ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ଭୂଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ “ମହାଭାରତ” ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ । ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ । ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଧର୍ମ ଅର୍ଥାତ୍ ସତ୍ ଗୁଣ; ଯେପରି ନିଆଁର ଧର୍ମ ଉତ୍ତାପ ଦେବା, ବରଫର ଧର୍ମ ଥଣ୍ଡା ଦେବା, ଅମ୍ଳଜାନର ଧର୍ମ ଜୀବକୁ ଜୀବନ ଦେବା ଇତ୍ୟାଦି । ଧର୍ମର ଅନ୍ୟନାମ ସତ୍ କର୍ମ; ନିଆଁର ଅସତ୍ ବ୍ୟବହାର ଜଣେ ନିର୍ଦୋଶକୁ ଜଳାଇ ଦେଇପାରେ ଏଠାରେ ଦୋଷ ନିଆଁର ନୁହେଁ ଦୋଷ ହେଉଛି ମନ୍ଦ ଉଦ୍ଦେଶ୍ୟର; ତେଣୁ ମନ୍ଦ ଉଦ୍ଧେଶ୍ୟ ହେଉଛି ପାପ ବା କୁକର୍ମ । ଯଦି ଧର୍ମ ନାମରେ କୁକର୍ମ କରଯାଏ ତାହା ଧର୍ମ ନୁହେଁ ତାହା ମଧ୍ୟ କୁକର୍ମ । ଧର୍ମନାମରେ କିଛିଲୋକ ନିଜ ନିଜ ଧାର୍ମିକ ବେପାର ଖୋଲି ବସିଛନ୍ତି । ଭଲ ଭଲ ବାଣୀ ବ୍ୟବହାର କରି ଲୋକଙ୍କୁ ଧର୍ମ ନାମରେ ଠକି ଚାଲିଛନ୍ତି; ଯଦି କୌଣସି କାର୍ଯ୍ୟ ତାର୍କିକ ଓ ଜନମଙ୍ଗଳକାରୀ ନୁହେଁ ସେପରି ଧାର୍ମିକ ନାମଧାରୀ କାର୍ଯ୍ୟରୁ ନିଜକୁ ବଞ୍ଚାନ୍ତୁ, କାରଣ ଯାହା ଆପଣ ଧର୍ମ ଭାବୁଛନ୍ତି ତାହା ଧର୍ମ ନୁହେଁ, ଧର୍ମ ନାମରେ ଅନ୍ଧବିଶ୍ୱାସ ଏବଂ କୁକର୍ମ ବା ପାପ । ଯଦି ସତ୍ କର୍ମ ହିଁ ଧର୍ମ ହୁଏ ତେବେ ସତ୍ କର୍ମ କରିବା ପାଇଁ କୌଣସି ଧର୍ମର ଆଳ ନେବାର କୌଣସି ଅବଶକ୍ୟତା ନାହିଁ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।
ମହାଭାରତ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ନିଜେ ଚେଷ୍ଟାକର
- ଅତ୍ୟାଚାରୀ ମାଲିକ
- ଦାତା ଓ ମିତ୍ର
- ବୀର ହନୁମାନ
- ପ୍ରଶସ୍ତି
- ଚପଲ୍ ହଳକୁ ପଚିଶ ପଇସା
- ମଧୁମତିଙ୍କ ପସନ୍ଦ
- ନ୍ୟାୟ ବିଚାର
- ସ୍ୱର୍ଗ ଓ ନର୍କର କାହାଣୀ
- ଭୀରୁର ଭୂମିକା
- ବିପଦର ବନ୍ଧୁ ପ୍ରକୃତ ବନ୍ଧୁ
- ନଳପାନ ଜାତକ
- ସ୍ୱାଧୀନ ଜୀବନ ସବୁଠୁ ଭଲ
- ବୃକ୍ଷର ଜୀବନ
- ମୋହ
- ଭୂବନ ସୁନ୍ଦରୀ
- ନ୍ୟାୟ ନିର୍ଣ୍ଣୟ
- ପାଠୋଈ ବୋହୂ
- ବନ୍ଧକ ରଖା ହୋଇଥିବା ଦେଶ
- ବିଷ୍ଣୁ ପୁରାଣ
- ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର
- ଗଧ ଉପରେ ସିଂହ ଚମଡା
- ସେତ ଆମରି ମାଆ
- ବିଷ!
- ମିଛୁଆ, ଖଚୁଆ, ଚୁଗୁଲିଆ
- ମା ଆସନ୍ତି ନାହିଁ ବାପା ଆସନ୍ତି
- ବୁଦ୍ଧିମାନ ବୃଦ୍ଧ
- ଯୁଧିଷ୍ଠିରଙ୍କ ଅତିଥି ସେବା
- ଦକ୍ଷିଣା
- ମାଆଙ୍କ ପାଇଁ ଗହଣା
- ଗୁରୁଭକ୍ତି
- କଲ୍ୟାଣୀର ପରିଣୟ
- ଶିବଲୀଳା
- ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ
- ଉଦ୍ଧତ ଛାଗ
- ଆଗେ ଘରର ପଛେ ଅନ୍ୟର
- ଲୋଭୀ କିଏ?
