ରାବଣର ଦରବାରରେ ଥିବା ରାକ୍ଷସମାନେ ନିଜ ନିଜର ବାହାଦୁରୀ କହିସାରିବା ପରେ ବିଭୀଷଣ ନିଜ ଆସନରୁ ଉଠି ରାବଣକୁ ପ୍ରଣାମ କରି କହିଲେ, “ଶାସ୍ତ୍ର ବଚନ ହେଲା ସାମ, ଦାନ, ଓ ଭେଦ ଦ୍ୱାରା କାମ ନ ହେଲେ ଦଣ୍ଡ ଦିଆଯାଇଥାଏ । ଏଠାରେ ଆପଣଙ୍କ ଶତ୍ରୁ ହେଲେ ରାମ । ଏଠାରେ ଦଣ୍ଡ ବି କୌଣସି କାମ ହେବନାହିଁ; କାରଣ ତାଙ୍କ ଶକ୍ତି ଅପାର । ତାଙ୍କର ଶକ୍ତିକୁ ଅନୁମାନ କରିବାହିଁ ନିତାନ୍ତ କଷ୍ଟକର । କେବଳ ହନୁମାନର ଶକ୍ତିକୁ ଦେଖନ୍ତୁ । ଏତେ ବଡ ସମୁଦ୍ର ଲଂଘନ କରି ସେ ଆସି ଏଠାରେ କେତେ ଉତ୍ପାତ କରି ଚାଲିଗଲା ହେଲେ ଆମେ ତା’ର କିଛି କରିପାରିଲେ? ଋାମ ଯେତେବେଳେ ଖରଦୁଷଣଙ୍କୁ ମାରିଲେ ଆପଣ ପ୍ରତିଶୋଧ ଯୁଦ୍ଧରେ ନ ନେଇ ଛଳନା କରି ସୀତାଙ୍କୁ ଉଠାଇ ଆଣିଲେ । ରାମ ତ ଆଉ ନିଜ ପକ୍ଷରୁ ବିନା କାରଣରେ ସେମାନଙ୍କୁ ମାରି ନଥିଲେ । ସେମାନେ ଆକ୍ରମଣ କରିବାରୁ ସେ ବାଧ୍ୟ ହୋଇ ଅସ୍ତ୍ରଚାଳନା କଲେ ନିଜ ଆତ୍ମରକ୍ଷା ପାଇଁ । ସେଥିଯୋଗୁଁ ତାଙ୍କୁ ଦୋଷୀ ବୋଲି ଭାବିବା ଆମର ଅନୁଚିତ୍ ଓ ପାପ । କିନ୍ତୁ ଆପଣ ସୀତାଙ୍କୁ ଆଣିବା ଦ୍ୱାରା ବିପଦର ସୂତ୍ରପାତ କଲେ । ଏବେ ଆମର ଉଚିତ୍ କାର୍ଯ୍ୟ ହେଉଛି ସସମ୍ମାନେ ସୀତାଙ୍କୁ ରାମଙ୍କ ପାଖରେ ପହଁଚାଇ ଦେବା । ରାମଙ୍କ ପରାକ୍ରମର କୌଣସି ସୀମା ନାହିଁ । ସେପରି ବ୍ୟକ୍ତି ସହିତ ଶତ୍ରୁତା କରିବା ବୁଦ୍ଧିହୀନର କାର୍ଯ୍ୟ ହେବ । କ୍ରୋଧ, ସର୍ବଦା ସୁଖ ଓ ଧର୍ମ ନାଶ କରିଥାଏ । ତଦ୍ୱାରା ସବୁକିଛି ନଷ୍ଟ ହୁଏ । ତେଣୁ ସୁଖଶାନ୍ତିରେ ଜୀବନ ବିତାଉଥିବା ବିଚାରା ପ୍ରଜାମାନଙ୍କ ଉପରେ ଅକାରଣ ବିପଦ କାହିଁକି ଆଣିବା?” ବିଭୀଷଣଙ୍କ କଥା ଲଙ୍କାର ରାଜା ରାବଣର ମନ ମୁତାବକ ହେଲା ନାହିଁ । ତେଣୁ ସେ ଅଧିକ ରାଗି ଯାଇ କହିଲା, “ତୁ ମୋତେ ଭୟଭୀତ କରିବାକୁ ଚାହୁଁଛୁ? ମନେରଖ ରାବଣକୁ ଭୟ ଦେଖାଇବା ପରି ବ୍ୟକ୍ତି ଏବେ ସୁଦ୍ଧା ମଧ୍ୟ ଏ ବକ୍ଷରେ ଜନ୍ମ ନେଇନାହିଁ ।”
ବୀର ହନୁମାନ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ହୁଣ୍ଡା ରାୟଙ୍କ ରାୟ
- ଦୋଷ କାହାର
- ଏମିତି ଭାଇ ଜଗତେ ନାହିଁ
- ସଫଳତା ପାଇଁ ଉଦ୍ୟମ ଲୋଡା
- ବୀରକ ଜାତକ
- ତରବର
- ହିଂସାର ଫଳ ଖରାପ
- ଗୋପାଳ ଓ ବାଈଜୀ
- କୌଶଲ୍ୟା କଥା
- କାକୁଡି କାବ୍ୟ
- ଧୂସର ଦୁର୍ଗ
- ମହାଭାରତ
- ରାସ୍ତାର ବାଙ୍କ
- ତିନି ତ୍ୟାଗୀ
- ଗୋପୀର ସହର ଯାତ୍ରା
- ମହାଭାରତ
- ଦୂର ଦୃଷ୍ଟି ର ଫଳ
- ଛିଟିକିଣି
- ବିକ୍ରମାଦିତ୍ୟଙ୍କ ବିବାହ
- ଶ୍ରେଷ୍ଠ ବୈଦ୍ୟ
- ମୂଷା ଛୁଆର ଜଙ୍ଗଲ ଯାତ୍ରା
- ଉତ୍ତମ ଗାଈ
- ଧର୍ମବତୀ କଥା
- ଉପଯୁକ୍ତ ବରପାତ୍ର
- ଦୁରାଶା
- ମହାଭାରତ
- ବିଚିତ୍ର ଚୋରୀ
- ଶାଶୁ ବୋହୁ
- ରାଷ୍ଟ୍ରପତିଙ୍କ ମହାନତା
- କୃପାଧନ୍ୟ ଭୂଷଣ୍ଡକାକ
- ଶଙ୍କରର ବୈରାଗ୍ୟ
- ଖୋସାମତିଆ
- ଉତ୍ତରାଧିକାରୀର ଅଧିକାର
- ଅଭିନବ ପରୀକ୍ଷା
- ହସ ଏବଂ ଲୁହ
- ଏକ କ୍ରୀତଦାସର କାହାଣୀ
- ଦୁଇ ମୂର୍ଖ ବ୍ୟବସାୟୀ
- କର୍ମ ଘେନି ଫଳ
- ଭାଲୁର ବୋକାମି
- କଥା କୌଶଳ
- ସୁଖଦୁଃଖର ସାଥୀ
- ମନ୍ତ୍ର ରାକ୍ଷସ କଥା
- ବିକି ଜାଣିଥିଲେ –
- ସାବାସ୍ ମହାରାଜ!
