ଥରେ ଆକବରଙ୍କ ଦରବାରରେ କୌଣସି ଏକ ବିଷୟରେ ଆଲୋଚନା ଚାଲିଥାଏ । ହଠାତ୍ ମହାରାଜ କହିଲେ, “ଆପଣମାନେ ତ’ ଏଠାରେ ବହୁ ବିଜ୍ଞ, ପଣ୍ଡିତମାନେ ଉପସ୍ଥିତ ଅଛନ୍ତି । ଆପଣମାନଙ୍କ ମଧ୍ୟରୁ କେହି କହିପାରିବେ କି ବର୍ତ୍ତମାନ ସଭାରେ ଯେତେ ସଭ୍ୟ ଉପସ୍ଥିତ ଅଛନ୍ତି ସେମାନଙ୍କ ମନରେ ବର୍ତ୍ତମାନ କ’ଣ ଅଛି?” ମହାରାଜଙ୍କର ଏ ପ୍ରକାର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କିଏ ବା’ କହିପାରିବ କାହା ମନରେ କ’ଣ ଅଛି? ସମସ୍ତେ ପରସ୍ପର ଆଡକୁ ଚାହୁଁଥାଆନ୍ତି । କାହାରି ମୁହଁରୁ କିଛି ଉତ୍ତର ବାହାରୁନଥାଏ । ସଭା ମଧ୍ୟରେ ବିରବଲ ମଧ୍ୟ ଉପସ୍ଥିତ ଥାଆନ୍ତି । କିଛି ସମୟ ପରେ ବିରବଲ ଆସନରୁ ଉଠିପଡି କହିଲେ, “ମହାରାଜ! ଏଠାରେ ଉପସ୍ଥିତ ଥିବା ସମସ୍ତ ଜନତା ବର୍ତ୍ତମାନ ତାଙ୍କର ପରମ ପ୍ରିୟ ମହାରାଜଙ୍କ କଥା ହିଁ ଚିନ୍ତା କରୁଥିବେ । ସେମାନେ ନିଶ୍ଚୟ ମହାରାଜଙ୍କ ମଙ୍ଗଳ କାମନା କରିବା ସହିତ ତାଙ୍କର ପ୍ରିୟ ମହାରାଜ ଦୀର୍ଘଜୀବି ହୁଅନ୍ତୁ ଏ କଥା ମଧ୍ୟ ଭାବୁଥିବେ । କେବଳ ସେତିକି ନୁହେଁ ସେମାନଙ୍କର ମହାରାଜଙ୍କର ଯଶ ଖ୍ୟାତି ଚାରିଆଡେ ବ୍ୟାପିଯାଉ ଏହା ମଧ୍ୟ କାମନା କରୁଥିବେ ।” ବିରବଲଙ୍କ କଥା ଶୁଣି ମହାରାଜ୍ ଆକବର ଆଶ୍ଚର୍ଯ୍ୟ ହୋଇଗଲେ । ବିରବଲଙ୍କୁ ପଚାରିଲେ, “ବିରବଲ! ତୁମେ କେମିତି ଏକଥା ଜାଣିଲ ଯେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ମୋର ମଙ୍ଗଳ କାମନା କରୁଥିବେ ।” ମହାରାଜଙ୍କ କଥା ଶୁଣି ବିରବଲ କହିଲେ, “ମହାରାଜ! ଆପଣ ଜଣ ଜଣକୁ ପରୀକ୍ଷା କରି ଦେଖନ୍ତୁ ତ’ ମୁଁ ଠିକ୍ କହୁଛି କି ନାହିଁ ।” ରାଜା ଯେମିତି ପଚାରିଲେ, ଉପସ୍ଥିତ ଥିବା ସମସ୍ତ ଜନତା ଏକ ସ୍ୱରରେ କହି ଉଠିଲେ, “ମହାରାଜ! ବିରବଲ ଯାହା କହିଲେ ତାହା ଠିକ୍ । ଆମ୍ଭେମାନେ ସମସ୍ତେ ଆପଣଙ୍କର ମଙ୍ଗଳ କାମନା କରୁଅଛୁ ।” ସଭ୍ୟମାନଙ୍କ କଥା ଶୁଣି ରାଜା ବିରବଲଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଲେ ।
କାହା ମନରେ କ’ଣ ଅଛି
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା
- କାମ କନ୍ଦଳା କଥା
- ଧୂସର ଦୁର୍ଗ
- ବ୍ରହ୍ମଚର୍ଯ୍ୟର ଶକ୍ତି
- ସଂସାରରେ ଶ୍ରେଷ୍ଠ ଚିଜ କ’ଣ?
