ହିତୋପଦେଶ କାହାଣୀ ଗୁଡିକ ବହୁ ପୁରାତନ କାଳର କାହାଣୀ, ଯାହାକି ଆମର କୋମଳମତି ଶିଶୁମାନଙ୍କର ଜୀବନ ଯାପନ ପ୍ରଣାଳୀକୁ ସୁମାର୍ଗରେ ପରିଚାଳିତ କରିବାକୁ ନିର୍ଦେଶ ଦିଏ । ଏହି ହିତୋପଦେଶ କାହାଣୀ ଗୁଡିକ ଇଣ୍ଡିଆର ବୃହତ୍ କଥା ସାହିତ୍ୟର ମାନ୍ୟତା ଲାଭ କରିପାରିଛି । ଏହାକୁ ବାଦ୍ ଦେଲେ ଇଣ୍ଡିୟ ସାହିତ୍ୟରେ ଆହୁରି କେତେକ କଥା ସାହିତ୍ୟ ପରିଲକ୍ଷିତ ହୁଏ । ଯେମିତିକି ଜାତକ କାହାଣୀ, ବେତାଳକଥା, ଉପନିଷଦକଥା ଇତ୍ୟାଦି । କିନ୍ତୁ ହିତୋପଦେଶ କାହାଣୀ ମାଳା ଅଦ୍ୟାବଧି ତା’ର ମର୍ଯ୍ୟାଦା ବଜାୟ ରଖିପାରିଛି । ଏହି ହିତୋପଦେଶ କାହାଣୀ ଗୁଡିକ ବୁଦ୍ଧିଜୀବୀଙ୍କ ଦ୍ୱାରା ଶିଷ୍ୟ ମାନଙ୍କୁ ଉଚିତ୍ ମାର୍ଗରେ ପରିଚାଳିତ କରିବାପାଇଁ କୁହାଯାଇଥିଲା । ଏହି କାହାଣୀ ଗୁଡିକ ଠିକ୍ ପଂଚତନ୍ତ୍ରର କାହାଣୀପରି । ପଂଚତନ୍ତ୍ରର କାହାଣୀ ଗୁଡିକ ଯେପରି ରାଜା ଅମରଶକ୍ତିଙ୍କର ତିନି ପୁତ୍ର: ବାସୁଶକ୍ତି, ଉଗ୍ରଶକ୍ତି ଏବଂ ଅନେକଶକ୍ତିଙ୍କୁ ବିଦ୍ୟାବୁଦ୍ଧିରେ ପାରଂଗମ କରିବାପାଇଁ କୁହାଯାଇଥିଲା, ହିତୋପଦେଶ କାହାଣୀ ଗୁଡିକ ମଧ୍ୟ ଏହି ରାଜପୁତ୍ରମାନଙ୍କୁ ବୁଦ୍ଧିମାନ୍, ଗୁଣବାନ୍ କରାଇବାରେ ସହାୟକ ହୋଇଥିଲା । ରାଜପୁତ୍ରମାନେ ମଧ୍ୟ ହିତୋପଦେଶ କାହାଣୀ ଗୁଡିକ ଶୁଣିବାପରେ ସେମାନଙ୍କ ଠାରେ ପରିବର୍ତ୍ତନ ଦେଖା ଦେଇଥିଲା । ଏହି କାହାଣୀ ଗୁଡିକ ଶୁଣିବାପରେ ରାଜକୁମାରମାନେ ମାତ୍ର ଛଅ’ମାସ ମଧ୍ୟରେ ବିଦ୍ୟା, ବୁଦ୍ଧିରେ ପାରଂଗମ ହୋଇପାରିଥିଲେ । ତେଣୁ ଏହି କାହାଣୀ ଗୁଡିକ ପ୍ରତ୍ୟେକ ଶିଶୁ ପାଠ କରିବା ଆବଶ୍ୟକ । ଜ୍ଞାନ ଥିବା ବ୍ୟକ୍ତି ଯେ କୌଣସି ସ୍ଥାନରେ ଜନ୍ମ ଗ୍ରହଣ କଲେ ମଧ୍ୟ ସେ ସମ୍ମାନର ପାତ୍ର ହୋଇଥାଏ । ଜ୍ଞାନ ହୀନ ବ୍ୟକ୍ତି ପଶୁ ସହିତ ସମାନ । ଧନୁରେ ଯେପରି ଗୁଣ ନଥିଲେ ତାହା ଏକ ବାଉଁଶ ସହିତ ସମାନ, ଜ୍ଞାନ ହୀନ ବ୍ୟକ୍ତି ଠିକ୍ ସେହିପରି । ଏହି ହିତୋପଦେଶ କାହାଣୀମାଳା ଗୁଡିକ ଶିଶୁମାନଙ୍କର ଜ୍ଞାନ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ହିତୋପଦେଶ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ସାଧୁକୃପା
