ବିବାହ ଶେଷ ହେଲା । ଭାନୁମତି ଚିନ୍ତା କଲେ ଏବେ ମୋ ଗୃହକୁ ପ୍ରତ୍ୟାବର୍ତନ କରିବି । ସ୍ୱାମୀ ଜାଣିଲେ ମୁଁ ଦୋଷୀ ହେବି । ଏସନ ଚିନ୍ତା କରି ମାତାପିତାଙ୍କ ପାଶରୁ ମେଲାଣି ମାଗି ବୃକ୍ଷରେ ବସିଲେ । ଯୋଗ୍ନୀମାନେ ବୃକ୍ଷକୁ ଧରି ଶୂନ୍ୟ ମାର୍ଗରେ ଉଡି ଆସିଲେ । ଖୁବ୍ ଶିଘ୍ର ନିଜ ରାଜ୍ୟରେ ପହଁଚିଲେ । ଭାନୁମତୀ ରାଣୀ ବୃକ୍ଷରୁ ଓହ୍ଲାଇ ଚାଲିବା ସମୟରେ ବିକ୍ରମାଦିତ୍ୟ ଆଗରୁ ଦଉଡି ଯାଇ ପୁଷ୍ପହାର ଓ ସୁବର୍ଣ୍ଣ ହାରକୁ ଶଯ୍ୟାତଳେ ପୂରାଇଦେଇ ଘୋଡି ହୋଇ ଶୋଇଗଲେ । ଭାନୁମତୀ ଯାଇ ନିଜ ଗୃହ ମଧ୍ୟରେ ମିଳିଲେ ଓ ରାଜା ସୁଖନିଦ୍ରା ଯାଇଥିବାର ଦେଖିଲେ । ବିକ୍ରମାଦିତ୍ୟଙ୍କ ନିକଟକୁ ଯାଇ ଉଠ ଉଠ ବୋଲି ଡାକିଲେ । ରାଜା ଡାକଶୁଣି ଶଯ୍ୟାରୁ ଉଠିଲେ । ନିଜର ନିତ୍ୟକର୍ମ ସମାପନ କରି ରାଜା ବେଶ ପରିଧାନ କରି ରାଜ ଦରବାରରେ ଉପସ୍ଥିତ ହେଲେ । ପ୍ରଜାମାନେ ଯେ ଯାହାର ଦୁଃଖ ଆସି ରାଜାଙ୍କ ଆଗରେ ଜଣାଇଲେ । ଏହିପରି କିଛିଦିନ ବିତିଗଲା । ଦିନକୁ ଦିନ ଭୋଜରାଜ ଓ ଭୁରିମଲ୍ଲଙ୍କ ମଧ୍ୟରେ କଳହ ବଢିଚାଲିଲା । କୁଜାବର କନ୍ୟାକୁ ନେବାପାଇଁ କଳି ଲଗାଇଲା । ତିଳୋତମା କହିଲା ମୁଁ ତୁମ୍ଭର ଘରକୁ ଯିବି ନାହିଁ । ମୁଁ କୁଜା ବରକୁ ବିବାହ କରିନାହିଁ । ବର ଓ କନ୍ୟାକୁ ଘେନିକରି ବେନି ରାଜା ବିକ୍ରମାଦିତ୍ୟଙ୍କ ରାଜଦରବାରକୁ ଗଲେ ନ୍ୟାୟ ବିଚାର ପାଇବା ଆଶାରେ । ନିଜର ସୈନ୍ୟ ସାମନ୍ତ ସଙ୍ଗରେ ଉଜ୍ଜୟିନୀରେ ପହଁଚିଲେ । ବିକ୍ରମାଦିତ୍ୟ ସେମାନଙ୍କୁ ଆଦର କରି ଗୃହରେ ବସାଇଲେ । ଭୋଜରାଜ ଓ ଭୁରିମଲ୍ଲ ନୃପ ବିକ୍ରମାଦିତ୍ୟଙ୍କ ସଭାରେ ବସିଲେ । ତିଳୋତମାକୁ ନେଇ ରାଜା ଅନ୍ତଃପୁରେ ରଖିଲେ । ବିକ୍ରମାଦିତ୍ୟ ସେ ଦୁହିଁଙ୍କୁ ପ୍ରଶ୍ନ କଲେ କୁହ ଦୁଇରାଜା କି କାରଣେ ଆସିଛ । ଭୋଜରାଜ କହିଲେ ମୁଁ ଓ ଭୁରିମଲ୍ଲ ନୃପ ଦ୍ୱନ୍ଦ୍ୱରେ ପଡି ଏଠାକୁ ଆସିଅଛୁ । ତୁମେତ ସତ୍ୟବାଦୀ ନ୍ୟାୟବନ୍ତ ରାଜା । ତୁମ୍ଭେ ଏବେ ନ୍ୟାୟକର । ମୋ ଠାରୁ ସମସ୍ତ ବିବରଣୀ ଶୁଣି ବିଚାର କରନ୍ତୁ । ରାଜା ଭୁରିମଲ୍ଲଙ୍କର ଯେଉଁ ପୁତ୍ରକୁ ମୁଁ କନ୍ୟାଦାନ କରିଥିଲି, ସେ ପୁଅ ଏ ନୁହଁ । ସେ ଦେଖିବାକୁ ସାକ୍ଷାତ କନ୍ଦର୍ପ ଭଳି ରୂପବନ୍ତ । ତାଙ୍କର ରୂପ ଦେଖି ଯୁବତୀମାନେ ମୋହିତ ହେଉଥିଲେ କିନ୍ତୁ ଏ ବରକୁ ଦେଖିବାବେଳକୁ ପିଠିରେ କୁଜ ଅଛି । ମୁଁ ସେ ପୁତ୍ରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ।