- ମହାଭାରତ
- କନ୍ୟା ମନୋନୟନ
- ଅଧିକ ବିଦ୍ୱାନ୍ ଓ ଗୁଣବାନ୍
- ଅପୂର୍ବଙ୍କ ପରାକ୍ରମ
- ଘୋଡାର ପ୍ରକୃତ ମାଲିକ
- ଗୋଟିଏ ଭଲ ଉପାୟ
- ମା ଆସନ୍ତି ନାହିଁ ବାପା ଆସନ୍ତି
- ସ୍ୱାଧୀନତା ଆନ୍ଦୋଳନରେ ନିର୍ଭୀକ ସନ୍ନ୍ୟାସୀ
- ଭବିଷ୍ୟତ ବାଣୀ
- ଚଢେଇର ମନ୍ଦବୁଦ୍ଧି
- ବିନା ଲାଭରେ
- କଞ୍ଜୁସ୍ ଓ କରିତ୍କର୍ମା
- ମନ୍ଦ ବୁଦ୍ଧିର ପରିଣାମ
- ବନ୍ୟା ପୀଡିତ
- କଳାବତୀ
- ସମୁଦ୍ର ପାଣି ଲୁଣିଆ କାହିଁକି?
- ପ୍ରକୃତ ବନ୍ଧୁ
- ଅପୂର୍ବ ଯୁକ୍ତି
- ଦୁଇ ଡାକୁ
- କୋକୀର ସିଂହ ସହିତ ବନ୍ଧୁତା
- କଡମାଛ ଓ ରାଜକୁମାରୀ
- ସାବାସ୍ ମହାରାଜ!
- ବିପଦର ବନ୍ଧୁ ପ୍ରକୃତ ବନ୍ଧୁ
- ଅବିଶ୍ୱାସି ବନ୍ଧୁ
- ଅହଂକାରର ପରିଣତି
- “କାଲିକୁ ଆସ”
- ଚତୁର ମହାପାତ୍ରେ
- ମୂଷା ନୁହେଁ ଚୁଚୁନ୍ଦ୍ରା
- ଦୁଷ୍ଟ କାଉ ଦଳ
- ବିଚରା ପଣ୍ଡିତ
- ବିଚିତ୍ର ଚିତ୍ରକଳା
- ପଥରର ବୁଦ୍ଧମୂର୍ତ୍ତି ଭିତରେ ସୁନାର ବୁଦ୍ଧମୂର୍ତ୍ତି
- ସୁଲତାନାଙ୍କ ଚାତୁରୀ
- ଧୂସର ଦୁର୍ଗ
- ଦାନୀ
- ମେଷପାଳକର ବୁଦ୍ଧି
- ବୀର ହନୁମାନ
- ଦସ୍ୟୁ ରାଜକୁମାର
- ଦୁଇ ମୂର୍ଖ ବ୍ୟବସାୟୀ
- ଧାନ କ୍ଷେତ
- ଉତ୍ତମ ଗାଈ
- ବିଚିତ୍ର ବେଣୁ
- ମାୟାବି ଘୋଡା
- ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା
- ଶିବୁର ଚାଲାକି
- ଲୋଭ
- ବିଲୁଆ ଏବଂ ସିଂହ କଥା
- ପିଲାମାନେ ଓ ବେଙ୍ଗ
- ଗରିବ ଚାଷୀ ଓ ଗଣ୍ଡଭୈରବ ଚଢେଇ
- ଧୂସର ଦୁର୍ଗ
- ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!
