Category - ହିତୋପଦେଶ କାହାଣୀ

କିଏ ହେବ ବନ୍ଧୁ?

 ଗୋଟିଏ ଜଙ୍ଗଲରେ ଭାରି ଶକ୍ତିଶାଳୀ ସିଂହଟିଏ ରହୁଥିଲା । ଦିନେ ଗୋଟିଏ ବିଲୁଆ ତା’ ପାଖରେ ଜୁଟି ତା’ ଆଗରେ ଚୁଗୁଲୀଆମି କଲା । ଚୁଗୁଲୀଆମିରେ ଖୁସି ସିଂହ ତାକୁ ବନ୍ଧୁ ଭାବେ ଗ୍ରହଣ କଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏତେ ନିବିଡ ହେଲାଯେ ସେମାନଙ୍କ ଭିତରେ ପାଣି ଗଳିଲା ନାହିଁ । ଦିନେ ଗୋଟିଏ ମସ୍ତବଡ ହାତୀ ଜଙ୍ଗଲକୁ ଆସିଲା । ସେଇ ଜଙ୍ଗଲରେ ହାତୀ ନଥିଲେ । ହାତୀର...

Read More

ବିଲୁଆ ଭାଇର ଜାଣିବା କଥା

ଥରେ ଗୋଟିଏ ଗଞ୍ଜା ଖୁବ୍ ସକାଳୁ ସକାଳୁ ଗଛ ଉପରେ ବସି ବୋବାଉଥିଲା । ସେହି ଗଛ ମୂଳରେ ପୂର୍ବରାତିରୁ ଗୋଟିଏ ବିଲୁଆ ଶୋଇଥିଲା । କୁକୁଡାର ଏପରି ରାବ ଶୁଣି ବିଲୁଆର ନିଦ ଭାଙ୍ଗିଗଲା ଓ କିଏ ଏପରି ରାବୁଛି ଜାଣିବା ପାଇଁ ଗଛ ଉପରକୁ ଚାହିଁଲା । ନାଲି ଟହଟହ ପୃଥଳକାୟ ଗଞ୍ଜାଟାକୁ ଦେଖି ବିଲୁଆ ପାଟିରୁ ଲାଳ ବୋହିଲା ଏବଂ ମନେ ମନେ ଏହାକୁ ଖାଇବ ବୋଲି ଚିନ୍ତା କଲା । କିଛି...

Read More

ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି

ଏକଦା ଗୋଟିଏ ଗ୍ରାମରେ ଛେଳିଟିଏ ଜଙ୍ଗଲରେ ଚରୁ ଚରୁ ସାଥୀମାନଙ୍କ ଠାରୁ ବହୁ ଦୂରକୁ ଚାଲିଗଲା । ଧୀରେ ଧୀରେ ସନ୍ଧ୍ୟା ହୋଇ ଆସୁଥିଲା । ବହୁତ ଏପଟ ସେପଟ ଧାଇଁ କୌଣସି ସାଥୀକୁ ନପାଇବାରୁ ଜୀବନ ବିକଳରେ ଗୋଟିଏ ଗୁମ୍ଫାରେ ପଶିଗଲା । ସେଇଟା ଥିଲା ଗୋଟିଏ ବାଘର ଗୁମ୍ଫା । କିଛି ସମୟ ପରେ ବାଛୁରୀଟିଏ ଧାଇଁଆସି ସେଇ ଗୁମ୍ଫାରେ ପଶିଲା । ଛେଳିକୁ ଦେଖି ବାଛୁରୀ ଭାବିଲା...

Read More

ଉଦ୍ଧତ ଛାଗ

ଜଙ୍ଗଲରେ ଗୋଟିଏ ଷଣ୍ଢକୁ ସିଂହ ଗୋଡେଇଲା । ତାପରେ ଭୟରେ ଦୌଡି ସେ ସିଂହ ଯାଇ ଗୋଟିଏ ବଣୁଆ ଛେଳି ରହୁଥିବା ଗୁମ୍ଫା ଭିତରେ ପଶିଗଲା । ଛେଳି ଷଣ୍ଢକୁ ଆଶ୍ରୟ ଦେବା ପରିବର୍ତ୍ତେ ନିଜ ଶିଙ୍ଘ ଦେଖାଇ ଷଣ୍ଢକୁ ମାରି ଗୋଡେଇଲା । ଷଣ୍ଢ ତ ସେତେବେଳକୁ ପୁରାପୁରି ହାଲିଆ ହୋଇଯାଇଥାଏ । ପୁଣି ବାହାରେ ସିଂହ ତାକୁ ଖୋଜୁଛି । ଛେଳିର ଏପରି ଔଧତ୍ୟ ଦେଖି ଷଣ୍ଢ ତାକୁ କହିଲା –...

