ଦୈତ୍ୟ ଶଙ୍ଖରୁ ବାହାରକୁ ଚାଲିଆସିଲା, ସମ୍ମୁଖରେ କୃଷ୍ଣ-ବଳରାମଙ୍କୁ ଦେଖି ସେ ଭୟଙ୍କର ଗର୍ଜନ କରି ସେମାନଙ୍କୁ ଆକ୍ରମଣ କଲା । କୃଷ୍ଣ-ବଳରାମ ଓ ରାକ୍ଷସ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଯୁଦ୍ଧରେ ରାକ୍ଷସ ପଂଚଜନଙ୍କ ଠାରୁ ଗୁରୁପୁତ୍ରଙ୍କ ସନ୍ଧାନ ମିଳିଲା ନାହିଁ । ବଳରାମ ବିମର୍ଶ ହୋଇ କହିଲେ – ଆମେ ନିରପରାଧ ଦୈତ୍ୟକୁ ହତ୍ୟାକଲେ ସିନା । ଶ୍ରୀକୃଷ୍ଣ ହସି ହସି ଉତ୍ତରଦେଲେ ରାକ୍ଷସର ଅନ୍ତିମ ସମୟ ଆସିଯାଇଥିଲା । ବିଧାତାର ନିର୍ଦେଶ ମୁତାବକ ରାକ୍ଷସ ମୋ ହାତରେ ମରି ବୈକୁଣ୍ଠପ୍ରାପ୍ତି ହେଲା । ଏହା କହି ସେ ଶଙ୍ଖଟିକୁ ଉଠାଇ ନେଲେ, ଯେଉଁ ଶଙ୍ଖ ଭିତରେ ପଂଚଜନ ଦୈତ୍ୟ ରହୁଥିଲା । ଶଙ୍ଖଟି ଅତି ସୁନ୍ଦର ଥିଲା । ଏହି ସୁନ୍ଦର ଶଙ୍ଖକୁ ଦେଖି ଶ୍ରୀକୃଷ୍ଣ କହିଲେ ଏହାକୁ ସର୍ବଦା ମୁଁ ମୋ ପାଖରେ ରଖିବି । ଏବେଠାରୁ ଏହାର ନାମ ପଂଚଜନ୍ୟ ହେବ । ଏହି ଶଙ୍ଖ ବଜାଇ ଯୁଦ୍ଧର ଆରମ୍ଭ ଘୋଷଣା କରିବି । ଆସ, ଏବେ ଆମେ ଗୁରୁପୁତ୍ରଙ୍କ ସନ୍ଧାନରେ ଯମରାଜଙ୍କ ନଗରୀକୁ ଯିବା । ଯମରାଜ ଦୁହିଁଙ୍କୁ ସ୍ୱାଗତ କରି ଆସିବାର କାରଣ ପଚାରିଲେ । ଗୁରୁଦକ୍ଷିଣା ସ୍ୱରୂପ ଦୁହେଁ ପୁନର୍ଦତକୁ ଫେରାଇ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜାଣି ଯମରାଜ ପୁନର୍ଦତଙ୍କୁ ତାଙ୍କ ସହ ଫେରାଇ ଦେଲେ । ତିନିହେଁ ଅବନ୍ତୀପୁରସ୍ଥ ଗୁରୁ ସନ୍ଦିପନୀଙ୍କ ଆଶ୍ରମକୁ ଫେରିଲେ । ଦୀର୍ଘବର୍ଷ ବ୍ୟବଧାନରେ ଗୁରୁ ସନ୍ଦିପନୀ ଓ ଗୁରୁମାତା ପୁନର୍ଦତଙ୍କୁ ଫେରି ପାଇଥିବାରୁ ଆନନ୍ଦରେ ଆତ୍ମହରା ହୋଇପଡିଲେ । ଶିଷ୍ୟଦ୍ୱୟଙ୍କ ହେତୁ ଏହା ସମ୍ଭବ ହୋଇଥିବାରୁ ଗୁରୁ ଓ ଗୁରୁମାତା କୃଷ୍ଣ-ବଳରାମଙ୍କୁ ଅଶେଷ ଆଶୀର୍ବାଦ ଦେଲେ ।
ଗୁରୁଙ୍କ ପ୍ରତି ନିଷ୍ଠା ଓ ଭକ୍ତି
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- କଠିନ ସମସ୍ୟାର ମୁକାବିଲା କର
- ଚତୁରୀ ରମଣୀ
- ତିନି ସାଧୁ ଓ ଭଗବାନ
- ସୁବର୍ଣ୍ଣ ଫୁଲର ରହସ୍ୟ
- ବିଳମ୍ବିତ ବୁଦ୍ଧି!