- ବିଶ୍ୱାସ
- କଳ୍ପବୃକ୍ଷ ଓ ଦୟାଳୁ ରାଜା
- ସେ ଦିନର ମୁଖ୍ୟ ନାୟକ
- ସେନାପତି ନିର୍ବାଚନ
- ରାଷ୍ଟ୍ରପତିଙ୍କ ମହାନତା
- ମତ ପରିବର୍ତ୍ତନ
- ଈଶ୍ୱରଙ୍କ ଇଚ୍ଛା
- ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ
- ଯଥାର୍ଥ ଚିକିତ୍ସା
- ସଦ୍ବୁଦ୍ଧିର ଔଷଧ
- ମୁଁ ଘାତକିନୀ ରାଜ ଜେମା
- ବଲ୍ଲଭ ଓ ବନଦେବୀ
- ପୂଣ୍ୟକର୍ମର ମୂଲ୍ୟ
- ଲାଭ କ୍ଷତି
- ଗୋପାଳଙ୍କ ରୋଷେଇ
- ଗୋପନୀୟ କଥା ଗୋପନୀୟ ରହିବା ଉଚିତ୍
- ଅତି ଲୋଭରେ ବଂଶ ବୁଡେ
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ଆକାଶରେ କେତେ ତାରା?
- ଧନ୍ୟ ଶିବାଜୀ ଧନ୍ୟ
- ଅଧା ଆଲୋକ ଅଧାଛାଇ
- ମଣିଷପଣିଆ
- ସୁନା ସଂଗ୍ରହ ପାଇଁ ଚାଲାକି
- ରଙ୍ଗୀନ୍ ମୟୂର
- ଅସୀମ ସାହସ ଓ ତ୍ୟାଗର ଫଳ
- ହାଡବାଇ କଥା
- ଅଯେୟ ଯୋଦ୍ଧା
- ରାଜା ଏବଂ ଝାଡୁଦାର କଥା
- ମୂଷା ଛୁଆର ଜଙ୍ଗଲ ଯାତ୍ରା
- କର୍ମଘେନି ଫଳ
- ରାକ୍ଷସ ନୀତି
- ଭାଗ୍ୟ
- ବିଧବା ସ୍ତ୍ରୀଟିର ବିଚାର
- ପଦବୀର ବଳ
- ପ୍ରାର୍ଥୀ ମନୋନୟନ
- ଘୋଡା ଭଡା
- ଦୁଇ ଦୃଷ୍ଟି
- କୃଷ୍ଣାବତାର
- ବଙ୍କୁଲୀ ବାଡି ପ୍ରତି ଭୟ
- ବହ୍ନି ଦ୍ୱୀପ
- ମାଧ ମହାନ୍ତିଙ୍କ କନ୍ୟାସୁନା
- କର୍ମ ହେଉଛି ଭଗବାନ୍
- ତିନି ତାନ୍ତ୍ରିକ
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ବୀରହନୁମାନ
- ଉଦାରତା
- ମୋର ସାତ/ଆଠ ଟଙ୍କା ଦରକାର ଦଶ କି କୋଡିଏ କ’ଣ ହେବ
- ଭାଗ୍ୟ ଦେବତା
- ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ
- ମହାଭାରତ
- ନମ୍ରତା ଶ୍ରେଷ୍ଠ ଭୂଷଣ
- କୋଇଲିର ଉପଦେଶ
- ଦାୟିତ୍ୱହୀନା
- ଦେବୀଙ୍କ ଶାଢୀ
- ମାଠିଆରୁ ପାଣି କୁଆ ପିଇଲା
- ଭାଗ୍ୟଦେବୀ
- ନାରାୟଣ ଓ ନଡିଆ
- ଏକତାର କରାମତି
- ଏତେ ସପନକୁ ରାତି କାହିଁ
- ଠେକୁଆ ଏବଂ ଭୂମିକମ୍ପ
- ଖରପୁତ ଜାତକ
- ରାଜମୁକୁଟ
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ପୁଅକୁ ବଳି ବାପ
- ବିବେକ ଓ ବଚନ
- ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ
- ନିଜ କାମରେ, ନିଜ ହାତ
- ଲୀଳାବତୀ ସୂତ୍ର ରଚନା କଥା
- ବିଶ୍ୱାସଘାତକତାର ଫଳ ଅତି ବିଷମ
- ବାହାଘର ପାଇଁ ତିନୋଟି ସର୍ତ୍ତ
- ତିନି ତାନ୍ତ୍ରିକ
- ସାଧୁ
- ମହାଭାରତ
- ବୀର ଏବଂ ରାକ୍ଷସୀ
- ଦୁଇ ଅସୁର କଥା
- ବାୟାଣୀ ବାସନ୍ତୀ
- ରାଜାଙ୍କର ଶୁଆ
- ପରୀକ୍ଷା
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ତାଳବେତାଳ ଓ କମଳିନୀ
- ଜୟମତୀ କଥା
- ରାଜଦୂତର ଧର୍ମ
- ପିତାଙ୍କ ଆଦର୍ଶ!