- ପରୀ ରାଇଜର ପରୀରାଣୀ
- ଲୋଭି ବିଲୁଆ
- ଦୁଷ୍ଟଙ୍କଠାରୁ ଦୂରରେ
- ପଣ୍ଡିତ ବିଷ୍ଣୁଶର୍ମା ଓ ପଞ୍ଚତନ୍ତ୍ର
- ସବୁଠାରୁ ବଡ ମୂର୍ଖ
- ଅବୁଝା ରାଜା
- ପିଶାଚୀ
- ବିକ୍ରମାଦିତ୍ୟଙ୍କ ବନଗମନ
- ଚନ୍ଦ୍ରକଳା କଥା
- ହୃଦୟ ପରିବର୍ତ୍ତନ
- ଘଂଟି ବନ୍ଧା ଓଟ କଥା
- ଗୋପାଳର ମୃଗୀ ରୋଗ
- ରଘୁର ରସିଦ୍
- ବୀର ହନୁମାନ
- ନିର୍ଭୀକ ସଲମା
- କୁକୁର, ବିଲୁଆ ଓ ସିଂହ କଥା
- ମାଛ ଫସଲ
- ପରାକ୍ରମୀ ସ୍ତ୍ରୀ
- ପରର ମନ୍ଦ ଚିନ୍ତ ନାହିଁ
- ରାଷ୍ଟ୍ରପତିଙ୍କ ମହାନତା
- କିନ୍ତୁ!
- ନକଲି ସୁନା
- “ମୁଁ – ଆମେ”
- ଓଟ ବେକ ବଙ୍କା
- ସାଧୁ ଦେବ ଶର୍ମାଙ୍କ କାହାଣୀ
- ସାତ ନକ୍ଷତ୍ର
- ରାଜସମ୍ମାନ
- ଯାଦୁ ମହଲ
- ରାକ୍ଷସର ଦାନ
- ଦସ୍ତଖତ୍
- ଶୂନ୍ୟ ଉପଦେଶ
- ସନ୍ଦେହ
- ପରୋପକାରୀ
- କାହାର ଯୁକ୍ତି ଅଧିକ?
- ନନ୍ଦିତା କୁମାରୀ କାହାଣୀ
- ବ୍ୟକ୍ତିର ଶ୍ରେଷ୍ଠତ୍ୱ
- ରାଜା ଏବଂ ବୋକା ମାଙ୍କଡ କଥା
- ସ୍ୱାର୍ଥ ଓ ପରାର୍ଥ
- ଭବିଷ୍ୟତ ବାଣୀ
- ଦସ୍ୟୁ ରାଜକୁମାର
- ଏହା ଯେ ଦୁଇଟି ଗଧର
- ବୁଢୀ ଓ ତା’ର କୁକୁଡା
- ଅଜବ ପଙ୍ଖା
- ବାରୁଦର ଜନ୍ମ କଥା
- କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା
- ଧାର୍ ଆଣିବା
- ରୂପଧରଙ୍କ ଯାତ୍ରା
- ସାହସ
- ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା
- ବୁଦ୍ଧିମତୀ ମଲ୍ଲିକା
- ନିଜେ ଭଲ ହେଲେ ଦୁନିଆ ଭଲ ହେବ
- ରବିଭାମା କଥା
- ଏମିତି ଭାଇ ଜଗତେ ନାହିଁ
- ସ୍ୱଭାବ
- ସୁବର୍ଣ୍ଣ ପଥର
- ଭୀମର ଭାଗ୍ୟ
- ଭାଗ ବଣ୍ଟା
- ସବୁଠୁ ବଡ ମୁଁ
- ଚାରି ପ୍ରଶ୍ନ
- ତଥାସ୍ତୁ ଦେବତା
- ସାପ ଏବଂ ନେଉଳ କଥା
- ଅଭୁଲା ସ୍ମୃତି
- ହତଭାଗ୍ୟ ଓଟର କାହାଣୀ
- ମୁଖିଆଙ୍କର କୁକାର୍ଯ୍ୟ
- କାହାର ଦୋଷ?
