ଏକଦା ଗୋଟିଏ ଗ୍ରାମରେ ଛେଳିଟିଏ ଜଙ୍ଗଲରେ ଚରୁ ଚରୁ ସାଥୀମାନଙ୍କ ଠାରୁ ବହୁ ଦୂରକୁ ଚାଲିଗଲା । ଧୀରେ ଧୀରେ ସନ୍ଧ୍ୟା ହୋଇ ଆସୁଥିଲା । ବହୁତ ଏପଟ ସେପଟ ଧାଇଁ କୌଣସି ସାଥୀକୁ ନପାଇବାରୁ ଜୀବନ ବିକଳରେ ଗୋଟିଏ ଗୁମ୍ଫାରେ ପଶିଗଲା । ସେଇଟା ଥିଲା ଗୋଟିଏ ବାଘର ଗୁମ୍ଫା । କିଛି ସମୟ ପରେ ବାଛୁରୀଟିଏ ଧାଇଁଆସି ସେଇ ଗୁମ୍ଫାରେ ପଶିଲା । ଛେଳିକୁ ଦେଖି ବାଛୁରୀ ଭାବିଲା ସେଇଟା ଛେଳିର ଘର ଓ ବାଛୁରୀକୁ ଦେଖି ଛେଳି ଭାବିଲା ସେଇଟା ବାଛୁରୀର ଘର । ହେଲେ କେହି ନିଜର ମନକଥା କାହା ଆଗରେ ପ୍ରକାଶ କଲେନି । ମନେ ମନେ ନିଜ ଭାବନାକୁ ନିଶ୍ଚିନ୍ତରୂପେ ଠିକ୍ ଭାବି ଛେଳି ଗୋଟିଏ କୋଣରେ ଓ ବାଛୁରୀ ଗୋଟିଏ କୋଣରେ ଆନନ୍ଦରେ ଶୋଇଗଲେ । ଠିକ୍ ଅଧରାତି ବେଳକୁ ମହାବଳ ବାଘ ନିଜ ଗୁମ୍ଫାରେ ପଶିଲା । ସେଦିନ ତାକୁ କୌଣସି ଶିକାର ମିଳି ନଥାଏ । ତେଣୁ ଭୋକ ତାକୁ ଯେତିକି ହେଉଥାଏ, ରାଗ ତା’ର ଦ୍ୱିଗୁଣ ହେଉଥାଏ । ଗୁମ୍ଫାରେ ପଶି ସେ ଯେତେବେଳେ ଗୋଟିଏ ପଟେ ଛେଳି ଓ ଅନ୍ୟପଟେ ବାଛୁରୀକୁ ଦେଖିଲା ଖୁସିରେ ତା’ ମନ କୁରୁଳି ଉଠିଲା । ସେ ମନେ ମନେ ଈଶ୍ୱରଙ୍କୁ ମୁଣ୍ଡିଆଟିଏ ମାରି ପ୍ରଥମେ ବାଛୁରୀ ଉପରକୁ ଲମ୍ପ ଦେଲା । ବାଛୁରୀ ଆଖି ଖୋଲିବା ପୂର୍ବରୁ ହିଁ ବାଘ ତା’ ତଂଟି କଣା କରି ସାରିଥିଲା । ବାଘ ଗର୍ଜନରେ ଛେଳିର ନିଦ ଭାଙ୍ଗିଗଲା । ଆଗରେ ମହାବଳକୁ ଦେଖି ସେ କ’ଣ କରିବ ଚିନ୍ତା କରିପାରିଲାନି । ଭୟରେ ତା’ ଗୋଡ ଥରିଲା । ବାଛୁରୀକୁ ଖାଇସାରିବା ପରେ ବାଘ ନିଶ୍ଚୟ ତାକୁ ଖାଇବ । ସେ ଯେତେବେଳେ ଜାଣିଲା ତା’ର ମୃତ୍ୟୁ ସୁନିଶ୍ଚିତ, ସେ ଉପାୟଟିଏ ଚିନ୍ତାକଲା । ଶକ୍ତିରେ ତ ସେ ପାରିବନି ତେଣୁ ବୁଦ୍ଧିରେ ଯଦି ହରାଇ ସେ ମହାବଳ କବଳରୁ ଖସିଯାଏ ତା’ ଜୀବନ ବଂଚିଯିବ ।
ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଲୋଭୀ ବୈଦ୍ୟ
- ରାଜମୁକୁଟ
- କୃତଜ୍ଞ ଓ କୃତଘ୍ନ
- ଭୁବନ ସୁନ୍ଦରୀ
- ଦୂରଦୃଷ୍ଟି
- ସୁବର୍ଣ୍ଣ ହଂସ
- ପୁଣ୍ୟବାନ୍
- ପରୀକନ୍ୟା
- ରୋଗୀକୁ ଭଲ ପାଅ ରୋଗକୁ ନୁହେଁ
- ସହାନୁଭୂତି
- ମୃତ୍ୟୁକୁ ଡର କାହିଁକି?