- ଗାରୁଡି ମନ୍ତ୍ର
- ସବୁ କଥାରେ ଦୁଇଟି ପଟ
- ମୃଗନୟନୀ କଥା
- ହରିଣ ଓ ଅଙ୍ଗୁର ଲତା
- ବିବେକ ଓ ବଚନ
- କିଏ ଚୋର?
- କଥାକୁହା ଫଳ
- କୃତଜ୍ଞ ଓ କୃତଘ୍ନ
- ଶୁକ ପକ୍ଷୀ ପ୍ରାପ୍ତି
- ବନ୍ଧୁତ୍ୱ
- ଭାଗ୍ୟବିଧାତା
- ହାଡଗିଳା ଭୂତ
- ପରୋପକାରୀ
- ବେତାଳ ଗୁପ୍ତ ରହଣୀ
- କୁକୁଡାର ନାଲିଚୁଳ
- ବିପରୀତ ଫଳ
- ମହତ୍ତ୍ୱ ପରୀକ୍ଷା
- ସ୍ୱର୍ଗ ରାଜାଙ୍କ ଶୁଆ
- ପକ୍ଷୀ ଏବଂ ମାଙ୍କଡ କଥା
- ଜ୍ୟୋତିଷ ଶୁକପକ୍ଷୀ
- ଶିବଭକ୍ତ ଯୁବକ
- ସୁନ୍ଦର କିଏ?
- ଠେକୁଆ ଓ ମହୁଫେଣା
- “ଅତିଥି”
- ଫୁଲ ଝଡିପଡେ କାହିଁକି?
- ଦାନୀ ଶ୍ରୀଧର
- ବୁଢ଼ା ମାଙ୍କଡ଼ର ପ୍ରତିଶୋଧ
- ତାମ୍ସା
- ବୀର ହନୁମାନ
- ଏକତାର ବଳ
- ରାଜାଙ୍କର ବିରାଡି
- କୂପମଣ୍ଡୁକ
- ଭୂତୁଣୀର ସାହାଯ୍ୟ
- ଗୁଣ୍ଡୁଚି ପିଠିରେ ଗାର
- ପିତୃଙ୍କର ଶ୍ରାଦ୍ଧ ଭୋଜି
- ସେନାପତି ଓ ରାଜକୁମାରୀ
- ପାଣ୍ଡିତ୍ୟ
- କୃଷ୍ଣାବତାର
- କିଏ ଭଲ କିଏ ଅସଲ ଭେଲ?
- ବିଶ୍ୱାସ ଘାତକ
- ସାପ ଓ ନେଉଳ
- ବୃକ୍ଷ ମହାତ୍ମା
- କାଳିଆ ଭରସା
- ଭକ୍ତ ପାଖରେ ଭଗବାନ ହାରିଲେ
- ଇଚ୍ଛା ପୁର୍ତି
- ଅଭ୍ୟାସ ବଳରେ ଅସାଧ୍ୟ କାର୍ଯ୍ୟ ସାଧନ
- ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ
- କଇଁଚର ଦୌଡ
- ଯେସାକୁ ତେସା
- ଖାଲ ଖୋଳିବା ଲୋକଙ୍କ କୁଅଁ
- ନିଃସ୍ୱାର୍ଥପର ଲୋକ
- କାଳିକାପ୍ରସାଦ ଗୋରାପ
- ଶାସନ କ୍ଷମତା
- ଅରିଷ୍ଟନେମି
- ମହା ପଣ୍ଡିତ
- ସୁଧଖୋର ରତନଲାଲ୍
- ଛାଗଳର ଦୃଷ୍ଟାନ୍ତ
- ପୁଅଙ୍କ ପାଇଁ ବୁଢାର ଧନ
- ସଚ୍ଚା ପ୍ରେମୀ
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ବିଦୁଷକ ବୃହଲୁଲ୍