Read More

ମଶାଙ୍କ ଦାଉ

ଥରେ ବଣରେ ଗୋଟିଏ ବିଲୁଆର ଲାଞ୍ଜ ବୁଦାରେ ଛନ୍ଦି ହୋଇଗଲା । ଯେତେ ଛାଟିପିଟି ହେଲେ ବି ସେ ବିଲୁଆ ସେ ବିପଦରୁ ଆଦୌ ମୁକୁଳି ପାରିଲା ନାହିଁ । କିଛି ସମୟ ପରେ ବଣୁଆ ମଶାମାନେ ଆସି ସେ ବିଲୁଆ ଲାଞ୍ଜକୁ ବେଢିଗଲେ । ଫଳରେ ମଶାଙ୍କୁ ପ୍ରଚୁର ଖାଦ୍ୟ ମିଳିଗଲା ।                 ଗୋଟିଏ ଝିଙ୍କ ସେ ବାଟେ ଯାଉଥିଲା । ବିଲୁଆର ଦଶା ଦେଖି ତାକୁ ଭାରି କଷ୍ଟ ଲାଗିଲା ।...

Read More

ଚନ୍ଦା ପହିଲିମାନ

ଥରେ ଜଣେ ପହିଲିମାନ୍ ଦର୍ପଣ ସାମନାରେ ଛିଡା ହୋଇ ଦେଖିଲା ଯେ, ସେ ବୁଢାଳିଆ ଦିଶିଲାଣି । କେବେଠାରୁ ତା’ର ତ ବାଳ ଉପୁଡୁଥିଲା । କିନ୍ତୁ ଏବେ ସେ ତ ପୂରା ଚନ୍ଦା! ନିଜର ଚନ୍ଦାମୁଣ୍ଡ ଘୋଡେଇବାକୁ ସେ ପହିଲିମାନ୍ ଗୋଟିଏ ପରଚୂଳ (ୱିଗ୍) ପିନ୍ଧିଲା ।                 ଥରେ ନିଜ ବନ୍ଧୁମାନଙ୍କ ସହିତ ସେ ପହିଲିମାନ ଶିକାରକୁ ବାହାରିଲା । ବଢିଆ ପୋଷାକ ପିନ୍ଧି ପରଚୁଳ...

Read More

ଚଢେଇର ମନ୍ଦବୁଦ୍ଧି

ଗୋଟିଏ ଚଢେଇ ଶିକାରୀ ଜାଲରେ ଧରାପଡିଥାଏ । ତାକୁ ଛାଡି ଦେବାକୁ ଚଢେଇଟି ସେ ଶିକାରୀକୁ ଖୁବ୍ ଅନୁନୟ ହେଲା । କହିଲା, ଯଦି ଶିକାରୀ ତାକୁ ମୁକ୍ତି ଦିଅନ୍ତି ତେବେ ତା ଜାତିଭାଇଙ୍କୁ ଭୁଲେଇଆଣି ସେ ତାଙ୍କ ଜାଲରେ ନିଶ୍ଚୟ ପକାଇଦେବ ।                 ଏ କଥା ଶୁଣି ସେ ଶିକାରୀ ଜଣକ ହଠାତ୍ ଟାଣ କରି କହିଲା – ଯିଏ ନିଜ ସ୍ୱାର୍ଥ ପାଇଁ ଜାତିଭାଇଙ୍କ ପ୍ରତି...

