ସନ୍ଧ୍ୟାହେବା ପୂର୍ବରୁ କମଳିନୀ ଦାସୀମାନେ ତା’ ନିକଟରେ ଥିଲେ । ପ୍ରହରେ ରାତ୍ରି ହୁଅନ୍ତେ କମଳିନୀ ସେମାନଙ୍କୁ ତା’ ନିକଟରୁ ବିଦା କରିଦେଲା । ଖାଦ୍ୟପେୟ ଓ ତାମ୍ବୁଳାଦି ଯତନରେ ସଜାଡି ରଖିଦେଲା । ଅତି ଯତ୍ନରେ ପୁଷ୍ପମାଳା ଗୁନ୍ଥି ତାମ୍ବୁଳ ରଖିଦେଇ ତାଙ୍କ ଅପେକ୍ଷାରେ ବସି ରହିଲା । ଗନ୍ଧର୍ବ ଚିତ୍ରରଥ ପ୍ରବେଶି ଦେଖେ କମଳିନୀର ଚନ୍ଦ୍ର ବଦନ ଶୁଖି ଯାଇଛି । ଗନ୍ଧର୍ବ ପ୍ରଶ୍ନକଲା, କହ ସଖୀ ତୁ ଆଜି ଏତେ ବିରସ ଦେଖାଯାଉଛୁ କାହିଁକି? କମଳିନୀ କହିଲା ଯାହା ପୁଚ୍ଛାକଲ ଶୁଣ । ଯେଉଁ ରାଜାଙ୍କ ସଙ୍ଗରେ ମୋର ବିବାହ ହୋଇଛି ସେ ଆମ୍ଭର ଗୁପ୍ତପ୍ରୀତି କଥା ଜାଣି ପାରିଲେଣି । ସେ ଜଣେ ମନୁଷ୍ୟ ନୁହଁନ୍ତି ଦେବତା । ମୋ ପୁରକୁ କେହି ଆସନ୍ତି ନାହିଁ, ମାତ୍ର ପ୍ରଭାତ ହେଲେ ସେ ଏକଥା ଜାଣୁଛନ୍ତି କିପରି? ଯେତେ ଘଟଣା ଘଟିଛି ସେ ସମସ୍ତ କଥା ସେ ରାଜା ମୋର ପରିଚାରୀଙ୍କୁ କହିଲେ । ତୁମ୍ଭ ମୋ ପୀରତି କଥା ମୋ ପରିଚାରୀମାନେ ମଧ୍ୟ ଜାଣନ୍ତି ନାହିଁ । ଗନ୍ଧର୍ବ କହିଲା ନିତି ମୁଁ ଗୀତ ଗାୟନ କରିବାକୁ ଦେବ ସଭାକୁ ଯାଉଛି । କାଲି ଆସିଲେ ସମସ୍ତ କଥା ତୋତେ କହିବି । ସେ ସମସ୍ତ କଥା ପାଶୋରି ହସି ହସି ଆସି ମୋ କୋଳରେ ବସ । ନନ୍ଦନ କାନନର ରାଜକୁନ୍ଦ କୋଳି ମୁଁ ତୁମପାଇଁ ଆଣିଛି । ସେ କୋଳି ଖାଇଲେ ମନ ପ୍ରଫୁଲ୍ଲିତ ହେବ । ଦୁହେଁ ଦୁହିଁଙ୍କୁ ପରସ୍ପର ଆଲିଙ୍ଗନ କଲେ । ତା’ ପରେ ଆରମ୍ଭ ହେଲା କାମ କେଳି । ତାଳ ବେତାଳ ଏ ସମସ୍ତ ଦେଖି ନିଶି ପାହିବା ପୂର୍ବରୁ ରାଜାଙ୍କ ପାଖରେ ପ୍ରବେଶି ସମସ୍ତ କଥା କହିଲେ । ତାଳ ବେତାଳଙ୍କୁ ବିକ୍ରମାଦିତ୍ୟ କହିଲେ ତୁମ୍ଭେ ଦୁହେଁ ଯାଇ ରାଜକୁନ୍ଦ କୋଳି ଆଣ । ମୁଁ ଆଜି ସେ ଗନ୍ଧର୍ବର ଗର୍ବ ଚୂର୍ଣ୍ଣ କରିଦେବି । ତାଳ, ବେତାଳ ଦୁହେଁ ସ୍ୱର୍ଗର ନନ୍ଦନ କାନନକୁ ଯାଇ ଅଗଣନ କୋଳି ଆଣିଲେ । ଗଣନା କରି ରାଜାଙ୍କୁ ବତ୍ରିଶ କାହାଣ ଦେଲେ । ରାଜା ବିକ୍ରମାଦିତ୍ୟ ନିଦରେ ଶୟନ କଲେ ।
