ବିଦ୍ୟାକୁ ଜ୍ଞାନ ଓ ଶକ୍ତି କୁହାଯାଏ । ଏହା ଅମୂଲ୍ୟ । ମଣିଷମାନଙ୍କ ପ୍ରତି ସୃଷ୍ଟିର ଏହା ହେଉଛି ଏକ ଶ୍ରେଷ୍ଠ ବରଦାନ । ପାଠ ପଢିଲେ ଆମେ ଅନେକ ଜାଣିନଥିବା କଥା ବି ଜାଣିପାରୁ । ଶିଖି ନଥିବା କଥା ମଧ୍ୟ ଶିଖିଥାଉ । ଯେତେ ଅଧିକ ପଢୁ, ଆମର ସେତେ ବେଶି ଜାଣିବାକୁ ଉତ୍ସାହ ବଢିଥାଏ । ଯେଉଁମାନେ ପାଠପଢି ନଥା’ନ୍ତି, ବିଦ୍ୟାର୍ଜ୍ଜନ କରନ୍ତି ନାହିଁ, ସେମାନେ ଅଜ୍ଞାନ । ଅନ୍ୟମାନେ ସେମାନଙ୍କୁ ମୂର୍ଖ ବୋଲି କହି ଥଟ୍ଟା, ଉପହାସ କରିଥା’ନ୍ତି । ଏତେବଡ ପୃଥିବୀ ବିଷୟରେ ତାଙ୍କୁ କିଛି ବି ଆଦୌ ଜଣାନଥାଏ । ଯେତେ ଯାହା ପଚାରିଲେ ସେମାନେ ଖାଲି ତଳକୁ ମୁହଁପୋତି ବସନ୍ତି । ସବୁବେଳେ ନିଜକୁ ଛୋଟ ମନେକରି ଜ୍ଞାନୀ ଲୋକମାନଙ୍କଠାରୁ ସେମାନେ ଦୂରରେ ରହିବା ପାଇଁ ଉଚିତ୍ ମନେକରନ୍ତି । ଜ୍ଞାନ, ବିଜ୍ଞାନ, ଆଚାର, ବିଚାର ଏପରିକି କୌଣସି କଥା ବି ସେମାନଙ୍କୁ ଆଦୌ ପ୍ରଭାବିତ କରେନାହିଁ । ଛୋଟ ଚିନ୍ତା, ଅମଙ୍ଗଳ ଭାବ ମାଧ୍ୟମରେ ଏତେ ବଡ ଜୀବନକୁ ଅକାରଣ କରି ଦିଅନ୍ତି ସେମାନେ । ପିଲାଦିନେ ଯେତେ କଟକଣା କରି ସ୍କୁଲକୁ ପଠାଇଲେ ମଧ୍ୟ ସେମାନଙ୍କର ଯିବାକୁ ମୋଟେ ଆଗ୍ରହ ନଥାଏ । ସବୁବେଳେ ସେମାନେ ଖାଲି ଖେଳିବା, ବୁଲିବାରେ ସମସ୍ତ ସମୟ ବିତାଇ ଦିଅନ୍ତି । ବାଟରେ ଗଲାବେଳେ ଗୋଡ ଖସାଇ ପଡିଯିବାର ଅଭିନୟ କରନ୍ତି । ସେହି ପିଲାମାନେ ହିଁ ବଡ ହେଲେ କେହି ସେମାନଙ୍କୁ ବାସୀ ପାଣିରେ ସୁଦ୍ଧା ପଚାରନ୍ତି ନାହିଁ । ସେତେବେଳେ ସେମାନଙ୍କ ମଧ୍ୟରେ ମୋହ, ଅଭିମାନ, ରାଗ, ରୁଷା ବସାବାନ୍ଧି ଯାଇଥାଏ ।
ବିଦ୍ୟା ଅଟଇ ମହାଧନ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ବଦାନ୍ୟ ଜମିଦାର
- କାନ୍ଦୁରୀ ରିଙ୍କି
- ଶିବ ପୁରାଣ
- ଧୂସର ଦୁର୍ଗ
- ରାଜଜ୍ୟୋତିଷ
- ବିଚିତ୍ର ପୁଷ୍ପ
