ଦିନେ ରାଜା ବିକ୍ରମାଦିତ୍ୟ ସଭାମଣ୍ଡପରେ ବିଜେ କରିଥିଲାବେଳେ ଯଉତୁକରେ ଆଣିଥିବା କୁଜୀଟି କିଛି କାମରେ ସଭା ଭିତର ଦେଇ ଚାଲିଗଲାବେଳେ ତାହାକୁ ଦେଖି ସଭାସଦ୍ମାନେ ହସି ଉଠିଲେ । ତା’ପରେ ସେହି କୁଜୀକୁ କେନ୍ଦ୍ରକରି ସେମାନଙ୍କ ଭିତରେ ନାନାପ୍ରକାର ରହସିଆ କଥାବାର୍ତ୍ତା ଚାଲିଲା । କୁଜୀ ଏଭଳି ଅପମାନ ପାଇ ଲାଜ ବାହାନାରେ ତରବର ହୋଇ ସେମାନଙ୍କର ଆଗକୁ ଚାଲିଆସି ଗୋଟାଏ ପାହିୟା ଆଡୁଆଳରେ ଲୁଚିରହି ସେମାନଙ୍କର ସବୁକଥା କାନେଇଲା । ତାହାରି ବିଷୟରେ ହସଗୋଳ କରି କିଏ କହିଲା – “ଆମ ରାଜା ମଣିମାଙ୍କର କି ପସନ୍ଦ ଯେ ତାଙ୍କ ଶଶୁର ଘରେ ଏତେ ଅମୂଲ୍ୟ ଦରବ ଆଉ ଏତେ ସୁନ୍ଦରୀ ସୁନ୍ଦରୀ ଦାସୀ, ପରିବାରୀ ଥାଉଁ ଥାଉଁ ଏହି ଅସୁନ୍ଦରୀ କୁଜୀଟାକୁ ଯଉତୁକରେ ଆଣିଲେମ ।” ଆଉ ଜଣେ କହିଲା – “ଆହେ, ବଡ ଲୋକଙ୍କର ବଡକଥା ।” କଥାରେ ଅଛି, “ଏ ପରା ବଡ ଲୋକଙ୍କର ମତ, ଅଳପ ଲୋକେ ବିପରୀତ ।” ଆମେ ତାହା ଭିତରେ ପଶିପାରିବୁ ନାହିଁ ।” ଇମିତି କାନକୁହା କଥାଟା କୁହୁଳି କୁହୁଳି ଯାଇ ରାଜାଙ୍କ ପାଖରେ ଜଳିଉଠିଲା । ରାଜା ବି ଟିକିଏ ବିରସ ହୋଇ କହିଲେ – “ମୁଁ କ’ଣ କରିବି, ଆମ ରାଣୀଙ୍କର ବୋଲରେ ପଡି ସେହି କୁଜାକୁଜୀ ଦିହିଁଙ୍କୁ ଆଣିବାକୁ ଶେଷରେ ମୁଁ ବାଧ୍ୟହେଲି । ସେମାନଙ୍କଠେଇଁ କୁଆଡେ ଇମିତି ଅଦ୍ଭୁତ ଗୁଣସବୁ ଅଛି ଯେ ସେମାନେ ସମସ୍ତଙ୍କୁ ତାଟକା କରିଦେଇ ପାରନ୍ତି । ରାଜାଙ୍କ କଥାରେ ପୁଣିଥରେ ସମସ୍ତେ ହୋ ହୋ ହୋଇ ହସିଉଠିଲେ । ତା’ପରେ ଅନ୍ୟାନ୍ୟ ଅନେକ କଥା ପଡିଲା । ଆଗାମୀକାଲି ରାଜା ପାରିଧି କରିବାକୁ ଯିବେ ବୋଲି କହିଲେ । କୁଜୀ ସବୁକଥା ଶୁଣିଶୁଣି ମନେମନେ ବିରସ ହୋଇ କହିଲା – “ହଉ, ହଉ ଏଇ କୁଜୀର ଗୁଣ କାଲି ପାରିଧିକୁ ବିଜେ କଲାବେଳେ ରାଜା ଆଉ ତାଙ୍କର ଏହି ଖୋସାମତିଆ ଦଳ ଠିକ୍ ଜାଣିବେ ଯେ ।” ମନେ ମନେ ଏତିକି କହି କୁଜୀ ତା’ କାମରେ ବାହାରିଗଲା ।
କୁଜିର ଭେଳିକି କରାମତି
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା
- ଗୋପାଳର କୃଷ୍ଣ ପ୍ରାପ୍ତି
- ବିଚାରବାନ ଚୋର
- ବେକା ନା ଭଦ୍ର?