- ଷଡଯନ୍ତ୍ରର ସୁଫଳ
- ମା ଛେଉଣ୍ଡ ଝିଅ
- ଭୁଲାମନ
- ମହାମନ୍ତ୍ରୀଙ୍କ କୁଡିଆ ଘର
- ଧର୍ମ ସହିବ ନାହଁ
- ଦେବୀଙ୍କ ଅଳଙ୍କାର
- ଆଗନ୍ତୁକା
- ଶନି ଓ ଧନ ଦେବୀଙ୍କ କଳହ
- ତିନୋଟି ପରୀକ୍ଷା
- ପ୍ରାର୍ଥୀ ମନୋନୟନ
- ଆତିଥ୍ୟ
- ପରର ସ୍ତ୍ରୀ ରାଜକନ୍ୟା
- ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର
- କନକ ଉପତ୍ୟକାର କାହାଣୀ
- ବେତାଳ ଗୁପ୍ତ ରହଣୀ
- କନକ ଉପତ୍ୟକାର କାହାଣୀ
- ବିଦ୍ୟାର ଅଧିକାର
- ଧୂସର ଦୁର୍ଗ
- ସବୁ ମୁଖେ ପରିସ୍ରା କରେ
- କଳିବୁଢୀ ଶାଶୁ
- ନିଜ ପାଇଁ ଚିନ୍ତା କର ପଛକେ ଅନ୍ୟ ଚିନ୍ତା ଭୁଲିଯାଅନାହିଁ
- ଅନ୍ଧପିଲାର କରାମତି
- ଶିବ କୃପା
- ବୀର ଦାସ
- ଠକ ନଗରୀ
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ପଣ୍ଡିତଙ୍କ ଆଶୀର୍ବାଦ
- ସ୍ୱପ୍ନରୁ ବାସ୍ତବ
- ଦୁଇ ଜ୍ୟୋତିଷ ଓ ସୁଲତାନ
- ଭୁଲ୍ ବୁଝିଲା ବିନୟ
- ଯାଦୁ ସିଢି
- ତିନି ପରୀକ୍ଷା
- ଚାଷୀର ପ୍ରାର୍ଥନା
- ତତ୍କଳ ଜାତକ
- ନଳପାନ ଜାତକ
- ବୀର ହନୁମାନ
- ବିନାମୂଲ୍ୟରେ ପ୍ରବେଶ
- ବଦ୍ ଖର୍ଚ୍ଚ ଓ ସଂଚୟ
- ସର୍ବୋଚ୍ଚ ନ୍ୟାୟାଳୟ
- ଦୋମୁହାଁ ବିଚାର
- କରୁଣାବତୀ କଥା
- ପୋଡା ମୁହଁରେ ସବୁ ଭଲ
- କୁହୁଡି ଆମ୍ବ ବଉଳ
- ହୀରା ଫେରସ୍ତ
- ଦୁଇ ଭୂତୁଣୀ
- କାଲିର କାମ ଆଜି କର
- ଓସ୍ତାଦଙ୍କ ଓସ୍ତାଦ
- ସାବତ ମା
- ଶିବ ପୁରାଣ
- ପାପର ଫଳ
- ମୋର ପ୍ରେରଣାଦାୟିନୀ ମୋ’ ମାଆ
- ଯୀଶୁ ଓ ତିନି ଗଛ କାହାଣୀ
- ସାପ ମାନଙ୍କର କାହାଣୀ
- ଅଦ୍ଭୁତ ଅସ୍ତ୍ର
- ଅବିଶ୍ୱାସି ବନ୍ଧୁ
- ସାପ ଓ ନେଉଳ
- ରୂପଧରଙ୍କ ଯାତ୍ରା
- ଚୋର ଅତିଥି
- ବାଘ ଏବଂ ସୁବର୍ଣ୍ଣ କଙ୍କଣ
- ଚିଦାମ୍ବରର ଧର୍ମଜ୍ଞାନ
- ପ୍ରକୃତ ସାହାଯ୍ୟ
- ଦାନଦେଇ ପ୍ରତିଦାନ ଆଶା କରିବା, ବ୍ୟବସାୟ