- କୃଷ୍ଟାବତାର
- ଅଦ୍ଭୁତ ବାୟସ
- ପାଂଚଗୋଟି ପ୍ରଶ୍ନ
- ଧୂସର ଦୁର୍ଗ
- ଆକବର ଏବଂ ତାଙ୍କର ସ୍ୱପ୍ନ
- ରୋଜି ଓ ପରୀରାଣୀ
- ଅହଂକାରର ପରିଣତି
- ଶିବ ପୁରାଣ
- ଶୁକ ପକ୍ଷୀ ପ୍ରାପ୍ତି
- ପଥରର ବୁଦ୍ଧମୂର୍ତ୍ତି ଭିତରେ ସୁନାର ବୁଦ୍ଧମୂର୍ତ୍ତି
- ପବିତ୍ର ଜୀବନ
- ତୁମ ଗାଳି ତୁମର
- ଦରବାରୀ ପେଟୁ
- ସମ୍ରାଟ ଅଶୋକ
- ଅମ୍ବରୀଷ
- ମତ୍ସ୍ୟ ସୁନ୍ଦରୀ
- ଚିରନ୍ତନ ସୁଖ ଯାହାର ଯେଉଁଠି
- ସ୍ୱାଧୀନ ଜୀବନ ସବୁଠୁ ଭଲ
- ପକ୍ଷୀ ଏବଂ ମାଙ୍କଡ କଥା
- କୁପ୍ରବୃତି ବଦଳିଗଲା
- ଭାଣ୍ଡର ଲଢେଇ
- ଗୁରୁ ଆଶୀର୍ବାଦ
- ବୃଦ୍ଧ ହୋଇ ମରିବା
- ସମ୍ରାଟ ଅଶୋକ
- ନେତ୍ରଦର୍ଶୀ
- ଦୁଇ ପ୍ରତିବେଶୀ
- ବିଷ୍ଣୁ ପୁରାଣ
- ଶ୍ରେଷ୍ଠ ବ୍ୟକ୍ତି
- ଦାନପ୍ରିୟ ରାଜା
- ବିଚିତ୍ର ପୁଷ୍ପ
- ଭୂତୁଣୀର ସାହାଯ୍ୟ
- ବହ୍ନି ଦ୍ୱୀପ
- ମନ ଭୂତ
- ତିନୋଟି ଉପଦେଶ
- ତିନିଟି ଜିନିଷ
- ଅଙ୍ଗୁର ଖଟା
- ବୀର ହନୁମାନ
- ବିକ୍ରମାଦିତ୍ୟଙ୍କ ବନଗମନ
- ଭାଲୁର ପଣସ ଖିଆ
- ସାପ ଓ ବେଙ୍ଗ
- ଦୁର୍ଜ୍ଜନ ସଙ୍ଗର ଫଳ
- ରାଜସମ୍ମାନ
- ଦାୟିତ୍ୱହୀନା
- ମହାଭାରତ
- ପ୍ରତିଭା ପ୍ରତିଯୋଗିତା
- ନିଷ୍କର୍ମା ମନ ଭୂତର ଘର
- ବଦଭ୍ୟାସ
- ଦାତା ଓ ମିତ୍ର
- ପର୍ସିଅସ୍ ଓ ଆଣ୍ଡ୍ରେମିଡା
- ପାଗଳ ପ୍ରେମୀ
- ଚତୁର ଶତ୍ରୁ
- ରାକ୍ଷସର ଦାନ
- ସାଗର ଓ ନଦୀ କଥା
- ଅଦୃଶ୍ୟ ପରୀ
- ସାଧୁ ଲୋଭ ଯୋଗୁ ମଲେ
- ଧର୍ମ ସହିବ ନାହଁ
- ପିଲାଟିଦିନରୁ ବିପ୍ଳବୀ ନେତା
- ଦ୍ୱାଦଶ ରାଜକୁମାରୀ କାହାଣୀ
- ପ୍ରଶଂସା ପତ୍ର
- ବୁଝାମଣା
- ଗୋପୀର ସହର ଯାତ୍ରା
- ଦସ୍ୟୁ ରାଜକୁମାର
- ଗଜ ମୂର୍ଖ
- ଛୁଆ କୁକୁଡା
- କୃଷ୍ଣାବତାର
- ବିଷ୍ଣୁ ପୁରାଣ
- କୁଆ ଏବଂ ଗୋଖର ସାପ କଥା
- ଗୁପ୍ତଧନ
- ଦେବକନ୍ୟା
- କାଳିକାପ୍ରସାଦ ଗୋରାପ
- ସୋମିଲାକ୍ ତନ୍ତ୍ରୀ କଥା
- ସାଧୁ ବାବା