- କୀର୍ତ୍ତି!
- ଗୋପୀର ଅନୁମାନ
- ଆଖି ଥାଇ ଅନ୍ଧ
- ଜନତାଙ୍କର ନିଷ୍ପତି
- ହେଟାର ଖରାପ ଉଦ୍ଧେଶ୍ୟ
- ବ୍ରାହ୍ମଣ ପୁଅ ରାଜା ହେଲା
- ପିତା ଓ ପୁତ୍ର
- ଅମ୍ବା
- ସଭ୍ୟ ଜମିଦାର
- ବିଚିତ୍ର ବୀଣା
- ହିତୋପଦେଶ
- କିଏ ଠକ?
- ବୃକ୍ଷ ମହାତ୍ମା
- ଚଢେଇର ମନ୍ଦବୁଦ୍ଧି
- ବାଲେଶ୍ୱରୀ ପଙ୍ଗାଲୁଣ
- ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ
- ପୋତା ଧନ, ପଥର ସମାନ
- ସାପ ମାନଙ୍କର କାହାଣୀ
- ପୋଡା ମୁହଁରେ ସବୁ ଭଲ
- ବୁଦ୍ଧିର ଦୌଡ
- ମାଛଖିଆ ଭୂତ
- ଗ୍ରହଣ ଛୁଟା
- ବୁଦ୍ଧିମାନ କିଏ
- ନୂତନ ପଞ୍ଜିକା
- ପ୍ରଜା ଚାହିଁ ରାଜା
- ଭିନ୍ନ ମତ
- ପରିଶ୍ରମର ଫଳ
- ସୁଧଖୋର ରତନଲାଲ୍
- ସାଧୁ ବାବା
- ଟମଥମ୍ବ
- କାହାକୁ ହୀନ ମଣିବା କାହିଁକି
- ବିଷ୍ଣୁ ପୁରାଣ
- ଜିତୁମିତୁ
- ଉଗ୍ରସେନଙ୍କ ଜଡିବୁଟି
- ବୁଧିଆ ଶିଆଳ
- ହଜାରେ ବାଲ୍ଟି ପାଣି
- ମେଧାବୀ
- ପରିବର୍ତ୍ତନ
- ବିଡାଏ କାଠ
- ପରମାର୍ଥ ବିଦ୍ୟା
- ଈର୍ଷାପରାୟଣ ସଭ୍ୟ
- ଶ୍ରେଷ୍ଠ ଜଳ
- ବୃଷଭ ବୁଝିଲା
- ଭାଗ୍ୟକୁ ବିଶ୍ୱାସ
- କୁନିଭୂତ
- ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ
- ଯାହା ଚାହିଁବ ତାହା ପାଇବ
- ଯୁବରାଜଙ୍କ ବୁଦ୍ଧି
- ପଥରର ବୁଦ୍ଧମୂର୍ତ୍ତି ଭିତରେ ସୁନାର ବୁଦ୍ଧମୂର୍ତ୍ତି
- ଗୁଣ ବଡ ନା ସଂଖ୍ୟା ବଡ
- ଦୁଇବନ୍ଧୁ
- କୃଷକର ପତ୍ନୀ
- ଡାକୁ
- ପୁଷ୍ପାକୁମାରୀ କାହାଣୀ
- କୃଷ୍ଣାବତାର
- ଈର୍ଷା ଓ ସ୍ୱାର୍ଥପରତା ମଣିଷର ପରମ ଶତ୍ରୁ
- ପରର ସ୍ତ୍ରୀ ରାଜକନ୍ୟା
