ମିତ୍ର ପ୍ରାପ୍ତି

       ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ବିରାଟ ବୃକ୍ଷ ଥିଲା । ସେହି ବୃକ୍ଷଟି ନାନା ଜାତିର ଫଳ, ଫୁଲରେ ପୂରି ଉଠିଥିଲା । ସେହି ବୃକ୍ଷରେ ମଧ୍ୟ ନାନାଦି ଜାତିର ପକ୍ଷୀ ବସା ବାନ୍ଧି ରହିଥାଆନ୍ତି । ବୃକ୍ଷଟି ବାଟୋଇ ମାନଙ୍କୁ ଗ୍ରୀଷ୍ମ ସମୟରେ ମଧ୍ୟ ଶୀତଳ ଛାୟା ପ୍ରଦାନ କରୁଥିଲା । ଏହି ବୃକ୍ଷର ଏକ ଶାଖାରେ ‘ଲଘୁପତନକ’ ନାମକ ଏକ କୁଆ ବାସ କରୁଥିଲା । ଏକଦା କୁଆଟି...

Read More

ରାଣୀ ପସନ୍ଦ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରିମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ...

Read More

ପଥରର ବୁଦ୍ଧମୂର୍ତ୍ତି ଭିତରେ ସୁନାର ବୁଦ୍ଧମୂର୍ତ୍ତି

ସୁନା ମିଳୁଥିବା ଦେଶଗୁଡିକରୁ ଚୋରେଇ ଲୁଚେଇ ଅନ୍ୟ ଦେଶର ଲୋକେ ନିଜ ଦେଶକୁ ସୁନା ବୋହି ନେଉଥିଲେ । ଏଥିପାଇଁ ସେମାନେ ଯୁଦ୍ଧର ସାହାଯ୍ୟ ମଧ୍ୟ ନେଉଥିଲେ । ସୁନା ବୋଝେଇ ହୋଇଥିବା ବୋଇତ ବା ଜାହାଜମାନ ଯାତ୍ରା କରୁଥିଲା ସମୁଦ୍ରରେ । ତେବେ ସମୁଦ୍ର ମଧ୍ୟ ମଝିରେ ମଝିରେ ଏଭଳି ଅନ୍ୟାୟ କାର୍ଯ୍ୟର ପ୍ରତିରୋଧ କରୁଥିଲା । ସମୁଦ୍ରରେ ଭୀଷଣ ଝଡ ଉଠି ସମୁଦ୍ରରେ ବୁଡି ଯାଉଥିଲା ସୁନା ବୋଝେଇ ବୋଇତମାନ । ସେଥିରେ ଥିବା ଲୁଣ୍ଠିତ ସୁନାକୁ...

Read More

ଆତ୍ମାଭିମାନ

ଏକଦା ନିଶା ଗରଜୁଥାଏ । ସେତେବେଳେ ତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ପ୍ରକାଶ ନକରି, ବୃକ୍ଷାରୋହଣ ପୂର୍ବକ ପୁନର୍ବାର ସେ ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ...

Read More

ଗ୍ରହଣ ଛୁଟା

ଶଭରୀ ଜମିଦାରଙ୍କ କାମରେ ଯାଉଥିଲା । ହଠାତ୍ ମେଘ ବର୍ଷିବାକୁ ଆରମ୍ଭ କଲା ଓ ସଂଧ୍ୟା ମଧ୍ୟ ହେବାକୁ ଗଲା । ସେ ଭାବିଲା ବରଂ ଯେଉଁଠି ହେଉ ପଛେ ରହିଯିବା ତା’ପାଇଁ ଭଲ । ବିଜୁଳି ଆଲୁଅରେ ସେ ଦେଖିଲା, ଅଦୂରରେ କେତୋଟି ଖପରୁଲି ଘର । ଏଣୁ ସେ ଶୀଘ୍ର ଯାଇ ସେଠାରେ ପହଁଚି କବାଟ ବାଡେଇଲା । ସଙ୍ଗେସଙ୍ଗେ ଜଣେ ବୁଢା ଛୋଟ ଲଣ୍ଠନଟିଏ ଧରି ଆସି କବାଟ ଫିଟାଇଲା । ତା’ର ଗୋଟିଏ ଗୋଡ ଛୋଟା । ସେ କହିଲା, “ଭିତରକୁ ଆସ, ବର୍ଷାରେ ଆଉ ଭିଜି...