ତିଳୋତମା କଥା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ପିଣ୍ଡଦାନ
- ଦୁଃସ୍ୱପ୍ନ
- ବାର୍ହା ଓ କୋକୀ
- ଯେ ପାଂଚେ ପରର ମନ୍ଦ
- ସୁବର୍ଣ୍ଣହଂସ ଜାତକ
- କାଲିର କାମ ଆଜି କର
- ଅବୁଝା ରାଜା
- ଶତ୍ରୁକୁ ସତ୍କାର
- ଚତୁର ପ୍ରଶ୍ନ
- ମତ୍ସ୍ୟ ମାନବ
- ଦୀନଦୁଃଖୀ ସେବା ହିଁ ଈଶ୍ୱର ସେବା
- ଅସଲ ମିତ୍ର
- ହଜାରେ ବାଲ୍ଟି ପାଣି
- ଡାକିନୀ ଝିଅ
- ଗୁପ୍ତ ଦଲିଲ୍
- ଅଳଙ୍କାର!
- ଗୋପାଳର ଘର ଦେଖିବା
- ମନଗୁଣେ ରୋଗ
- ଜୟମତୀ କଥା
- ଗଙ୍ଗାବତରଣ
- ମହାଭାରତ
- ବୀର ହନୁମାନ
- ଓଟର ନାଚ
- ବୀର ହନୁମାନ
- କାବ୍ୟ ରସିକ
- ବୀରକ ଜାତକ
- ଦାନର ମହିମା
- ସତ୍ୟର ମୂଲ୍ୟ
- ଲାମା ଓ ଦସ୍ୟୁ
- ଆତ୍ମଜ୍ଞାନ
- ମୂଷା ମାନଙ୍କର ଉତ୍ପାତ
- ନାନ୍ଦୁରା କାନ୍ଦୁରା ଚନ୍ଦରା
- ମାଆ ତୁ ସାହା
- ତିନୋଟି ଉପଦେଶ
- ତିନୋଟି ପ୍ରଶ୍ନ
- ବୀର ହନୁମାନ
- ସୁବର୍ଣ୍ଣ ପଥର
- ଦୁଇ ବିଦ୍ୟାର୍ଥୀ
- ଜାଗୃତିର ପ୍ରତୀକ
- ପରୀକ୍ଷା
- ଠକ ଠକାମିରେ ପଡିଲା
- ମେଧାବୀ
- ପୁରୁଣା ଅଭ୍ୟାସ
- ବୁଦ୍ଧିମତୀ ମଲ୍ଲିକା
- ମାଆ କାନ୍ଦନ୍ତି କାହିଁକି
- ପିଲାମାନେ ଓ ବେଙ୍ଗ
- ବନ୍ଧୁତା
- ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ
- ଉପସ୍ଥିତ ବୁଦ୍ଧି ବିପଦରୁ ରକ୍ଷା କରେ
- ପାଂଚଗୋଟି ପ୍ରଶ୍ନ
- କୃଷ୍ଣାବତାର
- ଅଚିହ୍ନା ଲୋକକୁ ବିଶ୍ୱାସ କରିବ ନାହିଁ
- ରାଜା ମଦନ ସେନ କଥା
- ଅଜ୍ଞାତ ଚୋର
- ବଗଲା-ବଗୁଲୀଞ୍ଚ
- ଏହା ମୋର ଦାଢି
- ଯେ ପାଂଛେ ପର ମନ୍ଦ
- ରାମନାଥଙ୍କ ବୁଦ୍ଧି
- ମିଠା କଥାର ମହତ୍ୱ
- ସେବା କରିବା ମହତ କାର୍ଯ୍ୟ
- ଦାନପ୍ରିୟ ରାଜା
- ଗୋପୀର ସହର ଯାତ୍ରା
- ବ୍ରହ୍ମଜ୍ଞାନୀ ଶୁକମୁନି
- ତଥାସ୍ତୁ ଦେବତା
- କାଳିଆ ଭରସା
- ପ୍ରକୃତ ବନ୍ଧୁ
- ନିଃସ୍ୱାର୍ଥପର ଲୋକ
- ପ୍ରସାଦ
- ଦୁଃଶ୍ଚରିତ୍ରା ନାରୀ
- ବୁଢୀଟି କାନ୍ଦୁଥିଲା କାହିଁକି?
