ଜଣେ ଅବଧୁତ ଜଙ୍ଗଲ ଭିତରେ ଯାଉଥିବା ବେଳେ ଦେଖିଲେ ଗୋଟିଏ ବ୍ୟାଧ ତାହାର ଜାଲ ପକାଇ ଜନ୍ତୁଟିକୁ କିଭଳି ଧରିବ ସେଥିପାଇଁ ଏକାଗ୍ର ଭାବରେ ଏକଲୟରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଚାହିଁ ବସିଛି । ଅବଧୁତ ଜଣକ ପଚାରିଲେ କେଉଁ ବାଟେ ଗଲେ ଏ ଜଙ୍ଗଲ ଆଖପାଖରେ ଗୋଟିଏ ନଈ ବା ପାଣି ମିଳିବ, ମୋତେ ଟିକେ କହିଦେବ, ମୋତେ ଭାରି ଶୋଷ ଲାଗୁଛି । ବ୍ୟାଧ ଜଣକ କିଛି ଶୁଣି ନାହିଁ, ହଲଚଲ ହେଲାନାହିଁ, ଅବିଚଳିତ ଭାବରେ ତାହାର ଲକ୍ଷ୍ୟବସ୍ତୁ ପ୍ରତି ଧ୍ୟାନ ଦେଇବସିଲା । ସାଧାରଣ ଲୋକ ହୋଇଥିଲେ ଏ ସ୍ଥିତିର ଅନ୍ୟ ବ୍ୟାଖ୍ୟା କରିଥାଆନ୍ତା । ଯଥା ଜଣେ ସାଧୁ ପଚାରିଲେ ଦେଖିଲା ନାହିଁ, କେତେ ଅହଂକାରୀ, ସାଧୁ ନମ୍ର ଭାବରେ ପଚାରୁଛନ୍ତି ଅଥଚ ଲୋକଟା ଶୁଣିପାରିଲା ନାହିଁ, ଇଏ ମଣିଷ ଦେହଧାରୀ ଗୋଟିଏ ପଶୁ । ଏଭଳି କହିବାର ମଧ୍ୟ କାରଣ ଅଛି, କିନ୍ତୁ ଅବଧୁତ ତାକୁ ପ୍ରଣାମ କଲେ କହିଲେ ତୁମଠୁ ମୁଁ ଖୁବ୍ ବଡକଥା ଶିଖିଲି, ତୁମେ ମୋର ବିଦ୍ୟାଗୁରୁ ହେଲ । ମୁଁ ଶିକ୍ଷାଲାଭ କରି ଭଗବାନଙ୍କୁ ପ୍ରାର୍ଥନା କଲାବେଳେ ଠିକ୍ ଏହିଭଳି ନିଷ୍ଠାର ସହିତ ପୃଥିବୀର କୌଣସି କଥାକୁ ଧ୍ୟାନ ନଦେଇ ଏକାଗ୍ର ଚିତ୍ତରେ କରିବାକୁ ହୁଏ । ତୁମକୁ ପ୍ରଣାମ । ବ୍ୟାଧ ପଚାରିଲା ଆପଣ ମତେ କ’ଣ ପଚାରିଲେ ମୋ ଧ୍ୟାନ ଅନ୍ୟ ଆଡେ ଥିଲା । ଅବଧୁତ ବ୍ୟାଧକୁ ପ୍ରଣାମ କରି କହିଲେ ତୁମେ ମୋର ଗୁରୁ ହେଲ । ଏକାଗ୍ରତା ମହାମନ୍ତ୍ର ତୁମଠୁ ମୁଁ ଶିଖିଲି, କିଛି ବାଟ ଗଲାପରେ ସେ ଦେଖିଲେ ଗୋଟିଏ ବଗ ମାଛଟିଏ ଥଂଟରେ ଧରି ଉଡୁଛି, ଦଳ ଦଳ କୁଆ ତା’ ପଛରେ କା କା କା କରି ଉଡୁଛନ୍ତି । ବେଶ୍ ଖଣ୍ଡେ ବାଟ ଉଡିଗଲା ପରେ ହଠାତ୍ ବଗଟା ଥଂଟରୁ ମାଛଟା ଫୋପାଡି ଦେଲା, ଆଉଗୋଟେ ବଗ ଧାଇଁ ଆସି ତାକୁ ଝାମ୍ପି ନେଲା ଏବଂ ଆକସ୍ମିକ ଭାବରେ ସବୁତକ କୁଆ ବଗକୁ ଛାଡି ତା’ ପଛରେ ଗୋଡାଇଲେ । ବଗ ନିଶ୍ଚଳ ହୋଇ ଗଛ ଡାଳରେ ବସିଲା । ଅବଧୁତ ତାକୁ ପ୍ରଣାମ କରି କହିଲେ ତୁମେ ମୋର ଦ୍ୱିତୀୟ ଗୁରୁ । କ୍ଷମତାକୁ ଜାବୁଡି ଧରିଲେ ଏହିଭଳି ଅଶାନ୍ତି କନ୍ଦଳ ପ୍ରତିଯୋଗିତାରେ ଜୀବନର ଦୁର୍ଲଭ ମୁହୂର୍ତ୍ତଗୁଡିକ ନଷ୍ଟ ହୋଇଯାଏ । ନିଷ୍କାମ ହୋଇ କ୍ଷମତାକୁ ଫିଙ୍ଗି ଦେଲେ ଏହି ଚମତ୍କାର ପୃଥିବୀକୁ ଦେଖିବାର ସୁଯୋଗ ମିଳେ । ଆସକ୍ତି ହିଁ ସମସ୍ତ ଦୁଃଖର କାରଣ । ସକାରାତ୍ମକ ଚିନ୍ତନ ଶକ୍ତି କେତେ ଶିକ୍ଷଣୀୟ । ସେ ବଗକୁ ପ୍ରଣାମ କଲେ । ଏ ସଂସାରରେ ସତ୍ ବ୍ୟକ୍ତି ସମସ୍ତଙ୍କଠାରୁ କିଛି ସତ୍ଗୁଣ ଶିକ୍ଷା କରିପାରେ । କେବଳ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ ଲୋଡା ହୋଇଥାଏ ।
ପବିତ୍ର ଜୀବନ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- କୁକୁରର ପ୍ରଭୁ ଭକ୍ତି
- ଆଶା – ନିରାଶା
- ପୁଣ୍ୟବାନ୍
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- ଶେଷ ମୁହୂର୍ତ୍ତର ସାଥି
- ଯେମିତି ଦିଅଁକୁ ସେମିତି ପୂଜା
- ସ୍ୱର୍ଗ ଗମନ
- ବଲ୍ଲଭର ବ୍ୟାଧି
- ଚୋର ଭୂତ
- ମନ୍ତ୍ର – ସିଂହାସନ
- ବଡଲୋକମାନେ ଅତୀତକଥାକୁ ଭୁଲିଯାଆନ୍ତି ନାହିଁ
- ବେପାରୀ-ମନ
- ଭକ୍ତ ପାଖରେ ଭଗବାନ ହାରିଲେ
- ମଧୁମତିଙ୍କ ପସନ୍ଦ
- କର୍ମନିଷ୍ଠ ସିପାହୀ
- ଭୁଲିଯିବାର ମନ୍ତ୍ର
- ଲୋଭୀ ବେପାରୀ
- ମନ୍ତ୍ରୀ ନିର୍ବାଚନ
- ସୃଷ୍ଟିର ଆନନ୍ଦ
- ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ
- ପକ୍ଷୀ ଗଣତି
- ବାରିକ ଓ ଗୋପାଳ
- ବଳ ଓ ଦୁର୍ବଳ
- ଜାତକ
- ସ୍ୱପ୍ନ ସୌଦାଗର
- ହନୁ କରଣ
- ଭଲ ବ୍ୟବସାୟ ରାଜନୀତି
- ସିଂହ ଜାତକ
- ତିନୋଟି ଗଧଙ୍କର ବୋଝ
- ସାଧୁ ଭକ୍ତ
- ପ୍ରକୃତ ପୂଜକ
- ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ
- ଅସଦିସ ଜାତକ
- ପିଲାଟିଦିନରୁ ବିପ୍ଳବୀ ନେତା
- ପରିବର୍ତ୍ତନ
- ଦୟା, କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ
- ଦଧିବାହନ ଜାତକ
- ବେକା ନା ଭଦ୍ର?
- ଟଙ୍କା ଥଳୀଟି କାହାର?
- ନ ହେବା କଥାକୁ ଚେଷ୍ଟା
- ରାଜକୁମାରୀ ସୌଦାମିନୀ
- ବନ୍ଧୁଙ୍କ ଅସୁଲି
- ରୋଜଗାର
- ଜ୍ୟୋତିଷ ଶୁକପକ୍ଷୀ
- ବୁଦ୍ଧିର କରାମତି
- ହରିଣର କୁଣିଆ
- ବିଦୁଷକ ବୃହଲୁଲ୍
- ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ
- ସବୁଠୁ ବଡ ମୁଁ
- ତିନୋଟି ପ୍ରଶ୍ନ
- ମିଥ୍ୟାଭିମାନ
- ବାଘ ଏବଂ ସୁବର୍ଣ୍ଣ କଙ୍କଣ
- ଆରୋଗ୍ୟ ରହସ୍ୟ
- ଗୋପାଳର ବୁଦ୍ଧି ପରୀକ୍ଷା
- ଦକ୍ଷିଣା
- ଧୂସର ଦୁର୍ଗ
- ନଟବୁଢା ବଗିଚାରେ କିଏ?