- ଆଶୀର୍ବାଦ ହିଁ ବିଜୟ
- ନ୍ୟାୟ
- ଦୁଷ୍ଟ ବାଘର ବାହାନା
- ଧୂସର ଦୁର୍ଗ
- ଦାନଦେଇ ପ୍ରତିଦାନ ଆଶା କରିବା, ବ୍ୟବସାୟ
- କୁଜାର ଭେଳିକି କାରସାଦି
- ସିଂହ ଓ ନିର୍ବୋଧ ଷଣ୍ଢମାନେ
- ପେଟେଂଟ ମେଡିସିନ୍
- ପାଞ୍ଚ ପ୍ରଶ୍ନ
- କୁହୁଡି ଆମ୍ବ ବଉଳ
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ଯେସାକୁ ତେସା
- ଦୁଇ ବିରଳ ବିପ୍ଳବୀ
- ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ
- ଇଲ୍ଲିସସେଠ୍ ଜାତକ
- ଦୁଇଜଣଙ୍କ କଳିରେ ତୃତୀୟର ଲାଭ
- ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ
- ସନ୍ଥ ଜିଲାନୀଙ୍କ ବଡପଣିଆ
- ସମ୍ରାଟ ଅଶୋକ
- ମଳୟବତୀ କଥା
- ମୁର୍ଖ ପଣ୍ଡିତ କଥା
- ଶ୍ରୀଜଗନ୍ନାଥଙ୍କ କାହାଣୀ
- ବାଜି ଜିତି ବାହା
- ସୁଖରାମ ଆଉ ଦୁଃଖରାମ
- ଓଟର ନାଚ
- ବଗୁଲିଆ ବନେଇ ଅଜା
- ଅତି ଲୋଭ କରନାହିଁ
- ଦୁଷ୍ଟ ଘୋଡା
- ଦେବୀଭକ୍ତ
- ଅଦ୍ଭୁତ ଦର୍ପଣ
- ଉଗ୍ରସେନଙ୍କ ଜଡିବୁଟି
- କାହାର ଯୁକ୍ତି ଅଧିକ?
- ଯେସାକୁ ତେସା
- ମାନସିକ ରୋଗୀ
- କଦମ୍ବ ଓ କାଦମ୍ବିନୀ
- ଅଙ୍ଗୁର ଖଟା
- ରାଜକୁମାରୀ ସୁନନ୍ଦା
- ଇଣ୍ଡିଆର ନଦନଦୀ ସରସ୍ୱତୀ
- ଛୋଟ କାମ କରୁ କରୁ ବଡମଣିଷ ହେଲେ
- ଉଦାସୀନ ରାଜପୁତ୍ର
- ମିଠା କଥାର ମହତ୍ୱ
- ଠକ ଜ୍ୟୋତିଷ
- ପୁରସ୍କାର
- ସିଂହ ଆଉ ହରିଣ
- ଚିରୁଗୁଣୀ
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- ତିନି ପରୀକ୍ଷା
- ଭୁଲାମନ
- ରାଜାଙ୍କ ସ୍ୱପ୍ନ
- ଲୋଭରୁ ମୃତ୍ୟୁ
- ସତ୍କର୍ମର ପୁଣ୍ୟଫଳ
- ଯେସାକୁ ତେସା
- ବନ୍ଧୁତା
- ମିଠା କଥା କୁହା ଦୁଷ୍ଟ ମିତ୍ର
- ଜଣଙ୍କର ଭଲରେ ଆର ଜଣଙ୍କର ବିପତ୍ତି
- ଏକ ହଜାର ଏକଶ ଷୋହଳ
- ମାଛି ସନ୍ଦେଶ ଖାଉଛି
- ମଣିଷ ପ୍ରକୃତି
- ଅନୁସନ୍ଧାନ
- ବୁଢୀ ଓ ତା’ର କୁକୁଡା
- ଗଧ ଓ କୁକୁର
- ବାନର ଓ ଚଟକ ଦମ୍ପତି କଥା
- ସଦାଶୟୀ କୈପାଙ୍ଗ
- ପକ୍ଷ ଅପସରା
- ସୁନାଲୋଭୀ ମିଦାସ୍
- ଶଳା ଅନ୍ଧ
- ବିଷ୍ଣୁ ପୁରାଣ
- ସାପ ଓ ବେଙ୍ଗ
- ଶିବୁର ଚାଲାକି
- ବନ୍ଧୁତା
- ରାଜହଂସ
- ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ
- ସୁବର୍ଣ୍ଣ ମୟୁରୀ
- ହଂସ ଓ ଡିମ୍ବକ
- ପ୍ରକୃତ ଜ୍ଞାନ
- କନକ ଉପତ୍ୟକାର କାହାଣୀ
- ଆସ ଆମେ ସମସ୍ତେ କଠିନ ପରିଶ୍ରମ କରିବା
- ମାଆ ତୁ ସାହା
- ପ୍ରକୃତ ସୁସଙ୍ଗାତ
- ରାଣୀ ରୂପମତୀ କଥା
- ଯାଦୁ ମହଲ
- ପ୍ରକୃତ ସ୍ୱାମୀ କିଏ?
- ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ
- ବଗୁଲିଆ ପିଲା ଲେଖକ ହେଲା
- ଅନ୍ତିମ ଇଚ୍ଛା
- କାହାକୁ ହୀନ ମଣିବା କାହିଁକି
- ହାଡଗିଳା ଭୂତ
- ତିନୋଟି ଗଧଙ୍କର ବୋଝ
- ଶିବ ପୁରାଣ
- ଯିଏ ଅନ୍ୟର ଦୁଃଖ ଦୂର କରେ ସିଏ ହିଁ ଈଶ୍ୱର
- ସଙ୍କେତର ଅର୍ଥ
- ହଜାରେ ବାଲ୍ଟି ପାଣି
- ପତିପତ୍ନୀ
- ମାତୃଭକ୍ତ ପରଶୁରାମ
- ରହେ ତା’ ଆଦର ଯଶ
- ଦରବାରୀ ପେଟୁ
- ପରୀକନ୍ୟା
- ବ୍ୟର୍ଥ ଉପଦେଶ
- ପୁଣ୍ୟ ଦାନ
- ସତ କେବେ ଲୁଚି ରହେନା
- ଖୋସାମତିର ତୃଷା
- ଟଙ୍କା ଥଳୀଟି କାହାର?
- ଦୂର ଦୃଷ୍ଟି ର ଫଳ
- ବିଶ୍ୱାସରେ ବିଷ
- ବୀର ହନୁମାନ
- ବୀର ହନୁମାନ
- ବିଜୟ ରହସ୍ୟ
- ପୁଣ୍ଡରିକଙ୍କ ପିତୃମାତୃ ସେବା
- ଚାରି ସଙ୍ଗାତ କଥା
- ପାଂଚଗୋଟି ପ୍ରଶ୍ନ
- ବୁଦ୍ଧିହୀନ କୁଆ
- ବାମ ହାତର ଦୁଖଃ
- ବୁଦ୍ଧି ପରୀକ୍ଷା
- ବୁଦ୍ଧିମାନ ବିଶୁ
- ଗୋପାଳର କୃଷ୍ଣ ପ୍ରାପ୍ତି
- ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ
- ହାତୀ ଏବଂ ଠେକୁଆ ମାନଙ୍କର କାହାଣୀ
- ମହାବଳୀ
- ଉଦାରତା
- ଗୋପାଳର ଘର ଦେଖିବା
- ମିତ୍ର ପ୍ରାପ୍ତି
- ଜୀବନ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଶିକ୍ଷା
- ମହାକାବ୍ୟ
- ପରୀକ୍ଷା
- ବିଚାର କରି କାମ କଲେ ତାହା ହିତକର ହୁଏ
- ରାଜା ଓ ବିଦ୍ୱାନ
- ମୂର୍ଖତାର ଫଳ
- ଅତିଲୋଭ ମୃତ୍ୟୁର କାରଣ
- ଗନ୍ଧର୍ବର ବିସ୍ମୟ
- ପୁଣ୍ୟର ପ୍ରଭାବ
- ଲାଉର ତୀର୍ଥ ଦର୍ଶନ
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- ଦେବକନ୍ୟା
- ଗଧ ମନେ ମନେ ଠାକୁର
- ଦେବାନଙ୍କ ଶିକ୍ଷା
- କଚ
- ଗୋପାଳର ମୁହଁ ଆଉ ଚାହିଁବି ନାହିଁ
- ବୀର ହନୁମାନ
- ବୀର ଏବଂ ରାକ୍ଷସୀ
- ତିନୋଟି ରେଖା
- ପରର ସ୍ତ୍ରୀ ରାଜକନ୍ୟା
- ଅବୋଲକରାର ଜନ୍ମ କଥା
- ନଖ ଚିକିତ୍ସା
- ଚୋର ସାଧୁ ପାଲଟିଲା
- ବନ୍ଧୁତା
- କୃଷ୍ଣାବତାର
- ଦୁରାଶା
- ଭିନ୍ନ ଭାବଧାରା
- ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- ସବୁ ମାୟାରେ ବାୟା
- କାବ୍ୟ ରସିକ
- ପାଖରେ ଶୁଏ କାନରେ କହେ
- କୁହୁକ ଦ୍ୱୀପ
- ଦାନୀକର୍ଣ୍ଣ ଭୂମିନାଥ
- ଅମ୍ବରୀଷ
- ବିଚିତ୍ର ସ୍ୱପ୍ନ
- ପ୍ରତାପଙ୍କ ଉପବାସ
- ଘୋଡାର ପ୍ରକୃତ ମାଲିକ
- ମାଛ ଶିକାର
- ପାପପୁଣ୍ୟ
- ସିଂହ ଓ ସାଧକ
- ଅତି ଲୋଭରେ ତନ୍ତୀ ମରେ