- ପୁନର୍ମୂଷିକୋଭବ
- ଶନି କୋପ ଓ ଧନ ଦେବୀଙ୍କ କୃପା
- ସବୁ ମାୟାରେ ବାୟା
- ସ୍ୱାମୀ ବିବେକାନନ୍ଦ କାନ୍ଦି ପକାଇଲେ
- ଅପୂର୍ବଙ୍କ ପରାକ୍ରମ
- ସୁଯୋଗ ହରାଅ ନାହିଁ
- ବିଦ୍ୟାବତୀ କଥା
- ଡାକୁ
- ମୁଖିଆଙ୍କର କୁକାର୍ଯ୍ୟ
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ଡାକମୁନ୍ସି
- ଅଭିଳାଷ
- ଶାସନ କ୍ଷମତା
- ଶାଗୁଣା ଏବଂ ବିରାଡି
- ପରିବର୍ତ୍ତନ
- ଦୁରାଶାର ଜାଲ
- ବର୍ଷା ରାତିର ଚୋର
- ସମ୍ରାଟ ଅଶୋକ
- ସତ୍ୟାଗ୍ରହ ଆନ୍ଦୋଳନର ସର୍ଦ୍ଦାର
- ପ୍ରଶଂସାରେ ଭୁଲ ନାହିଁ
- ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା
- ସାହସୀ ସତ୍ୟପାଳ
- ମହାନ୍ କିଏ?
- ଛଦ୍ମବେଶ
- ଶିବି ଜାତକ
- ସହନ ଶକ୍ତିର ରହସ୍ୟ
- କିନ୍ତୁ!
- ବିଚାରପତିଙ୍କ ଅଦ୍ଭୁତ ବିଚାର
- ଦୁଇ ମୂର୍ଖ ବ୍ୟବସାୟୀ
- କନକ ସୁନ୍ଦରୀ
- ମହାକପି ଜାତକ
- ମା’ର ଋଣ
- ଭୁଲିଯିବାର ମନ୍ତ୍ର
- ଚଷାର ଯୁକ୍ତି
- ଜାମାତା ନିର୍ବାଚନ
- ହୁସ୍ ହୁସ୍
- ସୁବର୍ଣ୍ଣ ମୂଷିକ
- ସଚ୍ଚୋଟ ପଣିଆର ପୁରସ୍କାର
- ଉଦାରତା
- ଅଣାଏ ପଇସା
- ଶେଷ ଇଚ୍ଛା
- ମଳୟବତୀ କଥା
- ମନ୍ତ୍ର – ସିଂହାସନ
- ଦୁରାଶା
- ମାଆଙ୍କ ପାଇଁ ଗହଣା
- ମହା ଠକ
- ଧନ୍ୟ ସେ କୃଷକ ପିଲାର ସାହସ
- ଈର୍ଷାପରାୟଣ ସଭ୍ୟ
- ବ୍ୟବସାୟର ଦେବତା
- ନ୍ୟାୟସୂତ୍ର
- ବିକି ଜାଣିଥିଲେ –
- ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ
- ସେନାପତି ନିର୍ବାଚନ
- ମଧୁମତିଙ୍କ ପସନ୍ଦ
- ଯାଦୁକାରୀ ଘଂଟି
- ଅଳପ ହେଲେ ବି ଖୋଲା ମନରେ ଦାନ କର
- ଠକ ନଗରୀ
- ମୁଁ ରାଜା କି ମନ୍ତ୍ରୀ ହେବିନି, ହେବି ବାବାଜୀ
- ମୁର୍ଖ ପଣ୍ଡିତ କଥା
- କୂପମଣ୍ଡୁକ
- ରାଷ୍ଟ୍ରପତିଙ୍କ ମହାନତା
- ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ
- ଅଜବ ପଙ୍ଖା
- ମୂଲ୍ୟ
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ସମ୍ରାଟ ଅଶୋକ
- ସାହାଯ୍ୟକାରୀ ଜଙ୍ଗଲପରୀ
- ମୂଷା ନୁହେଁ ଚୁଚୁନ୍ଦ୍ରା
- ଯୌନାଙ୍ଗ ପୂଜା ଏବଂ ବୁଦ୍ଧ
- ମୂଲ୍ୟବାନ ଶିକ୍ଷା!
