କାମାତୁରଙ୍କ କଥା ଶୁଣି ଚୋରଟି କହିଲା, ‘ତୁମ ଘରେ ମୋର ନେବାପାଇଁ କୌଣସି ଜିନିଷ ନାହିଁ । ଆଜି ମୋ ଭାଗ୍ୟରେ କିଛି ନାହିଁ । ମୁ ଯାଉଛି ଅନ୍ୟ କେଉଁ ଘରକୁ ଯାଇ ଭାଗ୍ୟ ପରୀକ୍ଷା କରିବି । କାହାଣୀଟି କହିସାରି ‘ଦୀପ୍ତାକ୍ଷ’ କହିଲେ, ‘ମହାରାଜ’! ଆପଣ ଶୁଣିଲେ ତ, ଚୋରଟି କିପରି ବୃଦ୍ଧ ବଣିକଙ୍କ ଜୀବନରେ ସୁଖ ଆଣିଦେଇ ପାରିଲା । ତେଣୁ ଏହି କୁଆଟି କାହିଁକି ଆମକୁ ସାହାଯ୍ୟ କରିପାରିବ ନାହିଁ । ଅନ୍ୟ କୁଆମାନେ ଆମ ସହିତ ଶତ୍ରୁତା ଆଚରଣ କରୁଛନ୍ତି । ଏହି କୁଆଟି ଯଦି ଆମ ପାଖରେ ରହିବ ତା’ହେଲେ ଆମେ ଶତ୍ରୁମାନଙ୍କର ଦୁର୍ବଳତା ସଂପର୍କରେ ଜାଣିପାରିବା । ଦୀପ୍ତାକ୍ଷଙ୍କ ମନ୍ତବ୍ୟ ଶୁଣି ସାରିବା ପରେ ଅରିମର୍ଦ୍ଧନ ‘ବକ୍ରନାସା’ ଙ୍କ ମନ୍ତବ୍ୟ ଶୁଣିବାକୁ ଚାହିଁଲେ । ‘ବକ୍ରନାସା’ଙ୍କୁ ସମସ୍ତ ଘଟଣା କହିସାରିବାପରେ ମହାରାଜା ଅରିମର୍ଦ୍ଧନ କହିଲେ, ‘ଆମକୁ ବର୍ତ୍ତମାନ କ’ଣ କରିବାକୁ ହେବ କୁହନ୍ତୁ । ବକ୍ରନାସା କହିଲେ, ସେହି କୁଆଟିକୁ ମାରିବା ଉଚିତ୍ ହେବ ନାହିଁ । ଚୋର ଏବଂ ରାକ୍ଷସ ମଧ୍ୟରେ କଳହ ଲାଗିବାରୁ ବାଛୁରୀ ସହିତ ବ୍ରାହ୍ମଣ ରକ୍ଷା ପାଇଗଲେ । କଥାରେ କୁହାଯାଇଛି ଦୁଇଜଣଙ୍କର କଳହରେ ତୃତୀୟ ଜଣଙ୍କର ଲାଭ ହୋଇଥାଏ । ଅରିମର୍ଦ୍ଧନ କହିଲେ, ‘ସେ କଥାଟି କ’ଣ’? ବକ୍ରନାସା କହିଲେ, ତାହାହେଲେ ଆପଣ ସେ ସଂପର୍କରେ ଏହି କାହାଣୀଟି ଶୁଣନ୍ତୁ ।
ଏକ ବୃଦ୍ଧ ବଣିକର କାହାଣୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଡାକମୁନ୍ସି
- ପରିବର୍ତ୍ତନ
- ପୁରସ୍କାର
- ମନ୍ତ୍ରୀଙ୍କ ଯୁକ୍ତି
- ଭାଇ ହେବତ ଏମିତି
- ଶତ୍ରୁକୁ ସତ୍କାର
- ବହ୍ନି ଦ୍ୱୀପ
- ଦୂର ପରବତ
- ରାଜା ଏବଂ ବୋକା ମାଙ୍କଡ କଥା
- ଆଦର୍ଶ ଗୁରୁ
- ପରିବର୍ତ୍ତନ
- ବିଲୁଆ ଭାଇର ଜାଣିବା କଥା
- ଅପୂର୍ବ ଅନୁରୋଧ!