- ସୁଖୀ ପରିବାର
- ଦୁଇ ମୂର୍ଖ ବ୍ୟବସାୟୀ
- ଭୁଲାପଣ
- ବିରବଲଙ୍କ ଘରକୁ ରାସ୍ତା
- ଅଣଅଜା
- ସିଦ୍ଧିଲାଭର ସଦୁପଯୋଗ
- ଉପସ୍ଥିତ ବୁଦ୍ଧି
- ବିକି ଜାଣିଥିଲେ –
- ଗୋପାଳର ମୁହଁ ଆଉ ଚାହିଁବି ନାହିଁ
- ନିଷ୍ଠୁରତାର ପ୍ରତିଫଳ
- ମହାରାଜା ବିକ୍ରମାଦିତ୍ୟ
- ପରର ସ୍ତ୍ରୀ ରାଜକନ୍ୟା
- ଅତି ଚାତୁରୀରେ ମୃତ୍ୟୁ
- ଖୋସାମତିର ତୃଷା
- ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!
- ଶତ୍ରୁକୁ ସତ୍କାର
- ଭୂବନ ସୁନ୍ଦରୀ
- ଶ୍ରେଷ୍ଠ ଜଳ
- ବେଦବର ଜାତକ
- ବୀର ହନୁମାନ
- ରାଜକୁମାରୀ ସୁନନ୍ଦା
- ଅଭିଶପ୍ତ ଉପତ୍ୟକା
- ବେଙ୍ଗ ବାହାଦୁର
- ଚତୁର୍ଥ ଯାମିନୀ ଓ ବେତାଳ
- ରୂପଧରଙ୍କ ଯାତ୍ରା
- କଥାକୁହା ଫଳ
- ପରାକ୍ରମୀ ସ୍ତ୍ରୀ
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- ଦୁଃସାହସର ଫଳ
- ତମାଖୁ ଶରୀର ପାଇଁ କ୍ଷତିକାରକ
- କୋକୀର ସିଂହ ସହିତ ବନ୍ଧୁତା
- ପିତୃଭକ୍ତିର ପରାକାଷ୍ଠା
- ଅଧିକାର
- କୁଜାର ଅଦ୍ଭୁତ ଭେଳିକି
- ପୁରସ୍କାର – ପ୍ରୋତ୍ସାହନ
- କପଟୀକୁ ବିଶ୍ୱାସ କର ନାହିଁ
- ଅହଂକାର ସବୁ ଅନିଷ୍ଟର ମୂଳ
- ନଖ ଚିକିତ୍ସା
- ରାଜାଙ୍କ ମାଙ୍କଡ
- ସାପ ଓ ନେଉଳ
- ସଚ୍ଚା ଶିଳ୍ପୀ
- ଯୀଶୁ ଓ ତିନି ଗଛ କାହାଣୀ
- କ୍ରୋଧ ମଣିଷର ଶତ୍ରୁ
- ଯାଦୁ ମହଲ
- ବିଧବା ତା ଧନ ଫେରିପାଇଲା
- ଉପସ୍ଥିତ ବୁଦ୍ଧି ବିପଦରୁ ରକ୍ଷା କରେ
- ଅଦ୍ଭୁତ ମଣିଚୁଳ କଥା
- କଇଁଚର ଦୌଡ
- ଶିବ ପୁରାଣ
- ଧନ୍ୟ ସେ କୃଷକ ପିଲାର ସାହସ
- କୁକୁର ଏବଂ ଗଧର କାହାଣୀ
- କର୍ମ ହେଉଛି ଭଗବାନ୍
- ସବୁଠୁ କୋମଳ ଶେଯ
- ମାତୃଭକ୍ତ ପରଶୁରାମ
- ପ୍ରାପ୍ତ ଧନ
- ଯମୁନା ନଦୀର କାନ୍ଦ
- ବିବେକୀ ରାଜା
- ଯେସାକୁ ତେସା
- ଦୁଇ ପକ୍ଷ
- ଚଢେଇ ଓ ତାର ପର
- ମିଜାଜ୍
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- ବିଚିତ୍ର ବେଣୁ
- ନିଃସ୍ୱାର୍ଥପର ଲୋକ
- ବଚନର ମୂଲ୍ୟ
- ମଲାପୁଅ ବଂଚିଲା
- ରାକ୍ଷସ ଓ ଦୁଇ ବନ୍ଧୁ
- ବୃଷୋତ୍ସର୍ଗ
- ପାହାଡ ଚଢା