Read More

ସିଂହ ଓ ନିର୍ବୋଧ ଷଣ୍ଢମାନେ

ପଡିଆରେ ଚରୁଥିବା ଷଣ୍ଢମାନଙ୍କୁ ଗୋଟିଏ ସିଂହ ଆଖେଇଥାଏ । ମାତ୍ର ଯେତେବେଳେ ସେ ସିଂହ ଗୋଟାଏ ଷଣ୍ଢକୁ ଧରିବାକୁ ଯାଏ, ସେତେବେଳେ ସବୁ ଷଣ୍ଢମାନେ ମିଶି ତା’ର ତଥା ସେ ସିଂହର ଉଚିତ୍ ମୁକାବିଲା କରନ୍ତି । ଏସବୁ ଦେଖି ଷଣ୍ଢଙ୍କ ଏକତା ଭାଙ୍ଗିବାକୁ ସେ ସିଂହ ଗୋଟାଏ ଚକ୍ରାନ୍ତ କଲା । ପ୍ରତ୍ୟେକ ଷଣ୍ଢ ପାଖକୁ ସେ ସିଂହ ଶାନ୍ତ ଭାବରେ ଯାଇ କହିଲା – ତୁ ଯେଉଁମାନଙ୍କୁ...

Read More

କେଁ କେଁ ଶଗଡ

ଗୋଟିଏ ଶଗଡରେ ବହୁତ ଅଧିକ ଓଜନର ଜିନିଷ ପତ୍ର ଲଦା ହୋଇଥାଏ । ତେଣୁ ବଳଦ ଦୁଇଟି କଷ୍ଟକରି ସେ ଶଗଡକୁ ଟାଣୁଥାନ୍ତି । ଏଣେ ଶଗଡଟା ବି କେଁ କଟର ହୋଇ ଚାଲିଥାଏ । ଅନବରତ ଏ ଶବ୍ଦରେ ସେ ଶଗଡିଆ ଜଣକ ଭୀଷଣ ରାଗିଗଲା । ତା’ପରେ ସେ ଶଗଡିଆ ଶଗଡ ଚକକୁ ପାହାରେ ପକେଇ କହିଲା – ବଳଦ ଦୁହେଁ ତ ଚୁପ୍ଚାପ୍ ଶଗଡ ଟାଣୁଛନ୍ତି । ହେଲେ ବୃଥାରେ କାହିଁକି କେଁ କଟର ହେଉଛୁ? ଯାହାର...

Read More

ଲୋଭୀ ବୁଢୀର କୁକୁଡା

ଜଣେ ବୁଢୀ ଗୋଟିଏ କୁକୁଡା ପୋଷିଥାଏ । ଆଉ ସେ କୁକୁଡାଟି ପ୍ରତିଦିନ ଗୋଟିଏ ଅଣ୍ଡା ଦିଏ । ବୁଢୀ ସେ ଅଣ୍ଡାକୁ ଭାଜି ବେଶ୍ ଆନନ୍ଦରେ ଜଳଖିଆ କରେ । ଥରେ ବୁଢୀ ଭାବିଲା, କୁକୁଡାକୁ ଅଧିକା ଦାନା ଦେଲେ ସେ ଦିଟା ଅଣ୍ଡା ଦିଅନ୍ତା । ସେପରି ହେଲେ ତା’ର ଜଳଖିଆଟା ଖୁବ୍ ଜମନ୍ତା । ତାପରଦିନ ସକାଳୁ ବୁଢୀ କୁକୁଡାକୁ ଅଧିକା ଦାନା ଦେଲା । ପେଟେ ଲେଖା ଖାଇ କୁକୁଡା ମୋଟେଇଲା...

Read More

ବୁଦ୍ଧିର ଦୌଡ

ଗୋଟିଏ ବୁଢୀର ଥରେ ଆଖି ଖରାପ ହେଲା । ତା’ପରେ ଚିକିତ୍ସା ପାଇଁ ସେ ବୁଢୀ ଜଣେ ଡାକ୍ତର ପାଖକୁ ଗଲା । ଡାକ୍ତର ସହିତ ଚୁକ୍ତି ହେଲା ଯେ, ମାସକ ଭିତରେ ଆଖି ଭଲ କରିଦେଲେ ସେ ଡାକ୍ତରକୁ ଯଥେଷ୍ଟ ପାରିଶ୍ରମିକ ମିଳିବ । ମାତ୍ର ଭଲ ନ କଲେ ସେ ଡାକ୍ତରକୁ କିଛି ବି ମିଳିବ ନାହିଁ । ଏଥିରେ ସେ ଡାକ୍ତର ଜଣକ ରାଜି ହୋଇଗଲେ ।                 ତା’ପରେ ଡାକ୍ତର ସେ ବୁଢୀ...