ବେତାଳ ସମ୍ମୁଖେ କମଳିନୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ମହାଭାରତ
- ଦୁଃଶ୍ଚରିତ୍ରା ନାରୀ
- ଚୂଡିର ସଂଖ୍ୟା
- ମାଡ
- ଗୁଡର କରାମତି
- କପଟୀର ଅନ୍ତ ଖରାପରେ ଶେଷ ହୁଏ
- ସିଂହର ଅସୁସ୍ଥତା
- ସୁଲତାନାଙ୍କ ଚାତୁରୀ
- ସୁନ୍ଦରୀପରୀ ଗୁଣ୍ଡୁଚି ମୂଷି
- ଶୃଗାଳ ଚତୁରକ କଥା
- ସାପ ଓ ନେଉଳ
- ଯାଦୁ ମହଲ
- ପଦବୀର ବଳ
- ଚୋର ବୁଦ୍ଧି ଶିଖିଲା
- ଅଣ୍ଡଭୂତ ଜାତକ
- ଅବୋଲକରାର ଜନ୍ମ କଥା
- ଅଧିକ ଦଣ୍ଡ
- ସ୍ୱପ୍ନ ଦୁଃସ୍ୱପ୍ନ
- ମାମୁଁ ଘର ଓଳି ପୁଅ ହୋଇଛି
- ବାଲେଶ୍ୱରୀ ପଙ୍ଗାଲୁଣ
- ମହାସାଗର ଜାତକ
- ଯୋଗୀ ଗୁଣିଆ କଥା
- ବିଦ୍ୟାର ଅଧିକାର
- ବିଟ ପୁରୁଷର ପ୍ରେମ
- ବୁଦ୍ଧି ପରୀକ୍ଷା
- ଗୋପାଳ ଘରେ ଅଦ୍ଭୁତ ଚୋରୀ
- ସହନଶୀଳତା
- ନାରୀ ମାୟା ଦେବେ ଅଗୋଚର
- ଗୋପନୀୟ କାରଣ
- ସେ ଦିନର ମୁଖ୍ୟ ନାୟକ
- କ୍ରୋଧୀ ସର୍ପ
- ହାଡବାଇ କଥା
- ଯଶ ଲିପ୍ସା
- ସୁନ୍ଦରୀ ପରୀରାଣୀ
- ଉପସ୍ଥିତ ବୁଦ୍ଧି ବିପଦରୁ ରକ୍ଷା କରେ
- ଆପଣଙ୍କ ପାଇଁ ଯାହା ହୀରା, ଆମପାଇଁ ତାହା ପଥର
- ଯଥା ରାଜା ତଥା ପ୍ରଜା
- କର୍ମ ହିଁ ଜୀବନର ମାନଦଣ୍ଡ
- ଯାହା ହୁଏ ତାହା ମଙ୍ଗଳ ପାଇଁ
- ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ
- ବଗଲା-ବଗୁଲୀଞ୍ଚ
- ସେତ ଆମରି ମାଆ
- ମହାଭାରତ
- ବୀର ହନୁମାନ
- ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ
- ଧୂସର ଦୁର୍ଗ
- ପେଟେଂଟ ମେଡିସିନ୍
- ନନ୍ଦିତା କୁମାରୀ କାହାଣୀ
- ଚନ୍ଦ୍ରକଳା କଥା
- ଦୂର ଦୃଷ୍ଟି ର ଫଳ
- ମନ୍ତ୍ରଶକ୍ତି
- ଯେପରି କର୍ମ ସେପରି ଫଳ
- ତିନୋଟି ମାଛର କାହାଣୀ
- ଧର୍ମବତୀ କଥା
- ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା
- ବଡ ବୋକା
- ସମସ୍ୟା ଓ ସମାଧାନ
- ପକ୍ଷୀ ଗଣତି
- ଅଦ୍ଭୁତ ଦର୍ପଣ
