଜିନିଷ ପତ୍ର ସଜାଡୁ ସଜାଡୁ ଆସି ପାହାନ୍ତା ରାତି ହେଲାଣି । ଚାଲ ଏଥର ଆମେ ଶୋଇବାକୁ ଯିବା ।...

Read More

ସୁନ୍ଦରୀପରୀ ଗୁଣ୍ଡୁଚି ମୂଷି

ନଦୀ ପଠାରେ ଗୋଟିଏ ବଡ ବରଗଛ ଚାରିଆଡକୁ ତାର ଓହଳ ଲମ୍ବାଇ ବଢିଥାଏ । ତେଣୁ ବଡ ଆକାରର ଛାୟା ସୃଷ୍ଟି କରିଥାଏ ସେହି ଗଛଟି । ବହୁତ ପଥିକ ସେଠି ବିଶ୍ରାମ ନିଅନ୍ତି । ଗଛରେ ଚଢେଇ, ଗୁଣ୍ଡୁଚି ମୂଷା, ସାପ, ଗୋଧି, ନେଉଳ ଇତ୍ୟାଦି ବସା କରିଥାନ୍ତି । ସେ ନଦୀ ପଠାର ନାଳତଳକୁ ଗୋଟିଏ ଦରିଦ୍ର ବସ୍ତି ରହିଥାଏ । ସେଠାରେ ବଡ ଦୁସ୍ଥ ଓ ଅସହାୟ ଭାବରେ ବାସ କରିଥାଏ ପ୍ରେମୀ...

Read More

ସାହାଯ୍ୟକାରୀ ଜଙ୍ଗଲପରୀ

ମାଳତୀପୁର ଗାଆଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଥାଏ । ସେହି ବିଦ୍ୟାଳୟରେ ରାଜୁ ପାଠ ପଢୁଥାଏ । ତା ମା’ ଥିଲା ବିଧବା ଓ ଅତି ଗରିବ । ମା’ କାମଧନ୍ଦା କରି ରାଜୁର ସବୁ ଇଚ୍ଛାକୁ ପୂରଣ କରୁଥାଏ । ଦିନେ ସେ ରାଜୁର ମାଆକୁ ଭୀଷଣ ଜ୍ୱର ହେଲା । ସେ ଆଉ ପୂର୍ବପରି କାମ ଧନ୍ଦା କରିପାରିଲା ନାହିଁ । ରାଜୁ ତା ବିଦ୍ୟାଳୟକୁ ଯାଏ ସିନା, ହେଲେ ତା ମନଟା ଥାଏ ତା ମାଆ ପାଖରେ...

Read More

ପକ୍ଷ ଅପସରା

ଭୋଳାନାଥଙ୍କ ଝିଅ ରୂପାଲି ପଂଚମ ଶ୍ରେଣୀରେ ପାଠ ପଢୁଥାଏ । ଅତି ସୁଧାର ଝିଅଟିଏ ସେ । ଏତେ ଅଭାବ ଅସୁବିଧା ଭିତରେ ସେ କେବେ ହେଲେ ବି ଟିକେ ମନଦୁଃଖ କରେ ନାହିଁ । ରୂପାଲିର ବଡ ଭାଇ ରଙ୍ଗଧର ସାଧାରଣ କବିରାଜ ଜଣେ । ସେଇ ଗାଆଁ ରାସ୍ତା ଉପରେ ଦୋକାନଟିଏ କରି ବସିଥାଆନ୍ତି । ଚେରମୂଳି କୁଟି ମୋଦକ ତିଆରି କରନ୍ତି ସେ । ଭୋଳାନନାଙ୍କର ତ ଜମି ବେଶି ନଥାଏ । ଠାକୁର ପୂଜା...

Read More

ମର୍ତ୍ତ୍ୟର ପରୀରାଣୀ

ଗୋଟିଏ ଗାଆଁରେ ବହୁଲୋକଙ୍କର ଝାଡା ବାନ୍ତି ହେଉଥାଏ । କାହାକୁ ବା ଜ୍ୱର ଧରି ଛାଡୁ ନଥାଏ । ହଳଦିଆକାମ୍ଳ, ଟାଇଫଏଡ୍ ଇତ୍ୟାଦି ରୋଗ ଅତି ସାଘାଂତିକ ଅବସ୍ଥା କରି ଦେଇଥାଏ । ସରକାରୀ ସ୍ତରରୁ ଡାକ୍ତରମାନେ ଔଷଧ ଦେଇଥାଆନ୍ତି । ସେହି ସମୟରେ ଖରାପ ପାଣି ପିଇବାକୁ ତ ଡାକ୍ତରମାନେ ବାରଣ କରୁଥାଆନ୍ତି । ନିଜ ନିଜ ହାତ ସାବୁନ୍ରେ ଧୋଇବା ପାଇଁ କହୁଥାଆନ୍ତି । ଏପରିକି ସଫା...