- ସୁବର୍ଣ୍ଣହଂସ ଜାତକ
- ମାନସିକ ବ୍ୟାଧି
- ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ
- ହରିଣ ଓ ଅଙ୍ଗୁର ଲତା
- ବୀର ହନୁମାନ
- ସିଂହର ଅସୁସ୍ଥତା
- କଳ୍ପବୃକ୍ଷ ଓ ଦୟାଳୁ ରାଜା
- ମାଛ କଡେଇରେ ଶଗଡିଆର ଆଶା
- ଅହଂକାର
- କୃଷ୍ଣାବତାର
- ଦ୍ରୋଣଙ୍କର କାହାଣୀ
- ଦିପ ଜାତକ
- ଯୋଗୀ ଗୁଣିଆ କଥା
- ସଂଗେ ସଂଗେ ଧରିଆଣ
- ବିଷ୍ଣୁଙ୍କ ମାୟା
- ପକ୍ଷୀପାଗଳ ବାଳକ
- ଦୂରଦୃଷ୍ଟି
- ଫଳରେ ଆଶା ରଖିବାନି
- ନଟବୁଢା ବଗିଚାରେ କିଏ?
- ଦିବ୍ୟଗୁଣ
- ଅଦ୍ଭୁତ ମଣିଚୁଳ କଥା
- ମା’ର ଋଣ
- ତାଙ୍କର ତୁଳନା ନାହିଁ
- ବୀର ହନୁମାନ
- ପ୍ରକୃତ ବନ୍ଧୁ
- ଡେଙ୍ଗା ଗଛର ଗର୍ବ
- ରାକ୍ଷସ ଅଙ୍ଗାରକ
- ପ୍ରତ୍ୟୁତ୍ପନ୍ନମତି
- ସବୁଠୁ ଭଲ ଚୁପ୍
- ଅନନୁଶୋଚିୟ ଜାତକ
- ଭୃଗୁ
- ମହତ୍ତ୍ୱ ପରୀକ୍ଷା
- ତିନିଟି ଜିନିଷ
- କୀର୍ତ୍ତି ସିଂହ
- ସଚ୍ଚା ବିଦୂଷକ
- ଲୋଭରୁ ମୃତ୍ୟୁ
- ଏହାପରେ କ’ଣ ହେଲା?
- ଅହଂକାରର ପରିଣତି
- ଦାସିଆ ବାଉରୀ
- ଆପଣଙ୍କ ପାଇଁ ଯାହା ହୀରା, ଆମପାଇଁ ତାହା ପଥର
- ବୀର ହନୁମାନ
- କଥା କୁହା ଗୁମ୍ଫା
- ଲୋଭ
- ସେତ ଆମରି ମାଆ
- ଦୁଷ୍ଟ ବାଘର ବାହାନା
- ବାଃ ବାଃ କାଲିବାଇ!