- ସୁନ୍ଦରୀ ଗଣିକା
- ଶ୍ରୀ ରାମକୃଷ୍ଣ ପରମହଂସ
- ବେଦବର ଜାତକ
- ଅନ୍ୟର ହୃଦୟ ଜୟକର
- ବୁଦ୍ଧି
- ଟଙ୍କା ଥଳୀଟି କାହାର?
- ମଖଦେବ ଜାତକ
- ଭିକ୍ଷାଦାନ
- ବୁଦ୍ଧି ପରୀକ୍ଷା
- ଆଗେ ଘରର ପଛେ ଅନ୍ୟର
- ବେଙ୍ଗ ବାହାଦୁର
- ପୋଡା ମୁହଁରେ ସବୁ ଭଲ
- ବିଚିତ୍ର ପୁଷ୍ପ
- ମୁଖା ଦ୍ୱାରା ମୁଖକୁ ଆବୃତ କରିବା
- ରାଜପଦର ମହତ୍ୱ
- ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ ।
- ପୁଣ୍ୟର ପ୍ରଭାବ
- ଅନ୍ଧ ରାଇଜ
- ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା
- ଗୁରୁଭକ୍ତି
- ଶୁଆର ମୃତ୍ୟୁ
- ଲାବଣ୍ୟବତୀ
- ପ୍ରତିଶୃତି
- ପାବନୀ ହ୍ରଦ ଓ ବିଷାକ୍ତ ନାଗସାପ
- ମୟୂରର ଦୁଃଖ
- ଭାଇଭାଗ
- ବେତାଳ ଗୁପ୍ତ ରହଣୀ
- ଲୋଭୀ ବୈଦ୍ୟ
- ବହୁମୂଲ୍ୟ ଉପହାର
- ସାଧୁତା ଓ ସତ୍ୟବାଦିତା ମାନବର ଅମୂଲ୍ୟ ସମ୍ପଦ
- ଅଭିନବ ବିବାହ
- ଶିଶିର ପୁଅ ଗଧ
- ସମୟର ମୂଲ୍ୟ
- ମହାଭାରତ
- ପଶୁପକ୍ଷୀଙ୍କ ଶବ୍ଦ
- ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ
- ପକ୍ଷୀ ଏବଂ ମାଙ୍କଡ କଥା
- କୁଆ ଏବଂ ପେଚା କାହାଣୀ
- କୃଷକର ପତ୍ନୀ
- ସେବା ଧର୍ମ
- ଶାଶୁଙ୍କ ଚିକିତ୍ସା
- ରାଜା ହାତୀ ନେଲେ, କଖାରୁ ଦେଲେ
- ନାଇଟ୍ ଇଗଲ
- ସତ୍ୟବତୀ କଥା
- ପରୀକନ୍ୟା
- ବୀର ହନୁମାନ
- ଭାଗ୍ୟଦେବୀ
- ପ୍ରଜା ଚାହିଁ ରାଜା
- ଅଣ୍ଡଭୂତ ଜାତକ
- ଲୀଳାବତୀ ସୂତ୍ର ରଚନା କଥା
- ବିଷ୍ଣୁ ପୁରାଣ
- ବର୍ଷା ରାଣୀ
- ମହାଭାରତ
- ସାଧୁ
- ମହତ ଦାନ
- ଯାହା ପାଇଁ ଯିଏ
- ନାରୀ ମାୟା ଦେବେ ଅଗୋଚର
- କୁକୁର ଜାତକ
- ହରିଣର କୁଣିଆ
- କର୍ମଘେନି ଫଳ



