ରାଣୀ ମହୁମାଛିର ଏପରି ଆଦେଶ ଓ ନିର୍ଦ୍ଧେଶରେ ପ୍ରଜା ମହୁମାଛିମାନେ ମହୁଫେଣାକୁ ଫେରିଗଲେ । ମହୁ ଆଣିଲେ ସମସ୍ତେ । ବିଲୁକୁ ମହୁ ଖାଇବାକୁ ଦେଲେ ଓ କହିଲେ ବିଲୁ ଭାଇ ତୁମେ ଆଜି ଆମ ରାଣୀଙ୍କ ଜୀବନ ରକ୍ଷା କରିଛ, ଏଣୁ ଆମେ ସମସ୍ତେ ତୁମ ନିକଟରେ ଚିର କୃତଜ୍ଞ । ତେଣୁ ଦୟାକରି ଆମର ଏ ଛୋଟିଆ ଦାନଟିକୁ ମହା ଆନନ୍ଦରେ ଗ୍ରହଣ କର । ଏ ମହୁ ଆମେ ଦେଉଛୁ ତୁମେ ଖାଅ । ବିଲୁ ଭାଲୁଟି ମହୁମାଛିମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲା । ସେ ଚୁଗୁଲି ଭାଲୁ ତ ଏ ଦୃଶ୍ୟ ଗଛ ଆଢୁଆଳରେ ଛକି ଦେଖୁଥାଏ । କିନ୍ତୁ ଚୁଗୁଲି ଭାଲୁ ମହୁମାଛି ଓ ସେ ବିଲୁ ଭାଲୁଙ୍କର କଥାବାର୍ତ୍ତାକୁ ଆଦୌ ଶୁଣିପାରି ନଥିଲା । ଚୁଗୁଲି ଭାଲୁ କଦାପି ଜାଣିପାରି ନାହିଁ ଯେ, ବିଲୁ ଭାଲୁ ଯୋଗୁଁ ରାଣୀ ମହୁମାଛି ରକ୍ଷା ପାଇଗଲା ବୋଲି । କିନ୍ତୁ ସେ ଚୁଗୁଲି ଭାଲୁ ଭାବୁଥାଏ, ମହୁମାଛିମାନେ ଏ ବିଲୁକୁ କାହିଁକି ମହୁ ଖାଇବାକୁ ଦେଲେ? ବୋଧହୁଏ ମହୁମାଛିମାନେ ବିଲୁକୁ କ୍ଷମା କରିଦେଲେ । କିମ୍ବା ମହୁମାଛିମାନେ ବିଲୁ ଭାଲୁକୁ ଭୟ କରି ମହୁ ଖାଇବାକୁ ଦେଉଛନ୍ତି । ଏହିଭଳି ଅନେକ କଥା ଭାବିଲା ଚୁଗୁଲି ଭାଲୁ । ତାପରେ ସେ ଚୁଗୁଲି ଭାଲୁ ଆଉ ଗଛ ଆଢୁଆଳରେ ଛକି ନରହି ପଦାକୁ ବାହାରି ଆସିଲା, ଏବଂ ମହୁମାଛିମାନଙ୍କୁ କହିଲା, ହେ ମାଛିମାନେ ରହିଯାଅ, ତମେ ସମସ୍ତେ ସେ ବଦ୍ମାସ ଭାଲୁକୁ କାହିଁକି ‘ମହୁ’ ଖାଇବାକୁ ଦେଉଛ? ସେ ପରା ତୁମ ମହୁଫେଣାକୁ ପଥର ଫିଙ୍ଗିଲା । ଅଥଚ ତୁମେ ତାଙ୍କୁ ‘ମହୁ’ ଖାଇବାକୁ ଦେଉଛ? ମହୁମାଛିମାନେ ଭୀଷଣ ଭାବରେ ରାଗିଗଲେ ବିଲୁ ଭାଲୁ ଉପରେ ଚୁଗୁଲି ଭାଲୁର ମିଛ କଥା ଶୁଣି । ମହୁମାଛିମାନେ ଏପରି ରାଗିଯିବାର ଦେଖି ରାଣୀ ମହୁମାଛି କହିଲା, ରହିଯାଅ, ପ୍ରଜା ମାଛିବୃନ୍ଦ, ତହୁଁ ହଠାତ୍ ସେ ମାଛିମାନେ ରହିଗଲେ । ତାପରେ ସେ ରାଣୀ ମହୁମାଛି କହିଲା, ବଦ୍ମାସ ଏଇ ମୁହୂର୍ତ୍ତରେ ଗଛ ଆଢୁଆଳରୁ ବାହାରି ନିଜକୁ ସାଧୁ ବୋଲି ପରିଚୟ ଦେଉଛୁ । ବିନ୍ଧିଯାଅ ମାଛିବୃନ୍ଦ, ଏ ବଦମାସକୁ ଆକ୍ରମଣ କର । ତାପରେ ସବୁ ମହୁମାଛୀମାନେ ରାଣୀ ମହୁମାଛିର ଆଦେଶ ପାଇ ସେ ଚୁଗୁଲି ଭାଲୁର ସାରା ଶରୀରକୁ ବିନ୍ଧି ଦେଇଗଲେ । ଫଳରେ ସେ ଚୁଗୁଲି ଯନ୍ତ୍ରଣାରେ ଖାଲି ଭାଁ ଭାଁ ହୋଇ ଦୌଡି ପଳାଇଲା । କୁଆଡେ ଯିବ ବୋଲି ବାଟ ବି ପାଇଲା ନାହିଁ । ସେହିଦିନୁ ସେ ଚୁଗୁଲି ଭାଲୁ କେବେ ବି ମହୁଫେଣାକୁ ଟେକା ଫିଙ୍ଗେ ନାହିଁ କି ବଦମାସ୍ କାମ ବି କରେ ନାହିଁ ।
କିଏ ଭଲ କିଏ ଅସଲ ଭେଲ?
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- କିଏ ଭଲ କିଏ ଅସଲ ଭେଲ?
- ଦେଢଶହ ବର୍ଷର ଅପେକ୍ଷା
- ଭଗବାନଙ୍କର ମୂର୍ତ୍ତି
- ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ
- ବୋକା ନା ବିବେକୀ?
- ହରିଣର କୁଣିଆ
- ସୁଲତାନାଙ୍କ ଚାତୁରୀ
- ଭାଗ୍ୟ ବୋଲିଭି କିଛି ଅଛି
- ରୂପଧରଙ୍କ ଯାତ୍ରା
- ଦାନପ୍ରିୟ ରାଜା
- ଶାଶୁ ବୋହୁ
- ପକ୍ଷୀପାଗଳ ବାଳକ
- ପିତୃଭକ୍ତିର ପରାକାଷ୍ଠା
- ବିଡାଏ କାଠ
- ଗଜ ମୂର୍ଖ
- ମୂଷା ଛୁଆର ଜଙ୍ଗଲ ଯାତ୍ରା
- ପୁଣ୍ୟବାନ୍
- ସାତ ନକ୍ଷତ୍ର
- ବିଚିତ୍ର ଚୋରୀ
- ସୁନାକୁଣ୍ଡରେ ସ୍ନାନ
- ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍
- ଚମର ଜୋତା
- ନିରକ୍ଷର
- ତିନୋଟି ଉପଦେଶ
- ଦାନୀକର୍ଣ୍ଣ ଭୂମିନାଥ
- ଗୋପୀର ସହର ଯାତ୍ରା
- ସାବତ ମା
- ନିମ୍ବ
- ଦାତା ଓ ମିତ୍ର
- ବୁଦ୍ଧିମାନ ବିଶୁ
- ବ୍ରାହ୍ମଣ ପୁଅ ରାଜା ହେଲା
- ସମସ୍ୟା ଓ ସମାଧାନ
- ନାମ ବିକ୍ରି
- ତିନି ତାନ୍ତ୍ରିକ
- ସାହାଯ୍ୟ କଲେ ସାହାଯ୍ୟ ମିଳେ
- ପରୀଦ୍ୱୀପ
- ସାବାସ୍ ଗୌରବ
- ଟମଥମ୍ବ
- ପରଶ ପଥର
- ଗୀତ ଗାଉଥିବା ଗଧ
- ଯେ ପାଂଛେ ପର ମନ୍ଦ
- ମୁଁ ଘାତକିନୀ ରାଜ ଜେମା
- ସତ୍ୟପାଳ ଓ ଦୁଇଶତ୍ରୁ
- କୃଷ୍ଣାବତାର
- ଅରିଷ୍ଟନେମି
- ଧମ୍ମଦ୍ଧଜ ଜାତକ
- ଦାନର ମହିମା
- ମାରୁତି କବି
- ତୋପଠାରୁ ବଳି
- ଘଂଟି ବନ୍ଧା ଓଟ କଥା
- ଚନ୍ଦ୍ର ରାଜାଙ୍କର କାହାଣୀ
- ହାଡଗିଳା ଭୂତ
- ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର
- ବିଟ ପୁରୁଷର ପ୍ରେମ
- ଧନ୍ୟ ଶିବାଜୀ ଧନ୍ୟ
- ବିଧାତାର ଦଣ୍ଡ
- ଶିଆଳ ରାଜା କଥା
- ମଣିଷ ସ୍ୱଭାବ
- କୃଷ୍ଣାବତାର
- ବୀର ଏବଂ ରାକ୍ଷସୀ
- ପାର୍ଥକ୍ୟ
- ଦସ୍ୟୁ ରାଜକୁମାର
- ଏମିତି ଭି ହୁଏ
- ଚାରିଜଣ ପଣ୍ଡିତ ମୂର୍ଖଙ୍କ କଥା
- ସୁବର୍ଣ୍ଣ ଫୁଲର ରହସ୍ୟ
- ଦୁଇ ଅସୁର କଥା
- ଶତ୍ରୁକୁ ମିତ୍ର କରିବା ଉପାୟ
- ଛିଟିକିଣି
- ଯେସାକୁ ତେସା
- ଠେକୁଆ ଓ ମହୁଫେଣା
- ଅମୂଲ୍ୟ ଉପଦେଶ
- ଚତୁର ଇଭାନ୍
- ଆଚରଣରେ ପରିବର୍ତ୍ତନ
- ପୁରସ୍କାର
- ଅସଲ କବିରାଜ
- ମନ କିଣିନେଲା ଜନମ ମାଟି
- ବର୍ଷା ରାତିର ଚୋର
- କାକୁଡି କାବ୍ୟ
- ଧୂସର ଦୁର୍ଗ
- ଶାଶ୍ୱତ ସନ୍ଦେଶ
- ଜୟଲକ୍ଷ୍ମୀ କଥା
- ବୁଦ୍ଧି ଓ ବିବେକ
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ବୋକାମାନଙ୍କର ତାଲିକା
- ବୀର ହନୁମାନ
- ଶିବ ପୁରାଣ
- ଯୋଗୀ ଓ ନାସ୍ତିକ
- ଦୁଇବନ୍ଧୁ
- ଶଗଡିଆ ଓ ଶଗଡ ଗାଡି
- ସହନଶୀଳତା
- ତିନି ସୂତ୍ର
- ରାଜାଙ୍କର କ୍ରୋଧ
- ବୀର ହନୁମାନ
- ସମାଧାନ
- ସାହାଯ୍ୟକାରୀ ଜଙ୍ଗଲପରୀ
- ଗୋପାଳର ସ୍ତ୍ରୀ
- ଚଢେଇର ମନ୍ଦବୁଦ୍ଧି
- ଭୂତ ଏବଂ ଅସଲ ଭୂତ
- ଗୁଡର କରାମତି
- ପରିଶ୍ରମ ହିଁ ଶ୍ରେଷ୍ଠ
- ଆମ୍ବ ଭୂତ
- ବାନର ଓ ଚଟକ ଦମ୍ପତି କଥା
- ରୂପଧରଙ୍କ ଯାତ୍ରା
- ଚାଷୀର ବୁଦ୍ଧି
- ସହରର ଅଶାନ୍ତି
- ଲୁହାର ଭୀମ ଚୁନା ହେଲା
- ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି
- ବିଦୂଷକଙ୍କ ମନ୍ତ୍ରଶକ୍ତି
- କର୍ମ ହେଉଛି ଭଗବାନ୍
- ସାହାସିକ କାର୍ଯ୍ୟ
- ରାଜଦୂତର ଧର୍ମ
- ବାଜି ଜିତି ବାହା
- ସଫଳତା ପାଇଁ ବର୍ଷ ବର୍ଷର ସାଧନା ଲୋଡା
- ପାଞ୍ଚ ପ୍ରଶ୍ନ
- ଲୀଳାବତୀ କଥା
- ରହେ ତା’ ଆଦର ଯଶ
- ବିଦ୍ୟା ଅଟଇ ମହାଧନ
- ଘୋଡା ବୁଦ୍ଧିରେ ବଳିଗଲା
- ପୁଷ୍ପବତୀ କଥା
- ବୀର ହନୁମାନ
- ସବୁଠୁ କୋମଳ ଶେଯ
- ବୀର ହନୁମାନ
- “ଅତିଥି”
- ଅଯେୟ ଯୋଦ୍ଧା
- ତାଳବେତାଳ ଓ କମଳିନୀ
- ଅମର ମଣିଷ
