ଅନେକ ବର୍ଷ ତଳର କଥା । ପୁରୀ ଜିଲ୍ଲାର ରତ୍ନଚିରା ନଦୀ ତଟରେ ରହିଛି ଗାଆଁଟିଏ । ଆଉ ସେ ଗାଆଁଟିର ନାମ ବାଲିଗାଁ । ଅନେକ ବର୍ଷ ତଳେ ସେଇ ଗାଆଁରେ ଦାସିଆ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲେ । ଜାତିରେ ସେ ଥିଲେ ଖଦାଳ – ବାଉରୀ ତନ୍ତୀ । ଲୁଗା ବୁଣିବା ଥିଲା ତାଙ୍କର ବେଉସା । ଲୁଗା ବିକ୍ରି କରି ଯାହା ଦୁଇ ପଇସା ଲାଭ କରନ୍ତି ସେତିକିରେ ଦୁଃଖେ ସୁଖେ ତାଙ୍କ ପରିବାର ଚଳିଯାଏ । ବାଲ୍ୟକାଳରୁ ସେ ଦାସିଆ ବାଉରୀ ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ଖାଇବା ବେଳେ, ଶୋଇବା ବେଳେ ସବୁବେଳେ ଖାଲି ସେ ଦାସିଆ ପ୍ରଭୁ ଜଗନ୍ନାଥଙ୍କୁ ହିଁ ସ୍ମରଣ କରନ୍ତି । ଏକ ନୀତି ନିୟମର ପ୍ରଥା ଅଛି । ଓଡିଶାର ଲୋକମାନେ ପ୍ରଥମଥର ପୁରୀ ଯାଇ ଗୃହକୁ ଫେରିଲେ ‘ହବିଷାନ୍ନ’ ଭୋଜନ କରନ୍ତି । ଏକଦା ଦାସିଆ ବାଉରୀ ପ୍ରଥମ ଥର ପାଇଁ ପୁରୀ ଯାଇଥା’ନ୍ତି । ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ । ପ୍ରଭୁଙ୍କ ଦର୍ଶନ ପାଇ ସେ ଦାସିଆ ବାଉରୀ ନିଜକୁ ମଧ୍ୟ ଭୁଲି ଗଲେ । ମନ୍ଦିରର ସବୁ ସ୍ଥାନ ଭ୍ରମଣ କଲେ । ଭୋଗରାଗ କଲେ, ନିଜର ତଥା ଅନ୍ୟମାନଙ୍କର ଶୁଭ ମନାସି ଦାସିଆ ଘରକୁ ଫେରିଲେ । ପ୍ରଥାନୁଯାୟୀ ଦାସିଆ ବାଉରୀର ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଲାଗି ଅନ୍ନ ଓ ଶାଗର ପାକ କରିଥିଲେ । ପୂର୍ଣ୍ଣ ହାଣ୍ଡି ଅନ୍ନ ଉପରେ ଶାଗ ମେଂଚାକ ଦେଖି ଦାସିଆ ଶ୍ରୀଜଗନ୍ନାଥଙ୍କ ଚକାନୟନ ଧ୍ୟାନରେ ମଗ୍ନ ହୋଇଗଲେ । ସେହି ପୂର୍ଣ୍ଣ ହାଣ୍ଡି ଅନ୍ନ ଉପରେ ଶାଗ ମଧ୍ୟରେ ସେ ଦେଖିଲେ ଯେମିତି ଜଗନ୍ନାଥ ମହାପ୍ରଭୁ ସେ ଶାଗ ପୂର୍ଣ୍ଣ ହାଣ୍ଡି ଉପରେ ବସିଛନ୍ତି । ହେଇ ମୋ ପ୍ରଭୁ ଆସିଛନ୍ତି? କହି ଦାସିଆ ତାଙ୍କ ଖାଇବା ସ୍ଥାନରୁ ଉଠି ଆନନ୍ଦରେ କରତାଳି ଦେଇ ପ୍ରଭୁଙ୍କ ମହିମା ଗାନକରି ନାଚିବାକୁ ଲାଗିଲେ । ଦାସିଆର ଏଭଳି ଢଙ୍ଗଢାଙ୍ଗ ଦେଖି ଲୋକେ ଦାସିଆକୁ ପାଗଳ ଭକ୍ତ ବୋଲି କହିଲେ । କିନ୍ତୁ ସେ ଦାସିଆର ଏ ସବୁରେ କୌଣସି ପ୍ରତିକ୍ରିୟା ହେଲା ନାହିଁ । ଯେ ପ୍ରକୃତ ଭକ୍ତ ସେ କେବେବି କାହାରି ନିନ୍ଦା ଆଉ ପ୍ରଶଂସାକୁ ମୋଟେ ଭୂକ୍ଷେପ କରେ ନାହିଁ । ଏପରିକି ମାନ ଅପମାନରେ ମଧ୍ୟ ଧ୍ୟାନ ଦିଏ ନାହିଁ ।
ଦାସିଆ ବାଉରୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଅନ୍ଧପିଲାର କରାମତି
- ସତ୍ୟ ଅସତ୍ୟ
- ଚୁଲ୍ଲପଦୁମ ଜାତକ
- ଏକ ବୃଦ୍ଧ ବଣିକର କାହାଣୀ
- ମନ୍ତ୍ରୀ ନିର୍ବାଚନ
- ବେକା ନା ଭଦ୍ର?