Read More

ମହାଭାରତ

କୁନ୍ତୀ, ବ୍ରାହ୍ମଣ ପରିବାରର ବିପଦ ବିଷୟରେ ଖବର ନେବାକୁ ଗଲେ । ସେତେବେଳେ ଦୁଃଖୀ ବ୍ରାହ୍ମଣ ବିଳାପ କରୁ କରୁ କହୁଥାନ୍ତି, “ଏହି ସଂସାରରେ ପତ୍ନୀ ଓ ସନ୍ତାନଙ୍କୁ ନେଇ ସୁଖରେ ଦିନ ବିତାଇବାର ଆଉ କୌଣସି ଉପାୟ ନାହିଁ । ମୁଁ ତୁମକୁ କେତେ ଆଗରୁ କହୁଥିଲି ଯେ ଏହି ଗ୍ରାମ ଛାଡି ଆମେ ଅନ୍ୟତ୍ର ଚାଲିଯିବା; ହେଲେ ତୁମେ ତ ମୋ କଥା ଆଦୌ ଶୁଣିଲ ନାହିଁ । ସେତେବେଳେ ତୁମେ ଯଦି ମୋ କଥା ମାନିଥାନ୍ତ, ତେବେ ଆଜି ଏଡେ ବଡ ବିପତ୍ତି ଆମ...

Read More

ହୃଦୟ ନିର୍ମଳ ବ୍ୟକ୍ତି ହିଁ ମହାନ୍

ସ୍ୱାମୀ ବିବେକାନନ୍ଦ ସନ୍ନ୍ୟାସ ବ୍ରତ ଗ୍ରହଣ କରି ସାରି ସାରା ଇଣ୍ଡିଆ ଭ୍ରମଣରେ ବାହାରିଲେ । ସେତେବେଳେ ପାଖରେ ତାଙ୍କର ପଇସାଟିଏ ବି ନଥାଏ । ତଥାପି ବି ଶୂନ୍ୟ ହସ୍ତରେ ସେ ଜଣେ ପରିବ୍ରାଜକ ହିସାବରେ ଭ୍ରମଣ ଆରମ୍ଭ କରିଦେଲେ । ଏହିଭଳି ବୁଲିବୁଲି ଆଠବର୍ଷରେ ସେ ସାରା ଇଣ୍ଡିଆବର୍ଷ ବୁଲିଆସିଲେ । ତାଙ୍କର ଭ୍ରମଣର ମୁଖ୍ୟ ଉଦ୍ଧେଶ୍ୟ ଥିଲା ବିଭିନ୍ନ ଅଂଚଳର ବେଶ, ପୋଷାକ, ଖାଦ୍ୟ, ଭାଷା, ରୀତିନୀତି ଓ ଲୋକଙ୍କର ଆଚାର ବ୍ୟବହାର...

Read More

ମହା ଠକ

ପୁରାଣକାଳର କଥା । ରୁଷ୍ ଦେଶରେ ବୁଢୀଟିଏ ଥାଏ । ତା’ର ଦୁଇଟି ପୁଅ ଥିଲେ । ଜଣେ ପିଲାବେଳୁ ମରିଗଲା । ଅନ୍ୟଟି ବଡ ହୋଇ ବିଦେଶକୁ ପଳାଇଲା । ଦିନେ ଜଣେ ସିପାହୀ ବୁଢୀ ପାଖକୁ ଆସି କହିଲା, “ମାଉସୀ, ବାଟରେ ରାତି ହୋଇଗଲା । ରାତିକ ପାଇଁ ମୋତେ ଏଠାରେ ଜାଗା ଦେବ? ସକାଳ ହେବା ମାତ୍ରେ ମୁଁ ଏଠାରୁ ପଳାଇବି ।”                 ବୁଢୀ ପଚାରିଲା “ଠିକ୍ ଅଛି ପୁଅ । ରାତିକ ରହିଯା । କିନ୍ତୁ ତୁ ଏବେ କେଉଁଠୁ ଆସିଲୁ?”...

Read More

ବୃକ୍ଷ ମହାତ୍ମା

ଅନେକ ବର୍ଷ ତଳର କଥା । ଗୋଟିଏ ଦେଶରେ ଜଣେ ରାଜା ଥିଲେ । ସେ ଅତ୍ୟନ୍ତ ଧନଶାଳୀ ଓ ବଳଶାଳୀ ଥିଲେ । ସେ ସବୁବେଳେ ଗର୍ବ ଅହଂକାରରେ ବୁଡି ରହି ପ୍ରଜାଙ୍କ ମଙ୍ଗଳ ଚିନ୍ତା ପରିବର୍ତେ ସ୍ୱାର୍ଥ ଚିନ୍ତାରେ ବ୍ୟସ୍ତ ଥିଲେ ।        ଥରେ ରାଜା ରାଜଉଆସ ଛଡା ଆଉ ଏକ ସୁଗମ୍ୟ ଅଟ୍ଟାଳିକା ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ କଲେ । ତହୁଁ ସେ ମନ୍ତ୍ରୀଙ୍କୁ ଡକାଇ ଆଦେଶ ଦେଲେ, ଜଙ୍ଗଲରୁ ସବୁଠାରୁ ବଡ ଓ ସୁନ୍ଦର ବୃକ୍ଷଟିକୁ କାଟି ଆଣି ତା’ର...