- ପିଉସୀ ମା ଓ ଗୋପାଳ
- ସଚ୍ଚା ଶିଳ୍ପୀ
- ସାହସୀ
- ମୁଖା ଦ୍ୱାରା ମୁଖକୁ ଆବୃତ କରିବା
- ବତକ ଓ ତା’ର ସୁନା ଅଣ୍ଡା
- ବାବୁ କହିଥିଲେ
- ରାଜକୁମାରୀ ଓ ଶିମ୍ବମଞ୍ଜି
- ଗୋପାଳ ଗଧ
- ସ୍ତ୍ରୀ କାହାର
- ଆମ୍ର ଜାତକ
- ଭୂତୁଣୀ
- ବିଦ୍ୟାର ଅଧିକାର
- ଠକ ଠକାମିରେ ପଡିଲା
- ଅଦ୍ଭୁତ ମୁକୁଟ
- ବୃକ୍ଷର ଜୀବନ
- ସବୁ ମଣିଷଙ୍କୁ ସମାନ ମଣି ସେବା କର
- ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା
- ଅନୁସନ୍ଧାନ
- ସୁବର୍ଣ୍ଣ ପଥର
- ସୁନାପାଇଁ ବନ୍ଦିଶାଳା
- ଲୋଭର ଫଳ
- ଅତି ଲୋଭ କରନାହିଁ
- ତିନି ମୁଦ୍ରିକା
- ଧର୍ମନନ୍ଦନଙ୍କ କାହାଣୀ
- ଭୁଲିଯିବାର ମନ୍ତ୍ର
- ପାଗଳ ପ୍ରେମୀ
- ଟଙ୍କା ଥଳୀଟି କାହାର?
- ବ୍ୟାକୁଳ ଭରତ
- ଯାଦୁ ମହଲ
- ମହୁମାଛିର ପ୍ରାର୍ଥନା
- କୃଷ୍ଣାବତାର
- ନିଷ୍ପତି ବଦଳ
- କୁକୁରର ପ୍ରଭୁ ଭକ୍ତି
- ପତ୍ନୀର ଯୋଗ୍ୟ ପତି
- ସିଂହ ଓ ସାଧକ
- ସାହସୀ ସତ୍ୟପାଳ
- ରାଜକୁମାରୀ ସୌଦାମିନୀ
- ଦାନଦେଇ ପ୍ରତିଦାନ ଆଶା କରିବା, ବ୍ୟବସାୟ
- ଶୁଭେଚ୍ଛା
- ବଲ୍ଲଭର ବ୍ୟାଧି
- ସତ ଲୁଚେନା
- ପରୀକ୍ଷା
- ସଭିଏଁ ନୁହଁନ୍ତି ମଣିଷ
- ଦେବୀଙ୍କ ଶାଢୀ
- ପୁରସ୍କାର
- ଯଥାର୍ଥ ଐଶ୍ୱର୍ଯ୍ୟ
- ରାଜପଦର ମହତ୍ୱ
- ମହାଭାରତ
- ସଦୁପଦେଶ
- ବନ୍ଧୁତ୍ୱ
- ସ୍ତ୍ରୀ ପ୍ରେମୀ ଅରଫିଅସ
- ସାଧୁ ଦେବ ଶର୍ମାଙ୍କ କାହାଣୀ
- କପୋଳ କଳ୍ପିତ
- ଗନ୍ଧର୍ବ ମାଳା
- ବୁଢୀ ଓ ତା’ର କୁକୁଡା
- ବୁଢ଼ା ମାଙ୍କଡ଼ର ପ୍ରତିଶୋଧ
- ଆୟ ଦେଖି ବ୍ୟୟ କର
- ଲୋଭୀର ଧନ
- ଚୋର ବୁଦ୍ଧି ଶିଖିଲା
- ସତ୍କର୍ମର ପୁଣ୍ୟଫଳ
- ପୁଣ୍ୟଦାନର ମହିମା
- ବାମ ହାତର ଦୁଖଃ
- ଶିଶିର ପୁଅ ଗଧ
- ଅପାତ୍ର ଦାନ
- ଅସରନ୍ତି ଧନ
- କୁରାଢ଼ୀ ଓ ଜଳ ଦେବତା
- ପିମ୍ପୁଡି ଓ ଝିଂଟିକା
- ବୃଦ୍ଧ ହୋଇ ମରିବା
- ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ
- ତୃତୀୟ ପ୍ରଶ୍ନ
- ଗୁପ୍ତଧନ
- ଅତି ଲୋଭରେ ତନ୍ତୀ ମରେ
- ଧନର ସଦୁପଯୋଗ
- ବୃକ୍ଷ ମହାତ୍ମା