- ଜୟମତୀ କଥା
- ଫାଇଦା ଧାରୀର ଭଲ ହୁଏ ନାହିଁ
- ଇଲ୍ଲିସସେଠ୍ ଜାତକ
- ହନୁ କରଣ
- ବୋକା ବ୍ରାହ୍ମଣ କଥା
- ଡାକୁ ଭୈରବ
- ମହାଭାରତ
- ବୃଷଭ ବୁଝିଲା
- ବୀର ହନୁମାନ
- ବୀର ହନୁମାନ
- ନିରିମାଖି ଝିଅର ଭାଗ୍ୟ
- ପ୍ରକୃତ ସନ୍ନ୍ୟାସୀ
- ସାଧୁ ଭକ୍ତ
- କୁହୁଡି ଆମ୍ବ ବଉଳ
- ଗୁରୁଙ୍କ ପ୍ରତି ନିଷ୍ଠା ଓ ଭକ୍ତି
- ବିଡାଏ କାଠ
- ସିଂହ ଜାତକ
- ଥମ୍ବଲୀନା
- ଶିକାରୀ ଏବଂ ପକ୍ଷୀ
- ମାଙ୍କଡ ଏବଂ ଘରଚଟିଆ କଥା
- ଯେସାକୁ ତେସା
- ଯକ୍ଷର ଅଟ୍ଟହାସ୍ୟ
- ବୈଦେହୀ କଥା
- ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ
- ତମାଖୁ ଶରୀର ପାଇଁ କ୍ଷତିକାରକ
- ଦୟା ସାଗର
- ଅପରାଧୀ କିଏ?
- ଚନ୍ଦ୍ରକଳା କଥା
- ସାପ ଏବଂ ବେଙ୍ଗକଥା
- ଘଂଟି ବନ୍ଧା ଓଟ କଥା
- ତିନୋଟି ପ୍ରଶ୍ନ
- କାହାକୁ ହୀନ ମଣିବା କାହିଁକି
- ଖାଲ ଖୋଳିବା ଲୋକଙ୍କ କୁଅଁ
- ଶକ୍ତିର ବଳଠାରୁ ବୁଦ୍ଧିର ବଳ ବେଶି
- ଅଦ୍ଭୁତ ମୁକୁଟ
- ଅଦ୍ଭୁତ ବଂଶୀ
- ଅସମ୍ଭବ କିଛି ନାହିଁ ଏ ଜଗତେ
- ରାକ୍ଷସ ଓ ଦୁଇ ବନ୍ଧୁ
- କୃପାଧନ୍ୟ ଭୂଷଣ୍ଡକାକ
- ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ
- କୁଶଳ ବୁଦ୍ଧି
- ମିଠା କଥା କୁହା ଦୁଷ୍ଟ ମିତ୍ର
- ଓଟର ନାଚ
- ସ୍ୱପ୍ନରୁ ବାସ୍ତବ
- ଭାଗ୍ୟର ବିଡମ୍ବନା
- ହାତ ଖର୍ଚ୍ଚ
- ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍
- ମା’ର ଋଣ
- ନୂଆ ଜୁଆଇଁ
- ତାଜା ମିଠାଇ
- ଉତ୍ତମ ଶିକ୍ଷକଙ୍କର ସୁଲଭ ଗୁଣ
- ଯେମିତି ପୂର୍ବେ ସେମିତି ପରେ
- କାର୍ଯ୍ୟକୁଶଳତା
- ହାଡଗିଳା ଭୂତ
- ପ୍ରଶଂସାରେ ଭୁଲ ନାହିଁ
- ବୀର ହନୁମାନ
- କୃଷ୍ଣାବତାର
- ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ
- ସୁନ୍ଦରୀପରୀ ଗୁଣ୍ଡୁଚି ମୂଷି