- ମା’ ସାନ୍ଧିଲିଙ୍କ କଥା
- ସଂସାରର ସାଗର
- ମଣିଷ ପଣିଆ
- ଦସ୍ୟୁ ରାଜକୁମାର
- ଅବୁଝା ରାଜା
- ବୁଦ୍ଧି ପରୀକ୍ଷା
- ବିଚିତ୍ର ଚିତ୍ରକଳା
- ହରିଣର କୁଣିଆ
- ରତ୍ନ ମଞ୍ଜରୀ କଥା
- ଅବୋଲକରାର ଜନ୍ମ କଥା
- ଯାଦୁକାରୀ ଘଂଟି
- ଧନ୍ୟ ଶିବାଜୀ ଧନ୍ୟ
- ମାତୃଭକ୍ତ ପରଶୁରାମ
- ବୁଦ୍ଧିମତୀ ମଲ୍ଲିକା
- ସଂଚୟର ମହତ୍ୱ
- ସମାଲୋଚନା ସଫଳତା ଆଣିଦିଏ
- ଯୋଗ୍ୟତା ଓ ଯଶ
- ଉତ୍ତରାଧିକାର
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ଗଧ ମନେ ମନେ ଠାକୁର
- ଅଦ୍ଭୁତ ହିସାବ
- ନିରକ୍ଷର ସେନାପତି
- ଦୁଇ ଦୃଷ୍ଟି
- ଅମାନିଆ ଛୁଆ
- ଧର୍ମ ସହିବ ନାହଁ
- ଏକ ଭଗବାନ
- ଅନୁତାପର ନିଆଁ
- ଖଟ୍ୱାଙ୍ଗ ପୁରାଣ
- ସାପ ମାନଙ୍କର କାହାଣୀ
- କବର ଭିତର ସୁନା ଛାଆଣି
- ବୁଦ୍ଧିହିଁ ବଳ
- କାଠୁରିଆ ପୁଅ ଓ ଦୁଇ ଭୂତୁଣୀ
- ବକ ଜାତକ
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ଚଢେଇ ଓ ତାର ପର
- ରାଜକୁମାରୀ ସୌଦାମିନୀ
- ବେଲ୍ଲୋରୋଫନ୍ଙ୍କ ବୀରତ୍ୱ
- ବିଚରା ପଣ୍ଡିତ
- ଅମର ମଣିଷ
- ବିଧବା ସ୍ତ୍ରୀଟିର ବିଚାର
- ଦୁଃଖର ଅଶ୍ରୁ
- ସାହସ ପାଇଁ ଶାନ୍ତି ପୁରସ୍କାର
- ଆତ୍ମସମ୍ମାନ
- କୃଷ୍ଣାବତାର
- ପୁନର୍ମୂଷିକୋଭବ
- ଅହଂକାରର ପରିଣତି
- ଯକ୍ଷର ଅଟ୍ଟହାସ୍ୟ
- ଅଭିନବ ରାଜମୁକୁଟ
- କଥା କହୁଥିବା ଗୁମ୍ଫା
- ମେଷପାଳକର ବୁଦ୍ଧି
- ଗୋପୀର ଅନୁମାନ
- ପରିପୂର୍ଣ୍ଣ ମାନବିକତା
- ବଲ୍ଲଭର ବ୍ୟାଧି
- ବୀର ହନୁମାନ
- ମହା ଠକ
- ଶତ୍ରୁକୁ ସାହାଯ୍ୟ
- ମହାକପି ଜାତକ
- ଦଣ୍ଡବିଧି
- ଦୁଇଜଣଙ୍କ କଳିରେ ତୃତୀୟର ଲାଭ
- ବୃଦ୍ଧ ହୋଇ ମରିବା
- ପଦ୍ମାବତୀ କଥା
- ଚମ୍ପେଇ ନେଉଳ କାମୁଡେ ନାହିଁ
- ସାନପିଲାଟିର ବୁଦ୍ଧି ସରସ
- ଗୋପାଳ ଭାଣ୍ଡ
- ଅନ୍ଧପିଲାର କରାମତି
- ସୁରେଖାର ଠାକୁର
- ସୁନାପାଇଁ ବନ୍ଦିଶାଳା
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- ଚନ୍ଦ୍ରହାର
- କନ୍ୟା ମନୋନୟନ
- ମାଳତୀକୁ ଈଶ୍ୱର ଦେଖାଦେଲେ
- ମୁଖା ଦ୍ୱାରା ମୁଖକୁ ଆବୃତ କରିବା
- କାର୍ଯ୍ୟକୁଶଳତା
- ସ୍ୱାର୍ଥ
- ବାଘ ଏବଂ ସୁବର୍ଣ୍ଣ କଙ୍କଣ
- ପାପ ଓ ପୁଣ୍ୟ
- ଠିକଣା
- କୁତ୍ସା
- ସୁନୟନା କଥା
- ଅଭୁଲା ସ୍ମୃତି
- ସର୍ବୋତ୍ତମ ଔଷଧ
- ବହ୍ନି ଦ୍ୱୀପ
- ଏହାପରେ କ’ଣ ହେଲା?