Read More

ବନ୍ଦିନୀ ପରୀ

ଶମ୍ଭୁଦାସ ଅନୁରାଧାପୁରରେ ଦୋକାନଟିଏ କରି ରହୁଥିଲେ । ସେ ଦୂରବର୍ତ୍ତୀ ଏକ ସ୍ଥାନରୁ ଆସିଥିଲେ । ତେଣୁ ସେ ଅତୀତରେ କ’ଣ କରୁଥିଲେ, ସେକଥା ଅନୁରାଧାପୁରର କେହି ଲୋକ ଜାଣି ନଥିଲେ ।                 କେବଳ ବିଜୟ ସେକଥା ମୋଟାମୋଟି ଭାବେ ଜାଣିଥିଲା । ବିଜୟ ଗୋଟିଏ ପିଲା । ଛେଉଣ୍ଡ । ତାକୁ ଶମ୍ଭୁଦାସ ପାଳିଥିଲେ ।                 ବିଜୟକୁ ଶମ୍ଭୁଦାସ ବହୁତ ସ୍ନେହ କରୁଥିଲେ । ସେ ଯେପରି ଭଲ ମଣିଷ ହେବ, ସେଥିପାଇଁ ଅନେକ...

Read More

ଉପସ୍ଥିତ ବୁଦ୍ଧି

ଶ୍ୟାମଲାଲ ଓ ହରିମୋହନ ଉଭୟେ ବଣିକ । ଦୁହିଁଙ୍କ ଘର ଗୋଟାଏ ସହରରେ । ଦୁହେଁ ବାଣିଜ୍ୟ କରିବାକୁ ଶ୍ରୀପୁର ଯାଇଥିଲେ ସେଇଠି ହିଁ ସେ ଦୁହିଁଙ୍କର ଦେଖା ହୋଇଗଲା ।                 ଶ୍ୟାମଲାଲ ବୋଇତରେ ସେଠାକୁ ଯାଇଥିଲେ । ମାତ୍ର ସ୍ଥଳ ପଥରେ ହରିମୋହନ ସେଠାକୁ ଯାଇଥିଲେ । ଶ୍ୟାମଲାଲଙ୍କ ଅନୁରୋଧରେ ହରିମୋହନ ନିଜ ସହକାରୀ ତିନିଜଣଙ୍କ ସମେତ ତାଙ୍କ ବୋଇତରେ ଦେଶକୁ ଫେରିବାକୁ ରାଜି ହେଲେ । ବୋଇତ ଛାଡିଦେଲା ।                ...

Read More

ଅଧା ଆଲୋକ ଅଧାଛାଇ

 ଦିନେ ଆକବର କୌଣସି ଏକ ଘଟଣାକୁ ନେଇ ଖୁବ୍ ରାଗିଗଲେ, ଏବଂ ବିରବଲଙ୍କୁ, ଦେଶ ଛାଡି ଚାଲିଯିବାକୁ କହିଲେ । ବିରବଲ ଆକବରଙ୍କୁ କହିଲେ, “ହଜୁର୍! ଆପଣ ମୋତେ ଯେତେବେଳେ ରାଜ୍ୟ ତ୍ୟାଗ କରିଯିବା ପାଇଁ କହିଛନ୍ତି ମାନେ ମୁଁ ଚାଲିଯିବି । ହେଲେ ଆପଣ ମୋତେ ନଡାକିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖକୁ ଆସିବି ନାହିଁ ।          ଏହାକହି ବିରବଲ ଚାଲିଗଲେ । କିଛିଦିନ ଯିବାପରେ ଆକବର ମନେ ମନେ ବିରବଲଙ୍କୁ ଖୋଜୁଥାଆନ୍ତି । ବିରବଲ ନ...

Read More

ଯୋଗ୍ୟ ବ୍ୟକ୍ତିର ସ୍ଥାନ ସବୁଠାରେ

ଇଂଲଣ୍ଡର ରୟାଲ ଏକାଡେମୀ ଥରେ ଏକ ତୈଳଚିତ୍ର ପ୍ରଦର୍ଶନୀର ଆୟୋଜନ କରିଥାଏ । ସେ ପ୍ରଦର୍ଶନୀରେ ତ ଅନେକ ଶିଳ୍ପୀ ଭାଗ ନେଇଥିଲେ । ସେମାନଙ୍କ ଭିତରେ ପ୍ରଖ୍ୟାତ୍ ଚିତ୍ରଶିଳ୍ପୀ ଟର୍ଣ୍ଣର ବି ଥାଆନ୍ତି । ସେତେବେଳେ ଟର୍ଣ୍ଣରଙ୍କ ଅଙ୍କିତ ପ୍ରାକୃତିକ ଦୃଶ୍ୟସମ୍ଭାର ସାରା ବିଶ୍ୱରେ ଆଦୃତ ହୋଇଥିଲା ।                 ପ୍ରଦର୍ଶନୀର ଆୟୋଜକମାନେ ବଛାବଛା ଚିତ୍ରଗୁଡିକ ଗ୍ୟାଲେରୀରେ ସ୍ଥାନ ଦେଇଥାନ୍ତି । ଆଉ ଯେଉଁଗୁଡିକ ସ୍ଥାନାଭାବରୁ...