- ସିଂହ ଏବଂ ଠେକୁଆର ଗପ
- ସୁଖରାମ ଆଉ ଦୁଃଖରାମ
- ଅଳଙ୍କାର!
- ସମ୍ରାଟ ଅଶୋକ
- ଛିଟିକିଣି
- ବାଃ ବାଃ କାଲିବାଇ!
- ବୁଦ୍ଧିର ବଳ
- ରାଜାଙ୍କର ଶୁଆ
- ପ୍ରକୃତ ସାହାଯ୍ୟ
- ପକ୍ଷୀ ଗଣତି
- ଉପକାରୀ ଇଗଲ୍
- ଲାଉର ତୀର୍ଥ ଦର୍ଶନ
- ମାନସିକ ବ୍ୟାଧି
- ଶିକାରୀ ଏବଂ କପୋତ ପକ୍ଷୀ
- ବୀର ହନୁମାନ
- ପ୍ରାର୍ଥୀ ମନୋନୟନ
- ବିବେକ ଧର୍ମ
- ଗୋପାଳ ଭାଣ୍ଡର ଗୋଇନ୍ଦାଗିରି
- ବିରବଲଙ୍କ ଘରକୁ ରାସ୍ତା
- ଧର୍ମାନ୍ଧ ବ୍ରାହ୍ମଣ
- ଗୁରୁ ମହାଶୟ ଗୋପାଳ
- ଖାଲ ଖୋଳିବା ଲୋକଙ୍କ କୁଅଁ
- ଶତ୍ରୁକୁ ମିତ୍ର କରିବା ଉପାୟ
- ସନ୍ଦେହ
- ଦର୍ପଣବାଲା ରୂପମ୍
- ଶ୍ରମଚୋର
- ନିଃସ୍ୱାର୍ଥପର ଲୋକ
- ଆଶାବାନ ଚୋର
- ବୀର ହନୁମାନ
- ଅଭିନବ ବିବାହ
- ରାଜା ହାତୀ ନେଲେ, କଖାରୁ ଦେଲେ
- ସାବତ ମା
- ସାହସୀ
- କାଉର ଦୁଃସାହସ
- ବୁଦ୍ଧି ପରୀକ୍ଷା
- ଦୃଢ ସଂକଳ୍ପ
- ଅଦୃଶ୍ୟ ପରିଚାରିକା
- ଶିବ ପୁରାଣ
- ଫାଇଦା ଧାରୀର ଭଲ ହୁଏ ନାହିଁ
- ଆସ ଆମେ ସମସ୍ତେ କଠିନ ପରିଶ୍ରମ କରିବା
- ତଥାଗତ ଓ ପୂର୍ଣ୍ଣମାସୀ
- ଅଭିନବ ପରୀକ୍ଷା
- ସାପ ଏବଂ ନେଉଳ କଥା
- ମାନସିକ ରୋଗୀ
- ବୁଦ୍ଧି ନ ଥିଲେ ହଟହଟା ହେବାକୁ ହୁଏ
- ଗୋପାଳର ସ୍ତ୍ରୀ
- ଯୋଗ୍ୟତା ଓ ଯଶ
- ତିନି ପୁରୁଷର ବିତ୍ତ
- ମହତ୍ତ୍ୱ ପରୀକ୍ଷା
- ପୂଣ୍ୟକର୍ମର ମୂଲ୍ୟ
- ଝାଡୁଦାରର ବିବାହ
- ସତୀ ସଉତୁଣୀ ମନ୍ଦିର କଥା
- ଛଦ୍ମବେଶ
- ବିଶ୍ୱାସ
- ବନ୍ଦୀ ରାଜଗୁରୁ
- ଗଙ୍ଗାରାମଙ୍କ ଭୂଲ୍
- ବୀର ହନୁମାନ
- ପୃଥିବୀ ହେଉଛି ଏକ ପାନ୍ଥଶାଳା
- ଦୁରାଶାର ଜାଲ
- କହିବା, କରିବା
- ଶକରକନ୍ଦ
- କଠିନ ସମସ୍ୟାର ମୁକାବିଲା କର
- ଭାଗ୍ୟ ବୋଲିଭି କିଛି ଅଛି
- ଦୁଇ ଦ୍ୱୀପ
- ମନ୍ତ୍ର – ସିଂହାସନ
- ଭୂମି କ’ଣ ସାଙ୍ଗରେ ଯିବ?