- ସନ୍ତୋଷଲାଭର ରହସ୍ୟ
- ରାଜାଙ୍କର ବିରାଡି
- ସାହାସିକ କାର୍ଯ୍ୟ
- ସମ୍ରାଟ ଅଶୋକ
- ବିଶ୍ୱାସରେ ବିଷ
- ପରନ୍ତପ ଜାତକ
- ବାରୁଦର ଜନ୍ମ କଥା
- ଇଏ ମଣିଷ ନା ଦେବତା
- କୂପରୁ ମୁଦି ବାହାର କରିବା
- ବଡ ବୋକା
- ରାଜ-ଚରିତ୍ର
- ଏକତାର କରାମତି
- ଭୃଗୁ
- ଶାଶୁ ବୋହୁ
- ସୁନାବୋହୁ
- ବାଜି ଜିତି ବାହା
- ଠିକଣା
- କୂଟନୀତି
- ରାଜା ଓ କଳାକାର
- ହସର କାରଣ
- ଡେଙ୍ଗା ଗଛର ଗର୍ବ
- ଚୋରି ଆଉ ମିଛ
- ଶାଶୁଙ୍କ ଚିକିତ୍ସା
- ସୁନାଖଣିର ଦେଶ
- ବାଘ
- ବୁଦ୍ଧିର ଦୌଡ
- ମତ୍ସ୍ୟ ମାନବ
- ବୁଦ୍ଧିର ବଳ
- ଦୁଷ୍ଟ ଚିଲ ଓ ଚତୁର କଙ୍କଡା
- ନର୍ତକ ଛାଗଳ
- ଆକାଶରେ ଶିଳପୁଆ
- ଆଜି ଆମର ଏକ ସୌଭାଗ୍ୟର ଦିନ
- ମଧୁମାଳତୀ କଥା
- ଭୂତ ଅନୁଭୂତି
- କୂପର ବିବାହ
- କୁପ୍ରବୃତି ବଦଳିଗଲା
- ବୈଦେହୀ କଥା
- ଅହଙ୍କାର ର ଫଳ
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ବିଲୁଆ ଭାଇର ଜାଣିବା କଥା
- ଅଙ୍ଗୁର ଖଟା
- ଚତୁରୀ ଦାସୀ
- ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା
- ବିକି ଜାଣିଥିଲେ –
- ହାର୍-ଜିତ୍
- ଯାଦୁ ମହଲ
- ତାଙ୍କର ତୁଳନା ନାହିଁ
- ଚନ୍ଦ୍ର ଓ ଚକୋର
- ମହାରାଜା ବିକ୍ରମାଦିତ୍ୟ
- ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ
- ପରୋପକାର
- ବୁଢୀ ଓ ଯୁବତୀ ସ୍ତ୍ରୀ
- କୁଜାର କୁହୁକ ଲଢେଇ
- ସମସ୍ୟା ଓ ସମାଧାନ
- ଜଳ ପରୀର କାହାଣୀ
- ବାହାଘର ପାଇଁ ତିନୋଟି ସର୍ତ୍ତ
- କିଏ ଚୋର?
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ
- ବିଶ୍ୱାସରେ କେବେ ବିଷ ଦିଅନା
- ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ କାହିଁକି?