Read More

ଅତ୍ୟାଚାରୀ ମାଲିକ

ଘରକାମ କରିବାକୁ ଜଣେ ବୁଢୀ ଦୁଇଜଣ ଦାସୀ ରଖିଥାଏ । ଆଉ ସେ ବୁଢୀର ମଧ୍ୟ ଗୋଟିଏ ଗଞ୍ଜା ଥାଏ । ପାହାନ୍ତାରେ ଗଞ୍ଜା ଡାକିଲେ ବୁଢୀ ତା’ ଦୁଇ ଦାସୀଙ୍କୁ ଉଠେଇଦିଏ । ସବୁଦିନେ ଭୋରୁ ଉଠିବାକୁ ପଡୁଥିବାରୁ ସେ ଦାସୀ ଦୁହିଁଙ୍କର ଏ ଗଞ୍ଜା ଉପରେ ଭାରି ରାଗ ହେଲା । ତେଣୁ ଥରେ ସେ ଦୁଇ ଦାସୀ ମିଶି ଏ ଗଞ୍ଜାକୁ ମାରିଦେଲେ ।                 ଗଞ୍ଜା ନ ଥିବାରୁ କାଳେ ସେ...

Read More

ଘୋଡା ବୁଦ୍ଧିରେ ବଳିଗଲା

ଥରେ ସିଂହର ପେଟ ଖାଲି ଭୋକରେ ଜଳୁଥାଏ । କେଉଁଠି କିଛି ଶିକାର ନ ପାଇ ସେ ସିଂହ ରାସ୍ତାକଡ ଗଛମୂଳେ ଛପିକରି ବସିଥାଏ । ହଠାତ୍ ସେ ସିଂହଟି ଦେଖିଲା ଘୋଡାଟାଏ ଦଉଡି ଦଉଡି ଆସୁଚି । ତେଣୁ ସେ ତା’ ମନେ ମନେ ଭାବିଲା ଭଲ ଭୋଜନଟାଏ ମିଳିଗଲା ।                 ଘୋଡାକୁ ଦେଖି ସିଂହ ଡାକିଲା-ଆରେ, ମୁଁ ଗୋଟାଏ ଭଲ ଡାକ୍ତର । ତୋର କିଛି ବେମାରି ଅଛି?                ...

Read More

ବାର୍ହା ଓ କୋକୀ

ବାର୍ହା ଗୋଟିଏ ଗଛ ଗଣ୍ଡିରେ ତା ଲମ୍ବା ଦାନ୍ତକୁ ଘଷି ପଜଉଥାଏ । କୋକୀ ଆଖିରେ ଅଚାନକ ଏ ଦୃଶ୍ୟ ପଡିଲା । କୋକୀ ଭାବିଲା, ବର୍ତ୍ତମାନ ତ କିଛି ବି ବିପଦ ନାହିଁ ବା ଲଡେଇ ବି ଲାଗିନି । ହେଲେ ଏ ବାର୍ହା ତା’ଦାନ୍ତ କାହିଁକି ପଜୋଉଛି ଏଇକଥା କୋକୀ ସେ ବାର୍ହାକୁ ପଚାରି ଦେଲା ।                 ତାପରେ ସେ ବାର୍ହା ଉତ୍ତର ଦେଲା – ଆରେ ବୁଝୁନୁ ! ଯୁଦ୍ଧବେଳେ...

Read More

ହରିଣ ଓ ଅଙ୍ଗୁର ଲତା

ଗୋଟିଏ ହରିଣକୁ ମାରିବାକୁ ଶିକାରୀମାନେ ଗୋଡାଉଥିଲେ । ଦୌଡି ଦୌଡି ସେ ହରିଣ ଯାଇ ପ୍ରାଣ ବିକଳରେ ଶେଷରେ ଏକ ଅଙ୍ଗୁର ଲତା ଗହଳରେ ଲୁଚିଗଲା । ଶିକାରୀମାନେ ତାକୁ ଖୋଜି ଖୋଜି ନ ପାଇ ସେଠାରୁ ଫେରି ଯାଉଥିଲେ । ଏଣେ ଏ ହରିଣ ଭାବିଲା, ସେ ଏଥର ନିରାପଦ । ଆରାମରେ କଅଁଳିଆ ଅଙ୍ଗୁରପତ୍ର ଛିଣ୍ଡେଇ ଖାଇଲା । ଜଣେ ଶିକାରୀ ପତ୍ରର ଖସ୍ ଖସ୍ ଶବ୍ଦ ଶୁଣି ହରିଣକୁ ଦେଖିଦେଲା ।...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