- କିଏ ସମ୍ମାନର ଯୋଗ୍ୟ
- ଘରର ଦାୟିତ୍ୱ
- ସତ୍ୟ ଅସତ୍ୟ
- ଶଙ୍କରର ବୈରାଗ୍ୟ
- ବିଷମ ପରୀକ୍ଷା
- ଭଗବାନ ସାକ୍ଷୀ
- ବିଚିତ୍ର ବେଣୁ
- ଯାହା ହୁଏ ତାହା ମଙ୍ଗଳ ପାଇଁ
- ସୁବର୍ଣ୍ଣ ମୂଷିକ
- ବେଦବର ଜାତକ
- ମୌନାମୌନୀ
- ମୂଲ୍ୟ
- ଅମାବାସ୍ୟାର ପିଶାଚ
- ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି
- ପ୍ରାର୍ଥୀ ମନୋନୟନ
- ତଥାସ୍ତୁ ଦେବତା
- ସବୁଠାରୁ ବଡ ମୂର୍ଖ
- କାବ୍ୟ ସାଧନା
- ସମସ୍ତେ ସାଙ୍ଗ କିନ୍ତୁ ବେଳ ପଡିଲେ…
- ବେଲ୍ଲୋରୋଫନ୍ଙ୍କ ବୀରତ୍ୱ
- ରାଜାଙ୍କର କୋଷ୍ଠ ସାଫ୍
- ନାରାୟଣ ଓ ନଡିଆ
- ଫଳନ୍ତି ବୃକ୍ଷ
- ଦୁଇ ବୈଦ୍ୟ
- ଅଦୃଶ୍ୟ ପରୀ
- ସାହାଯ୍ୟ କଲେ ସାହାଯ୍ୟ ମିଳେ
- ଲୀଳାବତୀ କଥା
- ମଦନ ସୁନ୍ଦର କଥା
- ବୀର ହନୁମାନ
- ସ୍ୱାର୍ଥ
- ନ୍ୟାୟସୂତ୍ର
- ପ୍ରତିଭା ପ୍ରତିଯୋଗିତା
- କଞ୍ଜୁସ୍
- ସବୁଠୁ ବେଗବାନ ପ୍ରାଣୀ
- ସ୍ୱାର୍ଥତ୍ୟାଗୀ ସେଇ ଝିଅଟି
- ମଣିଷ ପଣିଆ
- ରାଜା ଏବଂ ଝାଡୁଦାର କଥା
- ସାହସୀ
- ପୋତାଧନ
- ସମସ୍ୟାର ସମାଧାନ
- ସତୀ ସଉତୁଣୀ ମନ୍ଦିର କଥା
- ପୁରୁଣା ଅଭ୍ୟାସ
- ପିଶାଚର ଶସ୍ତ୍ର-ଚିକିତ୍ସା
- ଇଲ୍ଲିସସେଠ୍ ଜାତକ
- ତିନି ମୁଦ୍ରିକା
- ସାଧୁ ଲୋଭ ଯୋଗୁ ମଲେ
- ଉପକାରକୁ ଭୁଲିବ କେମିତି?
- କୀର୍ତ୍ତିସିଂହ
- ଉପକାରୀ ଇଗଲ୍
- ତେନାଲୀରାମାଙ୍କ ଚତୁରତା
- ଏହାପରେ କ’ଣ ହେଲା?
- ତାଜା ମିଠାଇ
- ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା
- ରୂପାନ୍ତର
- କେଁ କେଁ ଶଗଡ
- କମଳିନୀର ମୃତ୍ୟୁ
- କାହାର ଶିକ୍ଷାଲାଭ?