Read More

ଦୋଷ କାହାର

ଯେଉଁ ସମୟର କଥା କୁହା ଯାଉଛି, ସେତେବେଳେ ସୀତାପୁର ରାଜ୍ୟରେ ରାଜା ମିହିର ବର୍ମା ରାଜୁତି କରୁଥିଲେ ।                 ତାଙ୍କ ରାଜଧାନୀରେ ଜଣେ ସାଧୁ ଆସି ଦେଖା ଦେଲେ । ନିଜକୁ ସେ ସାଧୁ ସ୍ୱାମୀ ନିର୍ମଳାନନ୍ଦ ବୋଲି ପରିଚୟ ଦେଉଥାନ୍ତି । ତାଙ୍କ ସହ ତାଙ୍କର ଦୁଇଜଣ ଶିଷ୍ୟ ବି ଥିଲେ । କ୍ରମେ ପ୍ରଚାର ହୋଇଗଲା ଯେ ସାଧୁଜୀଙ୍କର ଗୁଣ ବହୁତ । ସେ ଲୋକଙ୍କୁ ଧନୀ କରିଦେଇ ପାରନ୍ତି, ମକଦ୍ଦମାରେ ବିଜୟ ଲାଭ କରାଇ ଦେଇ ପାରନ୍ତି...

Read More

ଦୁଇଟି ବୃକ୍ଷର କଥା

       ଅତି ପ୍ରାଚୀନ କାଳର କଥା । ଗୋଟିଏ ଜଙ୍ଗଲରେ ଦୁଇଟି ବୃକ୍ଷ ପାଖା ପାଖି ଥାଆନ୍ତି । ପାଖାପାଖି ଥିବାରୁ ସୂର୍ଯ୍ୟ କିରଣ ଭୂମି ଉପରେ ପଡୁ ନଥାଏ । ତେଣୁ ଜଙ୍ଗଲର ଜୀବଜନ୍ତୁ ମାନେ ସେହି ଗଛ ଛାଇ ତଳେ ପ୍ରତିଦିନ ଆସି ବସନ୍ତି ଏବଂ ଜଙ୍ଗଲରୁ ଶିକାର କରି ଆଣିଥିବା ଜୀବଜନ୍ତୁ ମାନଙ୍କୁ ଖାଆନ୍ତି । ଖାଇ ସାରିବା ପରେ ହାଡ ଗୁଡିକୁ ସେହି ଗଛ ମୂଳରେ ପକାଇ ଦିଅନ୍ତି । ହାଡ ଗୁଡିକ ସେଠାରେ କିଛି ଦିନ ପଡିବା ପରେ ଦୁର୍ଗନ୍ଧ ହୁଏ...

Read More

ବୀର ହନୁମାନ

ରାମରାଜ୍ୟରେ ନ୍ୟାୟ ସମସ୍ତିଙ୍କ ପାଇଁ ସମାନ ଥିଲା । କାହାକୁ ଅଧିକ ବା କାହାକୁ କମ୍ ନ୍ୟାୟ ଦିଆ ହେଉ ନଥିଲା । ଯେକୌଣସି ସାଧାରଣ ପ୍ରଜା କୌଣସି ଅଭିଯୋଗ ନେଇ ରାଜାଙ୍କୁ ଭେଟି ପାରୁଥିଲା ଓ ଉପଯୁକ୍ତ ନ୍ୟାୟ ପାଉଥିଲା । ଥରେ ରାତିରେ କୁକୁରଟିଏ ରାଜପ୍ରାସାଦକୁ ଚାହିଁ ଭୁକିଲା, ମନେ ହେଲା ତା’ର ଶେଷ ସମୟ ଅବସ୍ଥିତ । ଶ୍ରୀରାମ ନିଦ୍ରାରୁ ଜାଗ୍ରତ ହୋଇ କୁକୁରଟିକୁ ସ୍ନେହରେ ଆଉଁସି ଦେବାରୁ, କୁକୁରର ସବୁ କ୍ଷତ ଦୂର ହୋଇଗଲା । ସେ...

Read More

ଲୋଭର ଫଳ

ବାଗଦାଦ୍ ସହର ନିକଟରେ ଏକ ଛୋଟ ସହରରେ ଇସ୍ମାଇଲ୍ ନାମରେ ଜଣେ କଂସେଇ ରହୁଥାଏ । ତା’ ଦୋକାନ ପାଖରେ ଅନ୍ୟ କୌଣସି ମାଂସ ଦୋକାନ ନଥାଏ ବୋଲି ତା’ର ବ୍ୟବସାୟ ବହୁତ ଭଲ ଭାବରେ ଚାଲୁଥାଏ । ଦିନେ ବୁଢାଟିଏ ତା’ ଦୋକାନରେ ଆସି ପହଁଚିଲା । ଜଣା ପଡୁଥାଏ ସେ ଲୋକଟି ବିଦେଶୀ । ସେ ଇସ୍ମାଇଲ୍କୁ କହିଲା, “ଭାଇ, ମୋତେ ସେରେ ନରମ ମାଂସ ଦିଅ ।” ଇସ୍ମାଇଲ୍ କହିଲା “ନରମ ମାଂସ ପାଇଁ ତୁମକୁ ରୂପା ମୋହରଟିଏ ଦେବାକୁ ହେବ ।” “କ’ଣ, ସେରେ...