Read More

ଅଦୃଶ୍ୟ ପରୀ

ଅନାଦି ଓ ଆଦିକନ୍ଦ ଦୁଇଜଣ ଭାରି ସାଙ୍ଗ । ବହୁ ସମୟରେ ସେମାନେ ଯାଇ ତାଙ୍କ ଗାଆଁର ଶେଷ ମୁଣ୍ଡ ବରଗଛ ମୂଳେ ବସି ଗପସପ ହୁଅନ୍ତି । ଦିନେ ଦିନେ ସେମାନେ ଭୋଜିଭାତ ବି ଘରେ କରନ୍ତି । ଦୁଇ ପରିବାର ଏକତ୍ର ଗୋଟିଏ ଜାଗାରେ ବସି ମଜାରେ ଖାଆନ୍ତି । ତାଙ୍କ ବାଡି ପାଖକୁ ଲାଗି ଅନ୍ୟଲୋକର ବାଡିଟିଏ ଥାଏ । ଅନାଦି ଓ ଆଦିକନ୍ଦ ଦୁଇ ଜଣ ମିଶି ଗୋଡିଏ ବାଡି କିଣିଥିଲେ । ସେଠାରେ...

Read More

ପରୀଦ୍ୱୀପ

ଗୋଟିଏ ଅଜଣାଦ୍ୱୀପରେ ଅସୁରୁଣୀଟିଏ ରହୁଥିଲା । କେହି ହେଲେ ଜଣେ ସେହି ଦ୍ୱୀପର ସନ୍ଧାନ କେବେବି ନେଇ ନଥିଲେ । ସେ ଦ୍ୱୀପର ଚାରିପଟେ ଘଂଚ ବନାନୀର ଅନ୍ଧକାରରେ ଯେପରି ରାତ୍ର ଆଗମନ ହୋଇଛି । ସେହି ଜଙ୍ଗଲର ବଡ ଗଛଟିରେ ଗୋଟିଏ କୋରଡ ଥାଏ । ସେଠାରେ ନାଗୁଣୀଟିଏ ତାର କୁନି ଛୁଆଙ୍କୁ ଧରି ରହୁଥାଏ । ସଂନ୍ଧ୍ୟାବେଳେ ପଦାକୁ ବାହାରି ସେ ପବନ ଖାଏ ଏବଂ ଟିକେ ଶାନ୍ତିରେ...

Read More

ବିପଦର ବାନ୍ଧବୀ ଅପ୍ସରା

ଗୋଟିଏ ଗାଁରେ ବାପା ମାଆଙ୍କ ସହିତ ତାଙ୍କ ଝିଅ ରୂପେଲି ବି ରହୁଥିଲା । ଅତି ସୁନ୍ଦରିଆ ଝିଅ ସେ ରୂପେଲି । ତେଣୁ ତାକୁ ଅତି ଗେହ୍ଲା କରନ୍ତି ତା ବାପା ମା’ । ସିଏ ଯେତେବେଳେ ଯାହା ମାଗେ ତାକୁ ବି ଦିଅନ୍ତି । ଦିନେ କଦଳୀ ବଗିଚା ଭିତରେ ତା’ର ସାଙ୍ଗମାନଙ୍କ ସହ ରୂପେଲି ଖେଳୁଥାଏ । ଠିକ୍ ସେହି ସମୟରେ ଗୋଟିଏ ପଥର ଉପରେ ରୂପେଲିର ଗୋଡ ବାଜିଗଲା । ତେଣୁ ସେ ପଥରଟା...

Read More

ଗର୍ବ ଭାଙ୍ଗିଦେଲେ ଜଳପରୀ

କେଉଟଟିଏ ମାଛଧରି ତା ପେଟ ପୋଷେ । ଯେଉଁଦିନ ସେ ମାଛ ଧରେ ନାହିଁ, ଜାଣ ସେଦିନ ତାର ରୋଜଗାର ବନ୍ଦ ରହେ । ତେଣୁ ସେଦିନ ସେ ଉପବାସରେ ଶୋଇଯାଏ । ଦିନେ ନଦୀରେ ମାଛ ଧରିବା ସମୟରେ ସେ କେଉଟର ଜାଲ ଭିତରେ କ’ଣ ପଡିଲା କେଜାଣି ସେ ତାକୁ କୂଳକୁ ଘୋଷାରି ଆଣିଲା ବେଳକୁ ତାହା ଖୁବ୍ ଓଜନିଆ ଲାଗିଲା । ଜାଲଟିକୁ କୂଳରେ ଆଣି ସେ କେଉଟଟି ଦେଖିଲା ବିରାଟ ଏକ କଇଁଛ ତା ଜାଲରେ...

Read More

ହଂସୀ ପରୀ

ଗୋଟିଏ ଗାଆଁରେ ଅତି ଗରିବ ଶ୍ରେଣୀର ଲୋକମାନେ ବାସ କରୁଥାଆନ୍ତି । ସେମାନେ ନିକମା ହୋଇ ବସିବା ପାଇଁ ଭାରି ଭଲ ପାଉଥିଲେ । ସକାଳ ହେଲେ ସେମାନେ ଖାଇପିଇ ତାସ୍, ପଶା, ଲୁଡୁ, ପାଲି ଆଦି ଖେଳୁଥିଲେ । ଦିନେ ଅଧେ ମୂଲଲାଗି ସେମାନେ ଯାହା ଆଣି ଥାଆନ୍ତି, ତାହାକୁ ଲୁଣ ଭାତ ହିସାବରେ ଖାଇ ସେମାନେ ତାଙ୍କ ଜୀବନ ଧାରଣ କରନ୍ତି । ସେମାନେ ନଈରୁ ମାଛ ବି ଧରନ୍ତି । ବିଲରୁ...