- ଅଣଅଜା
- ନିରକ୍ଷର ସେନାପତି
- ପାପର ଫଳ
- ରେଶମୀ ବସ୍ତ୍ର
- ମାନବର ସହନଶୀଳତା ବଡ ଗୁଣ
- ଅନନୁଶୋଚିୟ ଜାତକ
- ଦି ମୁଣ୍ଡିଆ ଚଢେଇ
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ଅଦ୍ଭୁତ ହିସାବ
- ବନ୍ଧୁତା
- ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ
- ବ୍ୟର୍ଥ ଉପଦେଶ
- ହଳଧର ସିଂହଡାକ
- ମହାଭାରତ
- ବିକି ଜାଣିଥିଲେ –
- ନାମ ବିକ୍ରି
- ସାଷ୍ଟାଙ୍ଗ ପ୍ରଣିପାତ
- ସତ୍ୟ ଅସତ୍ୟ
- ବହ୍ନି ଦ୍ୱୀପ
- ମାଆଙ୍କ ପାଇଁ ଗହଣା
- ଯେସାକୁ ତେସା, ସାନ୍ତ୍ୱନା
- ନଳପାନ ଜାତକ
- କଞ୍ଜୁସ୍
- ପୋତାଧନ
- ଅଶୁଭ ମୁଖ
- ଅଦରକାରୀ ପୋଥିଗତ ବିଦ୍ୟା କାମରେ ଆସେନାହିଁ
- ଦୁଷ୍ଟ କାଉ ଦଳ
- ଲକ୍ଷ୍ମୀଛଡା ରାଜା କଥା
- ବୀରକ ଜାତକ
- ହଂସୀ ପରୀ
- ପୁଷ୍ପବତୀ କଥା
- ବେତାଳ ଗୁପ୍ତ ରହଣୀ
- ଜ୍ୟୋତିଷ ଶୁକପକ୍ଷୀ
- ମୂଷା ନୁହେଁ ଚୁଚୁନ୍ଦ୍ରା
- କର୍ମ ଘେନି ଫଳ
- ଉଦାରତା
- ନିମନ
- ଅଦ୍ଭୁତ ମଣିଚୁଳ କଥା
- ବିବେକ
- ମୋର ପ୍ରେରଣାଦାୟିନୀ ମୋ’ ମାଆ
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ସବୁଠୁ କୋମଳ ଶେଯ
- ତମ୍ବାପାତ୍ରର ଭୂତ
- ଏକାଗ୍ରତା, ଧୈର୍ଯ୍ୟ ଓ ଅଧ୍ୟବସାୟ ଅସାଧାରଣ ସଫଳତା ଆଣିଦିଏ
- ଚୋରର ଆଚରଣ ବଦଳିଗଲା
- କୁକୁର ଏବଂ ଗଧର କାହାଣୀ
- କୁଆ ଏବଂ ପେଚା ମାନଙ୍କ ମଧ୍ୟରେ ଶତ୍ରୁତା
- ଚୋର ଓ ବ୍ରହ୍ମରାକ୍ଷାସ କଥା
- ଭାଗ୍ୟର ବିଡମ୍ବନା
- ପରିଶ୍ରମ କରି କିଏ ଛୋଟ ହୋଇଯାଏନାହିଁ
- ଭିକ୍ଷାଦାନ
- କୌଶଲ୍ୟା କଥା
- ପରୀକ୍ଷା
- ସିଂହ ଓ ସାଧକ
- ପରୀରାଇଜ
- ସୁଲତାନ୍ ଙ୍କ ପ୍ରଶ୍ନ
- ଦସ୍ୟୁ ରାଜକୁମାର
- ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମାନବିକତା
- ମୂଲ୍ୟବାନ ଶିକ୍ଷା!