- ଶ୍ରୀ ରାମକୃଷ୍ଣ ପରମହଂସ
- ନିଜେ ଚେଷ୍ଟାକର
- ସିଂହ ଏବଂ ମୂଷା
- ପତିପତ୍ନୀ
- ମଇଁଷି ପାଇଲା ଆଶୀର୍ବାଦ
- ବାଚାଳ ଶୁକପକ୍ଷୀ
- ବିରକ୍ତି ଓ ଅନାସକ୍ତି
- ଧୂସର ଦୁର୍ଗ
- ମହାଭାରତ
- ବର ବଦଳ କଥା
- ରାଜକୁମାରୀ ଓ ଶିମ୍ବମଞ୍ଜି
- ଆତ୍ମସମ୍ମାନ
- ଦୂରଦ୍ରଷ୍ଟା ବଣିକ
- ପର୍ସିଅସ୍ ଓ ଆଣ୍ଡ୍ରେମିଡା
- ଯାଦୁ ମହଲ
- ପ୍ରଶଂସା ପତ୍ର
- ଦୁଇ ମୂର୍ଖ ବ୍ୟବସାୟୀ
- ରାକ୍ଷସ ନୀତି
- ଅଭିଶପ୍ତ ଉପତ୍ୟକା
- ମହାଭାରତ
- କନକ ଉପତ୍ୟକାର କାହାଣୀ
- ବୋକାମାନଙ୍କର ତାଲିକା
- ବୁଦ୍ଧିମାନ ଭିକାରୀ
- କୁମୁଦର ସଦ୍ଗୁଣ
- ଶଗଡିଆ ଓ ଶଗଡ ଗାଡି
- ଅନ୍ଧବୁଢୀର ଅଦ୍ଭୁତ ଚିକିତ୍ସା
- ସୁନାଲୋଭୀ ମିଦାସ୍
- ତିନି ତାନ୍ତ୍ରିକ
- ଡାକୁ ଭୈରବ
- କୀର୍ତିମତୀ କଥା
- ପୁରସ୍କାର
- ବିବେକ
- ବସଣୀ ଚୋରି
- ମିତ୍ରତାର ମୂଲ୍ୟ
- ପ୍ରତିଭା ପ୍ରତିଯୋଗିତା
- ନ୍ୟାୟପୀଠ
- ତ୍ୟାଗର ଫଳ
- ଶଶ ଜାତକ
- ସୃଷ୍ଟିର ଆନନ୍ଦ
- ଶନି କୋପ ଓ ଧନ ଦେବୀଙ୍କ କୃପା
- ମନ୍ତ୍ରୀ ନିର୍ବାଚନ
- ମୁର୍ଖ ପଣ୍ଡିତ କଥା
- ଅନୁରୋଧବତୀ କଥା
- ଆଦର୍ଶ ଗୁରୁ
- ଚିରନ୍ତନ ସୁଖ ଯାହାର ଯେଉଁଠି
- ଗଧ ଏବଂ ଧୋବାର କାହାଣୀ
- ମାଙ୍କଡ ଏବଂ କାଠଗଣ୍ଡିର କାହାଣୀ
- ପକ୍ଷୀ ଏବଂ ମାଙ୍କଡ କଥା
- ବୀର ହନୁମାନ
- ମଲାପୁଅ ବଂଚିଲା
- ଲୀଳାବତୀ କଥା
- ବିକ୍ରମାଦିତ୍ୟଙ୍କ ବନଗମନ
- ସହାନୁଭୂତି
- ନିକୁମ୍ଭଙ୍କ ଗର୍ବଚୂର୍ଣ୍ଣ
- ଆକବରଙ୍କ ଚାକର
- ଏହା ମୋର ଦାଢି
- ସୁନା ସଂଗ୍ରହ ପାଇଁ ଚାଲାକି
- ହନୁ କରଣ
- ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା
- ପ୍ରେମ ଜ୍ୟୋତି
- ମୁଦ୍ରିକାର ଗୌରବ
- ଭାଗ୍ୟବିଧାତା
- କଥା କୁହା ଗୁମ୍ଫା
- ଦେବୀଭକ୍ତ
- ଏମିତି ଭି ହୁଏ
- ପ୍ରଶସ୍ତି
- ବିଦ୍ୟା – ଦାନ
- ସଚ୍ଚୋଟ ପଣିଆର ପୁରସ୍କାର
- ଦସ୍ୟୁ ରାଜକୁମାର
- ଚିତ୍ରଲେଖା କଥା
- ତୀର୍ଥଯାତ୍ରୀ
- ମୂଷା ନୁହେଁ ଚୁଚୁନ୍ଦ୍ରା
- ଧୂସର ଦୁର୍ଗ