- ତିନି ମିତ୍ର
- ତୀର୍ଥଯାତ୍ରୀ
- କବିର ପରୀକ୍ଷା
- ମହାଜନୀ କାରବାର
- ଋଷି ଓ ମୂଷା କନିଆଁ କଥା
- ସମୟର ମୂଲ୍ୟ
- କୋକିଶିଆଳି ଲାଞ୍ଜ ଧଳା
- ହିଂସାର ଫଳ ଖରାପ
- ଅଲୀନଚିତ ଜାତକ
- ସାଧୁ ଓ ଛଦ୍ମବେଶୀ
- ବିଦ୍ୟା ଅଟଇ ମହାଧନ
- ନିଜର ଖୁଣ ଦିଶେନା
- ଆଜ୍ଞାକାରୀ କୁକୁର
- ବିବ୍ରତ
- ବିଶ୍ୱସ୍ତ ଭୃତ୍ୟ
- ଗଧର ପାଠ ପଢା
- ମତ ପରିବର୍ତ୍ତନ
- ରୂପଧରଙ୍କ ଯାତ୍ରା
- ଶିବ ପୁରାଣ
- ବିଚିତ୍ର ପୁଷ୍ପ
- ବୀର ହନୁମାନ
- ବିଡାଏ କାଠ
- ଅମ୍ବା
- ହିତୋପଦେଶ
- କାଳିକାପ୍ରସାଦ ଗୋରାପ
- ଦିବସ ବା ରାତ୍ରି?
- ଜିତୁମିତୁ
- ସବୁଠୁ କୋମଳ ଶେଯ
- ଗଙ୍ଗାରାମଙ୍କ ଭୂଲ୍
- ପରାକ୍ରମୀ ସ୍ତ୍ରୀ
- କ୍ରୋଧୀ ସର୍ପ
- ମହାସାଗର ଜାତକ
- ଦସ୍ୟୁ ରାଜକୁମାର
- ପରୋପକାରୀ
- ଯଥାର୍ଥ ବର
- ସମସ୍ୟା ଓ ସମାଧାନ
- ଦଗା!
- ଅହିଂସା
- ଆନ୍ତର ସୌନ୍ଦର୍ଯ୍ୟ
- ବିଶ୍ୱାସ ଘାତକ
- ତିନି ତାନ୍ତ୍ରିକ
- ଅନିଷ୍ଟ ଓ ଉପକାର
- ଧାନ କ୍ଷେତ
- ଭୂମି କ’ଣ ସାଙ୍ଗରେ ଯିବ?
- ଗୋପାଳର କୃଷ୍ଣ ପ୍ରାପ୍ତି
- କୃପଣ ବଣିକ
- ବହ୍ନି ଦ୍ୱୀପ
- କୁଜାର ଅଦ୍ଭୁତ ଭେଳିକି
- ମିତବ୍ୟୟୀ
- ଆକାଶରେ କେତେ ତାରା?
- ଚନ୍ଦ୍ର ରାଜାଙ୍କର କାହାଣୀ
- କଞ୍ଜୁସ୍
- ପୃଥିବୀ ହେଉଛି ଏକ ପାନ୍ଥଶାଳା
- ଯେସାକୁ ତେସା ଜବାବ୍
- ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ
- ମୁଁ ମଧ୍ୟ ସମୁଦ୍ର ପିଇଯିବି
- ଆଖି ଥାଇ ଅନ୍ଧ
- ପିତାଙ୍କ ଆଦର୍ଶ!
- ବିଚିତ୍ର ପୁଷ୍ପ
- ସାହସୀ ଶ୍ରୀକାନ୍ତ
- କୃପଣ ଧନୀ କଥା
- ସ୍ତ୍ରୀ ପ୍ରେମୀ ଅରଫିଅସ
- ମୂର୍ଖତାର ଫଳ
- ଆଶା – ନିରାଶା
- ବସଣୀ ଚୋରି
- ଈଶ୍ୱରଙ୍କ ଇଚ୍ଛା
- ବିଚିତ୍ର ସ୍ୱପ୍ନ
- ପ୍ରତିଶୋଧ
- ରାଜା ଏବଂ ଝାଡୁଦାର କଥା
- କେହି କାହାର ପ୍ରଭୁ ନୁହଁନ୍ତି
- ବଡ କିଏ?