- ଗୋଟିଏ ହାତରେ ତାଳି ବାଜେନା
- ଯଥାର୍ଥ ସନ୍ତୋଷ
- ବୀର ହନୁମାନ
- କରୁଣାର ପ୍ରମାଣ
- କପୋତ ଜାତକ
- କଇଁଚର ଉଡିବାକୁ ଇଚ୍ଛା
- କାଉର ମୟୂର ଚାଲି
- ସ୍ନେହ କରୁଣାର ପ୍ରଭାବ
- ଅନ୍ଧ ରାଇଜ
- ମହାଭାରତ
- ଅକ୍ଷୟପାତ୍ର
- ଅପୂର୍ବଙ୍କ ପରାକ୍ରମ
- ବିଦ୍ୟା ଅଟଇ ମହାଧନ
- କନକ ଉପତ୍ୟକାର କାହାଣୀ
- ଭକ୍ତ ପାଖରେ ଭଗବାନ ହାରିଲେ
- ସୁଧଖୋର୍ ଓ ପିଶାଚ
- ସାହସ ପାଇଁ ଶାନ୍ତି ପୁରସ୍କାର
- ଗୁଣମଣି
- ମହାଶିଳ୍ପୀ
- ପଶୁଧର୍ମ
- ଚାରି ସଙ୍ଗାତ କଥା
- ସୁନୟନା କଥା
- ଉଦ୍ଧତ ଛାଗ
- ଜ୍ଞାନ ହିଁ ଧନ
- କୃଷ୍ଣାବତାର
- କୃଷ୍ଣ ଚନ୍ଦ୍ର ମହାରାଜା ଭାଣ୍ଡ ମହିଳା
- ସାହୁକାରର ଶିକ୍ଷା
- ହଜାରେ ବାଲ୍ଟି ପାଣି
- ତ୍ୟାଗ ଓ ଭୋଗ
- ସୁଦକ୍ଷ ବ୍ୟବସାୟୀ
- ଚାରୁ କୁମାରୀ କାହାଣୀ ।
- ସ୍ତ୍ରୀ ପ୍ରେମୀ ଅରଫିଅସ
- ଜିତୁ-ମିତୁ
- କନ୍ୟା ମନୋନୟନ
- ପ୍ରକୃତ ବନ୍ଧୁ
- ବିବେକ ଓ ବଚନ
- କଳା ଫରୁଆ
- କୀର୍ତିମତୀ କଥା
- ଗୁରୁଭକ୍ତି
- ପ୍ରତ୍ୟକ୍ଷ ଶିକ୍ଷା
- ଖାଲ ଖୋଳିବା ଲୋକଙ୍କ କୁଅଁ
- ମାୟାବି ଘୋଡା
- ଯୌନାଙ୍ଗ ପୂଜା ଏବଂ ବୁଦ୍ଧ
- ମହାନୁଭବତା ମଣିଷକୁ ମହାନ୍ କରିଦିଏ
- ରାଜପଦର ମହତ୍ୱ
- କୁଆ ଗଣତି
- ଏକତାର ମନ୍ତ୍ର
- ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି
- ଲୀଳାବତୀ ସୂତ୍ର ରଚନା କଥା
- ପ୍ରଥମେ ନିଜକୁ ପରିବର୍ତ୍ତନ କଲେ ଭଲ ମଣିଷ ହେବ
- ଦର୍ପଣବାଲା ରୂପମ୍
- ଗୋପାଳର କାର୍ତିକ ପୂଜା
- ସମ୍ରାଟ ଅଶୋକ
- ପୁନର୍ମୂଷିକୋଭବ
- ବିଚରା ପଣ୍ଡିତ
- ଭୁଲ୍ ବୁଝିଲା ବିନୟ
- ଧନର ମୂଲ୍ୟ
- ମେଷପାଳକର ବୁଦ୍ଧି
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ଜଡ ଭରତ
- ଯମଙ୍କ ମହିଷ
- ବନଲତା କୁମାରୀ ଚରିତ
- ମହାଭାରତ
- ଚନ୍ଦ୍ର ରାଜାଙ୍କର କାହାଣୀ
- ଭୂବନ ସୁନ୍ଦରୀ
- ରାଜାଙ୍କ ପରୀକ୍ଷା
- ଇଚ୍ଛା ପୁର୍ତି
- ଯେ ପାଂଚେ ପରମନ୍ଦ
- କିନ୍ତୁ!
