ମହାଭାରତ

ନହୁଷ ତ ପ୍ରଥମେ ଜଣେ ସଦାଚାରୀ ବ୍ୟକ୍ତି ଥିଲେ । କିନ୍ତୁ ଇନ୍ଦ୍ରପଦ ପାଇବା ପରେ ସେ ଭୋଗବିଳାସରେ ମଗ୍ନ ରହିଲେ । ଦିନେ ଅପ୍ସରାମାନଙ୍କ ଗହଣରେ ବିହାର କରୁଥିବା ସମୟରେ, ସେ ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କୁ ଦେଖିଲେ । ତାଙ୍କ ରୂପ ସୌନ୍ଦର୍ଯ୍ୟ ନହୁଷଙ୍କୁ ବିମୁଗ୍ଧ କଲା । ସେ ଶଚୀଙ୍କ ନିକଟକୁ ଏକ ସନ୍ଦେଶ ପଠାଇଲେ ଯେ, ଯେହେତୁ ସେ ଏବେ ଇନ୍ଦ୍ର, ଶଚୀ ତାଙ୍କର ପତ୍ନୀ...

Read More

ଦୂରଦୃଷ୍ଟି

ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି । କିଛି ଦିନ ପରେ ବର୍ଦ୍ଧନ ହୃଦରୋଗରେ ପୀଡିତ ହେଲେ । ଏଭଳି ପରିସ୍ଥିତିରେ...

Read More

କଥାକୁହା ଫଳ

ଜଣେ ରାଜାଙ୍କ ପାଖରେ ଅଗଣିତ ଗାଈ ଥିଲେ । ପଶୁପାଳକ ପ୍ରତିଦିନ ସେହି ଗାଈଗୁଡିକ ଚରାଇବା ପାଇଁ ପାହାଡ ନିକଟସ୍ଥ ପ୍ରାନ୍ତରକୁ ନେଇ ଯାଆନ୍ତି । କିନ୍ତୁ ସଂନ୍ଧ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା କମି ଯାଇଥାଏ । ଏପରି କିଛିଦିନ ଲଗାତାର ଘଟିବାରୁ ରାଜା ଖୁବ୍ ଚିନ୍ତିତ ହୋଇ ପଡିଲେ । ଅନେକ ପ୍ରକାର ସତର୍କତା ଅବଲମ୍ବନ କଲେ...

Read More

ଅଳିଆ

ଗୋଟିଏ ଗ୍ରାମରେ ଅତି ସୁନ୍ଦରୀ ଓ ସୁଲକ୍ଷଣୀ ଝିଅଟିଏ ଥାଏ, ତା’ର ନାମ ହେଲା ସୀତା । କିନ୍ତୁ ତା’ ଜୀବନଟି ବଡ କଷ୍ଟ ଓ ଯାତନାଭରା; ପିଲାଦିନୁ ତା’ର ମା’ ମରିଛି; ସାବତ ମା’ର ଅତ୍ୟାଚାରରେ କୌଣସି ମତେ ଜୀବନ ଧରି ସେ ଥାଏ ।       ସାବତ ମା’ ରମଣୀର ଝିଅ ଗୀତା । ଗୀତା ସଦାବେଳେ ସୀତା ନାମରେ ସତ ମିଛ କହି ସୀତାକୁ ମାଡ ଖୁଆଏ । ରମଣୀ ଚାହୁଁଥାଏ କି ସୀତାର ବିବାହ ଜଣେ...

Read More

ଭୁବନ ସୁନ୍ଦରୀ

ରାଜା ବର୍ଦ୍ଧନ ଫ୍ରିଜିୟା ଦେଶର ଟ୍ରୟ ନଗରୀରେ ଥା’ନ୍ତି । ତାଙ୍କ ରାଣୀଙ୍କର ପିଲାପିଲି ହେବାର ଥାଏ । ସେ ଦିନେ ସ୍ୱପ୍ନ ଦେଖିଲେ ତାଙ୍କ ପେଟରୁ ଏକ ଉଲ୍କା ଜନ୍ମ ହେଲା ଓ ତାହା ସାରା ଟ୍ରୟ ନଗରୀକୁ ଜାଳିପୋଡି ଭସ୍ମସାତ କରିଦେଲା । ସେ ଚିତ୍କାର କରି ନିଦରୁ ଉଠି ପଡିଲେ ଓ ରାଜାଙ୍କୁ ନିଜ ସ୍ୱପ୍ନ ବିଷୟରେ କହିଲେ ।       ବର୍ଦ୍ଧନଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ...