- ଯଥାର୍ଥ ଚିକିତ୍ସା
- ମାୟାବିନୀ ଅସୁରୁଣୀ କଥା
- ଗୋଟିଏ ଭଲ ଉପାୟ
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- ତୁଣ୍ଡ ଖୋଲିଲେ ମୁଣ୍ଡ ରହିବ
- ଅଭ୍ୟାସ ବଳରେ ଅସାଧ୍ୟ କାର୍ଯ୍ୟ ସାଧନ
- କାଶୀ ପଣ୍ଡିତ
- ଶିବି ଜାତକ
- ସିଂହ ଏବଂ ଗଧ କଥା
- ଜ୍ଞାନ ହିଁ ଧନ
- ଧର୍ମାନ୍ଧ ବ୍ରାହ୍ମଣ
- ଲାଗିଲେ ଛାଡିବିନି
- ପ୍ରକୃତ ଜ୍ଞାନ
- ରାଜନୀତି
- ଚତୁରୀ ଦାସୀ
- ସବୁ ମଣିଷଙ୍କୁ ସମାନ ମଣି ସେବା କର
- ଦୁଇ ଦୃଷ୍ଟି
- କୁଆ ଏବଂ ଗୋଖର ସାପ କଥା
- ତିନୋଟି ପରୀକ୍ଷା
- କାକୁଡି କାବ୍ୟ
- ଦାନୀକର୍ଣ୍ଣ ଭୂମିନାଥ
- ଅଜ୍ଞାନୀ – ଜ୍ଞାନୀ
- ଅଲୀନଚିତ ଜାତକ
- ପରିବର୍ତ୍ତନ
- କର୍ମ ହିଁ ଜୀବନର ମାନଦଣ୍ଡ
- ପତିବ୍ରତା
- ପୁତ୍ରର କର୍ତ୍ତବ୍ୟ
- ମତ ପରିବର୍ତ୍ତନ
- ସିଂହ ଏବଂ ମୂଷା
- ବାହାଘର ପାଇଁ ତିନୋଟି ସର୍ତ୍ତ
- ବ୍ରାହ୍ମଣ ପୁଅ ରାଜା ହେଲା
- ଦିଗ୍ଭ୍ରାନ୍ତ ପଥିକ
- ଉତ୍ତମ ଗାଈ
- ଯାଦୁ ମହଲ
- ପଶୁପକ୍ଷୀଙ୍କ ଶବ୍ଦ
- ଅସୀମ ସାହସ ଓ ତ୍ୟାଗର ଫଳ
- ମହାଭାରତ
- ଗୋପାଳ ଗଧ
- ବିକ୍ରମାଦିତ୍ୟଙ୍କ ବିବାହ
- ଦସ୍ୟୁ ରାଜକୁମାର
- ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା
- ମହାରାଜା ବିକ୍ରମାଦିତ୍ୟ
- ଅତି ଚତୁର
- କୁକୁର ଏବଂ ଗଧର କାହାଣୀ
- ରାଜାଙ୍କ ପରୀକ୍ଷା
- ଠେକୁଆ ଏବଂ ଚୁଟିଆ ମୂଷା
- ସୁଖୀ ପରିବାର
- ମୌସୁମୀ ବର୍ଷା
- କନକ ଉପତ୍ୟକାର କାହାଣୀ
- ଦହିଭାତ ଧନଞ୍ଜୟ
- ଗୋରା ସାହେବ କଳା ମଣିଷଙ୍କୁ କ୍ଷମା ମାଗିଲେ
- ବନ୍ଧୁତ୍ୱ
- ପିଲାଟିଦିନରୁ ବିପ୍ଳବୀ ନେତା
- ପାଞ୍ଚ ପ୍ରଶ୍ନ
- ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା
- କଳାକାର
- ସୁବର୍ଣ୍ଣ ହଂସ
- ଶଙ୍କରର ବୈରାଗ୍ୟ
- ଶିବଭକ୍ତ ଯୁବକ
- ଦେବାନଙ୍କ ଶିକ୍ଷା
- କମଳାପ୍ରସାଦ ଗୋରାପ
- ଦୁରାଶାର ଜାଲ
- ଛିଟିକିଣି
- ନ୍ୟାୟ ବିଚାର
- ଈଶ୍ୱର ଏକ
- ଶୁକ ପକ୍ଷୀ ପ୍ରାପ୍ତି
- ପରୀକ୍ଷା
- ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା
- ରୋଜି ଓ ପରୀରାଣୀ
- ଠକଙ୍କ ଗୁରୁ
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ସାପ ମାନଙ୍କର କାହାଣୀ
- ପାଷାଣ ବୋହୂ
- ଭଲ ଓ ଭେଲ
- ଗୋପାଳର କୃଷ୍ଣ ପ୍ରାପ୍ତି
- ମନ୍ତ୍ରୀ ନୀତି
- କଳା ଫରୁଆ
- ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ
- ଶତ୍ରୁକୁ ମିତ୍ର କରିବା ଉପାୟ
- ଉପସ୍ଥିତ ବୁଦ୍ଧି
- ଯେସାକୁ ତେସା
- ଗୁପ୍ତଧନ
- ଉକୁଣୀ ଓ ଛାରପୋକ କଥା
- ନିୟମ
- ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି
- ବହ୍ନି ଦ୍ୱୀପ
- ପୁଅଙ୍କ ପାଇଁ ବୁଢାର ଧନ
- କାର୍ଯ୍ୟକୁଶଳତା