- ତିନି ସାଧୁ ଓ ଭଗବାନ
- ନ ହେବା କଥାକୁ ଚେଷ୍ଟା
- କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ
- କଡମାଛ ଓ ରାଜକୁମାରୀ
- ଲୋଭୀର ଧନ
- ମୂଷା ଛୁଆର ଜଙ୍ଗଲ ଯାତ୍ରା
- ମଇନା କୁମାରୀ ଓ ଛବି କୁମାରୀ କାହାଣୀ
- ଗୁରୁଜନଙ୍କ ଆଶୀର୍ବାଦ
- ଅସମ୍ଭବ କିଛି ନାହିଁ ଏ ଜଗତେ
- ସାହାସିକ କାର୍ଯ୍ୟ
- ବିନିନ୍ଦ୍ର ରଜନୀ
- ସାପ ମାନଙ୍କର କାହାଣୀ
- ବଲ୍ଲଭର ବ୍ୟାଧି
- ସିଂହର ଅସୁସ୍ଥତା
- ନୀଳବର୍ଣ୍ଣ ଶୃଗାଳ କଥା
- ଛଂଚାଣ ଓ ଘରଚଟିଆ
- ସତ୍ୟପାଳ ଓ ଦୁଇଶତ୍ରୁ
- ଭାଣ୍ଡର ଲଢେଇ
- ଘଂଟି ବନ୍ଧା ଓଟ କଥା
- କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ
- ଗୁପ୍ତ ଦଲିଲ୍
- ଭାଗ୍ୟଦେବୀ
- ତୁଷାର ଶୁଭ୍ରା ଓ ସପ୍ତବାମନ
- ଯୀଶୁ ଓ ତିନି ଗଛ କାହାଣୀ
- କଥା କହୁଥିବା ଗୁମ୍ଫା
- କୁ-ସଙ୍ଗରୁ ବୁଦ୍ଧି ନାଶ
- ବିଟ ପୁରୁଷର ପ୍ରେମ
- ଶେଷ ମୁହୂର୍ତ୍ତର ସାଥି
- ସତ୍କର୍ମର ପୁଣ୍ୟଫଳ
- ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ
- ଠକ ନଗରୀ
- ବିଗୁଲ୍
- ପ୍ରକୃତ ବନ୍ଧୁ
- ଶୁଭ ମୁହୂର୍ତ୍ତ
- ଚାରିଜଣ ପଣ୍ଡିତ ମୂର୍ଖଙ୍କ କଥା
- ଧୂସର ଦୁର୍ଗ
- ଧର୍ମାନ୍ଧ ବ୍ରାହ୍ମଣ
- ପକ୍ଷୀପାଗଳ ବାଳକ
- ପିଶାଚୀ
- ଏ ବାକ୍ସ କାହାର?
- ଚଷାର ଯୁକ୍ତି
- ବିଚିତ୍ର ଚିକିତ୍ସା
- ଭୀମସେନ ଜାତକ
- ବିକ୍ରମାଦିତ୍ୟଙ୍କ ବନଗମନ
- ଭବିଷ୍ୟତ ବାଣୀ
- ଅତିଲୋଭ
- ହାତୀର ଚିକିତ୍ସା
- ରାଜାଙ୍କ ଦାନ
- ଯୋଗ୍ୟତା ଓ ଯଶ
- ମଧୁର ଅନୁଭୁତି
- ଟଙ୍କା ଥଳୀଟି କାହାର?