- ମୁଖିଆଙ୍କର କୁକାର୍ଯ୍ୟ
- ଗୁପ୍ତଦଲିଲ୍
- ବିବେକ ଧର୍ମ
- ଆକବରଙ୍କ ଚାକର
- ପରର ସ୍ତ୍ରୀ ରାଜକନ୍ୟା
- ଗାରୁଡି ମନ୍ତ୍ର
- ପରିବର୍ତ୍ତନ
- ସର୍ବୋତ୍ତମ ଔଷଧ
- ଯଥାର୍ଥ ଚିକିତ୍ସା
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ସୁନ୍ଦରବତୀ କଥା
- ମହାଭାରତ
- ଅତି ଲୋଭରୁ ମୃତ୍ୟୁ
- ତିଳୋତମା ବିବାହ
- ଶ୍ରେଷ୍ଠ ଜଳ
- ପୁତ୍ର – କନ୍ୟା
- ଜାଗୃତିର ପ୍ରତୀକ
- ସିଂହର ଛୁଆ
- ସମୁଦ୍ର ପାଣି ଲୁଣିଆ କାହିଁକି?
- ଅତି ଚତୁର
- ଅପୂର୍ବ ଅନୁରୋଧ!
- ରାଜ କୁମାରଙ୍କର ପରିବର୍ତ୍ତନ
- ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା
- ଲୋଭୀ ବେପାରୀ
- ରୂପଧରଙ୍କ ଯାତ୍ରା
- ସାହସୀ ଶ୍ରୀକାନ୍ତ
- ସମସ୍ତେ ସାଙ୍ଗ କିନ୍ତୁ ବେଳ ପଡିଲେ…
- ବ୍ୟକ୍ତିର ଶ୍ରେଷ୍ଠତ୍ୱ
- ଲୋଭ
- ଗୋପୀର ଅନୁମାନ
- ବୁଦ୍ଧିମାନ ଭିକାରୀ
- ବିଚିତ୍ର ସ୍ୱପ୍ନ
- ପାପର ଫଳ
- ଦୟା, କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ
- ଅଭିନେତାଙ୍କ ଭିନ୍ନ ବିଚାର
- ବିଷ୍ଣୁ ପୁରାଣ
- ଗୋପାଳର କୃଷ୍ଣ ପ୍ରାପ୍ତି
- ଲକ୍ଷ୍ମୀଛଡା ରାଜା କଥା
- ଅମାବାସ୍ୟାର ପିଶାଚ
- ଅହିଂସା
- ଚାରୁ କୁମାରୀ କାହାଣୀ ।
- ତିନି ମୁଦ୍ରିକା
- ମାଙ୍କଡ ଏବଂ ଘଂଟି
- ମନ୍ତ୍ରୀ ନିର୍ବାଚନ
- ଚାଷୀ ଠାରୁ ରାଜା ବୁଦ୍ଧିଶିଖିଲେ
- ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି
- କୁକୁର, ବିଲୁଆ ଓ ସିଂହ କଥା
- ନିଜେ ଚେଷ୍ଟାକର
- ମଲାମୂଷାର ମୂଳଧନ
- ରାଜାଙ୍କର ବିରାଡି
- ଠକଙ୍କ ଗୁରୁ
- ମହାନ୍ କିଏ?
- ବୀର ହନୁମାନ
- ନ ହେବା କଥାକୁ ଚେଷ୍ଟା
- ନେଳି ଟୋପି
- ଠକ ଠକାମିରେ ପଡିଲା
- ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।
- ଭାଗ୍ୟ ଓ ପଥର