- ରାକ୍ଷସର ଦାନ
- ବାନର କୃତି
- ଘରର ଦାୟିତ୍ୱ
- ସେବା କରିବାର ଫଳ
- ସେନାପତି ନିର୍ବାଚନ
- ଅତି ଭକ୍ତି
- ସ୍ୱପ୍ନ ବିଳାସ
- ବିଶ୍ୱାସ
- ବଳ ପରୀକ୍ଷା
- ଅଗ୍ରପୂଜ୍ୟ ଗଣେଶ
- ଅଶୁଭ ମୁଖ
- ରାମନାଥଙ୍କ ବୁଦ୍ଧି
- କୁହୁକ ହାଣ୍ଡି
- ଠେକୁଆ ଏବଂ ଚୁଟିଆ ମୂଷା
- ଭାଗ୍ୟ
- କରଜ ଆଦାୟ
- ଉଡୁପିର କୃଷ୍ଣ ମନ୍ଦିର
- ରାଜାଙ୍କ ପରୀକ୍ଷା
- କୀର୍ତ୍ତି!
- ସ୍ୱର୍ଗ ଓ ନର୍କର କାହାଣୀ
- ଅଧିକାର
- ପିଲାମାନେ ଓ ବେଙ୍ଗ
- ଜଳ ପରୀର କାହାଣୀ
- ଗଙ୍ଗାବତରଣ
- ପରୋପକାର
- ବୁଦ୍ଧିମାନ ବିଶୁ
- ସମୁଚିତ ଶାସ୍ତି
- ସୁବର୍ଣ୍ଣ ପଥର
- ଶିଷ୍ୟ ଗୁରୁଙ୍କୁ ବଳିଗଲେ
- ମହାରାଜା ବିକ୍ରମାଦିତ୍ୟ
- ଦୟାବତୀ ଭରତାମ୍ମା
- ଉକୁଣୀ ଓ ଛାରପୋକ କଥା
- ଗୋପାଳର ଘର ଦେଖିବା
- ଜଣେ ନିର୍ବୋଧ ନ ହେଲେ ସାହସୀ ହୋଇପାରିବ ନାହିଁ
- ପାଞ୍ଚ ପ୍ରଶ୍ନ
- ସାଧୁଙ୍କ ଯାଦୁ
- ସତ୍ୟର ପୂଜାରିଣୀ ହେଲା ନୋବେଲ ବିଜୟିନୀ
- ବିନା ଲାଭରେ
- ଯେ ପାଂଚେ ପରମନ୍ଦ
- ଚୋର ସାଧୁ ପାଲଟିଲା
- ସେବା ଧର୍ମ
- ଦରବାରୀ ପେଟୁ
- ସୁନାମାଛ କଥା
- ଲୋଭୀ ବୈଦ୍ୟ
- କ୍ରୋଧରୁ ଲାଭ!