Read More

କୀର୍ତ୍ତିସିଂହ

(ବିଚିତ୍ରବର୍ମା ପଣ୍ଡିତମାନଙ୍କର ମତ ନେଇ ମନ୍ଦିର ନିର୍ମାଣ କରିଥିଲେ । ଭୂଗର୍ଭରୁ ପ୍ରାପ୍ତ ଦେବୀମୂର୍ତ୍ତିଙ୍କର ପ୍ରତିଷ୍ଠା ସେ କରାଇଲେ । ଏହାର କିଛି ବର୍ଷପରେ ତାଙ୍କ ପୁତ୍ର ଜୟବର୍ମା ସିଂହାସନରେ ବସିଲେ । କାମ୍ବୋଜର ରାଜା ବରୁଣଦତ ତାଙ୍କର ଅଦ୍ଭୁତ ଶକ୍ତିଶାଳୀ ମୋତିହାରଟିକୁ ନେଇଯିବାର ଯୋଜନା କଲେ । ଏହି କାର୍ଯ୍ୟ ସାଧନ କରିବାକୁ ସେ ଏକ ନର୍ତ୍ତକୀକୁ ପଠାଇଲେ । ଏହି ଷଡଯନ୍ତ୍ର ବିଷୟ ଜାଣିପାରି ବିଚିତ୍ରବର୍ମା ଏପରି ଏକ...

Read More

ଖରପୁତ ଜାତକ

ଏକ ସମୟରେ ବୋଧିସତ୍ୱ ନିଜର ପୁଣ୍ୟ ବଳରେ ସ୍ୱର୍ଗରେ ଶକ୍ର ହୋଇଥିଲେ । ସେତେବେଳେ ବାରାଣସୀର ରାଜା ଥିଲେ ସେନକ ।        ନାଗମାନେ ପାତାଳରେ ବାସ କରନ୍ତି; କିନ୍ତୁ ଖାଦ୍ୟ ଆହରଣ ପାଇଁ ସେମାନଙ୍କୁ ସମୟେ ସମୟେ ପୃଥିବୀ ଉପରକୁ ଆସିବାକୁ ହୋଇଥାଏ । ନାଗରାଜ୍ୟର ରାଜା ମଧ୍ୟ ସେହିପରି ପୃଥିବୀକୁ ଆସନ୍ତି । ଏହି ନାଗରାଜାଙ୍କ ସହିତ ରାଜା ସେନକଙ୍କର କ୍ରମେ ବନ୍ଧୁତା ଜାତ ହେଲା ।        ଦିନେ ନାଗରାଜା ପୃଥିବୀରେ ଭ୍ରମଣ କରୁଥିବା...

Read More

‘ପାଷାଣ୍ଡ’ର ପରାକ୍ରମ

ସୁପର୍ଣ୍ଣ ରାଜ୍ୟର ରାଜା ଦେବଳ ସିଂହଙ୍କର ଏକମାତ୍ର କନ୍ୟା ମୋହନା ଅନୁପମ ସୁନ୍ଦରୀ ଥିଲେ । ନିଜର ସୌନ୍ଦର୍ଯ୍ୟ ପାଇଁ ସେ ମଧ୍ୟ ବହୁତ ଗର୍ବ କରୁଥିଲେ । ସେଥିପାଇଁ ତାଙ୍କ ସକାଶେ ଭଲ ବରଟିଏ ଖୋଜିବା ରାଜାଙ୍କ ନିମନ୍ତେ ଏକ ବଡ ସମସ୍ୟା ଥିଲା । ଯେତେ ଚିତ୍ରପଟ ମୋହନାଙ୍କୁ ଦେଖାଇ ଦିଆଯିବ; ସେ ସବୁଥିରେ କିଛି ନା କିଛି ଦୋଷ ଦେଖାଇ ମୋହନା ସେମାନଙ୍କୁ ସବୁ ପ୍ରତ୍ୟାଖ୍ୟାନ କରି ଦେଉଥିଲେ ।                 ଦିନେ ସେ ମୋହନା...