- କୂପର ବିବାହ
- ଅକୃତଜ୍ଞକୁ ଶାସ୍ତି
- ଛୁଆ କୁକୁଡା
- ବୀର ହନୁମାନ
- ଉପଯୁକ୍ତ ବରପାତ୍ର
- ରାମପୁରର ରାମ
- ଫିଜିନିବାସୀ ଭାରତୀୟମାନେ ବିପଦଗ୍ରସ୍ତ
- ଅମ୍ବରୀଷ
- ଗୋପାଳର ମୁହଁ ଆଉ ଚାହିଁବି ନାହିଁ
- ତୀର୍ଥଯାତ୍ରୀ
- ସ୍ତ୍ରୀର ଚାକର
- ବାବୁ କହିଥିଲେ
- ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ
- ମାତୃ – ଋଣ
- ସ୍ୱାଧୀନ ଜୀବନ ସବୁଠୁ ଭଲ
- ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର
- ଧର୍ମନନ୍ଦନଙ୍କ କାହାଣୀ
- ପୂଣ୍ୟକର୍ମର ମୂଲ୍ୟ
- ବୃକ୍ଷ ମହାତ୍ମା
- ଅତି ଚତୁର
- ବଲ୍ଲଭ ଓ ବନଦେବୀ
- କର୍ମ ଘେନି ଫଳ
- ଦୋମୁହାଁ ବିଚାର
- ବୁଦ୍ଧିମତୀ ମଲ୍ଲିକା
- କୋକିଶିଆଳି ଲାଞ୍ଜ ଧଳା
- ବିବେକ ଧର୍ମ
- ବ୍ୟବସାୟର ଦେବତା
- ଅସଲ କଥା
- ତିନି ତୁଣ୍ଡରେ ଛେଳି କୁକୁର ହେବା କଥା
- ଅଦୃଶ୍ୟ ପରିଚାରିକା
- କୁତ୍ସା
- କାହାର ଦୋଷ?
- ରାମନାଥଙ୍କ ବୁଦ୍ଧି
- ବୁଧିଆ ଶିଆଳ
- ସ୍ୱର୍ଗୀୟ ଦାନ
- ବିଷ୍ଣୁ ପୁରାଣ
- ଦଗା!
- ଅସଲ କବିରାଜ
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- ମହାରାଜାଙ୍କ କଳା
- ରାଣୀ ରୂପମତୀ କଥା
- ଆରୋଗ୍ୟ – ରହସ୍ୟ
- ମହାଭାରତ
- ସାହାସୀ ହେନେରୀ
- ଚଷାର ଯୁକ୍ତି
- ମନ୍ଦିର ଅମରନାଥ
- ଅଜବ ଚତୁରୀ ସ୍ତ୍ରୀ କଥା
- ଭୂତ କୋଠି
- ଅଫିମିଆର ସାକ୍ଷ୍ୟଦାନ
- ପ୍ରକୃତ ବନ୍ଧୁ
- ସାଧୁଙ୍କ ଯାଦୁ
- କନ୍ୟା ନର୍ମଦା
- ଅଧିକାର
- ନିଜେ ଚେଷ୍ଟାକର
- ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ
- ହାତୀର ଚିକିତ୍ସା
- ବିଚାରବାନ ଚୋର
- ବୁଦ୍ଧିର ବଳ
- ସ୍ୱାର୍ଥତ୍ୟାଗୀ ସେଇ ଝିଅଟି
- ମାଛି ସନ୍ଦେଶ ଖାଉଛି
- ଜଳ ପରୀର କାହାଣୀ
- ଆତ୍ମବଳି
- ଘୋଡା ବୁଦ୍ଧିରେ ବଳିଗଲା
- ମାଙ୍କଡ ଏବଂ ଘଂଟି
- କାହା ପ୍ରତି କଟୁମନ୍ତବ୍ୟ ପ୍ରୟୋଗ ଜମା ଭଲନୁହେଁ
- ଗୁପ୍ତଧନ
- ରାଜମୁକୁଟ
- କାହା ମନରେ କ’ଣ ଅଛି
- ଦସ୍ୟୁରାଜକୁମାର
- ଦୁରାଶା
- ସବୁଠାରୁ ବଡ ମୂର୍ଖ
- କାନ୍ଦୁରୀ ରିଙ୍କି