- ମହାମନ୍ତ୍ରୀଙ୍କ କୁଡିଆ ଘର
- ରାଜକନ୍ୟା ଓ ବଣୁଆ ରାଜା
- ଚୋର ଭୂତ
- ଭୀରୁର ଭୂମିକା
- ଦୂର ପରବତ
- ଖୋସାମତିର ତୃଷା
- ଗୁଣ୍ଡୁଚି ପିଠିରେ ଗାର
- ଅମ୍ବରୀଷ
- ରାଜହଂସ
- ହାମେଲିନ୍ର ବିଚିତ୍ର ବଂଶୀବାଦକ
- କାର୍ଯ୍ୟକୁଶଳତା
- ଡାକୁ
- ଉପସ୍ଥିତ ବୁଦ୍ଧି
- ଶ୍ରେଷ୍ଠ ଭକ୍ତ ପ୍ରହଲାଦ
- ଶାଶୁ ବୋହୁ
- ବିବେକ ଧର୍ମ
- ମହାଭାରତ
- ସ୍ୱଭାବ
- ଗୁରୁ ମହାଶୟ ଗୋପାଳ
- ଦଧିବାହନ ଜାତକ
- ସର୍ବୋଚ୍ଚ ନ୍ୟାୟାଳୟ
- ଗୁଣବାନ୍ ଜାମାତା
- ମାତୃହନ୍ତା ପର୍ଶୁରାମ
- ଅବୋଲକରାର ଜନ୍ମ କଥା
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ଦାସତ୍ତ୍ଵର ଶୃଙ୍ଖଳ
- ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର
- ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା
- ବିଦ୍ୟାର ଅଧିକାର
- ଶଗଡିଆ ଓ ଶଗଡ ଗାଡି
- ପକ୍ଷୀ ଗଣତି
- ନୂଆ ମହାଭାରତ
- ପ୍ରତ୍ୟୁତ୍ପନ୍ନମତି
- ବିଚିତ୍ର ପୁଷ୍ପ
- ଦୁରାଶା
- ବିଜୟ ରହସ୍ୟ
- ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ
- ସ୍ୱପ୍ନରୁ ବାସ୍ତବ
- ମା’ ସାନ୍ଧିଲିଙ୍କ କଥା
- ବେଦବର ଜାତକ
- ତିନୋଟି ପରୀକ୍ଷା
- ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ
- ଅନ୍ଧବିଶ୍ୱାସ
- ସାହସ ପାଇଁ ଶାନ୍ତି ପୁରସ୍କାର
- ଜନତାଙ୍କର ନିଷ୍ପତି
- ପିତୃଭକ୍ତି
- ଏକତାର କରାମତି
- ଶିଆଳ ରାଜା କଥା
- ସୁବର୍ଣ୍ଣହଂସ ଜାତକ
- ସ୍ୱପ୍ନ ସୌଦାଗର
- ଚୋର ବୁଦ୍ଧି ଶିଖିଲା
- ବିଲେଇ ବେକରେ ଘଂଟି ବାନ୍ଧିବ କିଏ?
- ରାକ୍ଷସ ନୀତି
- ପୁଷ୍ପାକୁମାରୀ କାହାଣୀ
- ଦୁଇ ଦ୍ୱୀପ
- ସହନଶୀଳତା
- ବୀଣାର ବିବାହ
- ଲୋଭୀ ବୈଦ୍ୟ
- ଚନ୍ଦ୍ର ଜ୍ୟୋତି କଥା
- ଯାଦୁ ମହଲ
- ସ୍ୱର୍ଗରେ ରାଜା ନିଯୁକ୍ତି
- ଅତିଲୋଭର ପରିଣାମ
- ବୀରକ ଜାତକ
- ଘୋଡା ଭଡା
- ମନ୍ତ୍ରର ପ୍ରଭାବ
- ଗୋପାଳର କାର୍ତିକ ପୂଜା
- ସୁଧଖୋର ରତନଲାଲ୍
- ସୁନାପାଇଁ ବନ୍ଦିଶାଳା
- ଶୁଭେଚ୍ଛା
- ସୁନାର ଆବିଷ୍କାର
- ନିର୍ଦ୍ଦୟରୁ ସଦୟ
- କୁରାଢ଼ୀ ଓ ଜଳ ଦେବତା