Read More

ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ

ଫ୍ରାନ୍ସ ରାଜ୍ୟରେ ଅତି ପ୍ରାଚୀନ କାଳରେ ଜଣେ ରାଣୀ ଥିଲେ । ଅନେକ ଦିନ ପରେ ତାଙ୍କର ପୁଅଟିଏ ହେଲା । ରାଣୀଙ୍କର ଆନନ୍ଦ କହିଲେ ନ ସରେ । ମାତ୍ର ସେ ରାଣୀ ଯେତେବେଳେ ତାଙ୍କ ପୁଅକୁ ଦେଖିଲେ, ହଠାତ୍ ଆଖିରେ ତାଙ୍କର ଲୁହ ଜମିଗଲା । ଏତେକାଳପରେ ଭଗବାନ ତାଙ୍କୁ ପୁଅଟିଏ ଦେଲେ, ସେ ପୁଣି ଏଡିକି ଅସୁନ୍ଦର । ତାର (ପୁଅଟିର) ଅପରିଛନିଆ ବିକଟାଳ ମୁହଁକୁ ସେ ରାଣୀ ଜଣକ ମୋଟେ ଅନାଇ ପାରିଲେ ନାହିଁ । କେତେ ଅନୁନୟ ବିନୟ ହୋଇ ସେ ରାଣୀ...

Read More

ତିନି ତାନ୍ତ୍ରିକ

ସମୁଦ୍ରରେ ଦୁଇ ଜାହାଜ ଭିତରେ ସଂଘର୍ଷ ହୋଇ ଦୁଇଟିଯାକ ଜାହାଜ ବୁଡିଯିବା ଉତାରୁ ପିଙ୍ଗଳ କୌଣସି ମତେ ଆସି କୂଳରେ ଲାଗିଲା । ସେଠାରେ ନବାବ୍ଙ୍କର ଜଣେ ପଦସ୍ଥ କର୍ମଚାରୀ ହସନ୍ ସହ ତା’ର ପରିଚୟ ହେଲା । ସେ ମରୁ ଅଂଚଳରେ ଜଣେ ଡାକୁ ସର୍ଦ୍ଦାରକୁ ଧରିବା ଉଦ୍ଧେଶ୍ୟରେ ହସନ୍ ବାହାରିଥାଏ । ପିଙ୍ଗଳକୁ ଧରି ହସନ୍ ଓ ତା’ ସୈନ୍ୟଦଳ ଗୋଟାଏ କିଲ୍ଲା ଆଡେ ବାହାରିଲେ । ତା’ପରେ… କିଲ୍ଲାର ପରିବେଶ ଜନମାନବଶୂନ୍ୟ ଦେଖି ହସନ୍...

Read More

ରାଜକୁମାରୀ ସୌଦାମିନୀ

ଏଇପର୍ଯ୍ୟନ୍ତ ଗଳ୍ପଟି କହି ସୌଦାମିନୀ ତା’ର ପିତାଙ୍କୁ କହିଲା, “ବାବା ଏ କ୍ଷେତ୍ରରେ କନକପ୍ରଭା କାହାକୁ ବିବାହ କରିବେ? କୌଣ୍ଡିନ୍ୟ ଦେଶର ଯୁବରାଜଙ୍କୁ ନା ରାଜଶେଖରଙ୍କୁ ନା ଗନ୍ଧର୍ବଙ୍କୁ? ଏହାହିଁ ଏହି ଗଳ୍ପର ସମସ୍ୟା । ମୋତେ ବିବାହ କରିବାକୁ ଆସୁଥିବା ଯୁବକମାନଙ୍କୁ ଆପଣ ଏହି ପ୍ରଶ୍ନହିଁ ପଚାରିବେ, ଯିଏ ଏ ଗଳ୍ପ ଶୁଣିବା ପରେ ନ୍ୟାୟସଙ୍ଗତ ଭାବରେ ସମାଧାନ କରିଦେବ ମୁଁ ତାକୁହିଁ ବିବାହ କରିବି ।”                ...

Read More

ପର ପାଇଁ ଗାତ ଖୋଳା

କୁକୁର ଆଉ ଗଞ୍ଜା କୁକୁଡ଼ା ଭିତରେ ଘନିଷ୍ଠ ବନ୍ଧୁତ୍ୱ ଗଢି ଉଠି ଥିଲା । ଦିନେ ଦୁଇ ଜଣ ବୁଲୁ ବୁଲୁ ଜଙ୍ଗଲ ଭିତରେ ପହଁଚି ବହୁତ ଗପ କରିବାକୁ ଲାଗିଲେ । ଧୀରେ ଧୀରେ ସନ୍ଧ୍ୟା ନଇଁ ଆସିଲା । ତା’ପରେ ରାତି ମଧ୍ୟ ହୋଇ ଆସିଲା । ଦୁଇ ଜଣ ବ୍ୟସ୍ତ ହୋଇଗଲେ ବର୍ତ୍ତମାନ କ’ଣ କରିବା? ସେମାନେ କଥାବାର୍ତ୍ତାରେ ଏତେ ଭୋଳ ହୋଇ ଯାଇ ଥିଲେ ଯେ କେତେ ବେଳେ ସୂର୍ଯ୍ୟ ବୁଡି ଚନ୍ଦ୍ର ଆକାଶରେ ଦେଖା ଦେଲେଣି ସେକଥା ସେମାନେ କିଛିବି ଜାଣି...