Read More

ଶୁଭ ମୁହୂର୍ତ୍ତ

ଗୋବିନ୍ଦ ଘରୁ ବାହାରି ପିଣ୍ଡାରେ ପାଦ ଦେଇଛି, କିଏ ଜଣେ ଜୋର୍ରେ ଛିଙ୍କିଲା । ସେ ମନେ ମନେ ସେହି ଛିଙ୍କିଥିବା ଲୋକକୁ ଅନେକ ଗାଳି ଦେଇ ଘରକୁ ଫେରିବା ବେଳେ ଦେଖିଲା ପଡୋଶୀ ଈଶ୍ୱର ଶାସ୍ତ୍ରୀଜୀ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି । ସେ ଆଶ୍ଚର୍ଯ୍ୟ ହେଲା; କାରଣ ଛୋଟ କାମଟିଏ ହେଲେ ମଧ୍ୟ ଶାସ୍ତ୍ରୀଜୀ ଶୁଭ ମୁହୂର୍ତ୍ତ ଦେଖି ବାହାରନ୍ତି । ତେଣୁ ସେ ଭାବିଲା...

Read More

ପତିବ୍ରତା

ନିଶା ଗରଜୁଥାଏ; ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ତେଣେ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ...

Read More

ପୁଣ୍ୟବାନ୍

ହେଲାପୁରୀ ରାସ୍ତାରେ ଲୋକଟିଏ ଟୋକେଇଟିଏ ମୁଣ୍ଡେଇ ଯାଉଥିଲା; ଝୁଂଟିପଡି ସେ ଟୋକେଇ ସହିତ ପଡିଗଲା । ଫଳରେ ସେଥିରେ ଥିବା କାଚ ଜିନିଷ ଗୁଡିକ ଭାଙ୍ଗିଗଲା । ଲୋକମାନେ ତାକୁ ସହାନୁଭୂତି ଦେଖାଇବାକୁ ଦୌଡି ଆସିଲେ ।       ଜଣେ ବ୍ୟକ୍ତି କହିଲା, “ଆହାରେ, ଏବେ ଏହି ଭଙ୍ଗା କାଚ ପାଇଁ, ତୁମ ମାଲିକକୁ ତ ଟଙ୍କା ଦେବାକୁ ପଡିବ । ବରଂ ଏଠାରେ ଉପସ୍ଥିତ ଥିବା ଆମେ ସମସ୍ତେ...

Read More

ଦୋଷାରୋପ

ଦୟାନିଧି ଜଣେ ବଡ ପଣ୍ଡିତ ଥିଲେ । ତାଙ୍କ ପାଣ୍ଡିତ୍ୟରେ ଖୁବ୍ ମୁଗ୍ଧ ହୋଇ ଜମିଦାର ତାଙ୍କୁ ଦଶଏକର ଜମି ଦେଇଥିଲେ । ଭୂଷଣ ତାଙ୍କ ଜମିର ଦେଖାଶୁଣା କରେ । ବେଳେ ବେଳେ ଘର କାମରେ ମଧ୍ୟ ସେ ସାହାଯ୍ୟ କରେ ।       କିନ୍ତୁ ଦୟାନିଧି, ତା’ କାମରେ ଆଦୌବି ସନ୍ତୁଷ୍ଟ ନଥିଲେ । ସେ କହୁଥା’ନ୍ତି “ତୁମେ ସଦାବେଳେ କାମ ଧୀରେ ଧୀରେ କରୁଛ । ମନ ଦେଇ କାମ କରୁନାହଁ, ତେଣୁ...

Read More

କ୍ରୋଧରୁ ଲାଭ!

ରାଜକୋଟରେ ପର୍ଶୁରାମ ନାମରେ ଜଣେ ମଧ୍ୟବିତ ବ୍ୟକ୍ତି ଥାଏ । ସେ ଅବଶ୍ୟ ପୁରାଣ ବର୍ଣ୍ଣିତ ପର୍ଶୁରାମଙ୍କ ପରି ବଡ କ୍ରୋଧୀ ସ୍ୱଭାବର ଥିଲା । ଛୋଟ କଥାରେ ରାଗି ସେ ଲାଲ୍ ହୋଇ ଯାଉଥିଲା ।       ଦିନେ ତା’ର ସାଙ୍ଗ ମୁକୁନ୍ଦ ତାକୁ ଦେଖା କରିବାକୁ ଆସିଲା । ମୁକୁନ୍ଦ ଘୋଡା ଗାଡିରୁ ଓହ୍ଲାଇ ସେ ଗାଡିବାଲାକୁ ପାଞ୍ଚଟଙ୍କା ଦେଲା । ଏକଥା ପର୍ଶୁରାମ ଦେଖିଦେଇ ଭୀଷଣ...

Read More

ମହାଭାରତ

ଭୀଷ୍ମଙ୍କ କଥା ଶୁଣି ସତ୍ୟବତୀ ଲଜ୍ଜିତା ହୋଇ କହିଲେ, “ଅନେକ ଦିନ ପୂର୍ବର କଥା; ମୁଁ ଯେତେବେଳେ ନୌକା ବାହି ଯାଉଥିଲି, ସେତେବେଳେ ପରାଶର ମହର୍ଷିଙ୍କ ଦ୍ୱାରା ମୁଁ କୃଷ୍ଣଦ୍ୱୈପାୟନର ମା’ ହୋଇଥିଲି । ମୋର ସେହି ପୁତ୍ର ଏବେ ମଧ୍ୟ ଜୀବିତ । ସେ ଜଣେ ବଡ ତପସ୍ୱୀ । ତୁମେ ଚାହିଁଲେ ତା’ ଯୋଗୁଁ ଭରତବଂଶ ଚିରସ୍ଥାୟୀ ହୋଇ ରହି ପାରିବ ।”       ଏହି ପ୍ରସ୍ତାବରେ ଭୀଷ୍ମ...