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ସନ୍ଦେହ
- ଭୁବନ ସୁନ୍ଦରୀ
- ଯାଦୁ ମହଲ
- ହଂସୀ ପରୀ
- ପ୍ରତ୍ୟୁତ୍ପନ୍ନମତି
- ଏକତାର କରାମତି
- ରାଜକୁମାରୀ ଓ ଶିମ୍ବମଞ୍ଜି
- ଠକ ନଗରୀ
- ଗୋବିନ୍ଦଙ୍କ ଇଚ୍ଛା
- କେହି କାହାର ପ୍ରଭୁ ନୁହଁନ୍ତି
- ପଣ୍ଡିତଙ୍କ ଆଶୀର୍ବାଦ
- ଗୁରୁଜୀଙ୍କ ଦୋଷ ଧରିଥିବା ନିର୍ଭୀକ ଛାତ୍ର
- ବୁଦ୍ଧିମାନ ଗୁରୁନାଥ
- ପବନ ଓ ସୂର୍ଯ୍ୟ
- ବର ନିର୍ବାଚନ
- ପବିତ୍ର ଜୀବନ
- ସୁଯୋଗ ହରାଅ ନାହିଁ
- ଦୁଇ ପ୍ରତିବେଶୀ
- ସାଧୁ ବାବା
- ଚତୁରୀ ଦାସୀ
- ଧର୍ମ ସହିବ ନାହଁ
- ବିଚିତ୍ର ଚୋରୀ
- ସ୍ୱାଧୀନ ଜୀବନ ସବୁଠୁ ଭଲ
- ଭୃଗୁ
- ଅମ୍ବା
- ବିଦେଶରେ ବାଳସନ୍ନ୍ୟାସୀଙ୍କର କମାଲ
- ନିରିମାଖି ଝିଅର ଭାଗ୍ୟ
- ସାଧୁ ଓ ଛଦ୍ମବେଶୀ
- ଭାଇଭାଗ
- ବିଷ୍ଣୁ ପୁରାଣ
- ଦୟାଳୁ ଈଶ୍ୱର, ଠକ ବଣିକ
- ଦୁଃସାହସର ଫଳ
- ବହ୍ନି ଦ୍ୱୀପ
- କ୍ରୋଧ ମଣିଷର ଶତ୍ରୁ
- ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ
- ଚୋରୀ
- ଗଧର ପାଠ ପଢା
- ଗୁପ୍ତଦଲିଲ୍
- ଜମିଦାର ରାଜା
- ଶାଶୁଙ୍କ ଚିକିତ୍ସା
- ଧାନ କ୍ଷେତ
- ହାରଜିତ୍
- ଚନ୍ଦ୍ରକଳା କଥା
- ବିରବଲଙ୍କ ଚତୁରତା
- ବୁଢୀଟି କାନ୍ଦୁଥିଲା କାହିଁକି?
- ତ୍ରିଲୋଚନା କଥା
- ଦୁଷ୍ଟ କାଉ ଦଳ
- ନାଗ କଥା
- ମନ୍ତ୍ର ରାକ୍ଷସ କଥା
- ଗଧ ଏବଂ ଧୋବାର କାହାଣୀ
- ସହରର ଅଶାନ୍ତି
- ସୁଲତାନ୍ ଙ୍କ ପ୍ରଶ୍ନ
- ସ୍ୱର୍ଗ ନର୍କ
- ଜ୍ଞାନ ହିଁ ଧନ
- ଶିବଲୀଳା
- ଅଜ୍ଞାନୀ – ଜ୍ଞାନୀ
- ଯଥା ରାଜା ତଥା ପ୍ରଜା
- ଅତି ଲୋଭ କରନାହିଁ
- ବୋକା ବ୍ରାହ୍ମଣ କଥା
- ଜିଦ୍ଖୋର ଶାସକ
- ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ
- ଫଳରେ ଆଶା ରଖିବାନି
- ବିଜୟ ରହସ୍ୟ
- ଅସଲ ଆତସବାଜି
- ସାହସୀ ସତ୍ୟପାଳ
- ବିଚିତ୍ର ପୁଷ୍ପ
- ଦି ମୁଣ୍ଡିଆ ଚଢେଇ
- ତିନୋଟି ଗଧଙ୍କର ବୋଝ
- ଦସ୍ୟୁ ରାଜକୁମାର
- ପୁତ୍ର – କନ୍ୟା
- ଯେମିତି ରୋଇବ, ସେମିତି ପାଇବ!
- ମତ ପରିବର୍ତ୍ତନ
- ଚୂଡିର ସଂଖ୍ୟା
- ବିପଦର ବନ୍ଧୁ ପ୍ରକୃତ ବନ୍ଧୁ
- ବହ୍ନି ଦ୍ୱୀପ
- କନକ ଉପତ୍ୟକାର କାହାଣୀ
- ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ
- ଧୂସର ଦୁର୍ଗ
- ରୂପଧରଙ୍କ ଯାତ୍ରା
- ଏକତାର ବଳ
- ବିବେକ
- ବିଷ୍ଣୁ ପୁରାଣ