Read More

ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ

ଗୋଟିଏ ଗାଁରେ ଚାରିଜଣ ବୋକାପିଲା ସାଙ୍ଗ ହୋଇ ପଢିବା ପାଇଁ ଯାଆନ୍ତି । ତାଙ୍କୁ ବିଦ୍ୟାଳୟରେ କୌଣସି ପିଲା ବି ନିଜ ସାଙ୍ଗ କରନ୍ତି ନାହିଁ । ଏପରିକି ସେମାନଙ୍କୁ ଦେଖି କେହିବି ନିଜ ପାଟି ଫିଟାନ୍ତି ନାହିଁ । ଶିକ୍ଷକମାନେ ସେମାନଙ୍କୁ ଯାହା ପାଠ ପଚାରନ୍ତି ସେମାନେ କାହାର କିଛିବି ଉତ୍ତର ଦେଇପାରନ୍ତି ନାହିଁ । ସେହି ବୋକାମାନଙ୍କ କଥା ବୋକାମାନେ ହିଁ ଠିକ୍...

Read More

ସୁନ୍ଦରୀ ପରୀରାଣୀ

ଦଇତାପୁର ଗାଆଁର ମଧୁ ଦାସଙ୍କ ପୁଅ ବାବନା ହାଇସ୍କୁଲରେ ପାଠ ପଢୁଥାଏ । ସିଏ ଯେତେ ଟିଉସନ୍ ହେଲେ ବି ତା’ ମୁଣ୍ଡରେ ପାଠ ମୋଟେ ପଶୁ ନଥାଏ । ବହିପତ୍ର, ଖାତା, କଲମର କୌଣସି ଅଭାବ ରଖନ୍ତି ନାହିଁ ମଧୁଦାସ । ସେ ମଧୁଦାସ ତାଙ୍କ ଗାଆଁର ଛକ ମୁଣ୍ଡରେ ଗୋଟିଏ ବଡ ତେଜରାତି ଦୋକାନ କରିଥାଆନ୍ତି । ଆଖପାଖ ପାଂଚଖଣ୍ଡ ଗାଆଁର ଲୋକେ ତାଙ୍କରି ଦୋକାନରୁ ହିଁ ସଉଦା ନିଅନ୍ତି ।...

Read More

ତୁଷାରଶୁଭ୍ରା ଓ ଲାଲଗୋଲାପୀ

ଏକଦା ଗୋଟିଏ କୁଡିଆରେ ଜଣେ ବିଧବା ସ୍ତ୍ରୀଲୋକ ବାସ କରୁଥିଲା ଏବଂ ତା ଘର ଆଗରେ ଦୁଇଟି ଗୋଲାପ ଗଛ ଥିଲା । ସେଥିରୁ ଗୋଟିଏ ଗଛରେ ଧଳା ଗୋଲାପ ଫୁଟୁଥିଲାବେଳେ ଅନ୍ୟଟିରେ ଲାଲ ଗୋଲାପ ଫୁଟୁଥିଲା । ଠିକ୍ ଦୁଇଟି ଗୋଲାପ ଗଛ ଭଳି ସେ ବିଧବା ସ୍ତ୍ରୀଲୋକଟିର ବି ଦୁଇଟି ଝିଅ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ତୁଷାରଶୁଭ୍ରା ଏବଂ ଅନ୍ୟ ଜଣକ ନାମ ଲାଲଗୋଲାପୀ । ସେ...

Read More

ବେଙ୍ଗ ରାଜକୁମାର

ଏକଦା ଗୋଟିଏ ଦେଶରେ ଜଣେ ରାଜା ଥିଲେ ଏବଂ ତାଙ୍କର କେତୋଟି ଝିଅ ଥିଲେ । ସବା ସାନ ଝିଅଟି ଖୁବ୍ ସୁନ୍ଦରୀ ଥିଲା ଏବଂ ତାକୁ ସମସ୍ତେ ଛୋଟ ରାଜକୁମାରୀ ବୋଲି ଡାକୁଥିଲେ । ସେ ରାଜାଙ୍କ ପ୍ରାସାଦ ନିକଟରେ ଗୋଟିଏ ବଡ ଘଂଚ ଜଙ୍ଗଲଥିଲା । ଆଉ ସେଇ ଜଙ୍ଗଲ ଭିତରେ ଗୋଟିଏ ପୁରୁଣାବଡଗଛମୂଳେ ଗୋଟିଏ କୂଅ ଥିଲା । ଗ୍ରୀଷ୍ମ ଋତୁରେ ଛୋଟ ରାଜକୁମାରୀ ସେଇ କୂଅର ଫନ୍ଦ ଉପରେ ବସି...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