- ଯଦୁମଣି ରହସ୍ୟ
- ରାଜାଙ୍କ ପରୀକ୍ଷା
- ବାମନର ବିବାହ
- ତିନୋଟି ପ୍ରଶ୍ନ
- ଅଦ୍ଭୁତ କବଚ
- କଲ୍ୟାଣୀର ପରିଣୟ
- ତାମ୍ସା
- ଚତୁରୀ ରମଣୀ
- କୁଶଳଙ୍କ କୌଶଳ
- ବନ୍ଧୁମିଳନ
- କୁବେରଙ୍କ ଗର୍ବ ଭାଙ୍ଗିଲା
- ଦୁଇ ଡାକୁ
- ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା
- ପଣ୍ଡିତଙ୍କ ଆଶୀର୍ବାଦ
- ସବୁଠୁ ବଡ ମୁଁ
- ଜ୍ଞାନ ହିଁ ଧନ
- ପରୋପକାରୀ
- ଗଧ ଓ କୁକୁର
- ମୂଷା ମାନଙ୍କର ଉତ୍ପାତ
- ପୁଣ୍ୟବାନ୍
- ଦେବୀଭକ୍ତ
- ବୁଦ୍ଧି ଦାତା ଗୋପାଳ
- ବୋକା ନା ବିବେକୀ?
- ସମୁଚିତ ଶାସ୍ତି
- ଗର୍ବ କଲେ ଖର୍ବ ହୁଏ
- ଲାମା ଓ ଦସ୍ୟୁ
- ଅସମ୍ଭବ କିଛି ନାହିଁ ଏ ଜଗତେ
- ଜୀବେ ଦୟା
- ଚଷାର ଯୁକ୍ତି
- ଅଭିନବ ବିବାହ
- ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ
- ରାଜଦୂତର ଧର୍ମ
- ଶ୍ରେଷ୍ଠ ଭକ୍ତ ପ୍ରହଲାଦ
- ରଜାପୁଅ ଓ ମାଙ୍କଡ ରାଣୀ
- ଗରିବ ଚାଷୀ ଓ ଗଣ୍ଡଭୈରବ ଚଢେଇ
- ମନୋନୟନ
- କପଟୀର ଅନ୍ତ ଖରାପରେ ଶେଷ ହୁଏ
- ବନପରୀ
- ସାଧୁ ବାବା
- ଭାଗ୍ୟବିଧାତା
- ଗଧର ବୁଦ୍ଧି
- ପରମେଶ୍ୱରଙ୍କ କରୁଣା
- ଆକାଶରେ କେତେ ତାରା?
- ନିରକ୍ଷର
- ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ
- ଗୋବିନ୍ଦଙ୍କ ଇଚ୍ଛା
- ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର
- ପିଶାଚର ଦୁରାଶା
- ଅବ୍ଦୁଲ୍ଲାର ଚାଲାକି
- ମା ଛେଉଣ୍ଡ ଝିଅ
- କନକ ଉପତ୍ୟକାର କାହାଣୀ
- ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି
- ରାଜା ଏବଂ ଝାଡୁଦାର କଥା
- ଆଗନ୍ତୁକା
- ଚତୁର ଇଭାନ୍
- କମଳିନୀର ମୃତ୍ୟୁ
- କୁମ୍ଭୀର, ମାଙ୍କଡ କଥା
- ସାହସୀ
- ସତ କେବେ ଲୁଚି ରହେନା
- ବିଗୁଲ୍
- ସବୁ କଥାରେ ଦୁଇଟି ପଟ
- ଶିବଭକ୍ତ ଯୁବକ
- ଅସଲ ନେତାଟି କିଏ
- କୁକୁର ଜାତକ
- ବଦଭ୍ୟାସ
- ସାହସ ଓ ଧୈର୍ଯ୍ୟ ବଳରେ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ
- ମହାପୁରୁଷଙ୍କ ଜୀବନରୁ ପ୍ରେରଣା
- ବ୍ୟାକୁଳ ଭରତ
- ପ୍ରମାଣ
- ରେବତୀ
- ରାଣୀ ପସନ୍ଦ
- ଦାସତ୍ତ୍ଵର ଶୃଙ୍ଖଳ
- ଶିବଲୀଳା