- ମହାଭାରତ
- ପାଷାଣ ବୋହୂ
- ଦସ୍ୟୁରାଜକୁମାର
- ତରବର
- ଝିଅର ବିବେକ
- ବାପ, ପୁଅ ଓ ଗଧ
- କ୍ରୋଧଜୟୀ ଭଗବାନ ମହାବୀର
- ଛୋଟ କାମ କରିବାକୁ ଘୃଣା କର ନାହିଁ
- ମଲାମୂଷାର ମୂଳଧନ
- କନ୍ୟା ମନୋନୟନ
- ପ୍ରତାପଙ୍କ ଉପବାସ
- ଚମର ଜୋତା
- ବୀର ହନୁମାନ
- ବହ୍ନି ଦ୍ୱୀପ
- ବ୍ରହ୍ମଜ୍ଞାନୀ ଶୁକମୁନି
- ଅସୁନ୍ଦର ସୁନ୍ଦର ଅଟେ
- ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ
- ଖରପୁତ ଜାତକ
- ରାଜ-ଚରିତ୍ର
- ଦୁଇ ଉତ୍ତର
- ଏକତାର କରାମତି
- କଠିନ ସମସ୍ୟାର ମୁକାବିଲା କର
- ଗଧ ମନେ ମନେ ଠାକୁର
- କୀର୍ତିମତୀ କଥା
- ଚନ୍ଦରା ଚନ୍ଦିରୀ ଫାର୍ସ
- ନିଜ ପାଇଁ ଚିନ୍ତା କର ପଛକେ ଅନ୍ୟ ଚିନ୍ତା ଭୁଲିଯାଅନାହିଁ
- ମନ୍ତ୍ରୀ ନିର୍ବାଚନ
- ଭଗବାନ କାହାର
- ମୁର୍ଖ ପଣ୍ଡିତ କଥା
- ବୋକାମାନଙ୍କର ତାଲିକା
- ମାଲ୍ୟାଣୀ କଥା
- ସ୍ୱାଧୀନତା ଆନ୍ଦୋଳନରେ ନିର୍ଭୀକ ସନ୍ନ୍ୟାସୀ
- ସ୍ୱର୍ଗରେ ରାଜା ନିଯୁକ୍ତି
- ମଣିଷ ସ୍ୱଭାବ
- ମହାଭାରତ
- ବୁଦ୍ଧିମତୀ ରାଜକୁମାରୀ
- ଦୁଇ ବିଦ୍ୟାର୍ଥୀ
- ଦୁର୍ମଦ
- ପ୍ରତ୍ୟକ୍ଷ ଶିକ୍ଷା
- ଆତ୍ମଜ୍ଞାନ
- ଝକମକି ବାକ୍ସ
- ହୁଣ୍ଡା ରାୟଙ୍କ ରାୟ
- ତ୍ୟାଗ ଓ ଭୋଗ
- ଚୋର ଭୂତ
- ଦସ୍ୟୁ ରାଜକୁମାର
- ବ୍ରହ୍ମଚର୍ଯ୍ୟର ଶକ୍ତି
- ସବୁ ମଣିଷଙ୍କୁ ସମାନ ମଣି ସେବା କର
- ସଭିଏଁ ନୁହଁନ୍ତି ମଣିଷ
- କୃତଜ୍ଞ ଓ କୃତଘ୍ନ
- କୁବେରଙ୍କ ଗର୍ବ ଭାଙ୍ଗିଲା
- ଦୟାଳୁ ଈଶ୍ୱର, ଠକ ବଣିକ
- ଦୁଷ୍ଟ କାଉ ଦଳ
- ଅମ୍ବରୀଷ
- ସିଂହର ଅସୁସ୍ଥତା
- ଦୁଇ ବିରଳ ବିପ୍ଳବୀ
- ମିଥ୍ୟାଭିମାନ
- ପ୍ରତିଶୋଧ
- ପରୀକ୍ଷା
- ଚାରୀ ସୁନ୍ଦରୀ ଓ ମେଣ୍ଢା କଥା
- ସାତ ନକ୍ଷତ୍ର
- ରେବତୀ
- ଭୂବନ ସୁନ୍ଦରୀ
- ଚାଷୀର ପ୍ରାର୍ଥନା
- ରେଶମୀ ବସ୍ତ୍ର
- ରାଜଦୂତର ଧର୍ମ
- ଉତ୍ତରାଧିକାରୀର ଅଧିକାର
- ଦେବୀଭକ୍ତ
- ଦସ୍ୟୁ ରାଜକୁମାର
- କପୋଳ କଳ୍ପିତ
- କ୍ରୋଧରୁ ଲାଭ!
- ଗନ୍ଧର୍ବ ମାଳା
- କ୍ଷତିରୁ ଲାଭ
- ବାସ୍ତବ ଓ କଳ୍ପନା
- ମହାରାଜାଙ୍କ କଳା
- ମାଧ ମହାନ୍ତିଙ୍କ କନ୍ୟାସୁନା
- ଅହଂକାର ସବୁ ଅନିଷ୍ଟର ମୂଳ
- ଗୁରୁ ରାମାନନ୍ଦଙ୍କ ଉପଦେଶ
- ମହାଭାରତ
- ବଧୁ ନିର୍ବାଚନ
- ଭଗବାନଙ୍କର ଧ୍ୟାନ
- ଆତ୍ମସମ୍ମାନ
- ତାଙ୍କର ତୁଳନା ନାହିଁ



