ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅତି ଲୋଭରେ ବଂଶ ବୁଡେ

                ରାସ୍ତାରେ ଯାଉ ଯାଉ ଗୋଟିଏ ବୁଢୀ ମେଣ୍ଢୀ ଉତ୍ତର ଦେଲା ବେଇମାନ୍ ଆଉ କୃତଘ୍ନ ଆମେ ନୋହୁଁ ତୁମେ । ଆମ ମାନଙ୍କୁ ଦେଖୁ ଦେଖୁ ତୁମେ ତୁମର ପୁରୁଣା ଛେଳି ମାନଙ୍କ କଥାକୁ ସଂପୂର୍ଣ୍ଣ ଭୁଲି ଗଲ । ଏ କଥା ସତ ଯେ କାଲି ପୁଣି ଅନ୍ୟ ମେଣ୍ଢା ମାନଙ୍କୁ ଦେଖି ପୁଣି ଆମ ମାନଙ୍କୁ ଭୁଲି ଯିବ । ତେଣୁ କେଉଁ ଭରସାରେ ଆମେ ତୁମ ସହିତ ଯିବୁ କୁହ ।

ଏହି ପରି ସେହି ଛେଳି ଚରାଳୀ ନିଜର ଛେଳି ମାନଙ୍କୁ ହରେଇ ହାତ ଦଳି ଦଳି ଗାଁକୁ ଫେରି ଆସିଲା । ଗାଁ ବାଲା ତା’ଠାରୁ ତା’ର ଦୁର୍ଦ୍ଦଶା କଥା ଶୁଣି ବହୁତ ହସିଲେ ଏବଂ ତାକୁ କହିଲେ ଯେ ଦେଖ ପୁରୁଣା ସମ୍ପତ୍ତି, ପୁରୁଣା କୋଠାବାଡି ସବୁ ଭୁଲି ଯିବ ନାହିଁ । ତୁମେ ଲୋଭ କଲ ଫଳରେ ତୁମର ସବୁ ନଷ୍ଟ ହୋଇ ଗଲା । ଅର୍ଥାତ୍ ଅତି ଲୋଭରେ ବଂଶ ବୁଡେ କଥାଟି ସତ… ।


ଗପ ସାରଣୀ

ତାଲିକାଭୁକ୍ତ ଗପ