ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଗୁରୁଦକ୍ଷିଣା

                କୃଷ୍ଣ ବଳରାମ ଗୁରୁପୁତ୍ରଙ୍କୁ ନେଇ ଆସି ଗୁରୁ ତଥା ଗୁରୁପତ୍ନୀଙ୍କୁ ସଶ୍ରଦ୍ଧ ପ୍ରଣାମ ଜଣାଇ ପୁନର୍ଦତକୁ ଫେରାଇ ଦେଲେ । ପୁତ୍ରକୁ ଫେରିପାଇ ଗୁରୁଦମ୍ପତ୍ତି ଆନନ୍ଦିତ ହୋଇଥିଲେ ବି ରାମକୃଷ୍ଣଙ୍କୁ ଆଦରରେ କୋଳକୁ ନେବାବେଳେ ଦୁହିଁଙ୍କ ଆଖିରୁ ଅଶ୍ରୁ ବୋହି ପଡିଲା । ଗୁରୁ ସନ୍ଦିପନୀ କହିଲେ, ‘ବତ୍ସ ! ତୁମେ ଦୁହେଁ ମୋତେ ତୁମର ଗୁରୁଦକ୍ଷିଣା ଦେବାପାଇଁ ଯେଉଁ ଦୁରୂହ କାର୍ଯ୍ୟ କରିଛ, ତାହା କାଳ କାଳକୁ ଏକ ଆଦର୍ଶ ହୋଇ ରହିଥାଉ । ଆଉ ଶିଷ୍ୟ ସବୁଦିନ ପାଇଁ ଏହି ଗୁରୁକୃପା ବଳରେ ଅସାଧ୍ୟ ସାଧନ କରି ଜଗତରେ ଶ୍ରେଷ୍ଠସ୍ଥାନ ଅଧିକାର କରନ୍ତୁ, ଏହା ହିଁ ମୋର ଆଶୀର୍ବାଦ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