Read More

ଭିକ୍ଷାଦାନ

ଲକ୍ଷ୍ମଣ ଓ ତା’ର ସ୍ତ୍ରୀ ମାଧବୀ ବଡ ଦୟାଳୁ ଓ ଉଦାର ପ୍ରକୃତିର ଥିଲେ । ଦାନ ଦେଇ ସମ୍ପତ୍ତି ଶେଷ ହୋଇଗଲା । ତା’ପରେ ସେମାନେ ଦରିଦ୍ର ହୋଇଗଲେ । ବାଡିରେ ନାନା ପ୍ରକାର ପରିବାପତ୍ର ଲଗାଇଲେ । ବହୁତ ପନିପରିବା, ଫଳ ସବୁ ଫଳିଲା । ସେସବୁ ବିକ୍ରି ହେବାକୁ ଯିବା ପୂର୍ବରୁ ଅଧେ ଦାନ ଦକ୍ଷିଣାରେ ଚାଲିଯାଏ । ଲକ୍ଷ୍ମଣ ଭାବିଲା ବରଂ ଅଧ୍ୟାପନା କାର୍ଯ୍ୟ କଲେ ଭଲ ।...

Read More

ପରାକ୍ରମୀ ସ୍ତ୍ରୀ

ବହୁପୂର୍ବର କଥା । ରାଜା ଦୁର୍ଜୟ ଧର୍ମପୁର ରାଜ୍ୟର ଶାସକ ଥିଲେ । ବର୍ଷକୁ ଥରେ ସେ ତାଙ୍କର ସାମନ୍ତ ରାଜାମାନଙ୍କୁ ନିମନ୍ତ୍ରଣ କରୁଥିଲେ ଓ ରାଜ୍ୟରେ ଦୁଇ ତିନିଦିନ ଧରି ଖୁବ୍ ଉତ୍ସବ ହୁଏ । ଖିଆପିଆ ଓ ନାନା ପ୍ରକାର ମନୋରଞ୍ଜନର କାର୍ଯ୍ୟକ୍ରମ ସବୁହୁଏ । ଏଥର ମଧ୍ୟ ସାମନ୍ତରାଜାମାନେ ଆସିଲେ । ରାଜାମାନେ ନିଜନିଜର ବଡେଇ କରୁଥା’ନ୍ତି । କିଏ ନିଜ ଦୁର୍ଗର ତ, କିଏ...

Read More

ଯଥା ରାଜା ତଥା ପ୍ରଜା

ଅନେକ କାଳ ତଳର କଥା । ବିଜୟଗଡ ରାଜ୍ୟ ବ୍ୟାପି ଅରାଜକତା ବ୍ୟାପିଥାଏ । ଦେଶରେ ଯେତିକି ଚୋରି, ଗୁଣ୍ଡାମି ବଢିଥାଏ, ଜନସାଧାରଣ ବି ସେତିକି ମାତ୍ରାରେ ବିଶୃଙ୍ଖଳ ବ୍ୟବହାର କରୁଥାନ୍ତି । ଯଦି ଚୋରଟିଏ ଧରା ପଡିଗଲା, ତେବେ ତାକୁ ସିପାହୀମାନଙ୍କ ଜିମା ନଦେଇ ନିଜେ ନିଜେ ଛେଚି ଦେଉଥାନ୍ତି । ବିଚାରାଳୟରୁ କୌଣସି ବିଷୟରେ କୌଣସି ନିଷ୍ପତି ଘୋଷଣା କରାଗଲେ ମଧ୍ୟ ତାକୁ...

Read More

ତିନି ତାନ୍ତ୍ରିକ

ସମୁଦ୍ରରେ ଦୁଇ ଜାହାଜ ଭିତରେ ସଂଘର୍ଷ ହୋଇ ଦୁଇଟିଯାକ ଜାହାଜ ବୁଡିଯିବା ଉତାରୁ ପିଙ୍ଗଳ କୌଣସି ମତେ ଆସି କୂଳରେ ଲାଗିଲା । ସେଠାରେ ନବାବ୍ଙ୍କର ଜଣେ ପଦସ୍ଥ କର୍ମଚାରୀ ହସନ୍ ସହ ତା’ର ପରିଚୟ ହେଲା । ସେ ମରୁ ଅଂଚଳରେ ଜଣେ ଡାକୁ ସର୍ଦ୍ଦାରକୁ ଧରିବା ଉଦ୍ଧେଶ୍ୟରେ ହସନ୍ ବାହାରିଥାଏ । ପିଙ୍ଗଳକୁ ଧରି ହସନ୍ ଓ ତା’ ସୈନ୍ୟଦଳ ଗୋଟାଏ କିଲ୍ଲା ଆଡେ ବାହାରିଲେ ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