Read More

ମୂଲ୍ଲାଙ୍କ ଚତୁରତା

ଉଜବେକିସ୍ଥାନର ଲୋକ ଗଳ୍ପରେ ମୂଲ୍ଲା ନାସିରୁଦ୍ଦିନ୍ ଏକ ଅବିସ୍ମରଣୀୟ ଚରିତ୍ର । ତାଙ୍କର ଚତୁରତା ଏବଂ ପ୍ରଜ୍ଞାକୁ ନେଇ ଅନେକ କାହାଣୀ ରହିଛି । ସେମିତି ଇଏ ଗୋଟିଏ କାହାଣୀ ।          ଉଜବେକିସ୍ଥାନର ରାଜା ଥିଲେ ମହା ଗୋଜା । କଥାରେ ନାହିଁ ରାଜା ଗୋଜା ଯାହା ବୁଝିଥିବେ ସେଇଆ । ତାଙ୍କ କଥାରେ ବାଗ ବାଇସ ନଥାଏ । ସେ ଦୈନିକ କିଛି ନା କିଛି କାଣ୍ଡକାରଖାନା କରି ବସନ୍ତି । ରାଜାଙ୍କର କାର୍ଯ୍ୟରେ କେହି ପ୍ରତିବାଦ କରନ୍ତି...

Read More

ଗରିବର ଭଗବାନ

ଜାମ୍ଲା ଗାଁ’ରେ ଜଣେ ଗରିବ ଲୋକଟିଏ ରହୁଥାଏ । ହେଲେ ସେ କଥା କହିପାରୁ ନଥାଏ । ତା’ର ଥାଆନ୍ତି ଯୋଡିଏ ଗାଈ । ସବୁଦିନ ସେ ଲୋକଟି ତା ଗାଈମାନଙ୍କୁ ଚରାଇବାକୁ ପାହାଡ ନିକଟକୁ ନିଏ । ଆଉ ସେଇ ପାହାଡର ଗୁମ୍ଫାରେ ରହୁଥାଆନ୍ତି ଜଣେ ସାଧୁ । ସେ ଏ ଗାଈ ଦୁଇଟିଙ୍କୁ ବେଶ୍ ଭଲ ପାଉଥାନ୍ତି । ଏପରିକି ଗାଈମାନେ ଚରୁଥିବା ବେଳେ ସେ ସାଧୁଜଣକ ସେମାନଙ୍କ ଉପରେ ଆଖି ରଖିଥାନ୍ତି ।                 ସମୟକ୍ରମେ ସେ ଲୋକଟିର ଗାଈ ସଂଖ୍ୟା...

Read More

ବିରବଲଙ୍କ ଘରକୁ ରାସ୍ତା

 ପ୍ରତିଦିନ ନଗର ପରିଭ୍ରମଣ କରିବା ବିରବଲଙ୍କର ଏକ ଅଭ୍ୟାସ । ଏହି ନଗର ଭ୍ରମଣ ସମୟରେ ସେ ଲୋକମାନଙ୍କର ଭଲ ମନ୍ଦ କଥା ପଚାରି ବୁଝନ୍ତି । ଦିନେ ସକାଳେ ଆଗ୍ରା ସହରରେ ବୁଲୁଥିବା ସମୟରେ ହଠାତ୍ ଜଣେ ଲୋକ ଆସି ବିରବଲଙ୍କୁ ପଚାରିଲା, “ମହାଶୟ! ଆପଣ କହିପାରିବେ କି, ବିରବଲଙ୍କ ଘରକୁ ଯିବାକୁ ରାସ୍ତା କେଉଁଟା?” ଲୋକଟିର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିରବଲ ତାଙ୍କୁ ରାସ୍ତା ବତାଇଦେଲେ ସତ କିନ୍ତୁ ନିଜେ ବିରବଲ ବୋଲି ପରିଚୟ ଦେଲେ...

Read More

ରାଜାଙ୍କ ପରୀକ୍ଷା

ଥରେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ...

Read More

ସମସ୍ତେ ସୁଖରେ ରହନ୍ତୁ

ଚିନୁ ତା’ ଜେଜେମାଆଙ୍କୁ କୁଣ୍ଢାଇ ପକାଇ ପଚାରିଲା “ଜେଜେମାଆ, ତୁମେ ଚିଂଟୁକୁ ମୋଠାରୁ ଅଧିକ ଭଲପାଅ । ଏ କଥା ସତ ନା?” ତହୁଁ ଜେଜେମାଆ କହିଲେ “ତୁମେ କାହିଁକି ଏପରି କଥା କହୁଛ, ଚିନୁ? ତୁମେ ମୋର ଯେତିକି ପ୍ରିୟ ତୁମର କାକା ପୁଅ ଭାଇ ଚିଂଟୁ ମଧ୍ୟ ମୋର ସେତିକି ପ୍ରିୟ । ତୁମେ ଦୁହେଁ ମୋର ଦୁଇ ଆଖି ପରି । ସମସ୍ତେ ମୋ ପାଇଁ ସମାନ ।”                 ଚିନୁ ଯୁକ୍ତି କରି କହିଲା “ତେବେ ତୁମେ କାହିଁକି କହୁଛ ଯେ ତୁମେ...