- ପ୍ରମାଣ
- ଠେକୁଆ ଓ ମହୁଫେଣା
- ନ ହେବା କଥାକୁ ଚେଷ୍ଟା
- ନ୍ୟାୟପୀଠ
- ବିଶ୍ୱସ୍ତ ଭୃତ୍ୟ
- ଚିକିତ୍ସା ରହସ୍ୟ
- ବ୍ରହ୍ମା ଏବଂ ସରସ୍ବତୀ
- ଭାଗ୍ୟ – ଦୁର୍ଭାଗ୍ୟ
- ଆଶୀର୍ବାଦ ବି ଅଭିଶାପ
- ମଣିଷ ସ୍ୱଭାବ
- ହୃଦୟ ପରିବର୍ତ୍ତନ
- ମାଛି ସନ୍ଦେଶ ଖାଉଛି
- ଆଦର୍ଶ ଗୁରୁଭକ୍ତ କଠ
- ଅଭିନବ ବିବାହ
- ବାଲେଶ୍ୱରୀ ପଙ୍ଗାଲୁଣ
- ଯେସାକୁ ତେସା
- ସୁନା ପାଇଁ କାହିଁକି ଲୋଭ
- ମହାବଳୀ
- କାନ୍ଦୁରୀ ରିଙ୍କି
- ସର୍ବୋଚ୍ଚ ନ୍ୟାୟାଳୟ
- ତାଙ୍କର ତୁଳନା ନାହିଁ
- ଚତୁରୀ ଦାସୀ
- ଭାଗ୍ୟବିଧାତା
- ଦୁଇ ବୈଦ୍ୟ
- ଭୁଲିଯିବାର ମନ୍ତ୍ର
- ସଂସାରରେ ଶ୍ରେଷ୍ଠ ଚିଜ କ’ଣ?
- ଅଳିଆ
- ପ୍ରକୃତ ସାହାଯ୍ୟ
- ମହା ଗଧ
- ଚକ୍ରଧରର କାହାଣୀ
- ମା’ର ଋଣ
- ରାଜାଙ୍କ ସ୍ୱପ୍ନ
- ମହାଭାରତ
- ଗଧ ଓ କୁକୁର
- କଇଁଚର ଉଡିବାକୁ ଇଚ୍ଛା
- ପୁଣ୍ୟଦାନର ମହିମା
- ସାଧୁ ଭକ୍ତ
- ନିଜ କାମରେ, ନିଜ ହାତ
- ଯାହାଙ୍କର ଦରବ ତାଙ୍କୁ ଦେଲେ ସେ ଖୁସି ହେବେ କେମିତି
- କୁକୁର ଶିଖେଇଲା ବୁଦ୍ଧି
- ସିଂହ ଏବଂ ମୂଷା
- ବୀର ଏବଂ ରାକ୍ଷସୀ
- ରାଜା ଓ କଳାକାର
- ମାଗଣା ଟଙ୍କା
- ସୁଲତାନାଙ୍କ ଚାତୁରୀ
- ଡାଆଁସର ଗର୍ବ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ପବନ ଓ ସୂର୍ଯ୍ୟ
- ରୋଗୀକୁ ଭଲ ପାଅ ରୋଗକୁ ନୁହେଁ
- ଧୂସର ଦୁର୍ଗ
- ଭାଗ୍ୟ
- ଦଲିଲ୍ର ବ୍ୟାଖ୍ୟା
- ସାପ ମାନଙ୍କର କାହାଣୀ
- ଅମ୍ବରୀଷ
- ବୁଢୀ ଓ ତା’ର କୁକୁଡା
- ରାଜ କୁମାରଙ୍କର ପରିବର୍ତ୍ତନ
- ରାଜହଂସ
- ତିନି ସାଧୁ ଓ ଭଗବାନ
- ରଘୁର ରସିଦ୍
- ଲୋଭ
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ଚୋରି ଆଉ ମିଛ
- ଅଭୁଲା ସ୍ମୃତି
- ବୀର ହନୁମାନ
- ସଫଳତା ପାଇଁ ବର୍ଷ ବର୍ଷର ସାଧନା ଲୋଡା
- ମୁନିକ ଜାତକ
- ଦିପ ଜାତକ
- ଦୁଇ ବିରଳ ବିପ୍ଳବୀ
- ଭ୍ରମ ଧାରଣା
- ମାଛ ଶିକାର
- ସ୍ୱପ୍ନରୁ ବାସ୍ତବ
- ମୁର୍ଖ ପଣ୍ଡିତ କଥା
- ରାଜଜ୍ୟୋତିଷ
- ବିଲୁଆର ଉପଦେଶ
- ଜଗଦୀଶ୍ଚନ୍ଦ୍ରଙ୍କର ସ୍ୱଦେଶପ୍ରୀତି
- ମହାଭାରତ
- ମୌନାବତୀ କଥା
- ନଟବୁଢା ବଗିଚାରେ କିଏ?