- ବାମନର ବିବାହ
- ଜାଦୂର ଥଳି
- ଦ୍ରୋଣଙ୍କର କାହାଣୀ
- ଦରିଦ୍ର ବର
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ବିଦ୍ୟାଳୟ ପରିଦର୍ଶକ ଚୌକିରେ ବସିଲେ ନାହିଁ
- ପାଗଳ ପ୍ରେମୀ
- ସଦାଶୟୀ କୈପାଙ୍ଗ
- ଧନର ସଦୁପଯୋଗ
- ପ୍ରମାଣ
- ଚନ୍ଦା ପହିଲିମାନ
- ବୈରାଗ୍ୟ
- ମହାଭାରତ
- ଚତୁରୀ ରମଣୀ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ସାବାସ୍ ବିଶାନ
- ପକ୍ଷୀପାଗଳ ବାଳକ
- ମହା ପଣ୍ଡିତ
- ପିଲାମାନେ ଓ ବେଙ୍ଗ
- ମା’ ସାନ୍ଧିଲିଙ୍କ କଥା
- ହଜାରେ ବାଲ୍ଟି ପାଣି
- ପେଟ ଓ ଶରୀର
- ମାଛ କଡେଇରେ ଶଗଡିଆର ଆଶା
- କୋଇଲିର ଉପଦେଶ
- ଗୁରୁଙ୍କୁ ଘୃଣା କରନାହିଁ
- ପାଞ୍ଚ ପ୍ରଶ୍ନ
- ଚିକିତ୍ସା ରହସ୍ୟ
- ବଳ ପରୀକ୍ଷା
- ଯେ ପାଂଛେ ପର ମନ୍ଦ
- ପ୍ରତିଶୋଧ
- ପ୍ରଜା ଚାହିଁ ରାଜା
- ମହତ୍ତ୍ୱ ପରୀକ୍ଷା
- ବୀର ହନୁମାନ
- ଅରିଷ୍ଟନେମି
- ମହାଭାରତ
- ଅନିଷ୍ଟ ଓ ଉପକାର
- ଶିବ ପୁରାଣ
- ସାହାଯ୍ୟ କଲେ ସାହାଯ୍ୟ ମିଳେ
- ରାଜଜ୍ୟୋତିଷ
- ଶ୍ରଦ୍ଧାପୂର୍ବକ ସେବା କର
- ଅଳଙ୍କାର!
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ହୃଦୟ ନିର୍ମଳ ବ୍ୟକ୍ତି ହିଁ ମହାନ୍
- କୀର୍ତିମତୀ କଥା
- ବେଙ୍ଗ ରାଜକୁମାର
- ଭାଗ୍ୟର ବିଡମ୍ବନା
- ଅପୂର୍ବଙ୍କ ପରାକ୍ରମ
- କିଏ ଭଲ କିଏ ଅସଲ ଭେଲ?
- ସୂର୍ଯ୍ୟଙ୍କଠାରୁ କବି ଶିଖିଲେ
- ତ୍ୟାଗର ଫଳ
- ଚିଡିଆ ଗୋଲାମ୍
- ପୁଷ୍ପବତୀ କଥା
- ପୁରସ୍କାର
- ରାଜସମ୍ମାନ
- ମନ୍ତ୍ରୀଙ୍କ ଯୁକ୍ତି
- ରୂପଧରଙ୍କ ଯାତ୍ରା
- ଚାଷୀର ପ୍ରାର୍ଥନା
- ଛଂଚାଣ ଓ ଘରଚଟିଆ
- ନ୍ୟାୟ
- ପତିବ୍ରତା
- ଭଗବାନ କାହାର
- ଚତୁର ଇଭାନ୍
- କୁକୁର ଶିଖେଇଲା ବୁଦ୍ଧି
- ଗୋପାଳର କୃଷ୍ଣ ପ୍ରାପ୍ତି
- ରୋଗୀକୁ ଭଲ ପାଅ ରୋଗକୁ ନୁହେଁ
- ବିବେକ ଓ ବଚନ
- ପରଶ ପଥର
- ପର ଭରଷାରେ କାମ ହୁଏ ନାହିଁ
- ଯାଦୁ ମହଲ
- ପରୀରାଇଜ
- ଗୋବିନ୍ଦଙ୍କ ଇଚ୍ଛା
- ମହାଶିଳ୍ପୀ
- ମହାଭାରତ
- ମୃତ୍ୟୁ ମହାରାଜ ଓ କେଉଟ ପୁଅ