Read More

ନୂଆ ମହାଭାରତ

ଦିନେ ମୁର୍ଶୀଦାବାଦ୍ ନବାବ୍ ସାହେବ୍ ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ପାଖକୁ କହି ପଠାଇଲେ ଯେ ତୁମ୍ଭର ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ସେହି ପରି ମହାଭାରତ ଖଣ୍ଡେ ମୋ ନାମରେ ରଚନା କରି ପଠାଇବେ । ଏହା ଯଦ୍ୟପି ନକର ତାହା ହେଲେ ତୁମ୍ଭର ବିଶେଷ ଅମଙ୍ଗଳ ହେବ । ନବାବ୍ଙ୍କର ମହାଭାରତ କଥା ଶୁଣି ରାଜା ନିରୂପାୟ ହୋଇ ଭାବନା କରୁ ଛନ୍ତି । ଏହି ସମୟରେ ଗୋପାଳ ଭାଣ୍ଡ ଆସି ଦେଖିଲେ ଯେ ରାଜା ବଡ ଚିନ୍ତିତ ହୋଇ ବସି ଛନ୍ତି ।...

Read More

ବିଟ ପୁରୁଷର ପ୍ରେମ

ରାଜା ଏବେ ରାଣୀଙ୍କୁ ଧରି ଗଙ୍ଗା କୂଳକୁ ଗଲେ । ଏ କଥା ରାଜ୍ୟ ସାରା ପ୍ରଚାର ହୋଇ ଯିବାରୁ ସମସ୍ତଙ୍କ ମନରେ ଦୁଃଖ ହେଲା । ରାଇଜ ସାରାର ପ୍ରଜା ମାନେ ଆସି ରାଣୀଙ୍କର ଗୋଡ ହାତ ଧରି ଅନୁରୋଧ କଲେ । ରାଣୀଙ୍କ ମନ ବଦଳିଲା ନାହିଁ । ସେ କହିଲେ ଯିଏ ଯାହା କୁହନ୍ତୁ ପଛେ, ମୁଁ କିନ୍ତୁ ରାଜାଙ୍କ ଠାରୁ ସେହି ସତ୍ୟ କଥାକୁ ଜାଣିବାକୁ ଚାହେଁ ।                 ଶେଷରେ ଦିୱାନ୍ ଆସି ରାଣୀଙ୍କ ଆଗରେ ଅନେକ ବିନୟ ହେଲା । ଆଉ ରାଣୀ...

Read More

ବିଶ୍ୱାସରେ ବିଷ

ମର୍କତ ନଗର ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ଶମ୍ଭୁକେଶ ନାମକ ଜଣେ ରାଜା ଥାଆନ୍ତି । ସେ ରାଜା ବହୁତ ବିଳାସ ବ୍ୟସନରେ କାଳାତିପାତ କରୁଥାଆନ୍ତି । ସେ ରାଜାଙ୍କର ହାତୀ ଦାନ୍ତର ପଲଙ୍କ ଥିଲା । ସେ ପଲଙ୍କରେ ମଖମଲି ଗଦି । ଗଦିରେ ପୁଣି ରାଜାଙ୍କର ଶୋଇବା ଆଗରୁ ନାନା ପ୍ରକାର ସୁଗନ୍ଧିତ ଅତର ସିଞ୍ଚା ଯାଉଥିଲା । କେତେ ଦାସ ଦାସୀ ଦିନରାତି ଚବିଶ ଘଣ୍ଟା ରାଜାଙ୍କର ସେବାରେ ଥିବେ । ଏଭଳି ପଲଙ୍କରେ ରାଜା ଶୁଅନ୍ତି ।...

Read More

ପରାଧୀନ ଜୀବନ

ବିଲୁଆଟିଏ କିଆବୁଦାରେ ବସା ବାନ୍ଧିଥାଏ । ସେ କେତେବେଳେ ଖାଇବାକୁ ପାଏ ତ କେତେବେଳେ ପାଏ ନାହିଁ । ଏବେ ସେ ରହୁଥିବା ଅଂଚଳରୁ ଖାଦ୍ୟ ସରିଆସିବାରୁ ତାକୁ ଖାଦ୍ୟ ପାଇବା କଷ୍ଟ ହେଲା । ତେଣୁ ସେ ଆଉ ଖାଦ୍ୟ ନ ଖୋଜି ଘରେ ଚୁପ୍ ହୋଇ ବସିଗଲା । ଦିନକୁ ଦିନ ତା’ର ଶରୀର କ୍ଷୀଣ ହେବାରେ ଲାଗିଲା ।        କିଛି ଦିନ ପରେ ବିଲୁଆ ବାଧ୍ୟହୋଇ ଅନ୍ୟ ଏକ ଅଂଚଳକୁ ଖାଦ୍ୟ ଅନ୍ୱେଷଣରେ ବାହାରିଥାଏ । ବାଟରେ ଦେଖିଲା ଗୋଟିଏ ଘର । ସେଠାରେ ଏକ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