- ପାର୍ଥକ୍ୟ
- ଏହାପରେ କ’ଣ ହେଲା?
- ସବୁ କଥାରେ ଦୁଇଟି ପଟ
- ବିଶ୍ୱାସଘାତକ ପିଜାରୋ
- ଚନ୍ଦ୍ର ଓ ଚକୋର
- ଦସ୍ୟୁ ରାଜକୁମାର
- ମୂଲ୍ୟ
- ଦୁଃଖର ଅଶ୍ରୁ
- ବୀର ହନୁମାନ
- ଚିରନ୍ତନ ସୁଖ ଯାହାର ଯେଉଁଠି
- ଦସ୍ୟୁ ରାଜକୁମାର
- ଆକବର ଏବଂ ମଦୁଆ
- ଭୁବନ ସୁନ୍ଦରୀ
- କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ
- ଶାଶ୍ୱତ ସନ୍ଦେଶ
- ସ୍ୱପ୍ନ ବିଳାସ
- ଦସ୍ୟୁ ରାଜକୁମାର
- ଟମଥମ୍ବ
- ପ୍ରକୃତ ଧନ
- ବସନ୍ତର ବାର୍ତ୍ତାବହ
- ଅତିଲୋଭ ମୃତ୍ୟୁର କାରଣ
- ଯେପରି କର୍ମ ସେପରି ଫଳ
- ଚନ୍ଦା ପହିଲିମାନ
- ପବିତ୍ର ଜୀବନ
- ଶାଶୁଙ୍କ ଜୋଇଁ ଡାକରା
- ପ୍ରକୃତ ଧନୀ
- ଚନ୍ଦ୍ର ରାଜାଙ୍କର କାହାଣୀ
- ନେଳି ଟୋପି
- ପ୍ରତିଶୃତି
- ସିଂହ ଏବଂ ଗଧ କଥା
- କୁପ୍ରବୃତି ବଦଳିଗଲା
- ବୀର ହରିହର
- କୁହୁକ ହାଣ୍ଡି
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ଶିବ ପୁରାଣ
- କଳାର ସମ୍ମାନ
- ମହାନୁଭବତା ମଣିଷକୁ ମହାନ୍ କରିଦିଏ
- ଯାଦୁ ମହଲ
- ସାଧୁଙ୍କ ଯାଦୁ
- କୁତ୍ସା
- ଅଭିଳାଷ
- ଡେଙ୍ଗା ଗଛର ଗର୍ବ
- ଭଗବାନଙ୍କର ଧ୍ୟାନ
- କୂପମଣ୍ଡୁକ
- ସଚ୍ଚା ବିଦୂଷକ
- ଶଙ୍କରର ବୈରାଗ୍ୟ
- ରାଜାଙ୍କର ଶୁଆ
- ମୁଖା ଦ୍ୱାରା ମୁଖକୁ ଆବୃତ କରିବା
- ରୂପଧରଙ୍କ ଯାତ୍ରା
- ଚାଷୀର ବୁଦ୍ଧି



